Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଭିଡ଼ିଓ କନଫରେନସିଂ ଜରିଆରେ ପାରାଦୀପରେ ଉଦଘାଟିତ ହେବ ଇଣ୍ଡିଆନ ଅଏଲର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର

ପାରାଦୀପ: ଆଜି ପାରାଦୀପରେ ଇଣ୍ଡିଆନ ଅଏଲ (ଆଇଓସିଏଲ)ର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର ଉଦଘାଟିତ ହେବ । ୪୩ କୋଟି ଟଙ୍କାର ଏହି ପ୍ରକଳ୍ପକୁ ଭିଡ଼ିଓ କନଫରେନ୍ସ ଜରିଆରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରକଳ୍ପ ଦେଶର ଷଷ୍ଠ…

ଗୋଟିଏ ଦିନର ବ୍ରେକ ପରେ ପୁଣି ବଢ଼ିଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ଲଗାତାର ବଢି ଚାଲିଥିବା ପେଟ୍ରୋଲ ଦରରେ ଗୋଟିଏ ଦିନର ବ୍ରେକ ପରେ ଆଜି ପୁଣି ଏହା ବୃଦ୍ଧି ପାଇଛି । ବୁଧବାର ପେଟ୍ରୋଲ ଦର ନବଢି କେବଳ ବୃଦ୍ଧି ପାଇଥିଲା ଡ଼ିଜେଲ ଦର । ମାତ୍ର ଆଜି ପୁନଃ ପେଟ୍ରୋଲ ୧୬ ପଇସା ଓ ଡିଜେଲ ୧୪ ପଇସା ବୃଦ୍ଧି ଘଟିଛି । ବର୍ଦ୍ଧିତ ଦର ଅନୁସାରେ…

ବଢି ଚାଲିଥିବା ପେଟ୍ରୋଲ ଦରରେ ଲାଗିଲା ବ୍ରେକ; ଆଜି ବଢ଼ିଲା ଡିଜେଲ ଦର

ନୂଆଦିଲ୍ଲୀ: ଲଗାତାର ବଢି ଚାଲିଥିବା ତୈଳ ଦରରେ ଆଜି ଲାଗିଛି ବ୍ରେକ୍ ଲାଗିଛି। ଆଜି ପେଟ୍ରୋଲ ଦର ନବଢି କେବଳ ବୃଦ୍ଧି ପାଇଛି ଡ଼ିଜେଲ ଦର । ଆଜି ଡିଜେଲ ପାୟ ୪୮ ପଇସା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ଅନୁସାରେ ନୂଆଦିଲ୍ଲୀରେ ଡିଜେଲ ଡର ୭୯ ଟଙ୍କା ୮୮ ପଇସା ହୋଇଛି । ଲଗାତାର ୧୭ ଦିନ ହେବ…

ଭାରତ ଚୀନ୍ ସହିତ ବ୍ୟାବସାୟିକ ସଂପର୍କ ଛିନ୍ନ କରିପାରିବ କି?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଭାରତର ସୀମା ଭିତରକୁ ଚୀନ୍‌ର ଅନୁପ୍ରବେଶ ଓ ସେଥିପାଇଁ କୋଡ଼ିଏ ଜଣ ଭାରତୀୟ ଜବାନ୍ ଶହୀଦ୍ ହେବା ପରେ ଭାରତ ଓ ଚୀନ୍ ମଧ୍ୟରେ ସଂପର୍କ ଅତ୍ୟନ୍ତ ତିକ୍ତ ହେବାରେ ଲାଗିଛି । ଏପରି ପରିସ୍ଥିତିରେ ସାଧାରଣ ଭାରତୀୟଙ୍କ ମଧ୍ୟରେ ଚୀନ୍ ପ୍ରତି…

