Latest Odisha News
Browsing Category

ଦିଲ୍ଲୀ

Delhi

ଭାରତୀୟଙ୍କୁ ଉଦ୍ଧାର ପାଇଁ ୟୁକ୍ରେନ ସୀମାନ୍ତ ଦେଶକୁ ଯିବେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ଦିଗରେ ଜୋର ଦେଇଛନ୍ତି କେନ୍ଦ୍ର ସରକାର । ଅପରେସନ୍ ଗଙ୍ଗାରେ ଏଯାଏ ୫ଟି ବିମାନରେ ହଜାରେରୁ ଅଧିକ ଭାରତୀୟ ସ୍ୱଦେଶ ଫେରିଲେଣି । ଆଜି ଉଚ୍ଚସ୍ତରୀୟ ବୈଠକରେ ୟୁକ୍ରେନ୍ ସ୍ଥିତି ଓ ଭାରତୀୟଙ୍କୁ ଫେରାଇ ଆଣିବା…

ଅପରେସନ୍ ଗଙ୍ଗା: ୟୁକ୍ରେନରୁ ଫେରିଲେ ଆଉ ୨୪୯ ଭାରତୀୟ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ସ୍ୱଦେଶ ଫେରୁଛନ୍ତି ଶତାଧିକ ଭାରତୀୟ । ଏମାନଙ୍କ ଭିତରେ ଅଛନ୍ତି ଅଧିକାଂଶ ଛାତ୍ରଛାତ୍ରୀ । ଅପରେସନ୍ ଗଙ୍ଗରେ ଭାରତରେ ପହଞ୍ଚିଛି ପଞ୍ଚମ ବିମାନ । ରୋମାନିଆର ବୁଖାରେଷ୍ଟରୁ ୨୪୯ ଜଣ ଭାରତୀୟ ନେଇ ଦିଲ୍ଲୀ…

ଦିଲ୍ଲୀ ବିମାନ ବନ୍ଦରରେ ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ, ଫେରିଲେ ୨୫୦ ଭାରତୀୟ ଛାତ୍ରଛାତ୍ରୀ

ଦିଲ୍ଲୀ : ୟୁକ୍ରେନରୁ ୨୫୦ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱଦେଶ ଫେରିଛି ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ । ଆଜି ଦିଲ୍ଲୀ ବିମାନବନ୍ଦରରେ ଏହି ବିମାନ ଅବତରଣ କରିବା ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା । ବିମାନଟି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିବା…

ୟୁକ୍ରେନରେ ଋଷ ସେନାର ଆକ୍ରମଣ ଜାରି : ସହଯୋଗର ହାତ ବଢାଇଲେ ଅନ୍ୟ ରାଷ୍ଟ୍ର

ଦିଲ୍ଲୀ: ୟୁକ୍ରେନରେ ଏବେବି ଜାରି ରହିଛି ଋଷ ସେନାର ଆକ୍ରମଣ । ଏହା ମଧ୍ୟରେ ସେନା ୟୁକ୍ରେନର ଅନେକ ପ୍ରାନ୍ତ ଅଧିକାର କରିନେବା ସହ ଏବେ ବି ବିସ୍ଫୋରଣ ଓ ରକେଟ ମାଡ ଜାରି ରଖିଛି । ଅନ୍ୟପଟେ କାହାରି କଥା ଶୁଣୁନଥିବା ଋଷ ଉପରେ ଆକ୍ରୋଶ ମନୋଭାବ ପୋଷଣ କରିଛନ୍ତି ୟୁରୋପୀୟ ରାଷ୍ଟ୍ର  ।…

ଦିଲ୍ଲୀରେ ପହଞ୍ଚିଲେ ୟୁକ୍ରେନରେ ଫସିଥିବା ଆଉ ୨୫୦ ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରନରେ ଯୁଦ୍ଧ ଘନଘଟା ଭିତରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ । କେନ୍ଦ୍ର ସରକାରଙ୍କ ସହଯୋଗରେ ସେଠାରେ ଥିବା ଭାରତୀୟ ଘର ବାହୁଡ଼ା କରୁଛନ୍ତି । ୟୁକ୍ରେନରୁ ଆଉ ୨୫୦ ଭାରତୀୟ ନାଗରିକ ଫେରିଛନ୍ତି । ଆଜି ସକାଳୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ସେମାନଙ୍କୁ ରୋମାନିଆର…

