Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ପ୍ରତିରକ୍ଷା କ୍ଷେତ୍ରରେ ବଢ଼ିବ ଭାରତ ଶକ୍ତି: ଭାରତକୁ ମିଳିବ ସାଇଲେଣ୍ଟ କିଲର

ନୂଆଦିଲ୍ଲୀ: ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗକୁ ଆହୁରି ଶକ୍ତିଶାଳୀ କରିଛନ୍ତି । ବାଇଡେନ ପ୍ରଶାସନ ଜେନେରାଲ ଆଟୋମିକ୍ସରୁ ୩୧ ଏମକ୍ୟୁ ୯ବି ପ୍ରୋଡେଟର ଡ୍ରୋନ ଅଧିଗ୍ରହଣ ପାଇଁ ରକ୍ଷା ମନ୍ତ୍ରାଳୟକୁ ଶେଷ ଅନୁମୋଦନ ପତ୍ର ପଠାଇଛନ୍ତି । ଏହା ପରେ ଭାରତର ସାମରିକ ଶକ୍ତି ବଢ଼ିବ । ଏହା କେବଳ…

ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ତଥ୍ୟରେ ବଣ୍ଡ ନମ୍ବର କାହିଁକି ନାହିଁ ପ୍ରଶ୍ନ କଲେ ପ୍ରଧାନ ବିଚାରପତି?

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ନିର୍ବାଚନ ଆୟୋଗ ଏହି ସମୟରେ କହିଛନ୍ତି ରାଜନୖେତିକ ଦଳ ୨୦୧୯ ବର୍ଷ ପୂର୍ବରୁ ଦେଇଥିବା ଚାନ୍ଦା ବିଷୟରେ ବନ୍ଦ ଲଫାପାରେ ସେ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ । ଯାହାର ସେ କପି ରଖିନାହାଁନ୍ତି । ଏହା…

ଦିଲ୍ଲୀ ଶାନ୍ତିନଗରରେ ଭୟାବହ ଅଗ୍ନିକାଣ୍ଡ; ୪ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଜୀଅନ୍ତା ଜଳିଗଲେ ଗୋଟିଏ ପରିବାରର ଚାରି ଜଣ । ଦିଲ୍ଲୀର ଶାହଦରା ସ୍ଥିତ ଶାନ୍ତିନଗରରେ ଘଟିଛି ଏହି ଘଟଣା । ଏକ ଆବାସିକ କୋଠାରେ ନିଆଁ ଲାଗିବାରୁ ୨ ଶିଶୁ ସମେତ ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗ୍ରାଉଣ୍ଡ ଫ୍ଲୋରରେ ଥିବା…

ଶାସନକୁ ଆସିଲେ ବିନା ସର୍ଭେରେ ମିଳିବ ମହିଳାଙ୍କୁ ସଂରକ୍ଷଣ: ରାହୁଲ ଗାନ୍ଧୀ

ମହାରାଷ୍ଟ୍ର: ଲୋକସଭା ନିର୍ବାଚନକୁ ଦୃ୍ଷ୍ଟିରେ କଂଗ୍ରେସର ପକ୍ଷରୁ ବଡ଼ ପ୍ରତିଶ୍ରୁତି । ଶାସନକୁ ଆସିଲେ ବିନା ସର୍ଭେରେ ମହିଳାଙ୍କୁ ମିଳିବ ସଂରକ୍ଷଣ । ଏପରି କିଛି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏକ ରାଲିକୁ ସମ୍ବୋଧିତ କରି ମହିଳାମାନଙ୍କୁ ବିନା ସର୍ଭେରେ ସଂରକ୍ଷଣ ଦିଆଯିବ…

ଇଣ୍ଡିଆ ମେଣ୍ଟ: ୟୁପିରେ ଆପକୁ ଆସନ ଦେବ କଂଗ୍ରେସ୍?

