Latest Odisha News

BREAKING NEWS

Browsing Category

ଛତିଶଗଡ଼

Chhatishgarh

ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ମାଓବାଦୀ

ମାଲକାନଗିରି: ମାଲକାନଗିରି-ଛତିଶଗଡ଼ ସୀମାନ୍ତରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିୟ । ଯବାନଙ୍କ ଗୁଳିଲେ ଗଡ଼ିଲା ତିନି ଜଣ ନକ୍ସଲଙ୍କ ମୁଣ୍ଡ । ମାଲକାନଗିରି-ଛତିଶଗଡ଼ ସୀମାନ୍ତ କାଙ୍କେଇ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ହାର୍ଡକୋର ପୁରୁଷ ମାଓବାଦୀ ଓ ଜଣେ…

୨ ବର୍ଷର ଶିଶୁକନ୍ୟାକୁ ପୋଲିସ ଦେଲା ସିଗାରେଟ୍ ଚେଙ୍କ !

ଛତିଶଗଡ: ଶନିବାର ପୋଲିସକୁ ଗିରଫ କରିଛି ଖୋଦ ପୋଲିସ । ବାଲୋଦ ଜିଲ୍ଲାରେ ଜଣେ ପୋଲିସ କନେଷ୍ଟବଳ ୨ ବର୍ଷର ଶିଶୁକନ୍ୟାକୁ ସିଗାରେଟ୍ ଚେଙ୍କ ଦେବା ଭଳି ଅଭିଯୋଗ ସାମ୍ନାକୁ ଆସିଛି । ଘଟଣାଟି ଅବିଶ୍ୱାସ ଲାଗୁଥିଲେ ବି ଏ ନେଇ ଅପମାନ ମୁଣ୍ଡାଇବାକୁ ବାଧ୍ୟ ହୋଇଛି ଛତିଶଗଡ ପୋଲିସ । ପ୍ରଥମେ…

ନିଜ କ୍ୟାଡର ଗୁଳିର ଶିକାର ହେଲା ବିଶିଷ୍ଟ ମାଓନେତା

ବିଜାପୁର: ଶୁକ୍ରବାର ଦିନ ପୋଲିସ କହିଛି ଯେ ଛତିଶଗଡ଼ ବିଜାପୁର ଜିଲ୍ଲାର ଅନେକ ହତ୍ୟା ପଛର ଜଣେ ବରିଷ୍ଠ ମାଓବାଦୀ ନେତାଙ୍କୁ ଶୁକ୍ରବାର ତାଙ୍କ କ୍ୟାଡରମାନେ ହତ୍ୟା କରିଛନ୍ତି। ପୋଲିସର ସୂଚନାନୁସାରେ, ତାଙ୍କ ମୁଣ୍ଡରେ ୮ ଲକ୍ଷ ପୁରସ୍କାର ରାଶି ଥିଲା ଏବଂ ନିକଟରେ ଗଙ୍ଗାଲୁର ଅଞ୍ଚଳରେ…

ରାୟପୁର ଟ୍ରାଜେଡି: ମୃତକଙ୍କ ପରିବାରକୁ ୨ ଲକ୍ଷ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଛତିଶଗଡ଼ ଚେରିଖେଡି ସଡ଼କ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାର ୭ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ…

[ଭିଡିଓ] ଜୀବନ ବଂଚାଇଲା ଭାରତୀୟ ବାୟୁସେନା !

ଛତିଶଗଡ: ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନା କୌଣସି ଅଣ ନକ୍ସଲ ଅଂଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା । ଛତିଶଗଡ ବିଳାଶପୁରର ଖୁଟାଘାଟ ଡ୍ୟାମରେ ଜଣେ ୪୩ ବର୍ଷୀୟ ବ୍ୟକ୍ତି ଫସି ରହିଥିଲେ । ପ୍ରାୟ ୧୨ ଘଣ୍ଟା ଧରି ଏକ ଗଛକୁ ଜାବୁଡି ଧରି ସେ ଜୀବନ ସହ ସଂଘର୍ଷ କରୁଥିଲେ । ସତରେ…

[ଭାଇରାଲ୍ ଭିଡିଓ] ରାସ୍ତାକଡରେ ମିଳିଲା ମାଗଣା ମଦ, ଲୋକେ ମାଲାମାଲ୍ !

