Latest Odisha News

BREAKING NEWS

Browsing Category

ବିହାର

Bihar

ବିହାରରେ ଏନଡିଏ ସରକାର: ୧୨୫ ଆସନ ସହ ବହୁମତ ହାସଲ, ୧୧୦ ସିଟରେ ଅଟକିଲା ମହାମେଣ୍ଟ

ନୂଆଦିଲ୍ଲୀ: ବିହାରରେ ବିଜେପିର ସୁପର ସୋ । କ୍ଷମତା ଲଢ଼େଇରେ ପୁଣି ଏନଡିଏ ହାତରେ ବିହାର ଶାସନ ଡ଼ୋରି ଧରାଇଛନ୍ତି ବିହାର ଭୋଟର । ୧୨୫ ଆସନ ସହ ବହୁମତ ହାସଲ କରିଛି ଏନଡିଏ । ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ୱର ଥିଲା ୧୨୨ । ଏନଡିଏ ମେଣ୍ଟରେ ବିଜେପି ବଡ଼ ଦଳ ଭାବରେ ଉଭା ହୋଇଛି ।…

ବିହାର ନିର୍ବାଚନ ଫଳାଫଳରେ ଏବେ ବି ସସ୍ପେନ୍ସ ଜାରି :ଏନଡିଏ ୧୨୩, ମହାଗଠବନ୍ଧନ ୧୧୩

ପାଟନା: ବିହାର ନିର୍ବାଚନ ଫଳାପଳ ଭାରତ-ପାକିସ୍ତାନ ମ୍ୟାଚର ରୋମାଂଚକୁ ପଛରେ ପକାଇ ଦେଇଛି । ରାତି ୯ଟା ୩୦ରେ ପ୍ରାପ୍ତ ରିପୋର୍ଟ ଅନୁସାରେ ଏନଡିଏ ୧୨୩ ଓ ମହାଗଠବନ୍ଧନ ୧୧୩ ରେ ଆଗେଇଛନ୍ତି । ଏନଡିଏ ସରକାର ଗଢ଼ିବା ପାଇଁ ଆବଶ୍ୟକ ୧୨୨ ସିଟରୁ ଆଗରେ ଥିଲେ ମଧ୍ୟ ଖୁସି ମନାଇ ପାରୁ ନାହିଁ ।…

ବିହାର ନିର୍ବାଚନ: ପ୍ରଚାର ଷ୍ଟ୍ରାଇକ ସଫଳ ରେଟରେ ରାହୁଲଙ୍କ ତୁଳନାରେ ମୋଦି ଆଗରେ

ପାଟନା: ବିହାର ନିର୍ବାଚନ ଫଳାଫଳ ଏବେ ମଧ୍ୟ ସ୍ପଷ୍ଟ ହୋଇ ନାହିଁ । ଏନଡିଏ ୧୨୩ ଓ ମହାଗଠବନ୍ଧନ ୧୧୨ ସିଟରେ ଆଗରେ ରହିଛନ୍ତି । ତେବେ ବିହାର ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚାର ଷ୍ଟ୍ରାଇକ ସଫଳ ରେଟରେ ଏନଡିଏକୁ ଫାଇଦାରେ ରଖିଛି । ତାଙ୍କ ତୁଳନାରେ କଂଗ୍ରେସର ରାହୁଲ…

ବିହାର ଟ୍ରେଣ୍ଡ କହୁଛି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭା ହେବ ବିଜେପି

ପାଟନା: ବିହାରରେ କିଏ ମାରିବ ବାଜି । ଆଉ କିଛି ଘଣ୍ଟା ପରେ ଜଣା ପଡ଼ିବ କାହା ସପକ୍ଷରେ ଯାଇଛି ଜନାଦେଶ । ବର୍ତ୍ତମାନ ସୁଦ୍ଧା ଗଣତିର ଟ୍ରେଣ୍ଡ କହୁଛି ବିହାରରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭା ହୋଇପାରେ । ବର୍ତ୍ତମାନ ସୁଦ୍ଧା ମହାମେଣ୍ଟଠାରୁ ଆଗରେ ରହିଛି ଏନଡିଏ । ନିର୍ବାଚନ…

ବିହାର ଭୋଟ କାଉଣ୍ଟିଂ:ଏନଡିଏ-ମହାମେଣ୍ଟ ଭିତରେ କାଣ୍ଟେ କା ଟକ୍କର

ପାଟନା: ବିହାର ବିଧାନସଭା ନିର୍ବାଚନରେ କାଣ୍ଟେ କା ଟକ୍କର ହେଉଛି । ଭୋଟ ଗଣତି ବେଳେ ସାମନାକୁ ଆସୁଛି ରୋଚକ ସୂଚନା । କେତେବେଳେ ମହାମେଣ୍ଟ ମ୍ୟାଜିକ ନମ୍ୱର ଅଭିମୁଖେ ଅଗ୍ରସର ହେଉଛି ତ କେତେବେଳେ ଏନଡିଏ ଉପରକୁ ଉଛୁଛି । ବର୍ତ୍ତମାନ ସୁଦ୍ଧା ଗଣତିରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା…

