Latest Odisha News

BREAKING NEWS

Browsing Category

ବାଣିଜ୍ୟ

ୱି‌ପ୍ରୋ ମୁଖ୍ୟ ଅଜିମ୍ ପ୍ରେମ୍‌ଜୀ ହେଉଛନ୍ତି ଦେଶର ସବୁଠୁ ଦାନୀ ବ୍ୟକ୍ତି

ନୂଆଦିଲ୍ଲୀ: ଆଇଟି କମ୍ପାନି ୱି‌ପ୍ରୋର ପ୍ରତିଷ୍ଠାତା ଅଜିମ୍ ପ୍ରେମ୍‌ଜୀ ହେଉଛନ୍ତି ଦେଶର ସବୁଠୁ ଦାନୀ ବ୍ୟକ୍ତି। ସେ ଗତ ଆର୍ଥିକ ବର୍ଷରେ ଅର୍ଥାତ୍ ୨୦୧୯-୨୦ ରେ ପ୍ରାୟ ୭,୯୦୪ କୋଟି ଟଙ୍କା ଦାନ କରିଛନ୍ତି। ହୁରୁନ୍ ଇଣ୍ଡିଆ ଏବଂ ଏଡେଲଗିଭ୍‌ ଫାଉଣ୍ଡେସନ ପକ୍ଷରୁ ପ୍ରକ‌ାଶିତ ତାଲିକାରେ…

କରୋନା ସଙ୍କଟ କାଳରେ ଐତିହାସିକ ସ୍ତରରେ ପହଞ୍ଚିଲା ଷ୍ଟକ୍‌ ମାର୍କେଟ୍‌; ;ପ୍ରଥମଥର ପାଇଁ ୪୩୦୦୦ ଟପିଲା ସେନ୍‌ସେକ୍ସ

ମୁମ୍ବାଇ: ପ୍ରଥମ ଥର ପାଇଁ କରୋନା ସଙ୍କଟ କାଳରେ ଐତିହାସିକ ସ୍ତରରେ ପହଞ୍ଚିଛି ଷ୍ଟକ୍‌ ମାର୍କେଟ୍‌। ଆମେରିକା ନିର୍ବାଚନ ଫଳାଫଳ ଏବଂ କରୋନା ଟିକା ଆସିବା ନେଇ ସକାରାତ୍ମକ ଖବର ପ୍ରଚାର ହେବା ପ୍ରଭାବରେ ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସରେ ବଡ଼ ଧରଣର ବୃଦ୍ଧି ହୋଇଛି। ସେନ୍‌ସେକ୍ସ ୬୮୦…

ଏଥର ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଭର୍ଚୁଆଲ୍ ଆୟୋଜନରେ ସାମିଲ୍‌ ହେବେ ୫୦ରୁ ଅଧିକ ଦେଶ

ନୂଆଦିଲ୍ଲୀ: ଡିସେମ୍ବର ୮ ରୁ ୧୧ ପର୍ଯ୍ୟନ୍ତ ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ଏକ ଭର୍ଚୁଆଲ୍ ଢଙ୍ଗରେ ଆୟୋଜିତ ହେବ। ଏହା ଆଇଏମ୍‌ସିର ଚତୁର୍ଥ ସଂସ୍କରଣ ହେବ। ଦୂରସଂଚାର ବିଭାଗ ଏବଂ ସେଲୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (COAI) ତରଫରୁ ମିଳିତ ଭାବେ ଆୟୋଜିତ ହେବାକୁ ଥିବା ଏହି…

ଆଲୋକ ସିଂ ହେଲେ ଏୟାର ଇଣ୍ଡିଆ ଏକ୍ସପ୍ରେସର ନୂତନ ସିଇଓ

ନୂଆଦିଲ୍ଲୀ: ଆଲୋକ ସିଂ ସୋମବାର ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ବିବୃତ୍ତିରେ କହିଛି ଯେ ଏୟାର ଟ୍ରାଫିକ ଏବଂ ଭ୍ରମଣ କ୍ଷେତ୍ରରେ ସିଂଙ୍କର ତିନି ଦଶନ୍ଧିର ଅଭିଜ୍ଞତା ରହିଛି। ସେ ଏୟାର…

ତନିଷ୍କ ବିକୁଛି ଟେନସନ !

