Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଜାତିସଂଘର ରିପୋର୍ଟରୁ ଖୁଲାସା: ଆତଙ୍କବାଦୀ ସଂଗଠନ ଟିଟିପି୧୦୦ ଆତଙ୍କବାଦୀ ଆକ୍ରମଣ ଘଟଣା ପାଇଁ ଦାୟୀ

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣକୁ ନେଇ ଜାତିସଂଘର ରିପୋର୍ଟରେ ବଡ ଖୁଲାସା । ଏହି ରିପୋର୍ଟରେ କୁହାଯାଇଛି ଗତ ତିନି ମାସ ପୂର୍ବେ ହୋଇଥିବାରୁ ୧୦୦ ରୁ ଅଧିକ ଆତଙ୍କବାଦୀ ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ  ତେହରିକ୍-ଇ-ତାଲିବାନ୍ ପାକିସ୍ତାନ(ଟିଟିପି) ଦାୟୀ ।  ଏହା ବହୁ ଛୋଟ ଆତଙ୍କବାଦୀ…

ପ୍ରଥମଥର ସିଆରପିଏଫ୍ କୋବ୍ରା ୟୁନିଟରେ ସାମିଲ ହେଲେ ମହିଳା କମାଣ୍ଡୋ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ସିଆରପିଏଫର ନକ୍ସଲ ବିରୋଧୀ ଜଙ୍ଗଲ ୱାରଫେୟରରେ ନିପୁଣ ସ୍ପେଶାଲ କୋବ୍ରା କମାଣ୍ଡୋ ୟୁନିଟରେ ପ୍ରଥମଥର ପାଇଁ ମହିଳା କମାଣ୍ଡୋ ସାମିଲ ହୋଇଛନ୍ତି । ଏମାନଙ୍କୁ ପ୍ରଶିକ୍ଷଣ ଦେଇ ନକ୍ସଲ ଦ୍ୱାରା ପ୍ରଭାବିତ ଅଞ୍ଚଳକୁ ପଠାଯିବ । ଆଜି ସିଆରପିଏଫ୍…

ଜୋମାଟୋ ସହ ହାତ ମିଶାଇଲେ ସରକାର

ନୂଆଦିଲ୍ଲୀ : ରୋଡ୍ ସାଇଡ୍ ଭେଣ୍ଡର୍ସଙ୍କୁ ସାହାଯ୍ୟ କରିବାକୁ ମୋଦି ସରକାରଙ୍କ ବଡ ପଦକ୍ଷେପ । ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ଅର୍ଥାତ ପିଏମ୍ ସ୍ୱନିଧି ସ୍କିମ୍ ଅନୁସାରେ ସହରୀ ବିକାଶ ମନ୍ତ୍ରାଳୟ ଅନଲାଇନ ଫୁଡ୍ ଅର୍ଡର୍ ଓ ହୋମ୍ ଡେଲିଭରୀ କମ୍ପାନୀ ଜୋମାଟୋ ସହ…

ଦିଲ୍ଲୀ ସୀମାରେ ପୋଲିସ ଛାଉଣୀ, ୫୦ହଜାର ସୁରକ୍ଷାକର୍ମୀ ନିୟୋଜିତ

ନୂଆଦିଲ୍ଲୀ: ତୀବ୍ର ହେଉଛି ଚାଷୀ ଆନ୍ଦୋଳନ । ନୂଆ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ କୃଷକଙ୍କ ଚକାଜାମ । ଦିନ ୧୨ଟାରୁ ଅପରାହ୍‌ଣ ୩ ଯାଏ ୩ ଘଣ୍ଟିଆ ଚକାଜାମ କରିବେ ଚାଷୀ । ଏଥିପାଇଁ ଦିଲ୍ଲୀ ସୀମାରେ ପୋଲିସ ଛାଉଣୀ । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ୫୦ ହଜାର ପୋଲିସ,…

ଦିଲ୍ଲୀରେ ଘର ଓ ଜମି କିଣିବା ଏବେ ହେବ ଶସ୍ତା, ସର୍କିଲ ହାର ୨୦ ପ୍ରତିଶତ ହ୍ରାସ କଲେ କେଜରିୱାଲ ସରକାର

ନୂଆଦିଲ୍ଲୀ: ଦିଲ୍ଲୀର ଅରବିନ୍ଦ କେଜରିୱାଲଙ୍କ ସରକାର ଆବାସୀୟ, ବାଣିଜ୍ୟିକ ଏବଂ ଔଦ୍ୟୋଗିକ ସର୍କିଲ ହାରରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଲାଗି ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଅନୁଷ୍ଠିତ ଦିଲ୍ଲୀ କ୍ୟାବିନେଟ୍‌ରେ ଏଥିଲାଗି ପ୍ରସ୍ତାବରେ ମୋହର ବାଜିଛି । କ୍ୟାବିନେଟ ବୈଠକ ପରେ ନିଜେ…

