Latest Odisha News

BREAKING NEWS

Browsing Category

ଭଲଖବର

ଭଲଖବର

ଭାରତୀୟ ସେନା ତିଆରି କଲେ ସ୍ବଦେଶୀ ଆପ୍ ‘ସିକ୍ରେଟ୍ ସ୍ବଦେଶୀ ଆପ୍ ସାଇ’

ନୂଆଦିଲ୍ଲୀ: ଭାରତୀୟ ସେନା ନିଜ ବ୍ୟବହାର ପାଇଁ ଏକ ମେସେଜିଙ୍ଗ୍ ଆପ୍ ଡେଭେଲପ୍ କରିଛନ୍ତି ଯାହାର ନାଁ ସିକ୍ୟୋର ଆପ୍ଲିକେସନ୍ ଫର୍ ଇଣ୍ଟରନେଟ୍ ଅର୍ଥାତ ‘ସାଇ’ । ସେନା ଏପ୍ରିଲ ୧ ତାରିଖରୁ ଏହି ଆପ ବ୍ୟବହାର କରିବେ । ଏହି ଆପ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗ୍ନାଲ୍ ଭଳି ଆପକୁ ଟକ୍କର ଦେବ…

ଏକ୍ରାମ କ୍ଷେତ୍ର ବୁଲି ଦେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ଓ ପରିପାଶ୍ୱର୍ରେ ଥିବା ମନ୍ଦିର କୀର୍ତିରାଜି ବୁଲି ଦେଖିଲେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ । ପ୍ରତ୍ନତତ୍ୱ ବିଭାଗ ନିର୍ଦ୍ଦେଶକଙ୍କ ଆଗ୍ରହ କ୍ରମେ ଆଜି ଏକାମ୍ରକ୍ଷେତ୍ର ବୁଲି ଦେଖିଛନ୍ତି ଭୁବନେଶ୍ୱର ସାଂସଦ ।…

କାଲି ଅର୍ଚ୍ଚିତା-ସବ୍ୟସାଚୀଙ୍କ ବାହାଘର

ଭୁବନେଶ୍ୱର:ରାତି ପାହିଲେ ଓଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ବାହାଘର। ଆସନ୍ତାକାଲି ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବାହା ହେବେ ଅଭିନେତା ସବ୍ୟସାଚୀ । ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ବାହାଘର ହେବ। ଏନେଇ ସୋସିଆଲ ମିଡିଆରେ ସବ୍ୟସାଚୀ ସୂଚନା ଦେଇଛନ୍ତି। ସବ୍ୟ ଓ…

ପଢନ୍ତୁ ବରଗଡର ବିଲମାଳରୁ ସୁଧୀରଙ୍କ ସଫଳତାର କାହାଣୀ

ବରଗଡ : ସଠିକ ସୂଚନାର ଅଭାବ ଓ ପରାମର୍ଶ ଅଭାବରୁ ଚାଷ କାମରେ ଅନେକ କ୍ଷତିର ସମ୍ମୁଖୀନ ହେଉଥିଲେ ଭଟଲି ବ୍ଲକ ଡୁମାଲପାଲି ଗାଁର ଚାଷୀ ସୁଧୀର ସାହୁ । କିନ୍ତୁ ହଠାତ୍ ଚମତ୍କାର ହେଲା ତାଙ୍କ କ୍ଷେତ୍ରରେ । ଚାଷ କାମରେ ଉପୁଜୁଥିବା ସମସ୍ୟାର ସମାଧାନ ହେଲା, ବେଶ୍ ଦୁଇ ପଇସା ରୋଜଗାର ବି ହେଲା ।…

ଏ ଜାତି ଓଡ଼ିଆ, ଏ ମାଟି ଓଡିଶା… ଓଡ଼ିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

ଭୁବନେଶ୍ଵର: ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ଷ୍ଟୁଡିଓରେ ମ୍ୟୁଜିକ୍ ତାଳେ ତାଳେ ଓଡିଆ ଗୀତ ଗାଇଛନ୍ତି ରାଜ୍ୟପାଳ। ଏ ଜାତି ଓଡ଼ିଆ, ଏ ମାଟି ଓଡିଶା.. ଓଡିଶାର ମାଟି ପାଣି ପବନ ସହ କଳା ସଂସ୍କୃତି ଓ ଐତିହ୍ୟକୁ ଯୋଡି ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଦେଶତ୍ମବୋଧକ ସଂଗୀତ । ୧୪ ଜଣ…

