Latest Odisha News

BREAKING NEWS

Browsing Category

ଆସାମ

Assam

ଦ୍ୱିଶତକ ସତ୍ୱେ ସେହ୍ୱାଗ ପୁଅ ଆର୍ଯ୍ୟବୀରଙ୍କୁ ଦେବେନି ସ୍ୱତନ୍ତ୍ର ଉପହାର

ନୂଆଦିଲ୍ଲୀ: ଭାରତୀୟ କ୍ରିିକେଟ ଟିମର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ଏବେ ଚର୍ଚ୍ଚାରେ ରହିଛନ୍ତି । ଶୁକ୍ରବାର କୁଚ ବିହାର ଟ୍ରଫି କ୍ରିକେଟରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଆର୍ଯ୍ୟବୀର ମେଘାଳୟ ବିପକ୍ଷରେ ୨୯୭ ରନର ଚମକପ୍ରଦ ଇନିଂସ ଖେଳିଥିଲେ ।…

ଓଡିଶାର କଶିକା ମିଶ୍ର ଜିତିଲେ ଆଇଜିୟୁ ଟାଇଟଲ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଗଲ୍ଫ ଖେଳାଳି କଶିକା ମିଶ୍ର ଇତିହାସ ରଚିଛନ୍ତି । ସେ ପ୍ରଥମ ଓଡିଆ ଭାବେ ଇଣ୍ଡିଆନ ଗଲ୍ଫ ୟୁନିୟନ ଚାମ୍ପିୟନଶିପରେ ଟାଇଟଲ ହାସଲ କରିଛନ୍ତି । ନଭେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ଏହା ଜେପି ଗ୍ରୀନରେ ଖେଳାଯାଇଥିଲା । ୧୫ରୁ ୧୮ ବର୍ଷ କାଟାଗୋରୀ ଏବଂ ସିନିୟର ଆମେଚର…

ବର୍ଷାରେ ବେହାଲ ଉତ୍ତର ପୂର୍ବ ଭାରତ: ପାଣିରେ ବୁଡିଲା ଆସାମ

ନୂଆଦିଲ୍ଲୀ: ମୌସୁମୀ ପ୍ରଭାବରେ ଦେଶର ଅନେକ ଅଞ୍ଚଳ ବେହାଲ । ସବୁଠି ବର୍ଷାର ବିତ୍ପାତ ମୃତ୍ୟୁ ଫାଟକ ଖୋଲିକି ବସିଛି । ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ, ଏବେ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି । କେରଳ, ହିମାଚଳ ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡରେ ତ ଏହା ସବୁ ସୀମା ପର କରିଥିବା ବେଳେ…

ଦେଶର ଏକ ଅପନ୍ତରା ଗ୍ରାମ; ଯେଉଁଠି ବାସ କରୁଛନ୍ତି କେବଳ ଗୋଟିଏ ପରିବାର

ଦିଶପୁର: ଭାରତ ହେଉଛି ବିବିଧତାର ଦେଶ। ଆପଣମାନେ ଆମ ଭାରତରେ ପ୍ରତ୍ୟେକ ରାଜ୍ୟରେ କିଛି ନା କିଛି ଅନନ୍ୟ ଦେଖିବାକୁ ପାଇବେ। ଯାହାଦ୍ଵାରା ଆମ ଦେଶ ପ୍ରତି ଆପଣଙ୍କ ଦୃଷ୍ଟିକୋଣକୁ ବଦଳାଇବ। କେତେକ ସ୍ଥାନରେ ଆପଣ ବହୁତ ଜନସଂଖ୍ୟା ଦେଖିଥିବେ ଏବଂ ଅନ୍ୟ କିଛି ସ୍ଥାନରେ ଜନଶୂନ୍ୟ ଅଞ୍ଚଳ । ଏସବୁ…

ବିଜେପି ସାଂସଦଙ୍କ ବାସଭବନରୁ ୧୦ ବର୍ଷୀୟ ନାବାଳକର ମୃତଦେହ ଉଦ୍ଧାର

ଆସାମ: ବିଜେପି ସାଂସଦଙ୍କ ବାସଭବନରୁ ଉଦ୍ଧାର ହୋଇଛି ଏକ ୧୦ ବର୍ଷୀୟ ବାଳକର ମୃତଦେହ । ଆସାମ ସିଲଚର ଲୋକସଭା ଆସନର ବିଜେପି ସାଂସଦ ରାଜଦୀପ ରାୟଙ୍କ ବାସଭବନରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗତକାଲି ବାଳକର ମୃତଦେହ ମିଳିଥିଲା। ବାଳକର ବୟସ ୧୦ ବର୍ଷ ହେବ ବୋଲି କୁହାଯାଉଛି । ବାଳକ ଜଣକ ନିଜ…

