Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଆରପାରିରେ ଗୋହର ଖାନଙ୍କ ବାପା ଜଫର ଅହମଦ ଖାନ

ନୂଆଦିଲ୍ଲୀ: ଦୁନିଆକୁ ବିଦାୟ ନେଇଛନ୍ତି ଅଭିନେତ୍ରୀ ଗୋହର ଖାନଙ୍କ ବାପା ଜଫର ଅହମ୍ମଦ ଖାନ । ଗତ ଏକ ସପ୍ତାହ ଧରି ତାଙ୍କ ପିତା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୋହର ଖାନ ତାଙ୍କ ଇନଷ୍ଟାଗ୍ରାମରେ ବାପାଙ୍କ ଏକ ଫଟୋ…

ପୁଣି ଶସ୍ତା ହେଲା ସୁନା

ନୂଆଦିଲ୍ଲୀ: ସୁନା ଦାମ କମି କମି ଚାଲିଛି । ସୁନା କିଣିବା ପାଇଁ ଗ୍ରାହକଙ୍କ ପାଖରେ ଭଲ ମଉକା । ସୁନା ଦାମ ହ୍ରାସ ପାଇ ୧୦ ଗ୍ରାମକୁ ପାଖାପାଖି ୪୪ ହଜାର ୪୦୦ ଟଙ୍କା ହୋଇଛି । ଭାରତୀୟ ବଜାରରେ ଲଗାତାର ୮ ଦିନ ହେଲା ସୁନା ଦାମ ହ୍ରାସ ପାଇଛି ।  ଶୁକ୍ରବାର ଏମସିଏକ୍ସରେ ସୁନା ଦାମ ୦.୩…

ଏଣିକି ୨୪ ଘଣ୍ଟା ଦିଆଯିବ ଟିକା-ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସରିଲା କରୋନା ଟିକାକରଣ ସମୟସୀମା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ସରକାର କରୋନା ଟିକାକରଣ ସମୟସୀମା ଶେଷ କରିଛନ୍ତି । ବର୍ତ୍ତମାନ ଲୋକେ ସପ୍ତାହକ ୭ ଦିନ ୨୪ ଘଣ୍ଟା ନିଜ ସୁବିଧା ଅନୁସାରେ ଟିକା ନେଇପାରିବେ । ମାର୍ଚ୍ଚ ୧ ତାରିଖରୁ ଦ୍ୱିତୀୟ…

ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଉପରୁ ଉଠିଲା ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଉପରୁ ଉଠିଲା ଦେଶଦ୍ରୋହ ମାମଲା । ସୁପ୍ରିମ୍‌କୋର୍ଟ ଆଜି ତାଙ୍କୁ ଏକ ବଡ଼ ମାମଲାରୁ ମୁକ୍ତି କରିଛନ୍ତି । ଧାରା ୩୭୦ ହଟାଇବାକୁ ନେଇ ଫାରୁକ୍‌ ଦେଇଥିବା ଦେଶ ବିରୋଧୀ ବୟାନ ବିରୋଧରେ ପୂର୍ବରୁ…

ରାଷ୍ଟ୍ରପତି ନେଲେ କରୋନା ଟିକାର ପ୍ରଥମ ଡୋଜ୍

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କରୋନା ଟିକା ନେଇଛନ୍ତି। ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ସ୍ଥିତ ଆରଆର ହସ୍ପିଟାଲରେ କରୋନା ଭ୍ୟାକସିନର ପ୍ରଥମ ଡୋଜ ନେଇଛନ୍ତି। ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଜାରି ରହିଛି ।…

ଆଗକୁ ତାତି ଅସମ୍ଭାଳ !, ‘ସିଜନାଲ ଆଉଟ୍ ଲୁକ୍’ରେ ଓଡ଼ିଶା, ଛତିଶଗଡ଼ ସହ ଉତ୍ତର, ପୂର୍ବ ଓ ପଶ୍ଚିମ ଭାରତକୁ ସତର୍କ କଲେ…

ନୂଆଦିଲ୍ଲୀ: ଏଥର ଅସମ୍ଭାଳ ଗ୍ରୀଷ୍ମ ! ଭାରତୀୟ ପାଣି ପାଗ ବିଭାଗ (ଆଇଏମଡି) ମଙ୍ଗଳବାର ଆଗାମୀ ଗ୍ରୀଷ୍ମ ଋତୁ ଲାଗି ‘ସିଜନାଲ ଆଉଟ୍‌ଲୁକ୍’ ଜାରି କରିଛନ୍ତି । ମାର୍ଚ୍ଚ-ମେ ଲାଗି ଜାରି ହୋଇଥିବା ଆଉଟଲୁକ୍‌ରେ ଦକ୍ଷିଣ ଓ ମଧ୍ୟଭାରତ ଲାଗି ଗ୍ରୀଷ୍ମ ଉପଭୋଗ୍ୟ ହୋଇପାରେ ବୋଲି ପୂର୍ବାନୁମାନ…