୧୭ ଦିନ ଧରି ଲଗାତାର ବଢୁଛି ପେଟ୍ରୋଲ-ଡିଜେଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ସଙ୍କଟ । ଅନ୍ୟପଟେ ଖାଉଟିଙ୍କୁ ମହଙ୍ଗା ମାଡ଼। ତୈଳଦର ଦିନକୁ ଦିନ ବଢୁଥିବା ବେଳେ ମଙ୍ଗଳବାର ଦିନ ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ଥରେ ବୃଦ୍ଧି ଘଟିଛି । ସୂଚନା ଅନୁଯାୟୀ ଆଜି ପେଟ୍ରୋଲ ଲିଟର ପିଛା ପାଖାପାଖି ୦.୨୦ ପଇସା ବଢିଥିବାବେଳେ ଡିଜେଲ୍ ଲି. ପିଛା…

ବିଶ୍ୱର ଶ୍ରେଷ୍ଠ ୧୦ଜଣ ଧନୀକ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନିତ ହେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯିଏକି ୬୪.୫ ମିଲିୟନ ଡଲାର୍ ରାଶିର ମାଲିକ ଏବେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ଧନୀକ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ସାରା ଏସିଆରୁ ମୁକେଶ ଏକମାତ୍ର ବ୍ୟକ୍ତି ଭାବେ ଏହି ଗୌରବ ଅର୍ଜନ କରିଥିବା ନେଇ ବ୍ଲୁମବର୍ଗ…

ଅର୍ଥନୀତିର ଅର୍ଥାନ୍ତର…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଦୁନିଆ ଦୋହଲା ଦୁଃଖ କଷ୍ଟ ବେଦନା ଆଉ ଯାତନାର ଜୂପକାଠରେ ବଳିପଡିବାକୁ ଯାଉଥିବା ଅର୍ଥନୀତି ଏବେ ବଦଳାଇଦେବ ତା’ର ଚିର ପରିଚିତ ସଂଜ୍ଞା । ଜୀବନଶୈଳୀର ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଜି ଅର୍ଥନୀତିକୁ ତା’ର ସଂଜ୍ଞା ପରିବର୍ତ୍ତନ ପାଇଁ ବାଧ୍ୟ…

ଲଗାତାର ୧୩ ଦିନ ପାଇଁ ବୃଦ୍ଧି ପାଇଲା ତେଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ସଙ୍କଟକୁ ଅନ୍ୟପଟେ ଖାଉଟିଙ୍କୁ ଚିନ୍ତାରେ ପକାଉଛି ମହଙ୍ଗା ମାଡ଼।ଆଜି ମଧ୍ୟ ବଢିଛି ପେଟ୍ରୋଲ, ଡିଜେଲ ଦର । ଲଗାତାର ଦ୍ଵାଦଶ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୫୬ ପଇସା ଓ ୬୩ ପଇସା ବୃଦ୍ଧି ପାଇଛି। ସକାଳ…

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୧୧,୩୬୭ କୋଟି ଟଙ୍କା ପୁଞ୍ଜିନିବେଶ କରିବ ସାଉଦି ଆରବର ‘ଦି ପବ୍ଲିକ୍ ଇନଭେଷ୍ଟ୍‌ମେଣ୍ଟ୍…

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଜିଓ ପ୍ଲାଟଫର୍ମସ୍‌ରେ ସାଉଦି ଆରବର ଦି ପବ୍ଲିକ୍ ଇନଭେଷ୍ଟ୍‌ମେଣ୍ଟ୍ ଫଣ୍ଡ୍ (ପିଆଇଏଫ୍‌)…

ଲଗାତାର ଦ୍ଵାଦଶ ଦିନ ପାଇଁ ବୃଦ୍ଧି ପାଇଲା ତେଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ସଙ୍କଟକୁ ଅନ୍ୟପଟେ ଖାଉଟିଙ୍କୁ ଚିନ୍ତାରେ ପକାଉଛି ମହଙ୍ଗା ମାଡ଼।ଆଜି ମଧ୍ୟ ବଢିଛି ପେଟ୍ରୋଲ, ଡିଜେଲ ଦର । ଲଗାତାର ଦ୍ଵାଦଶ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୫୩ ପଇସା ଓ ୬୪ ପଇସା ବୃଦ୍ଧି ପାଇଛି। ସକାଳ…