୬ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଋଷଭ

ଜାଲୌ: ଉତ୍ତରପ୍ରଦେଶ ଜାଲୌନରେ ରହୁଥିବା ୬ ବର୍ଷର ଶିଶୁ ଋଷଭ । ଏତେ କମ୍ ବୟସରେ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନିଜ ସ୍ଥାନ ଅକ୍ତିଆର କରିପାରିଛନ୍ତି। ଋଷଭ ଗଣିତରେ ୧ ରୁ ୧୦୦ ଯାଏଁ ସ୍କ୍ୱାୟାର ମୁହଁରେ ମନେ ଅଛି । ସେ ଅଙ୍କ ନ କଷି ବି ପୁରା ସ୍କ୍ୱାୟାର ଲେଖିପାରନ୍ତି । ମାତ୍ର ୪ ମିନିଟ୍…

ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ 

କେନ୍ଦୁଝର:ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ । ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର । ଏହି ସମୟରେ ଜାତୀୟ ରାଜପଥର ସମ୍ପୂର୍ଣ୍ଣିକରଣ, କାନପୁର ବୃହତ ଜଳ ପ୍ରକଳ୍ପ ଯୋଜନା, ମେଡିକାଲ କଲେଜ, ଓ ମେଗା ପାନୀୟ…

ପୁଣି ଖୋଲିବ ମୁମ୍ବାଇ ଏୟାରପୋର୍ଟର ଟର୍ମିନାଲ-୧

ମୁମ୍ବାଇ:ବିମାନଯାତ୍ରୀଙ୍କ ପାଇଁ ଭଲ ଖବର । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଘରୋଇ ଉଡାଣ ପାଇଁ ନିଜ ଟର୍ମିନାଲ ୧କୁ ପୁଣି ଖୋଲୁଛି । ୧୦ ମାର୍ଚ୍ଚ ୨୦୨୧ରୁ ଟର୍ମିନାଲ ୧ରୁ ଉଡାଣ ଆରମ୍ଭ ହେବ । ଏପର୍ଯ୍ୟନ୍ତ ସମସ୍ତ ଫ୍ଲାଇଟ୍ସ ଟର୍ମିନାଲ ୨ରୁ ଅପରେଟ୍ ହେଉଥିଲା ।…

ବଲାଙ୍ଗିରରେ କ୍ରିକେଟ୍ ଖେଳିବେ କଳାକାର, ଏକାଠି ହେବେ ପଶ୍ଚିମ ଓଡିଶାର ବିଶିଷ୍ଟ କଳାକାରମାନେ 

ବଲାଙ୍ଗିର: ବଲାଙ୍ଗିରରେ କ୍ରିକେଟ ଖେଳିବେ କଳାକାର । ପଶ୍ଚିମ ଓଡିଶାର ବିଶିଷ୍ଟ କଳାକାରମାନେ ଏକତ୍ରିତ ହେବେ । ସେଥିପାଇଁ  ବନ୍ଧୁତାପୂର୍ଣ୍ଣ ସେଲିବ୍ରେଟି ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଏନେଇ ଯାଦବ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।  ପଶ୍ଚିମ…

ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ଗୋଲାପ ଫୁଲ, ସଚେତନ କଲା ପୋଲିସ

ଅଯୋଧ୍ୟା: ଅଯୋଧ୍ୟାରେ ଲୋକଙ୍କୁ ଟ୍ରାଫିକ ନିୟମ ପ୍ରତି ସଚେତନ କରିବାକୁ ପୋଲିସ ଏକ ନିଆରା ପଦକ୍ଷେପ ନେଇଛି । ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ଗୋଲାପ ଫୁଲ, ସଚେତନ କରିଛି ପୋଲିସ । ଅଯୋଧ୍ୟାରେ ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବା ଲୋକଙ୍କର ଚାଲାଣ କଟା ଯାଇ ନାହିଁ କି କୌଣସି ଦଣ୍ଡ…