Latest Odisha News
Browsing Category

ବାଣିଜ୍ୟ

ରାଜ୍ୟର ଏହିସବୁ ସହରକୁ ସମ୍ପ୍ରସାରିତ ହେଲା ଜିଓଫାଇବର ସେବା 

ଭୁବନେଶ୍ୱର: ସାମ୍ପ୍ରତିକ ଆହ୍ୱାନମୂଳକ ପରିସ୍ଥିତିରେ ଅନ୍‌ଲାଇନ କ୍ଲାସ ଏବଂ ୱାର୍କିଂ ଫ୍ରମ ହୋମ୍ (ନିଜଘରେ ରହି କାର୍ଯ୍ୟ କରିବା) ସ୍ୱାଭାବିକତା ପାଲଟିଥିବାରୁ ଅନେକଙ୍କ ପାଇଁ ନିରବଚ୍ଛିନ୍ନ ହାଇ-ସ୍ପିଡ ଇଣ୍ଟରନେଟ ସଂଯୋଗ ଏକ ପ୍ରକାର ନିତାନ୍ତ ଆବଶ୍ୟକତା ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି…

ଅକ୍ଟୋବର ୩୧ରେ ଆରମ୍ଭ ହେବାକୁ ଯାଉଛି ଦେଶର ପ୍ରଥମ ସି ପ୍ଲେନ୍‌ ସେବା; ମାତ୍ର ୧୫୦୦ଟଙ୍କାରେ ପାଇପାରିବେ ବିମାନ…

ନୂଆଦିଲ୍ଲୀ: ଦେଶର ପ୍ରଥମ ସମୁଦ୍ର ବିମାନ ସେବା ୩୧ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସେବାର ଶୁଭାରମ୍ଭ କରିବେ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ସି ପ୍ଲେନ୍‌ରେ ଅହମ୍ମଦାବାଦର ସାବରମତି ନଦୀ କୂଳକୁ କେଭାଡିଆର ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଯାତ୍ରା…

ବାଜି ମାରିଲା ଫ୍ଲିପ୍‌କାର୍ଟ

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ଫେଷ୍ଟିଭାଲ୍ ସିଜିନ୍ ବିକ୍ରିରେ ଫ୍ଲିପ୍‌କାର୍ଟ ବିଶ୍ୱର ସର୍ବବୃହତ୍‌ ଇ-କମର୍ସ କମ୍ପାନୀ ଆମାଜନ୍‌କୁ ପରାସ୍ତ କରିଛି। ଇ-କମର୍ସ କମ୍ପାନୀଗୁଡିକ ଏକ ସପ୍ତାହରେ ପ୍ରାୟ ୩୦ ହଜାର କୋଟି ବିକ୍ରି କରିଛନ୍ତି। ତେବେ ଏହି ‌ସିଜିନ୍‌ରେ ଅଧିକ ସ୍ମାର୍ଟଫୋନ୍‌ ବିକ୍ରି…

ଆକ୍ଟିଭାକୁ ପଛରେ ପକାଇଲା ଡେଷ୍ଟିନି 125

ନୂଆଦିଲ୍ଲୀ: ୨୦୨୦ ଅଗଷ୍ଟରେ ସର୍ବାଧିକ ବିକ୍ରି ହୋଇଥିବା ଡେଷ୍ଟିନି 125 ସ୍କୁଟର ଆକ୍ଟିଭାକୁ ପଛରେ ପକାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ। ହିରୋ ମୋଟୋକର୍ପ 2018 ଶେଷରେ ଡେଷ୍ଟିନି 125 ଲଞ୍ଚ କରିଥିଲା ​​ଏବଂ ଗତ ଦୁଇ ବର୍ଷ ମଧ୍ୟରେ ଏହାକୁ ଭଲ ରେସପନ୍ସ ମିଳିଛି । ହୋମଗ୍ରାଉନ୍…

ସିଙ୍ଗଲ୍‌ ମେଲ୍‌ ପ୍ୟାରେଣ୍ଟ୍‌ଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ଶିଶୁଙ୍କ ଯତ୍ନ ପାଇଁ ପୁରୁଷ…

ନୂଆଦିଲ୍ଲୀ: ସିଙ୍ଗଲ୍‌ ମେଲ୍‌ ପ୍ୟାରେଣ୍ଟ୍ ଥିବା ସରକାରୀ କର୍ମଚାରୀଙ୍କ ସ୍ୱାର୍ଥରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ସରକାରୀ ପୁରୁଷ କର୍ମଚାରୀମାନେ ପିଲାମାନଙ୍କର ଯତ୍ନ ସହ ଜଡିତ ଛୁଟି ନେବାକୁ ଯୋଗ୍ୟ। ଛାଡପତ୍ର ନେଇଥିବେ…