ଜୀବନ ବଞ୍ଚାଇବା ପାଇଁ ୮ କିମି ଚାଲିଲେ ୪୦ ଜଣ ଭାରତୀୟ ଡାକ୍ତରୀ ଛାତ୍ର

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ୪୦ ଜଣ ଭାରତୀୟ ଡାକ୍ତରୀ ଛାତ୍ର ପାଦରେ ଚାଲିଚାଲି ୟୁକ୍ରେନ-ପୋଲାଣ୍ଡ ସୀମାରେ ପହଞ୍ଚିବାରେ ସଫଳ ହୋଇଛନ୍ତି । ନ୍ୟୁଜ ଏଜେନ୍ସି ଏଏନଆଇ ରିପୋର୍ଟ ଅନୁସାରେ, ଏହି ଛାତ୍ରମାନଙ୍କୁ ସୀମାଠାରୁ ପ୍ରାୟ ୮ କିମି ଦୂରରେ କଲେଜ ବସ୍ ଛାଡ଼ି ଦେଇଥିଲା । ଫଳରେ…

ୟୁକ୍ରେନ୍‌ ଉପରେ ବିଭିନ୍ନ ପଟୁ ଆକ୍ରମଣ ଜାରି ରଖିଛି ଋଷ୍

ନୂଆଦିଲ୍ଲୀ : ଋଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ପ୍ରଚଣ୍ଡ ଆକ୍ରମଣ ସହ ଗୋଟିଏ ପରେ ଗୋଟିଏ ସ୍ଥାନ ଋଷ କବଜା କରିବା ଆରମ୍ଭ କରିଛି ।ଋଷର ଶସସ୍ତ୍ର ବାହିନୀ ଭିନ୍ନ ଭିନ୍ନ ପ୍ରାନ୍ତରୁ ୟୁକ୍ରେନ ସହର ଗୁଡିକ ଉପରେ ଆକ୍ରମଣ ଜାରି ରଖିଛନ୍ତି । ଏଥିସହ ୟୁକ୍ରେନ ଦେଶର ସାମରିକ ଆଇନ…

୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ କର୍ବେଭ୍ୟାକ୍ସ ଦେବାକୁ ଅନୁମତି

ନୂଆଦିଲ୍ଲୀ: କରୋନାକୁ ନେଇ ଖୁସୀ ଖବର । ଏଣିକି ଆଉ ଚିନ୍ତା କରିବାକୁ ପଡ଼ିବନି ଛୋଟ ପିଲାଙ୍କ ପାଇଁ । ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ କର୍ବେଭ୍ୟାକ୍ସ ଦେବାକୁ ଅନୁମତି ଦେଇଛନ୍ତି ଭାରତୀୟ ଓଷଧ ମହାନିୟନ୍ତ୍ରକ (ଡିସିଜିଆଇ) । ଭାରତରେ ୧୫ରୁ ୧୮ ବର୍ଷ ବୟସର କିଶୋରମାନଙ୍କ ପାଇଁ ବାୟୋଟେକ…

ସମସ୍ତ ଫର୍ମାଟ୍ କ୍ରିକେଟରୁ ସନ୍ୟାସ ନେଲେ ଭାରତୀୟ ମହିଳା କ୍ରିକେଟର୍ ଭି.ଆର୍ ଭନିତା

ଭୁବନେଶ୍ୱର: କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଲେ ଭାରତୀୟ ମହିଳା ଦଳର ଓପନର୍ ଭେଲ୍ଲାସ୍ୱାମୀ ରାମୁ ଭନିତା । ୨୦୧୪, ଜାନୁଆରୀ ମାସରେ ଶ୍ରୀଲଙ୍କା ବିରୋଧରେ ବିଶାଖପାଟଣାରେ ଭନିତା ଉଭୟ ଦିନିକିଆ ଓ ଟି-୨୦ ମ୍ୟାଚରେ ଡେବ୍ୟୁ କରିଥିଲେ । ସେବେଠାରୁ ସେ ୬ଟି ଦିନିକିଆ ମ୍ୟାଚ୍…

ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହିତ ୬୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଚାରା ଘୋଟାଲା ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହିତ ୬୦ ଲକ୍ଷ ଟଙ୍କାର ଜରିମାନା ଶୁଣାଇଛନ୍ତି ସିବିଆଇ ସ୍ୱତନ୍ତ୍ର ଅଦାଲତ । ଏହି ଘୋଟାଲା ମାମଲାରେ ଡରୋଣ୍ଡା ଟ୍ରେଜେରୀରୁ ୧୩୯.୩୫ କୋଟି ଟଙ୍କା ହଡପ ମାମଲାରେ ଲାଲୁଙ୍କ ସମେତ ୩୮ଜଣ ଅଭିଯୁକ୍ତ…