Latest Odisha News

BREAKING NEWS

Browsing Category

ଦିଲ୍ଲୀ ନିର୍ବାଚନ

Delhi Assembly Election

ପଟପଡଗଞ୍ଜରେ ବାଜି ମାରିଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ:ଦିଲ୍ଲୀ ପଟପଡଗଂଜ ଅଚଂଳରୁ ଜିତିଲେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ବିଜେପି ପ୍ରର୍ଥୀଙ୍କୁ ହରାଇ ମନୀଷ ସିସୋଦିଆ ବାଜି ମାରି ନେଇଛନ୍ତି । ବିଜେପି ପ୍ରାର୍ଥୀ ରବିନ୍ଦର ସିଂହ ନେଗୀଙ୍କୁ ସେ ୨୧୯୬ ଭୋଟ୍‌ରେ ହରାଇଛନ୍ତି । ଚୂଡାନ୍ତ ଫଳାଫଳ ଆସିବା ପରେ ସେ ଗଣମାଧ୍ୟମଙ୍କୁ ବିଜୟ…

କେଜ୍ରିୱାଲଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର, ଦିଲ୍ଲୀବାସୀଙ୍କୁ ଜଣାଇଲେ ଧନ୍ୟବାଦ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍ ଆଦ୍‌ମୀ ପାର୍ଟି ସରକାର ଗଢ଼ିବା ନେଇ ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି । ଧୀରେ ଧୀରେ ଫଳାଫଳ ମଧ୍ୟ ସ୍ପଷ୍ଟ ହେବାରେ ଲାଗିଛି । ପୁଣିଥରେ ଦିଲ୍ଲୀବାସୀ ଆମ୍ ଆଦମୀ ପାର୍ଟି ପ୍ରତି ନିଜର ସମର୍ଥନ ଜଣାଇଛନ୍ତି ।ଏନେଇ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର…

ଆପ୍ ଶିବିରରେ ସେଲିବ୍ରେସନ୍‌, ବିଜେପି ପାର୍ଟି ଅଫିସ୍ ଖାଁ ଖାଁ

ନୂଆଦିଲ୍ଳୀ: ଦିଲ୍ଲୀରେ ଫେଲ୍ ମାରିଛି ମୋଦି ମ୍ୟାଜିକ । ପୁଣି ଚମକିଛି କେଜ୍ରିୱାଲଙ୍କ ଲୋକପ୍ରିୟତା । ଦିଳ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ତେବେ ଫଳାଫଳ ଚୂଡାନ୍ତ ହୋଇନଥିଲେ ସୁଦ୍ଧ ଦିଲ୍ଲୀରେ ଆପ୍‌ର ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି । ହ୍ୟାଟ୍ରିକ କରିଛନ୍ତି…

କେଜ୍ରିୱାଲ୍ ଆଗୁଆ, ପଛରେ ପଡ଼ିଛନ୍ତି ସିସୋଦିଆ; ଆପ୍ – ୫୮, ବିଜେପି – ୧୨, କଂଗ୍ରେସ – ୦

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଅନ୍ତିମ ଫଳାଫଳ ଆଉ କିଛି ସମୟ ମଧ୍ୟରେ ଘୋଷଣା ହେବାକୁ ଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି ୫୮ଟି ଆସନରେ ଆଗୁଆ ରହିଛି । ଗତ ୨୦୧୫ ନିର୍ବାଚନରେ ୩ଟି ଆସନ ପାଇଥିବା ଭାରତୀୟ ଜନତା ପାର୍ଟି…

ଅରବିନ୍ଦ କେଜ୍ରିୱାଲଙ୍କ ଭାଲେଣ୍ଟାଇନ ଡେ’ ସହିତ କନେକ୍ସନ କ’ଣ ? ଜାଣନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ ପାଇଁ ଭୋଟ୍ ଗଣତି ଜାରି ରହିଛି । ପ୍ରାରମ୍ଭିକ ସ୍ଥିତିରେ ଆପ୍ ଦିଲ୍ଲୀର ଦରବାର ହାତେଇବ ବୋଲି ଜଣାପଡୁଛି । ଯଦି ଏମିତି ହୁଏ, ତେବେ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ । ମିଳିଥିବା ସୂଚନା ଅନୁସାରେ, ଯଦି…

