Latest Odisha News

BREAKING NEWS

Browsing Category

ଛତିଶଗଡ଼

Chhatishgarh

ଗୋବର କିଣିବେ ଛତିଶଗଡ ସରକାର

ରାୟପୁର: ଛତିଶଗଡ ସରକାର ଗୋଧନ ନ୍ୟାୟ ଯୋଜନା ଅନୁସାରେ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ପଶୁପାଳନକୁ ପ୍ରୋତ୍ସାହନ ଦେବା ପାଇଁ କୃଷି ମନ୍ତ୍ରୀ ରବୀନ୍ଦ୍ର ଚୌବେ ଗାଈର ଗୋବର କିଣିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । କିଲୋଗ୍ରାମ ପିଛା ୧ଟଙ୍କା ୫୦ ପଇସା ଦରରେ ସରକାର ଏହାକୁ…

ଆସନ୍ତୁ ଜାଣିବା କଲେକ୍ଟରରୁ ନେତା ସାଜିଥିବା ଯୋଗୀଙ୍କ ବିଷୟରେ

ରାୟପୁର: ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ପ୍ରମୋଦ କୁମାର ଯୋଗୀଙ୍କ ୨୯ ମେ ୨୦୨୦ରେ ପରଲୋକ ହୋଇଯାଇଛି । ଆସନ୍ତୁ ଜାଣିବା ଯୋଗୀଙ୍କ ବିଷୟରେ କିଛି ଅଜଣା କଥା । ୧. ୨୬ ଏପ୍ରିଲ ୧୯୪୬ରେ ମଧ୍ୟପ୍ରଦେଶର ବିଳାସପୁର ଜିଲାର ପେନ୍ଦ୍ରାରେ ଜନ୍ମଗ୍ରହଣ କରିଥିଲେ । ବାପାଙ୍କ ନାମ କାଶୀ ପ୍ରସାଦ…

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ

ରାୟପୁର:ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଶୁକ୍ରବାର ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମେ ୯ରୁ ସେ କୋମା ଷ୍ଟେଜରେ ୨୦ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତୃତୀୟ ଥର ହାର୍ଟଆର୍ଟକ ହେବା ପରେ ତାଙ୍କୁ ବଂଚାଇବା ପାଇଁ ଡାକ୍ତରମାନେ ୪୫ ମିନିଟ ପରିଶ୍ରମ କରିଥିଲେ…

ମହିଳାଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ୍ ଖୋଲି ବିବାଦୀୟ ପୋଷ୍ଟ ଅଭିଯୋଗରେ ରାୟପୁର ଯୁବକ ଗିରଫ

ରାୟପୁର: ଆଜିକାଲି ମିଛ ନାଁରେ ବିଶେଷ କରି ମହିଳାଙ୍କ ନାଁ ଓ ଫୋଟୋ ଥିବା ନକଲି ବା ଫେକ୍ ଫେସ୍‌ବୁକ୍ ଆଇଡି ଖୋଲି ସାଧାରଣ ଲେକାଙ୍କୁ ବଭ୍ରାନ୍ତ କରିବା ଏକପ୍ରକାର ଟ୍ରେଣ୍ଡ୍ ରେ ପରିଣତ ହୋଇଛି । ଓଡିଆ ଆଲ୍‌ବମ୍ ଗୀତରେ ଫେସବୁକ୍‌ର ଆଞ୍ଜେଲ୍ ପ୍ରିୟା ଶୁକୁଟି ସାହୁ ହେବା ଭଳି ସୋସିଆଲ୍…

ମାଆ କରୋନା ପଜିଟିଭ ଚିହ୍ନଟ ପରେ ନର୍ସଙ୍କ ଦାୟିତ୍ୱରେ ତିନି ମାସର ଶିଶୁ

ରାୟପୁର : ଡାକ୍ତରଖାନାରେ ନର୍ସଙ୍କ କୋଳରେ ତିନି ମାସର ଶିଶୁ । ତାର ଏବେ ସବୁ ଦାୟିତ୍ୱ ନେଇଛନ୍ତି ଏହି ଦୁଇ ନର୍ସ । ମାଆଠୁ ତାକୁ ଦୂରେଇ ରଖାଯାଇଥିବାରୁ ପିଲାଟି ଏବେ ନର୍ସଙ୍କ ପାଖରେ । କାରଣ ମାଆ କରୋନା ପଜିଟିଭ ଜଣାପଡିବା ପରେ ପିଲାଟିକୁ ଅଲଗା ରଖାଯାଇଛି । ଏ ଦୃଶ୍ୟ ହେଉଛି ଛତିଶଗଡ…

କଂଗ୍ରେସ ବିଧାୟକଙ୍କ ପୁତ୍ର ସମେତ କିରଗିଜସ୍ତାନରେ ଫସି ରହିଛନ୍ତି ୫୦୦ ଛାତ୍ର

ରାୟପୁର:କିରଗିଜସ୍ତାନରେ ଛତିଶଗଡର କଂଗ୍ରେସ ବିଧାୟକଙ୍କ ପୁତ୍ର ସମେତ ୫୦୦ ମେଡିକାଲ ଛାତ୍ର ଫସି ରହିଛନ୍ତି । ରାମାନୁଜଗଞ୍ଜର ବୃହଷ୍ପତି ସିଂଙ୍କ ପୁତ୍ର ମଧ୍ୟ ରହିଛନ୍ତି । କରୋନା ଭାଇରସ ପ୍ରଭାବ ରୋକିବା ପାଇଁ ଏବଂ ଉପରୋକ୍ତ ସମସ୍ୟା ନେଇ ରାଜ୍ୟପାଳ ଅନସୁଇଆଉ ଉଇକେ କେନ୍ଦ୍ର ସରକାରଙ୍କୁ…

ସୁକମାରେ ସୁରକ୍ଷାବାହିନୀ – ନକ୍ସଲ ମୁହାଁମୁହିଁ, ୧୧ ଯବାନ ଆହତ

ରାୟପୁର: ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଶନିବାର ଅପରାହ୍ନରେ ଛତିଶଗଡ ସୁକମା ଜିଲ୍ଲାର କୋରଜଗୁଡା ପାହାଡ ତଳେ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି । ନକ୍ସଲ ଗତିବିଧିର ସୂଚନା ପାଇବା ପରେ ସ୍ୱତନ୍ତ୍ର ଟାସ୍କଫୋର୍ସ ଓ କୋବ୍ରା ବାହିନୀ ପକ୍ଷରୁ ସେ ଅଞ୍ଚଳକୁ ଗସ୍ତ କରିଥିଲେ । ଗୁଳି…

୨୦୧୬ ଡବଲ ମର୍ଡର: ଅନୁପ ସାଏଙ୍କ ନାର୍କୋ ଟେଷ୍ଟ, ବ୍ରେନ ମ୍ୟାପିଂ ଆବେଦନକୁ ଖାରଜ କଲେ କୋର୍ଟ

ରାଇଗଡ: ଗୁରୁବାର ଦିନ ରାଇଗଡର ସିଜେଏମ କୋର୍ଟ ପୂର୍ବତନ ବିଜେଡି ବିଧାୟକ ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଂ ଆବେଦନକୁ ଖାରଜ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସରକାରୀ ଓକିଲ ବିପି ପଟେଲ କହିଛନ୍ତି କି, ଟେଷ୍ଟ ପାଇଁ ଅନୁପ ସାଏ ରାଜି ନହେବାରୁ ସିଜେଏମ କୋର୍ଟ ଚକ୍ରଧରନଗର…