Latest Odisha News

BREAKING NEWS

Browsing Category

ବାଣିଜ୍ୟ

କରୋନା ଯୋଗୁ ଟୁରିଜିମ୍ ଇଣ୍ଡଷ୍ଟ୍ରି୧.୨୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ

ନୂଆଦିଲ୍ଲୀ:କରୋନା ଯୋଗୁ ଅର୍ଥନୀତି ପ୍ରଭାବିତ ହେବାରେ ଲାଗିଛି । ଚଳିତବର୍ଷ ଟୁରିଜିମ୍ ଇଣ୍ଡଷ୍ଟ୍ରି ୧.୨୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ ବୋଲି ଆକଳନ କରାଯାଉଛି । ଅଟୋ ସେକ୍ଟରରେ ଚୀନରୁ ୬୦ ହଜାର କୋଟି ଟଙ୍କାର ସାମଗ୍ରୀ ଆମଦାନୀ ହୋଇପାରିବ ନାହିଁ । ଏହା ଦ୍ୱାରା କମ୍ପାନୀଗୁଡିକ ବିଶେଷ…

ଲକ୍‌-ଡାଉନ୍: ନିଜ ଗ୍ରାହକଙ୍କ ପାଇଁ ଜିଓ ଆଣିଲା ଏଇ ମାଗଣା ସେବା, ଜାଣନ୍ତୁ

ଭୁବନେଶ୍ୱର: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଜାରି ହୋଇଥିବା ଦେଶବ୍ୟାପୀ ଲକ୍ ଡାଉନ୍‌କୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସମସ୍ତ ଜିଓଫୋନ୍ ଗ୍ରାହକଙ୍କୁ ଏପ୍ରିଲ୍ ୧୭ ଯାଏଁ ୧୦୦ ମିନିଟ୍‌ର ମାଗଣା ଟକ୍‌ଟାଇମ୍ ଏବଂ ୧୦୦ ମାଗଣା ଏସ୍‌ଏମ୍‌ଏସ୍ ଦେବାନେଇ ଘୋଷଣା କରାଯାଇଛି ।…

ପିଏମ କେୟାର ପାଣ୍ଠିକୁ ଏସବିଆଇ କର୍ମଚାରୀଙ୍କ ୨ ଦିନର ବେତନ ଦାନ

ମୁମ୍ବାଇ: କୋଭିଡ଼-୧୯ର ମୁକାବିଲା ପାଇଁ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କର ୨ ଲକ୍ଷ ୫୬ ହଜାର କର୍ମଚାରୀ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ ୨ ଦିନର ବେତନ ଦାନ ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି । ଫଳରେ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଗଠନ କରାଯାଇଥିବା…

ଏପ୍ରିଲ ୩୦ ଯାଏଁ ବଢ଼ିଲା ‘ପିଏଲଆଇ’ ଓ ‘ଆରପିଏଲଆଇ’ ପ୍ରିମିୟମ ପଇଠ ଅବଧି

ନୂଆଦିଲ୍ଲୀ: କରୋନା ଭୂତାଣୁ (କୋଭିଡ-୧୯)ର ବୃଦ୍ଧି ପାଉଥିବା ପ୍ରକୋପ କାରଣରୁ ସୃଷ୍ଟ ବିପଦ ଏବଂ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ସ୍ଥିତିକୁ ଆଖି ଆଗରେ ରଖି ସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରଣାଳୟ ଅଧୀନ ଡାକ ବିଭାଗର ଡାକ ଜୀବନ ବୀମା…

ଲକଡାଉନକୁ ଦୃଷ୍ଟିରେ ରଖି କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସଂସ୍ଥାକୁ ରିହାତି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ହୋଇଥିବା ଲକଡାଉନ ପ୍ରଭାବରେ ଅନେକ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି କିମ୍ବା କେତେକ ଜରୁରିକାଳୀନ ସେବା ଅଳ୍ପ କର୍ମଚାରୀଙ୍କ ସହାୟତାରେ ଚାଲୁ ରଖାଯାଇଛି । ଏଥିରୁ ଉତ୍ପନ୍ନ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର…