ନିର୍ବାଚନ ପୂର୍ବରୁ ଦଳ ବଦଳ କରିଥିବା ନେତା ଭୋଟ୍ ଗଣତିରେ ପଛୁଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ ପାଇଁ ଭୋଟ୍ ଗଣତି ଜାରି ରହିଛି । ଏଥର ଦିଲ୍ଲୀରେ ଅନେକ ନେତା ନିର୍ବାଚନ ପୂର୍ବରୁ ଦଳ ପରିବର୍ତ୍ତନ କରିଥିଲେ । ଏବଂ ନିର୍ବାଚନ ସମୟରେ ନିଜ ଦଳ ଛାଡି ଟିକେଟ୍ ପାଇବା ଆଶାରେ ଅନ୍ୟ ଦଳରେ ଯୋଗ ଦେଇଥିଲେ । କିଛି ନେତା ବହୁତ ପୂର୍ବରୁ ନିଜ ଦଳ…

ଦିଲ୍ଲୀ ନିର୍ବାଚନ ଫଳାଫଳ: ବିଜେପିର ଜୟ-ପରାଜୟର ଦାୟିତ୍ୱ ନେଲେ ମନୋଜ ତିୱାରୀ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଫଳାଫଳ ଆସିବା ଆରମ୍ଭ ହୋଇଗଲାଣି । ଟ୍ରେଣ୍ଡ ଅନୁସାରେ ଆପ୍ ଆଗୁଆ ଓ ବିଜେପି ପଛୁଆ ରହିଛି । ଆମ ଆଦମୀ ପାର୍ଟି ୫୦ରୁ ଅଧିକ ସିଟରେ ଆଗୁଆ ଥିବାବେଳେ ବିଜେପି ୧୨ଟି ସିଟରେ ପଛୁଆ ଚାଲିଛି । କଂଗ୍ରେସ ଏପର୍ଯ୍ୟନ୍ତ ଖାତା ଖୋଲିନଥିବା ଜଣାପଡିଛି । ନିର୍ବାଚନ…

ଦିଲ୍ଲୀ ନିର୍ବାଚନ ଫଳାଫଳ: ବିଜେପି ୧୨, ଆପ୍ ୫୮ ସିଟରେ ଆଗୁଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆଜି ଆସିବ । ଆପ୍ ୫୮ ସିଟରେ ଆଗୁଆ ଅଛି । ସେପଟେ ବିଜେପି ୧୨ ସିଟରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ କଂଗ୍ରେସ ଏପର୍ଯ୍ୟନ୍ତ ଖାତା ଖୋଲିନି ।୨୦୧୫ ମସିହାରେ ଆପ୍ ୬୭ଟି ବିଧାନସଭା ସିଟ୍ ଜିତି ବିଜୟ ହାସଲ କରିଥିଲା । ଦିଲ୍ଲୀରେ ୭୦ଟି…

କିଛି ସମୟ ପରେ ଗଡିବ କେଜ୍ରିୱାଲଙ୍କ ‘ବିଜୟ ରଥ’ !

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ରୋଚକ ହେବାକୁ ଯାଉଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇସାରିଛି । ଆଉ କିଛି ସମୟ ପରେ ଫଳାଫଳ ସ୍ପଷ୍ଟ ରୂପେ ଜଣାପଡିଯିବ । ବର୍ତ୍ତମାନ ଆମ ଆଦମୀ ପାର୍ଟି ୫୦ଟି ସିଟରେ ଆଗୁଆ ଥିବାବେଳେ ବିଜେପି ୨୧ଟି ସିଟରେ ଦ୍ୱିତୀୟ ସ୍ଥାନରେ ଅଛି ।…

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ: କେଜ୍ରିୱାଲଙ୍କ ବେଶରେ କୁନି ସମର୍ଥକ

ନୂଆଦିଲ୍ଲୀ:ଦିଲ୍ଲୀରେ ୭୦ଟି ବିଧାନସଭା ସିଟ ପାଇଁ ଆରମ୍ଭ ହୋଇସାରିଛି ଭୋଟ ଗଣତି । କିଏ ବାଜି ମାରିବ ସେନେଇ ସମସ୍ତଙ୍କ ନଜର ଭୋଟ୍ ଗଣତି ଉପରେ ରହିଛି । ଦିଲ୍ଲୀ ଓ ଦିଲ୍ଲୀ ବାହାରେ ଆପ୍ ସମର୍ଥକ ଫଳାଫଳକୁ ନେଇ ବହୁତ ଉତ୍ସାହିତ ଓ ଆଶାବାଦୀ ଅଛନ୍ତି । ଦିଲ୍ଲୀର ଆମ ଆଦମୀ ପାର୍ଟି ଅଫିସ ନୀଳ ଓ…