ମୃତ ପ୍ରେମିକା ମଥାରେ ସିନ୍ଦୂର ଦେଇ ପ୍ରେମକୁ କଲେ ଅମର

ଗୌହାଟୀ : ପ୍ରେମ ମାନେନି ଜାତି ଧର୍ମ, ପ୍ରେମ ଦେଖେନି ଧନୀ ଗରୀବ, ପ୍ରେମକୁ ପାଇବାକୁ କିଏ ସାତ ଦରିଆ ପାର୍ ହେଉଛି ତ କିଏ ପ୍ରେମ ପାଇଁ ଜୀବନ ଦେଉଛି । ଦୂରରେ ଥିଲେ ବି ପ୍ରେମ ଶାଶ୍ୱତ । ମୃତ୍ୟୁ ପରେ ବି କିଛି ପ୍ରେମ କାହାଣୀ ଅମର । ଏପରି ନିଚ୍ଛକ ପ୍ରେମର ନିଦର୍ଶନ ଦେଖିବାକୁ ମିଳିଛି ଆସାମ…

କରିମଗଞ୍ଜରୁ ୯୨୭ କେଜି ଗଞ୍ଜେଇ ଜବତ, ୩ ଗିରଫ

ଗୌହାଟୀ: ଆସାମ ପୋଲିସକୁ ପୁଣି ମିଳିଛି ବଡ଼ ସଫଳତା। କରିମଗଞ୍ଜ ଜିଲ୍ଲାର ଦୁଇଟି ଭିନ୍ନ ଭିନ୍ନ ଅଞ୍ଚଳରୁ ପୋଲିସ ୯୨୭ କେଜି ଗଞ୍ଜେଇ ଜବତ କରିଛି। ସୋମବାର ଗଞ୍ଜେଇ ଚାଲାଣ ବେଳେ ଚୁରାଇବାରୀ ଏବଂ ଆସାମ-ତ୍ରିପୁରୀ ସୀମା ଅଞ୍ଚଳରୁ ଗଞ୍ଜେଇ ଜବତ କରିଥିଲା ଚୁରାଇବାରୀ ପୋଲିସ ଟିମ। ପୂର୍ବରୁ…

ଆସାମରେ ଜାରି ରହିଛି ବନ୍ୟା ସ୍ଥିତି, ଗଲାଣି ୩୦ ଜଣକ ଜୀବନ

ଆସାମ  : ଗତ କିଛି ଦିନ ଧରି ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ଲାଗି ରହିଛି । ଲକ୍ଷ ଲକ୍ଷ ଲୋକ ବନ୍ୟାଯୋଗୁଁ ପ୍ରଭାବିତ ହୋଇଛନ୍ତି । ଗୁରୁବାର ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସରକାରୀ ଆକଳନ ଅନୂଯାୟୀ ୫.୬୧ ଲକ୍ଷ ଲୋକ ଏବେବି ବନ୍ୟା ପରିସ୍ଥିତି ର ସାମ୍ନା କରୁଛନ୍ତି । ବର୍ତ୍ତମାନ ସୁଦ୍ଧା…

ଆସାମରେ ଭୟଙ୍କର ବନ୍ୟା ସ୍ଥିତି, ପାଣିଘେରରେ ୨୨୨ ଗାଁ

ନୂଆଦିଲ୍ଲୀ: ଆସାମରେ ଲଗାଣ ବର୍ଷା ଆଣିଛି ବନ୍ୟା । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଘରଦ୍ୱାର, ଚାଷ ଜମି ବୁଡ଼ିଛି । ଲୋକ ଘରୁ ପାଦ କାଢ଼ି ପାରୁ ନାହାନ୍ତି । ବନ୍ୟା ପାଣିଘେରରେ ଅଛନ୍ତି ୫୭ ହଜାର ଲୋକ । ୨୨୨ଟି ଗାଁ ପ୍ରଭାବିତ ହୋଇଛି । ୧୦ହଜାରରୁ ଅଧିକ ହେକ୍ଟର ଚାଷଜମିରେ ନଷ୍ଟ ହୋଇଛି…

[ଦେଖନ୍ତୁ ଭିଡିଓ] କାଠମାଣ୍ଡୁ ନାଇଟ୍ କ୍ଲବରେ ରାହୁଲ ଗାନ୍ଧୀ : ଭିଡିଓ ଜାରି କରି ଘେରିଲା ବିଜେପି

ଦିଲ୍ଲୀ : ମଙ୍ଗଳବାର ଦିନ ଏକ ବିଦେଶୀ ନାଇଟ୍ କ୍ଲବରେ ଦେଖିବାକୁ ମିଳିଛନ୍ତିି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଏକ ନାଇଟ କ୍ଲବ ପବରେ ରାହୁଲଙ୍କୁ ଜଣେ ନେପାଳି ବାନ୍ଧବୀଙ୍କ ସହ ଦେଖିବାକୁ ମିଳିଛି । ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାହୁଲ ଗାନ୍ଧୀଙ୍କୁ ଘେରିଛି ବିଜେପି । ଏହି…