ପିଏମ୍ କେୟାରସ୍ ଫଣ୍ଡ୍‌କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୫୦୦ କୋଟି ଟଙ୍କାର ସହାୟତା ଘୋଷଣା

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ଲଢେଇରେ ଦେଶକୁ ସହାୟତା କରିବା ଲାଗି ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ କେୟାରସ୍ ଫଣ୍ଡ୍‌କୁ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଘୋଷଣା କରାଯାଇଛି । ଏହି ୫୦୦ କୋଟି…

ହ୍ୱାଟ୍ସଆପରେ ବଦଳିଲା ଷ୍ଟାଟସ ଦେବା ପ୍ରକ୍ରିୟା, ଜାଣନ୍ତୁ

ବେଙ୍ଗାଲୁରୁ: ଦେଶବ୍ୟାପୀ ଲକଡାଉନ୍ ଜାରି ରହିଥିବାବେଳେ ଭାରତରେ ବହୁଳ ମାତ୍ରାରେ ଇଣ୍ଟରନେଟ୍ ବ୍ୟବହାର, ବୃଦ୍ଧି ପାଇଛି। ଯାହାଫଳରେ ନେଟୱର୍କରେ ଭାର କମାଇବା ପାଇଁ ସୋମବାର ଦିନ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ ଭାରତରେ ଷ୍ଟାଟସ୍ ଭିଡିଓ ସମୟକୁ ୩୦ସେ. ରୁ ୧୫ ସେକେଣ୍ଡ ମଧ୍ୟରେ ସୀମିତ…

ଦେଶବ୍ୟାପୀ ଲକଡାଉନ; ଏସବିଆଇ ବଦଳାଇଲା ବ୍ୟାଙ୍କିଂ ସମୟ, ଜାଣନ୍ତୁ

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଥିବା ଲକଡାଉନକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ(ଏସବିଆଇ) ବ୍ରାଞ୍ଚ ବ୍ୟାଙ୍କ ଗୁଡିକର ସମୟସୀମା ପରିବର୍ତ୍ତନ କରିଛି । ଏଥିସହିତ ଏସବିଆଇ କରୋନାଭାଇରସର ସଂକ୍ରମଣକୁ ଦେଖି ବ୍ୟାଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ପରସ୍ପର…

କୋଭିଡ଼-୧୯ ପ୍ରଭାବ: ରେପୋ ରେଟ ହ୍ରାସ କଲା ଆରବିଆଇ

ନୂଆଦିଲ୍ଲୀ: ରେପୋ ହାରରେ ହ୍ରାସ ଘଟାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ । କରୋନା ପାଇଁ ସାରାଦେଶ ଲକ୍‌ଡାଉନ୍‌ ଥିବା ବେଳେ ବେଳେ ଏହାକୁ ଦୃଷ୍ଟିରେ ରଖି ଆରବିଆଇ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଏହା…

ବିଏସଏନଏଲ ଆଣିଲା ‘ୱାର୍କ ଫ୍ରମ ହୋମ’ ଫ୍ରି ପ୍ଲାନ, ଜାଣନ୍ତୁ

ଭୁବନେଶ୍ୱର: କରୋନାଭାଇରସ୍ ଭୟରେ ବିଭିନ୍ନ କମ୍ପାନୀ ପକ୍ଷରୁ ଘରେ ରହି କାମ କରିବା ଉପରେ ଗୁରୁତ୍ୱାରୋପ କରାଯାଉଥିବା ବେଳେ ଏବେ ବିଏସଏନଏଲ ଆଣିଛି ‘ୱାର୍କ ଫ୍ରମ ହୋମ’ ବ୍ରୋଡବ୍ୟାଣ୍ଡ ପ୍ଲାନ ବ୍ୟବସ୍ଥା । ପ୍ରାପ୍ତ ସୂଚନାନୁଯାୟୀ ଏହି ପ୍ଲାନ୍ ବର୍ତ୍ତମାନ ଲ୍ୟାଣ୍ଡଲାଇନ ଉପଭୋକ୍ତାଙ୍କ ଲାଗି…