Latest Odisha News

BREAKING NEWS

Browsing Category

ବ୍ୟକ୍ତିତ୍ୱ

ସାରଙ୍ଗଧର ଦାସ

ସାରଙ୍ଗଧର ଦାସ (୧୮୮୬-୧୯୫୬) କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ ଗଡ଼ଜାତ ଗାନ୍ଧୀ ଭାବେ ସାରା ଓଡ଼ିଶାରେ ସୁପରିଚିତ ସାରଙ୍ଗଧର ଦାସ ଥିଲେ ଅନ୍ଧାରି ମୂଲକର ଶୋଷିତ, ଅତ୍ୟାଚାରିତ ଗଡ଼ଜାତ ପ୍ରଜାଙ୍କର ତ୍ରାଣକର୍ତ୍ତା। ଢେଙ୍କାନାଳ ସହର ନିକଟବର୍ତ୍ତୀ ହରେକୃଷ୍ଣପୁର ଗ୍ରାମରେ ୧୮୮୬ ଅକ୍ଟୋବର…

ଗୋପୀନାଥ ନନ୍ଦଶର୍ମା

ଗୋପୀନାଥ ନନ୍ଦଶର୍ମା (୧୮୬୯-୧୯୨୪) କ୍ଷେତ୍ର: ଭାଷା-ସାହିତ୍ୟ (ଓଡ଼ିଆ ଭାଷାତତ୍ତ୍ୱ) ସଂସ୍କୃତ, ପ୍ରାକୃତ, ଓଡ଼ିଆ ଓ ପ୍ରାଚୀନ ଭାଷାରେ ଧୁରୀଣ ଗୋପୀନାଥ ନନ୍ଦଶର୍ମା ତାଙ୍କର ସର୍ବଶ୍ରେଷ୍ଠ କୃତି ‘ଓଡ଼ିଆ ଭାଷାତତ୍ତ୍ୱ’ ପାଇଁ ଚିରକାର ସ୍ମରଣୀୟ ହୋଇ ରହିବେ । ‘ଶବ୍ଦତତ୍ତ୍ୱବୋଧ ଅଭିଧାନ’…

ଲକ୍ଷ୍ମୀନାରାୟଣ ସାହୁ

ଲକ୍ଷ୍ମୀନାରାୟଣ ସାହୁ (୧୮୯୦-୧୯୬୩) କ୍ଷେତ୍ର: ସମାଜସେବା ସେ କେଉଁ ଧର୍ମର ବୋଲି ପଚାରିଲେ ‘ସେବା ହିଁ ମୋର ଧର୍ମ’ ବୋଲି ଉତ୍ତର ଦେଉଥିବା ଜଣେ ମହାନ ମାନବବାଦୀ ବ୍ୟକ୍ତିତ୍ୱ ହେଲେ ଲକ୍ଷ୍ମୀନାରାୟଣ ସାହୁ । ୧୮୯୦ ଅକ୍ଟୋବର ୩ରେ ବାଲେଶ୍ୱର ସହରରେ ତାଙ୍କର ଜନ୍ମ । ମା’ଙ୍କ ଶାସନ ବାପାଙ୍କ…

ନବକୃଷ୍ଣ ଚୌଧୁରୀ

ନବକୃଷ୍ଣ ଚୌଧୁରୀ (୧୯୦୧-୧୯୮୪) କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ ଜନମାନସରେ ଗଭୀର ପ୍ରତିଛବି ଛାଡ଼ିଯାଇଥିବା ଓଡ଼ିଶାର ଅନ୍ୟତମ ବିଶିଷ୍ଟ ଜନନାୟକ ହେଲେ ନବକୃଷ୍ଣ ଚୌଧୁରୀ । ୧୯୦୧ ମସିହା ନଭେମ୍ବର ୨୩ ତାରିଖରେ କଟକର ସ୍ୱରାଜ୍ୟ ଆଶ୍ରମରେ ତାଙ୍କର ଜନ୍ମ । ପ୍ୟାରୀମୋହନ ଏକାଡେମୀରେ…

ଆର୍ତ୍ତବଲ୍ଲଭ ମହାନ୍ତି

ଆର୍ତ୍ତବଲ୍ଲଭ ମହାନ୍ତି (୧୮୬୬-୧୯୬୩) କ୍ଷେତ୍ର: ଭାଷା-ସାହିତ୍ୟ (ଗବେଷଣା, ସଂପାଦନା) ଆଧୁନିକ ଓଡ଼ିଆ ସାହିତ୍ୟ ନିର୍ମାଣରେ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଯୋଗଦାନ ଅବିସ୍ମରଣୀୟ । ଏକାଧାରରେ ପ୍ରାବନ୍ଧିକ, ସାହିତ୍ୟ ସମାଲୋଚକ, ଅନୁବାଦକ ତଥା ସଂପାଦକ ଭାବେ ସେ ନିଜର ଦକ୍ଷତା ପ୍ରତିପାଦିତ…

ଅନ୍ନପୂର୍ଣ୍ଣା ମହାରଣା

ଅନ୍ନପୂର୍ଣ୍ଣା ମହାରଣା (୧୯୧୭-୨୦୧୨) କ୍ଷେତ୍ର: ସମାଜସେବା ଭାରତୀୟ ମୁକ୍ତି ଆନ୍ଦୋଳନ କାଳର ଅନ୍ୟତମ ନିଷ୍ଠାପର ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ ଅନ୍ନପୂର୍ଣ୍ଣା ମହାରଣା । ୩ ନଭେମ୍ବର ୧୯୧୭ରେ ରମା ଦେବୀ ଓ ଗୋପବନ୍ଧୁ ଚୌଧୁରୀଙ୍କ ଦ୍ୱିତୀୟ ସନ୍ତାନ ଭାବେ ଜନ୍ମ ହୋଇଥିଲେ…

କୃଷ୍ଣଚନ୍ଦ୍ର ଗଜପତି

କୃଷ୍ଣଚନ୍ଦ୍ର ଗଜପତି (୧୮୯୨-୧୯୭୪) କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ ଓଡ଼ିଶାର ଅଂଧକାର ସମୟକୁ ଆଲୋକିତ କରି ସର୍ବଭାରତୀୟ ସ୍ତରରେ ଓଡ଼ିଆ ଜାତିର ନବନିର୍ମାଣ କରିବା ପାଇଁ ଆଜୀବନ ଉଦ୍ୟମ କରିଥିବା ହାତଗଣତି କେତେଜଣ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରହିବେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ।…