ଛତିଶଗଡ: ରାସ୍ତାକଡରେ ଓଲଟିଲା ମଦ ବୋଝେଇ ଗାଡି । ଖବର ପାଇ ମଦ ଗାଡି ଜଗିବାକୁ ଆସିଲା ପୋଲିସ । ହେଲେ ମଦ ଗାଡି ଖବର ପାଇବା ପରେ ସାଧାରଣ ଲୋକ ବି ପହଂଚିଥିଲେ ଘଟଣାସ୍ଥଳରେ । ଆଉ ତା ପରେ ପୋଲିସକୁ ବେଖାତିର କରି ଲୋକେ ମଦ ହରିଲୁଟ୍ କରିବାରେ ଲାଗିପଡିଥିଲେ । ଛତିଶଗଡର କୱର୍ଦ୍ଧା ଅଂଚଳରେ…

ଗୋବର କିଣିବେ ଛତିଶଗଡ ସରକାର

ରାୟପୁର: ଛତିଶଗଡ ସରକାର ଗୋଧନ ନ୍ୟାୟ ଯୋଜନା ଅନୁସାରେ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ପଶୁପାଳନକୁ ପ୍ରୋତ୍ସାହନ ଦେବା ପାଇଁ କୃଷି ମନ୍ତ୍ରୀ ରବୀନ୍ଦ୍ର ଚୌବେ ଗାଈର ଗୋବର କିଣିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । କିଲୋଗ୍ରାମ ପିଛା ୧ଟଙ୍କା ୫୦ ପଇସା ଦରରେ ସରକାର ଏହାକୁ…

ଆସନ୍ତୁ ଜାଣିବା କଲେକ୍ଟରରୁ ନେତା ସାଜିଥିବା ଯୋଗୀଙ୍କ ବିଷୟରେ

ରାୟପୁର: ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ପ୍ରମୋଦ କୁମାର ଯୋଗୀଙ୍କ ୨୯ ମେ ୨୦୨୦ରେ ପରଲୋକ ହୋଇଯାଇଛି । ଆସନ୍ତୁ ଜାଣିବା ଯୋଗୀଙ୍କ ବିଷୟରେ କିଛି ଅଜଣା କଥା । ୧. ୨୬ ଏପ୍ରିଲ ୧୯୪୬ରେ ମଧ୍ୟପ୍ରଦେଶର ବିଳାସପୁର ଜିଲାର ପେନ୍ଦ୍ରାରେ ଜନ୍ମଗ୍ରହଣ କରିଥିଲେ । ବାପାଙ୍କ ନାମ କାଶୀ ପ୍ରସାଦ…

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ

ରାୟପୁର:ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଶୁକ୍ରବାର ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମେ ୯ରୁ ସେ କୋମା ଷ୍ଟେଜରେ ୨୦ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତୃତୀୟ ଥର ହାର୍ଟଆର୍ଟକ ହେବା ପରେ ତାଙ୍କୁ ବଂଚାଇବା ପାଇଁ ଡାକ୍ତରମାନେ ୪୫ ମିନିଟ ପରିଶ୍ରମ କରିଥିଲେ…

ମହିଳାଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ୍ ଖୋଲି ବିବାଦୀୟ ପୋଷ୍ଟ ଅଭିଯୋଗରେ ରାୟପୁର ଯୁବକ ଗିରଫ

ରାୟପୁର: ଆଜିକାଲି ମିଛ ନାଁରେ ବିଶେଷ କରି ମହିଳାଙ୍କ ନାଁ ଓ ଫୋଟୋ ଥିବା ନକଲି ବା ଫେକ୍ ଫେସ୍‌ବୁକ୍ ଆଇଡି ଖୋଲି ସାଧାରଣ ଲେକାଙ୍କୁ ବଭ୍ରାନ୍ତ କରିବା ଏକପ୍ରକାର ଟ୍ରେଣ୍ଡ୍ ରେ ପରିଣତ ହୋଇଛି । ଓଡିଆ ଆଲ୍‌ବମ୍ ଗୀତରେ ଫେସବୁକ୍‌ର ଆଞ୍ଜେଲ୍ ପ୍ରିୟା ଶୁକୁଟି ସାହୁ ହେବା ଭଳି ସୋସିଆଲ୍…