Latest Odisha News

BREAKING NEWS

Browsing Category

ବିହାର

Bihar

ବିହାର ନିର୍ବାଚନ: ଭୟଙ୍କର ଅଭିଯୋଗ ଆଣିଲେ ଅମୀଷା ପଟେଲ

ପାଟନା:ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ବିହାର ନିର୍ବାଚନ ପ୍ରଚାର ନେଇ କି ଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେ ନେଇ ମୁହଁ ଖୋଲିଛନ୍ତି । ସେ କରିଥିବା ଅଭିଯୋଗ ସମସ୍ତଙ୍କୁ ଚକିତ କରିଛି ।  ଲୋକ ଜନଶକ୍ତି ପାର୍ଟି ନେତା ପ୍ରକାଶ ଚନ୍ଦ୍ରାଙ୍କ ନିର୍ବାଚନୀ ପ୍ରଚାର ବାବଦରେ ଏହି ଭାଇରାଲ ଅଡିଓ…

[ଭିଡିଓ] ଭସାଣୀରେ ବୋହିଲା ଭକ୍ତଙ୍କ ରକ୍ତ !

ବିହାର: କରୋନା କଟକଣା ଭିତରେ ମିଳିଥିଲା ଦୁର୍ଗାପୂଜା ଉତ୍ସବ ପାଳନର ଅନୁମତି । ସାରା ଦେଶରେ ଶାନ୍ତିପୁର୍ଣ୍ଣ ଭାବେ ମା' ଶକ୍ତିଙ୍କ ପୂଜାର୍ଚ୍ଚନା ହୋଇଥିଲା । ହେଲେ ବିହାରର ମୁଙ୍ଗେରରେ ବୋହିଥିଲା ଭକ୍ତଙ୍କ ରକ୍ତ । ଯାହାକୁ ନେଇ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଛି । ଭିଡିଓ…

ନିର୍ବାଚନ ପରେ ବିଜେପିକୁ ଛାଡ଼ି ଆରଜେଡି ହାତ ଧରିବେ ନୀତିଶ: ଚିରାଗ ପାଶଓ୍ୱାନ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ଏଲଜେପି ମୁଖ୍ୟ ଚିରାଗ ପାଶଓ୍ୱାନ । ସେ କହିଛନ୍ତି, ନିର୍ବାଚନ ପରେ ନୀତିଶ ବିଜେପିକୁ ବାଏ ବାଏ କହି ଆରଜେଡି କ୍ୟାମ୍ପରେ ସାମିଲ ହେବାକୁ ପ୍ରସ୍ତୁତି କରିଛନ୍ତି । ତାଙ୍କୁ ଭୋଟ ଦେଲେ ଏହା…

ବିହାରରେ ଆଜି ମୋଦି ଓ ରାହୁଲଙ୍କ ମାରାଥନ୍ ରାଲି

ପାଟନା: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭିତରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ବିହାରରେ ପ୍ରଚାର ସରଗରମ । ଆଜି ହାଇଭୋଲଟେଜ୍ କ୍ୟାମ୍ପେନ୍ । ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ବିଜେପିର ଷ୍ଟାର କ୍ୟାମ୍ପେନର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ…

ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍: ୭୧ ଆସନରେ ୧୦୬୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ପାଟନା: ଆଜିଠୁ ବିହାର ବିଧାନସଭା ନିର୍ବାଚନ ନେଇ ମତଦାନ । ପ୍ରଥମ ପର୍ଯ୍ୟାୟରେ ଆଜି ୭୧ଟି ଆସନରେ ଭୋଟ୍ ନିଆଯାଉଛି । ମୈଦାନରେ ଅଛନ୍ତି ୧ ହଜାର ୬୬ ପ୍ରାର୍ଥୀ । ଏମାନଙ୍କ ଭିତରେ ୯୫୨ ଜଣ ପୁରୁଷ ଓ ୧୧୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଦୁଇ କୋଟିରୁ…

ମୋକମା ବିଧାସନଭା ସିଟରେ ରାମ-ରାବଣ ଲଢ଼େଇ ନେଇ ଚର୍ଚ୍ଚା

ମୋକମା: ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମୋକମା ସିଟ ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ରାମ-ରାବଣ ଲଢ଼େଇ ହେବ ବୋଲି କୁହାଯାଉଛି । ରାଷ୍ଟ୍ରୀୟ ଜନତା ଦଳର ବାହୁବଳୀ ଅନନ୍ତ ସିଂଙ୍କ ବିପକ୍ଷରେ ଛିଡା ହୋଇଛନ୍ତି ଜନତା ଦଳ ୟୁନାଇଟେଡର ସନ୍ଥ ରାଜୀବ ଲୋଚନ ନାରାୟଣ ସିଂ । ଅନନ୍ତଙ୍କ…

ସୁଶୀଲ ମୋଦିଙ୍କୁ ମାରିବା ପାଇଁ ଲାଲୁ ତନ୍ତ୍ର ପୂଜା କରୁଥିଲେ !

ପାଟନା: ବିହାର ନିର୍ବାଚନରେ ଧିରେ ଧିରେ ଆରୋପ ପ୍ରତ୍ୟାରୋପ ବ୍ୟକ୍ତିଗତ ସ୍ତରକୁ ଆସିଯାଇଛି । ବିଭିନ୍ନ ସର୍ଭେରେ ଏନଡିଏ ଆଗୁଆ ରହୁଥିବାରୁ ଏହାର ଫାଇଦା ଉଠାଇବା ପାଇଁ ବିଜେପି ଆକ୍ରମଣାତ୍ମକ ମୁଡକୁ ଆସି ଯାଇଛି । ରବିବାର ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଏକ ଚାଂଚଲ୍ୟକର ଅଭିଯୋଗ…

ବିହାର ନିର୍ବାଚନ: ତେଜସ୍ୱୀ କହିଲେ ୯ ନଭେମ୍ବର ଲାଲୁଜୀ ଆସିବେ, ୧୦ରେ ନୀତିଶ ବିଦା ହେବେ

ପାଟନା: ବିହାର ନିର୍ବାଚନରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଶୁକ୍ରବାର ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ୱୀ ଯାଦବ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ୯ ନଭେମ୍ବରରେ ଲାଲୁ ପ୍ରସାଦ ଯାଦବ ଜେଲରୁ ମୁକ୍ତ ହେବେ ଏବଂ ଏହାର ପର ଦିନ ନୀତିଶ କୁମାର ବିଦା ହେବେ । ନିର୍ବାଚନ ପ୍ରଚାର…

ଆଜିଠୁ ବିହାରରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୋଦି

ପାଟନା: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ପାଣିପାଗ ସରଗରମ । ହେଭିଓ୍ୱେଟ୍ କ୍ୟାମ୍ପେନ୍ ଚାଲିଛି । ଆଜିଠୁ ବିଜେପିର ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନାରେ ଥିବା ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ୍ ମାଗିବେ ।…

ବିହାର କଂଗ୍ରେସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ

ପାଟନା: ବିହାରର ପାଟନାରେ ଥିବା କଂଗ୍ରେସ କାର୍ଯ୍ୟାଳୟରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛି । ପରିସର ମଧ୍ୟରେ ଥିବା ଜଣେ ବ୍ୟକ୍ତିଙ୍କ ନିକଟରୁ ୮.୫ ଲକ୍ଷ ଟଙ୍କା ଜବତ କରାଯାଇଛି । ତେବେ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ କୌଣସି ଟଙ୍କା ଜବତ ହୋଇ ନାହିଁ ବୋଲି କହିଛି । ପରିସର ବାହାରେ ଥିବା ଏକ…