ରେଜଲ୍ଟ ଡେ: ବିହାରରେ କିଏ ମାରିବ ବାଜି, ଖୋଲିବ ଭାଗ୍ୟ ପେଡ଼ି

ପାଟନା: କାହା ଦଖଲକୁ ଯିବ ବିହାର ? ନୀତିଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନା ଯୁବ ମୁଖ୍ୟମନ୍ତ୍ରୀ ପାଇବେ ବିହାରବାସୀ ? ଶାସନ କ୍ଷମତା ପୁଣି ଥରେ ନିଜ ହାତରେ ରଖିବ ଏନଡିଏ ନା ମହାମେଣ୍ଟ ସରକାର ଗଢ଼ିବ ? ଆଜି ଆସିବ ଜନାଦେଶ । ଖୋଲିବ ଭାଗ୍ୟ ପେଡ଼ି । ୧୪୩ ବିଧାନସଭା ବିଶିଷ୍ଟ ବିହାର…

ବିହାର ନିର୍ବାଚନ : ବିଜୟ ଉତ୍ସବ ପାଳନ ପାଇଁ ଲଡୁ ତିଆରି କରୁଛନ୍ତି ବିଜେପି କର୍ମକର୍ତା

ପାଟନା: ଆଉ କିଛି ଘଂଟା ପରେ ବିହାର ବିଧାନସଭା ନିର୍ବାଚନ ଫଳାଫଳର ପେଡି ଖୋଲିବ । ବିଭିନ୍ନ ଏକଜିଟ ପୋଲରେ ମହାଗଠବନ୍ଧନ ବିଜୟୀ ହେବ ବୋଲି ଭବିଷ୍ୟବାଣୀ କରାଯାଇଛି । ଏନଡିଏ ଏହା ଭୁଲ ହେବ ବୋଲି ଘୋଷଣା କରିଛି । ବିଜେପି କର୍ମକର୍ତାମାନେ ସୋମବାରଠାରୁ ବିଜୟ ଉତ୍ସବ ପାଳନ ନେଇ ଲଡୁ ପ୍ରସ୍ତୁତ…

ଫଳାଫଳ ପୂର୍ବରୁ ବିହାରରେ କଂଗ୍ରେସକୁ ବିଭାଜନ ଭୟ, ପାଟନା ଗଲେ ଦୁଇ ବରିଷ୍ଠ ନେତା

ପାଟନା: କାହା ଦଖଲରୁ ଯିବ ବିହାର ? ଏନଡିଏ ପୁଣି ସରକାର ଗଢ଼ିବ ନା ଫେରିବ ମହାମେଣ୍ଟ ? ଆସନ୍ତାକାଲି ଆସିବ ରେଜଲ୍ଟ । ଭୋଟ ଗଣତି ପରେ ପ୍ରକାଶ ପାଇବ ଫଳାଫଳ । ଏକଜାଟ୍ ରେଲ୍ଡ ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ କଂଗ୍ରେସକୁ ଘାରିଛି ବିଭାଜନ ଭୟ । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ ଅନୁସାରେ…

ଏକଜିଟ୍ ପୋଲ : ବିହାରରେ ରାଜ କରିବେ ତେଜସ୍ୱୀ

ପାଟନା : ବିହାର ନିର୍ବାଚନ ସରିବା ସହିତ ପ୍ରକାଶ ପାଇଥିବା ସମସ୍ତ ଏକଜିଟ୍ ପୋଲ ସର୍ଭେରୁ ତେଜସ୍ୱୀ ଯାଦବଙ୍କ ନେତୃତ୍ବାଧୀନ ମହାଗଠବନ୍ଧନ ମେଣ୍ଟ ସରକାର ଗଢିବା ଅନୁମାନ କରାଯାଉଛି । ୧୫ ବର୍ଷର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପଛରେ ପକାଇ ତେଜସ୍ୱୀ ବାଜି ମାରି ନେଇଥିବା ପ୍ରାଯ ଅଧିକାଂଶ…

ବିହାରରେ ଅନ୍ତିମ ପର୍ଯ୍ୟାୟ ମତଦାନ, ୧୨୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ପାଟନା: ଆଜି ସରିବ ବିହାର ବିଧାନସଭା ନିର୍ବାଚନ ଭୋଟିଂ । ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। ଏହି ପର୍ଯ୍ୟାୟରେ ୧୯ଟି ଜିଲ୍ଲାର ୭୮ ଆସନରେ ଭୋଟ ଗ୍ରହଣ ଚାଲିଛି । ଏହାସହ ବାଲ୍ମିକୀନଗର ସଂସଦୀୟ କ୍ଷେତ୍ର ଉପନିର୍ବାଚନ ପାଇଁ ମଧ୍ୟ ଭୋଟ…