ମୁମ୍ବାଇ:ଟାଟା ଗ୍ରୁପର ଜୁଏଲାରୀ ବ୍ରାଣ୍ଡ ତନିଷ୍କ ବିଜ୍ଞାପନ ମାଧ୍ୟମରେ ବିବାଦକୁ ଡାକି ଆଣୁଛି । ଦୀପାବଳୀ ଅବସରରେ ନିକଟରେ ଏକ ବିଜ୍ଞାପନ ପ୍ରସାରିତ ହୋଇଛ । ଏହାର ବିଷୟବସ୍ତୁ ନେଇ କମ୍ପାନୀକୁ ସମାଲୋଚନାର ସାମ୍ନା ହେବାକୁ ପଡିଛି । ବିଜ୍ଞାପନରେ ମଡେଲ ସାୟାନୀ ଗୁପ୍ତା ବାଣ ଫୁଟାଇବା ବଦଳରେ…

ଏଣିକି ହ୍ୱାଟ୍‌ସଆପ୍‌ରେ ବି ପଠାଇପାରିବେ ଟଙ୍କା

ନୂଆଦିଲ୍ଲୀ: ଏଣିକି ହ୍ୱାଟ୍‌ସଆପ୍‌ରେ ଚାଟ୍ ଏବଂ ଭିଡିଓ କଲ ସହ ଟଙ୍କା ମଧ୍ୟ ପଠାଇପାରିବେ। ଏ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଗୁରୁବାର ହ୍ୱାଟ୍‌ସଆପ୍‌କୁ ଅନୁମତି ଦେଇଛି ଏବଂ ଆଜିଠାରୁ ଏହି ସୁବିଧା ଉପଲବ୍ଧ ହେବ ବୋଲି ହ୍ୱାଟ୍‌ସଆପ୍‌ ଏକ ବିବୃତ୍ତିରେ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ସେୟାର ବଜାରକୁ ନିମ୍ନମୁଖୀ କରିପାରେ

ନୂଆଦିଲ୍ଲୀ: ରାଜନୀତି ଠାରୁ ଆରମ୍ଭ କରି ଅର୍ଥନୀତି କ୍ଷେତ୍ରରେ ଯଦି କୌଣସି ପ୍ରକାର ଅନିଶ୍ଚିତତା ଦେଖାଦିଏ ତାହେଲେ ନିବେଶକଙ୍କ ବ୍ୟବହାରରେ ହଠାତ ପରିବର୍ତ୍ତନ ଆସିଥାଏ। ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନ୍‌ ରାଷ୍ଟ୍ରପତି ପ୍ରାର୍ଥୀ…

ବିଶ୍ୱ‌ ଧନୀ ତାଲିକାରେ ଷଷ୍ଠରୁ ନବମକୁ ଖସିଲେ ମୁକେଶ ଅମ୍ବାନି

ମୁମ୍ବାଇ: ସେୟାର ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି। ଯାହା ଫଳରେ ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ବିଶ୍ୱ‌ ଧନୀ ତାଲିକାରେ ତିନି ପାହାଚ ତଳକୁ ଖସିଯାଇଛନ୍ତି। ମୁକେଶ ଅମ୍ବାନୀ ଗୋଟିଏ ଦିନରେ ୫୧,୧୦୦ କୋଟି ଟଙ୍କା ହରାଇଛନ୍ତି।…

ଫୋନ୍‌ ପେ ବ୍ୟବହାରକାରୀଙ୍କ ସଂଖ୍ୟା ୨୫ କୋଟି ପାର୍‌

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡିଜିଟାଲ୍‌ ପେମେଣ୍ଟ୍‌ ପ୍ରକ୍ରିୟା ଅଧିକ ବ୍ୟବହାର କରାଯାଉଛି। ତେବେ ଏହା ମଧ୍ୟରେ ଫୋନ୍‌ ପେ ଉପଭୋକ୍ତାଙ୍କ ସଂଖ୍ୟା ୨୫ କୋଟି ଅତିକ୍ରମ କରିଛି। ଏ ନେଇ ଫୋନ୍‌ ପେ କମ୍ପାନୀ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। କମ୍ପାନୀ କହିଛି ଯେ ଅକ୍ଟୋବରରେ ଏହାର…

ବ୍ୟାଙ୍କ୍‌ ଅଫ୍‌ ବରୋଦା ପରେ ଏବେ ୟୁନିୟନ୍‌ ବ୍ୟାଙ୍କ ହୋମ୍‌ ଲୋନ୍‌ ସୁଧ ହାର ହ୍ରାସ କରିଛି; ଏବେ ଗୃହ ଋଣ ଉପରେ…

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ବରୋଦା ପରେ ବର୍ତ୍ତମାନ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଗୃହ ଋଣ ସୁଧ ହାର ହ୍ରାସ କରିଛି। ବ୍ୟାଙ୍କ ୩୦ ଲକ୍ଷରୁ ଅଧିକ ହୋମ୍‌ ଲୋନ୍‌ ବଦଳରେ ସୁଧ ଉପରେ ୧୦ଟି ଆଧାର ପଏଣ୍ଟ କଟାଇଛି। ପୂର୍ବରୁ ଏହା ଉପରେ ୬.୯୫ ପ୍ରତିଶତ ସୁଧ ଆଦାୟ କରାଯାଉଥିଲା। କିନ୍ତୁ…