ମୋବାଇଲ୍‌ ଡାଟା ସ୍ପିଡ୍‌ ତାଲିକାରେ ଭାରତର ସ୍ଥାନ ୧୩୧

ନୂଆଦିଲ୍ଲୀ: ଭାରତରେ ବହୁ ସଂଖ୍ୟକ ସ୍ମାର୍ଟଫୋନ୍ ୟୁଜର୍ ବେସ୍ ଅଛି  କିନ୍ତୁ ଏହା ସତ୍ତ୍ୱେ, ବିଶ୍ୱ ମୋବାଇଲ୍ ଡାଟା ସ୍ପିଡ୍ ଚାର୍ଟରୁ ଭାରତ ନେପାଳ ଏବଂ ପାକିସ୍ତାନଠାରୁ ପଛରେ ରହିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏହି ତାଲିକାରେ ଭାରତ ମୋବାଇଲ୍ ଡାଟା ସ୍ପିଡ୍ ତାଲିକାରେ ୧୩୧ ନମ୍ବର ସ୍ଥାନରେ…

ବିଜୟ ମାଲ୍ୟା ଦେଇଛନ୍ତି ୩୬୦୦ କୋଟି ଦେବେ ୧୧୦୦୦ କୋଟି; ମୁକୁଲ୍‌ ରୋହ୍‌ତଗୀ

ନୂଆଦିଲ୍ଲୀ: କିଙ୍ଗଫିସର୍‌ ଏୟାରଲାଇନ୍ସ ଲିମିଟେଡର ମାଲିକ ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟ ଆଉ ଏକ ଝଟ୍‌କା ଦେଇଛନ୍ତି। ୟୁନାଇଟେଡ୍‌ ବ୍ରୁରିଜ୍‌ ହୋଲ୍ଡିଂ ଲିମିଟେଡ୍ ପକ୍ଷରୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଦାଖଲ ହୋଇଥିବା ଆବେଦନକୁ ସୋମବାର ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ…

ଆନ୍ତର୍ଜାତୀୟ କୋର୍ଟଙ୍କ ନିଷ୍ପତ୍ତି ପରେ ଫ୍ୟୁଚର୍‌ ଗ୍ରୁପ୍‌କୁ ବଡ଼ ଝଟ୍‌କା; ରିଲାଲନ୍ସ ଓ ଫ୍ୟୁଚର୍‌ ଗ୍ରୁପ୍‌…

ନୂଆଦିଲ୍ଲୀ: ସିଙ୍ଗାପୁରର ଆନ୍ତର୍ଜାତୀୟ ଆର୍ବିଟ୍ରେସନ୍ ସେଣ୍ଟର (SIAC) ଆମାଜନ୍‌ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ରିଲାଏନ୍ସ ସହିତ ଚୁକ୍ତି ବନ୍ଦ କରିବାକୁ ଫ୍ୟୁଚର୍‌ ଗ୍ରୁପ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ପରେ ରିଲାଏନ୍ସକୁ…

ରିଲାଏନ୍ସ କର୍ମଚାରୀଙ୍କ ପାଇଁ ଖୁସି ଖବର; ଦୀପାବଳୀ ପୂର୍ବରୁ କର୍ମଚାରୀଙ୍କୁ ମାଲାମାଲ୍‌ କରିବାକୁ ନିଷ୍ପତ୍ତି ନେଇଛି…

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛି ରିଲାଏନ୍ସ କମ୍ପାନୀ। ଦୀପାବଳି ପୂର୍ବରୁ ଏକ ବଡ ଉପହାର ପାଇବାକୁ ଯାଉଛନ୍ତି ରିଲାଏନ୍ସ କର୍ମଚାରୀ। କର୍ମଚାରୀଙ୍କ ବେତନକୁ କରୋନା ପୂର୍ବର ବେତନକୁ ଫେରାଇ ଆଣିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ଏହା ସହିତ…

୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣର ସୁଧ ଉପରେ ଅତିରିକ୍ତ ସୁଧ ଛାଡ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୋଭିଡ -୧୯ ସଙ୍କଟ କାରଣରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ପ୍ରଦାନ କରାଯାଇଥିବା ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣର ସୁଧ ଉପରେ ଲାଗୁ କରାଯାଉଥିବା ଅତିରିକ୍ତ ସୁଧକୁ ଛାଡ଼ କରାଯାଇଛି । ଶୁକ୍ରବାର ରାତିରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଘୋଷଣା…