Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଜଳାର୍ଣ୍ଣବ ଦିଲ୍ଲୀ: ଘରୁ ଗୋଡ଼ କାଢ଼ିବା ମୁସ୍କିଲ

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ଦିଲ୍ଲୀ ହାଲ୍ ବେହାଲ୍ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । କେଉଁଟି ପାଦେ, ତ ଆଉ କେଉଁଠି ଆଣ୍ଠୁଏ । ସ୍ଥାନେ ସ୍ଥାନେ ଅଣ୍ଟାଏ ଲେଖାଏ ପାଣି ବି ଜମିଛି । ଚାରି ଚକିଆ ଗାଡ଼ି ଗୋଟିଏ ଗୋଟିଏ ସ୍ଥାନରେ ଯାଆସ କରିବା…

ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ: ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ । ପଲ୍ଲୀଠୁ ଦିଲ୍ଲୀ ସବୁଠୁ ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ସ୍ୱାଧୀନତାର ସେହି ବିଶେଷ ମୁହୂର୍ତ୍ତକୁ ମନେ ପକାଉଛି ସାରା ଦେଶ । ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପଜାତା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏତିକିବେଳେ…

ଦିଲ୍ଲୀ ଏୟାରପୋର୍ଟକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ । ଦିଲ୍ଲୀ ପୋଲିସକୁ ଏଭଳି ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ଅଲକାଏଦା ଆତଙ୍କବାଦୀ ସଂଗଠନ ନାଁରେ ଆସିଛି ଇ-ମେଲ୍ । ଯେଉଁଥିରେ ଆଗାମୀ କିଛି ଦିନ ଭିତରେ ବିମାନବନ୍ଦରକୁ ଉଡ଼ାଇ…

ଦିଲ୍ଲୀ ହାଉଜ ଖାସ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ସୁନାବେଶ

ନୂଆଦିଲ୍ଲୀ: ହାଉଜ ଖାସ ଭିଲେଜ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ସୁନାବେଶ । ବିଭିନ୍ନ ନୀତିକାନ୍ତି ସାରିବା ପରେ ଦୁର୍ଲଭ ସୁନାବେଶରେ ସଜେଇ ହୋଇଥିଲା ଶ୍ରୀଜିଉ । ଶଙ୍ଖ,  ଘଣ୍ଟ, ମର୍ଦ୍ଦଳ,  ଝାଞ୍ଜ ଓ ମୃଦଙ୍ଗ ବାଦ୍ୟ ସାଙ୍ଗକୁ ହରିବୋଲ, ହୁଳହୁଳି ଓ ଜୟ…

ଦିଲ୍ଲୀ ହାଉଜ ଖାସ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା

ନୂଆଦିଲ୍ଲୀ: ଦିଲ୍ଲୀର ହାଉଜ ଖାସ ଭିଲେଜ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ୪୩ତମ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା ସଂସ୍ଥା ଶ୍ରୀନୀଳାଚଳ ସେବା ସଂଘ ତରଫରୁ କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ପାଳନ କରି ବାହୁଡ଼ା ଯାତ୍ରା କରାଯାଇଥିଲା । ଶ୍ରୀଗୁଣ୍ଡିଚା ଗୃହରେ…

NIA ନେଲା ଡ୍ରୋନ୍ ଯୋଗେ ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ବିସ୍ଫୋରଣର ତଦନ୍ତ ଭାର

ନୂଆଦିଲ୍ଲୀ: ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସୀ(NIA) କରିବ ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ଡ୍ରୋନ୍ ଯୋଗେ ବିସ୍ଫୋରଣର ତଦନ୍ତ । ଏନଆଇଏକୁ ବିଧିବଦ୍ଧ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ରବିବାର ଦିନ ଏସପି ରାକେଶ ବଲଓ୍ୱାଲଙ୍କ ନେତୃତ୍ୱରେ ଏନଆଇଏର ଏକ ଟିମ୍…

ଦିଲ୍ଲୀରେ ଅନଲକ୍ ୫.୦: ଆଜିଠୁ କଣ ଖୋଲିବ, କଣ ରହିବ ବନ୍ଦ ?

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା କାୟା କମୁଛି । ପଜିଟିଭିଟି ରେଟ୍ ଅଧିକ ହ୍ରାସ ପାଉଛି । ଜୁଲାଇରେ ଅଧିକ କଟକଣା କୋହଳ କରିଛନ୍ତି ଦିଲ୍ଲୀ ସରକାର । ଆଜିଠୁ ଖୋଲିଛି ଜିମ୍ ଓ ଯୋଗ ସେଣ୍ଟର । ତେବେ ୫୦ ପ୍ରତିଶତ କ୍ଷମତା ସହ ଖୋଲିବା ପାଇଁ ଅନୁମତି ରହିଛି । ଦୁଇ ମାସ ବନ୍ଦ ରହିବା ପରେ…

ଦିଲ୍ଲୀ ଉଦୟନଗର ସ୍ଥିତ ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ସକାଳଉ ସକାଳୁ ଭୟାବହ ଅଗ୍ନିକାଣ୍ଡ । ଦିଲ୍ଲୀ ଉଦୟନଗର ସ୍ଥିତ ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ନିଆଁ ଏତେ ଜୋରରେ ଲାଗିଛି ଯେ ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୨୪ଟି ଟିମ୍ ପହଞ୍ଚିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ…

କରୋନାକୁ ନେଇ କେନ୍ଦ୍ରର ଚେତାବନୀ; ସଂକଟ ବଢ଼ାଇବ ଆତ୍ମସନ୍ତୋଷ

ନୂଆଦିଲ୍ଲୀ: କରୋନା କମୁଛି ହେଲେ ହଟିନାହିଁ। ତେଣୁ ଆତ୍ମହରା ହୋଇ ନିୟନ୍ତ୍ରଣ ହରାଇଲେ ସଂକଟ ବଢ଼ିବ ବୋଲି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚେତାବନୀ ଦେଇଛନ୍ତି। କୋଭିଡ୍ ନିୟମ ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ପାଇଁ କେନ୍ଦ୍ର ଗୃହ ସଚିବ ଅଜୟ କୁମାର…

ହୋମ ଡେଲିଭରି ଏଜେଣ୍ଟଙ୍କୁ ଟିକାକରଣ

ଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି । ଏ ସ୍ଥିତିରେ ବର୍ତ୍ତମାନ ସମସ୍ତ ଟିକା କରଣ ଉପରେ ଧ୍ୟାନ ଦିଆଯାଉଛି । ଏହି ପର୍ଯ୍ୟାୟରେ ଦିଲ୍ଲୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଅନଲାଇନ୍ ସପିଂ କମ୍ପାନୀ ସହିତ ଜଡିତ ହୋମ ଡେଲିଭରି…