ନୂଆଦିଳ୍ଲୀ: ଶାସକ ଦଳକୁ କଡ଼ା ଟକ୍କର ଦେବା ପାଇଁ ଇଣ୍ଡିଆ ମେଣ୍ଟ କରିଥିଲେ ବିରୋଧୀ । ଯେଉଁଥିରେ କିଛି ରାଜ୍ୟରେ ଫାଟ ସୃଷ୍ଟି ହୋଇଛି । ଆାମ ଆଦମୀ ଅର୍ଥାତ ଆପ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଥିଲେ ମଧ୍ୟ ଉତ୍ତର ପ୍ରଦେଶରେ ନିର୍ବାଚନ ଲଢ଼ିବା ସ୍ଥିତି କିଛି ସ୍ପଷ୍ଟ ହୋଇନି । ଏପର୍ଯ୍ୟନ୍ତ…

ସିଏଏ ଲାଗୁ ହେବା ପରେ ଉତ୍ସବ ମନାଉଛନ୍ତି ପାକିସ୍ତାନୀ ଶରଣାର୍ଥୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦ୍ବାରା ଦେଶରେ ସିଏଏ ଲାଗୁ କରାଯାଇଛି । ଏହା ଲାଗୁ ହେବା ପରେ ରାଜସ୍ଥାନ, ପଶ୍ଚିମବଙ୍ଗ ପରି ରାଜ୍ୟରେ ରହୁଥିବା ପାକିସ୍ତାନୀ ଶରଣାର୍ଥୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଅନେକ ସ୍ଥାନରେ ଶରଣାର୍ଥୀ ଭାରତ ମାତା କି ଜୟ, ନରେନ୍ଦ୍ର ମୋଦୀ ଜିନ୍ଦାବାଦ ନାରା…

ସିଏଏକୁ ଥଲପତି ବିଜୟଙ୍କ ବିରୋଧ

ତାମିଲନାଡୁ: ଲୋକସଭା ନିର୍ବାଚନ ପୂର୍ବରୁ ସିଏଏକୁ ଦେଶରେ ଲାଗୁ କରିଛନ୍ତି ଗୃହ କେନ୍ଦ୍ର ମନ୍ତ୍ରାଳୟ । ଯାହାକୁ ବିରୋଧ କରିଛନ୍ତି ବିରୋଧୀ । ସାଉଥ ସୁପରଷ୍ଟାର ଥଲପତି ବିଜୟ ସିଏଏକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ଏହା ସହ ତାମିଲନାଡୁ ସରକାରଙ୍କୁ ଏହି ଆଇନ ଲାଗୁ ନକରିବାକୁ…

‘ଦେଶରେ ସିଏଏ ଲାଗୁ: ମୁସଲିମଙ୍କ ସ୍ବାର୍ଥ ବିରୋଧୀ’

ନୂଆଦିଲ୍ଲୀ: ଗତକାଲି ଦେଶରେ ସିଏଏ ଲାଗୁ କରିଛନ୍ତି ଗୃହମନ୍ତ୍ରାଳୟ । ଦ୍ବିତୀୟ ଦିନ ଅର୍ଥାତ ଆଜି ଏହାକୁ ବିରୋଧ କରି ମୁସଲିମ୍ ସଂଗଠନ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି । ଇଣ୍ଡିଆ ୟୁନିଅନ୍ ମୁସଲିମ୍ ଲିଗ୍ ଏବଂ ଡେମୋକ୍ରାକ୍ଟିକ୍ ୟୁଥ ଫ୍ରେଡେରେସନ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଏହି ଆଇନ୍…

ଲୋକସଭା ନିର୍ବାଚନ ଲଢ଼ିବେନି କଂଗ୍ରେସ ଅଧ୍ୟକ୍ଷ!

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ନଲଢ଼ିପାରନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଯଦି ଏହି ଖବର ସତ ହୁଏ ତେବେ ପ୍ରଥମ ଥର କଂଗ୍ରେସର ଅଧ୍ୟକ୍ଷ ଯିଏ ନିର୍ବାଚନ ଲଢ଼ିବେନି । ଖଡ଼ଗେଙ୍କ ଏପରି ନିଷ୍ପତି ଭବିଷ୍ୟତରେ କଂଗ୍ରେସ ଦଳ ଇଣ୍ଡିଆ ମେଣ୍ଟ ପାଇଁ ବଡ଼ ବିପଦ ହୋଇପାରେ ।…

ଅଣ ମୁସଲୀମ ଶରଣାର୍ଥୀଙ୍କୁ ମିଳିବ ନାଗରିକତ୍ବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସିଏଏକୁ ନେଇ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ । ସିଏଏ ଅର୍ଥାତ ସିଟିଜେନସିପ ଆମେଣ୍ଡେମେଣ୍ଟ ଆକ୍ଟ । ଏହି ବିଜ୍ଞପ୍ତି ସହିତ ଦେଶରେ ସିଏଏ ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଏହା ଦ୍ବାରା ତିନି…