Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଲକ୍ଷ୍ନୌର ଅଟଳ ବିହାରି ବାଜପେୟୀ ଇକ୍ନା ଷ୍ଟାଡିୟମରେ ଆଜି ଯୋଗୀ ଆଦିତ୍ୟ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଆନନ୍ଦିବେନ ପଟେଲ ଯୋଗୀଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଶପଥ ପାଠ ସମାରୋହରେ…

[ଭିଡିଓ] ପ୍ରି ଓସ୍କାର ଆୱାର୍ଡ ଇଭେଣ୍ଟରେ ବ୍ଲାକ ଶାଢୀ ପିନ୍ଧି ଗର୍ଜିୟସ୍ ଲୁକରେ ନଜର ଆସିଲେ ପ୍ରିୟଙ୍କା ଚୋପ୍ରା

ଦିଲ୍ଲୀ : ବଲିଉଡ ବିୟୁଟି ପ୍ରିୟଙ୍କା ଚୋପ୍ରା ଦେଶୀ ଲୁକରେ ନଜର ଆସିଲେ । ଆସନ୍ତା ୨୭ ତାରିଖରେ ଓସ୍କାର ଆୱାର୍ଡ ଅନୁଷ୍ଠିତ ହେବାକୁ ଯାଉଛି ।ଏହି ଇଭେଣ୍ଟ ପୂର୍ବରୁ ମାର୍ଚ୍ଚ ୨୩ ତାରିଖରେ ଏକ ପ୍ରି ଇଭେଣ୍ଟ ଆୟୋଜନ କରାଯାଇଥିଲା । ଏହି ଇଭେଣ୍ଟରେ ପ୍ରିୟଙ୍କା ଚୋପ୍ରା ବ୍ଲାକ ଶାଢୀ ପିନ୍ଧି…

ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେବେ ”ଦ କାଶ୍ମୀର ଫାଇଲ୍ସ” ଟିମ୍

ଲକ୍ଷ୍ନୌ : ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ଷ୍ଟାର । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ଶପଥ ଗ୍ରହଣ କରିବେ ।ଏହି ଶପଥ ଉତ୍ସବରେ ସାମିଲ ହେବା ପାଇଁ ଯୋଗୀ ବହୁ ନେତା ମନ୍ତ୍ରୀ, ସାଧୁ-ସନ୍ଥଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଷ୍ଟାର ମାନଙ୍କୁ ଡାକିଛନ୍ତି ।…

ଧୋନୀ ଛାଡିଲେ ଅଧିନାୟକ ପଦ, ଚେନ୍ନାଇର ମଙ୍ଗ ସମ୍ଭାଳିବେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଫଟାଫଟ୍ କ୍ରିକେଟ୍ ଲିଗ୍ ଆଇପିଏଲ୍‌କୁ ନେଇ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ଖବର । ଏହି ଧାରାରେ ଚେନ୍ନାଇ ସୁପର୍ କିଙ୍ଗସ୍ ଦଳର ଅଧିନାୟକତ୍ୱ ପଦ ଛାଡିଲେ ମିଷ୍ଟର୍ କୁଲ୍ ମହେନ୍ଦ୍ର ସିଂ ଧୋନୀ । ୨୦୨୨ ସଂସ୍କରଣରେ ଆସନ୍ତା ଶନିବାର ଚେନ୍ନାଇ ସୁପର୍…

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ଶପଥ ନେଲେ : ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ପ୍ରତିରକ୍ଷା…

ଦିଲ୍ଲୀ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେଲେ ବୈଜୟନ୍ତ ପଣ୍ଡା । ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ଶପଥ ଗ୍ରହଣ କରିଛନ୍ତିା ପୁଷ୍କର ସିଂ ଧାମି ଦ୍ୱିତୀୟ ଥର…

ଦେଶରେ ୨୪ ଘଣ୍ଟାରେ ୧,୭୭୮ ଆକ୍ରାନ୍ତ ଚିହ୍ନଟ, ୬୨ ମୃତ

ଦିଲ୍ଲୀ :  ବେଶ୍‌ କିଛି ଦିନ ଧରି ଦେଶରେ କରୋନା ଭାଇରସ୍‌ ଜନିତ ମହାମାରୀ ଦ୍ରୁତ ବେଗରେ ବିସ୍ତାରିତ ହେବା ପରେ ଦୈନିକ ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଇଛି । ଏବେ ଦୈନିକ ସଂକ୍ରମଣ ହାର ୨ ହଜାରରୁ କମ୍ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ବୁଧବାର ସକାଳ ୮ଟା…

ପୁଣି ବିଗିଡିଲା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା , ଏୟାର ଆମ୍ୱୁଲାନ୍ସରେ ଯିବେ ଦିଲ୍ଲୀ ଏମ୍ସ

ଦିଲ୍ଲୀ : ପୁଣି ବିଗିଡିଲା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା । ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଞ୍ଚିରୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯିବ  । ଲାଲୁଙ୍କ କିଡନୀ ଓ ହାର୍ଟରେ ସମସ୍ୟା ଥିଲା । ସେ କିଛି ଦିନ ହେବ ରାଞ୍ଜି ହସ୍ପିଟାଲରେ ଚିକିତ୍ସିତ…

‘ରଦ୍ଦ ହୋଇଥିବା ତିନି କୃଷି ଆଇନକୁ ସମର୍ଥନ କରୁଥିଲେ ୮୫ ପ୍ରତିଶତ’

ନୂଆଦିଲ୍ଲୀ: ରଦ୍ଦ ହୋଇଥିବା ତିନି କୃଷି ଆଇନ ପୁଣି ଥରେ ଚର୍ଚ୍ଚାରେ। ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ତିନି କୃଷି ଆଇନକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ ନକରିବା ସପକ୍ଷରେ ଥିଲା। ସରକାର ରଦ୍ଦ କରିବା ପରିବର୍ତ୍ତେ ଫିକ୍ସ ପ୍ରାଇସ ବା ଦାମରେ ଫସଲ କିଣିବାର ଅଧିକାର ପ୍ରଦାନ କରିବା ଏବଂ…

ଦିଲ୍ଲୀରେ ବିଜେପିର ବିଜୟ ଉତ୍ସବ ଓ ମହା ବାଇକ୍ ରାଲିରେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶର ପ୍ରମୁଖ ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଆଜି ଦିଲ୍ଲୀ ପ୍ରଦେଶ ବିଜେପି ତରଫରୁ ଦିଲ୍ଲୀର ବୁରାଡି ନିରଙ୍କାରୀ ପଡିଆରେ ବିଜୟ ଉତ୍ସବ ଓ ବିଶାଳ ମଟରସାଇକେଲ ରାଲିର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଉପସଭାପତି…

ଦେଶରେ ୨୪ଘଣ୍ଟାରେ ୨,୦୭୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ,୭୧ ମୃତ

ଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ୨,୦୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ୭୧ ଜଣଙ୍କ ମୃତ୍ୟୁ ହୋଇଯାଇଛି ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଶନିବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ବଢିଛି ବୋଲି…