Latest Odisha News

BREAKING NEWS

Browsing Category

POLITICS

ବିଜେଡ଼ି ଲିଗାଲ୍ ଫ୍ରଣ୍ଟ ପଦାଧିକାରୀ ତାଲିକାରେ ମୃତ ଆଇନଜୀବୀ

ବ୍ରହ୍ମପୁର: ବିଜୁ ଜନତା ଦଳ ଲିଗାଲ୍ ଫ୍ରଣ୍ଟର ପୁନର୍ଗଠିତ ହୋଇଛି । ଏଥିରେ ୫୧ଜଣ କର୍ମକର୍ତା ଅଛନ୍ତି । ଶନିବାର ଏନେଇ ଦଳ ତରଫରୁ ପଦାଧିକାରୀଙ୍କ ନାମ ଘୋଷଣା ହୋଇଥିଲା । ଏଥିରେ ୩୩ଟି ସାଂଗଠନିକ ଜିଲା ପାଇଁ ସଭାପତିଙ୍କ ନାମ ମଧ୍ୟ ରହିଛି । ତେବେ ତାଲିକାରେ ଜଣେ ମୃତ ଆଇନଜୀବୀଙ୍କ ନାମ…

ବ୍ରହ୍ମପୁର ରାଜନୀତିକୁ ଫେରିବେ କି ସିଦ୍ଧାନ୍ତ ? ଜାଣନ୍ତୁ କ’ଣ କହିଲେ ପୂର୍ବତନ ସାଂସଦ

ବ୍ରହ୍ମପୁର:ଗତ ସାଧାରଣ ନିର୍ବାଚନରେ ଟିକେଟ୍‌ କଟିବା ପରେ ବ୍ରହ୍ମପୁର ରାଜନୀତିରୁ ଦୂରେଇ ଯାଇଥିବା ଦୁଇ ଥରର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ପୁଣି ଥରେ ଆବିର୍ଭାବ ଘଟିଛି। ବୁଧବାର ବ୍ରହ୍ମପୁରରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଘରେ…

ଆଜି ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତ କରିବେ ଏଆଇସିସି ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ଼ଗେ। ଦିନ ୧୧ ଟା ୩୦ରେ ବିମାନ ବନ୍ଦରରୁ ଆସି କଂଗ୍ରେସ ଭବନରେ ପହଞ୍ଚିବେ। ଓଡ଼ିଶା ଗସ୍ତ କାଳରେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ସଭାପତି ନିର୍ବାଚନ ପାଇଁ ନିଜ ସପକ୍ଷରେ ଭୋଟ ମାଗିବେ ଖଡ଼ଗେ। ଏଆଇସିସି…

ଦୁଇ ବର୍ଷ ପରେ ସରକାରୀ ବୈଠକରେ ଗୋପାଳପୁର ବିଧାୟକ

ବ୍ରହ୍ମପୁର: ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗୁରୁବାର ଜିଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକ ଜିଲାପାଳ ତଥା ଗ୍ରାହକ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦିବ୍ୟଜ୍ୟୋତି ପରିଡା ସଭାପତିତ୍ବ କରିଥିଲେ। ତେବେ ଏହି ବୈଠକରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ…

ଚ୍ୟାଉପଟ୍ଟନାୟକଙ୍କ ସମେତ ବହୁ ଗଞ୍ଜାମ ବିଜେଡ଼ି ନେତାଙ୍କୁ ଥଇଥାନ

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ନିଗମ ଏବଂ ବୋର୍ଡର ଉପଦେଷ୍ଟା ଏବଂ ସଦସ୍ୟଙ୍କ ସମେତ ବିଭିନ୍ନ ପଦପଦବୀ ପାଇଁ ନାମ ଘୋଷଣା ହୋଇଛି। ଏଥିରେ ଗଞ୍ଜାମ ଜିଲାର ଅନେକ ବିଜେଡ଼ି ନେତାଙ୍କୁ ଥଇଥାନ କରାଯାଇଛି। ଗଞ୍ଜାମ ଜିଲା ବିଜେଡ଼ି ସଭାପତି ତଥା ପୂର୍ବତନ ବ୍ରହ୍ମପୁର ବିଧାୟକ ଡା.…

ସୋନାଲି ପୁଣି ହେଲେ ବ୍ରହ୍ମପୁର ମହିଳା ବିଜେଡ଼ି ସଭାନେତ୍ରୀ

ବ୍ରହ୍ମପୁର:ବିଜୁ ମହିଳା ଜନତା ଦଳର ବ୍ରହ୍ମପୁର ସାଂଗଠନିକ ଜିଲା ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏହି ନାମ ଘୋଷଣା କରିଛନ୍ତି। ସଭାନେତ୍ରୀ ଭାବେ ପୁଣି ଥରେ ସୋନାଲି ଗନ୍ତାୟତଙ୍କୁ ଦାୟିତ୍ବ ଦିଆଯାଇଛି। କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଶାନ୍ତି…

ମୁଖ୍ୟମନ୍ତ୍ରୀଙ୍କୁ ବଦନାମ୍‌ ପାଇଁ ଗଞ୍ଜାମକୁ ଅବହେଳା କରାଯାଉଛି:ପ୍ରଦୀପ

ବ୍ରହ୍ମପୁର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଦନାମ୍‌ ପାଇଁ ଗଞ୍ଜାମ ଜିଲାକୁ ଅବହେଳା କରାଯାଉଛି ବୋଲି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ। ଶନିବାର ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିକରଡା ଗ୍ରାମରେ ଅନୁଷ୍ଠିତ ପଦଯାତ୍ରାରେ ସାମିଲ ହୋଇ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ…

ବିଜେଡ଼ିରେ ସାମିଲ ହେଲେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା

ବ୍ରହ୍ମପୁର: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ର ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ନିଜର ବହୁ ସମର୍ଥକଙ୍କ ସହ ବିଜେଡ଼ିରେ ସାମିଲ ହୋଇଛନ୍ତି। ବ୍ରହ୍ମପୁରସ୍ଥିତ ବିଜେଡ଼ି ଜିଲା କାର୍ଯ୍ୟାଳୟରେ ଏନେଇ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଗତ ପୌର ନିର୍ବାଚନରେ…

ଗଞ୍ଜାମ ବିଜେଡ଼ିରେ ଘଡ଼ିକେ ଘୋଡ଼ା ଛୁଟୁଛି; ନିଲମ୍ବନ ପରେ ପ୍ରତ୍ୟାହାର, ପୁଣି ନିଲମ୍ବନ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ଏହି ସଂକ୍ରମଣ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ଯେଉଁ ନିର୍ବାଚନ ମଣ୍ଡଳୀକୁ ନେଇ ଗଞ୍ଜାମ ବିଜେଡ଼ିରେ କମ୍ପନ ସୃଷ୍ଟି ହୋଇଛି, ସେଇଟା ହେଲା ଦିଗପହଣ୍ଡି। ଦୁଇ ଦିନ…

ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା;ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ହେଲେ ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ

ବ୍ରହ୍ମପୁର: ରାଜ୍ୟର ସମସ୍ତ ଜିଲାର ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ରାଜ୍ୟ ସରକାରଙ୍କ ତରଫରୁ ଶୁକ୍ରବାର ଘୋଷଣା କରାଯାଇଛି। ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ହୋଇଛନ୍ତି ପୂର୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ ମଲ୍ଲୀକ। ବର୍ତ୍ତମାନ ମନ୍ତ୍ରୀ ମଲ୍ଲିକ ବିଜୁ ଜନତା ଦଳ ତରଫରୁ ଗଞ୍ଜାମ ଜିଲା ପାଇଁ…