ସୁନା ଓ ରୁପା ଦରରେ ଅହେତୁକ ହ୍ରାସ : ୪୫ ହଜାର ଟଙ୍କା ତଳକୁ ଖସିଲା ସୁନା

ନୂଆଦିଲ୍ଲୀ: ଭାରତୀୟ ବଜାରରେ ମଙ୍ଗଳବାର ସୁନା ଏବଂ ରୁପା ଦର ବ୍ୟାପକ ହ୍ରାସ ପାଇଛି । ରାଜଧାନୀ ଦିଲ୍ଲୀରେ ସୁନାର ଦାମ ୧୦ ଗ୍ରାମ୍ ପ୍ରତି ୬୭୯ ଟଙ୍କା ହ୍ରାସ ପାଇ ୪୪,୭୬୦ ଟଙ୍କାକୁ ଖସି ଆସିଛି । ସେହିଭଳି ରୁପାର ଦାମ ମଧ୍ୟ ହ୍ରାସ ପାଇଛି । କିଲୋ ପିଛା ୧୮୪୭ ଟଙ୍କା ହ୍ରାସ ପାଇଛି ରୁପା ।…

ଭାରତୀୟ ସେନା ତିଆରି କଲେ ସ୍ବଦେଶୀ ଆପ୍ ‘ସିକ୍ରେଟ୍ ସ୍ବଦେଶୀ ଆପ୍ ସାଇ’

ନୂଆଦିଲ୍ଲୀ: ଭାରତୀୟ ସେନା ନିଜ ବ୍ୟବହାର ପାଇଁ ଏକ ମେସେଜିଙ୍ଗ୍ ଆପ୍ ଡେଭେଲପ୍ କରିଛନ୍ତି ଯାହାର ନାଁ ସିକ୍ୟୋର ଆପ୍ଲିକେସନ୍ ଫର୍ ଇଣ୍ଟରନେଟ୍ ଅର୍ଥାତ ‘ସାଇ’ । ସେନା ଏପ୍ରିଲ ୧ ତାରିଖରୁ ଏହି ଆପ ବ୍ୟବହାର କରିବେ । ଏହି ଆପ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗ୍ନାଲ୍ ଭଳି ଆପକୁ ଟକ୍କର ଦେବ…

ବୟସକୁ ନେଇ ସୋସିଆଲ ମିଡ଼ିଆରେ ଟ୍ରୋଲ୍ ହେଲେ ଶାହିଦ ଆଫ୍ରିଦି

ନୂଆଦିଲ୍ଲୀ : ଆଜି ଶାହିଦ ଆଫ୍ରିଦିଙ୍କ ଜନ୍ମଦିନ । ନିଜ ଜନ୍ମଦିନ ଅବସରରେ ଆଫ୍ରିଦି ଏକ ଟ୍ୱିଟ କରିଛନ୍ତି । ଏହି ଟ୍ୱିଟ୍ ପରେ ତାଙ୍କ ବୟସକୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଟ୍ରୋଲ୍ କରାଯାଉଛି । ପାକିସ୍ତାନ କ୍ରିକେଟରେ ‘ଲାଲା’ ନାମରେ ପ୍ରସିଦ୍ଧ ଆଫ୍ରିଦି ଟ୍ୱିଟରେ ନିଜ ବୟସ ୪୪ ବର୍ଷ ବୋଲି…

ଟିଏମସି ସାଂସଦ ନୁସରତ ଜହାନ କରୋନା ସଂକ୍ରମିତ, ସମସ୍ତ କାର୍ଯ୍ୟକ୍ରମ ବାତିଲ

ନୂଆଦିଲ୍ଲୀ: ବଙ୍ଗଳା ନିର୍ବାଚନ ପୂର୍ବରୁ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାନ କୋଭିଡ୍ ୧୯ ରେ ସଂକ୍ରମିତ ହୋଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ନୁସରତଙ୍କର ସମସ୍ତ ମିଟିଙ୍ଗ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ନୁସରତଙ୍କର କରୋନା ପଜିଟିଭ୍ ହେବାର ପ୍ରଭାବ…