ରତନ ଟାଟାଙ୍କୁ ଭାରତ ରତ୍ନ ଦାବି, ଟ୍ୱିଟରରେ ଟ୍ରେଣ୍ଡ୍

ନୂଆଦିଲ୍ଲୀ: ଦେଶର ଫେମସ ବିଜନେସମ୍ୟାନ୍ ତଥା ଟାଟା ଗ୍ରୁପର ପ୍ରମୁଖ ରତନ ଟାଟାଙ୍କୁ ଭାରତ ରତ୍ନ ଦେବା ପାଇଁ ସୋସିଆଲ ମିଡିଆରେ ଦାବି ଉଠିଛି । ଟ୍ୱିଟରରେ ରତନ ଟାଟା ଓ BharatRatnaForRatanTata ହ୍ୟାଶଟ୍ୟାଗରେ ୟୁଜର୍ସ ଲଗାତର ଟ୍ୱିଟ୍ କରିଛନ୍ତି । ମୋଟିଭେସନାଲ୍ ସ୍ପିକର ଡ.ବିବେକ…

ନିର୍ମାଣ ହେବ ଭାରତର ସବୁଠାରୁ ଆକର୍ଷଣୀୟ ରେଳ ଷ୍ଟେସନ, ଖର୍ଚ୍ଚ ହେବ ୬୫୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀର ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଭବ୍ୟ ଷ୍ଟେସନ ଭାବେ ନିର୍ମାଣ କରିବାକୁ ଯୋଜନା ଚାଲିଛି । ଏହି ରେଳ ଷ୍ଟେସନ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୬୫୦୦ କୋଟି । ଏହା ହେବ ଭାରତର ସବୁଠାରୁ ଆକର୍ଷଣୀୟ ରେଳ ଷ୍ଟେସନ । ପିପିପି ପ୍ରକଳ୍ପ ଅନୁସାରେ ନିର୍ମାଣ ହେବାକୁଥିବା ଏହି ନୂଆ…

ଆମାଜନ୍ ସିଇଓ ଜେଫ୍ ବେଯୋଶ୍ ନିଜ ପଦବୀରୁ ଦେବେ ଇସ୍ତଫା

ନୂଆଦିଲ୍ଲୀ:ଆମାଜନ ସିଇଓ ଜେଫ୍ ବେଯୋଶ୍ ନିଜ ପଦବୀରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଚଳିତବର୍ଷ ଶେଷ ସୁଦ୍ଧା ସେ ପଦବୀ ଛାଡିଦେବେ । ଆମାଜନ ଘୋଷଣା କରିଛି, ଏଡବ୍ଲୁଏସ ସିଇଓ ଏଣ୍ଡି ଜେସି ଚଳିତ ବର୍ଷ ତୃତୀୟ ତ୍ରୟମାସିକରେ ଜେଫ ବେଯୋଶଙ୍କ ସ୍ଥାନ ଗ୍ରହଣ କରିବେ । ତାଛଡା ଆହୁରି…

ସବୁଠାରୁ ବଡ ଡିଲ୍: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ୮୩ ତେଜସ୍ ବିମାନ ଡିଲ୍ ଉପରେ ଲାଗିଲା ମୋହର

ନୂଆଦିଲ୍ଲୀ: ୮୩ ତେଜସ ଲାଇଟ କମ୍ବାଟ ବିମାନ (Tejas LCA) ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ସରକାର । ବେଙ୍ଗାଳୁରୁରେ ଆୟୋଜିତ ଏରୋ ଇଣ୍ଡିଆ ୨୦୨୧ କାର୍ଯ୍ୟକ୍ରମରେ ଏହି ଔପଚାରିକ ପ୍ରକ୍ରିୟା ହୋଇଛି । ଏହି ବିମାନ ହିନ୍ଦୁସ୍ଥାନ ଇରୋନେଟିକ୍ସ ଲିମିଟେଡ଼ ନିର୍ମାଣ କରିବ । ଖାସ କଥା ହେଲା…

ଅବୈଧ ଭାବେ ରହୁଥିବା ରୋହିଙ୍ଗ୍ୟାଙ୍କୁ ପୁଣି ପଠାଇଦେବାକୁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ:ଯେଉଁମାନଙ୍କ ପାଖରେ ଆବଶ୍ୟକୀୟ ପ୍ରମାଣପତ୍ର ନାହିଁ ସେମାନଙ୍କୁ ଫେରିବାକୁ ପଡିବ । ଭାରତ ପଡୋଶୀ ଦେଶ ମିଆଁମାରରୁ ଆସିଥିବା ରୋହିଙ୍ଗ୍ୟାଙ୍କ ସହ ଜଡିତ ଏକ ପ୍ରଶ୍ନ ଉପରେ ଗୃହ ମନ୍ତ୍ରାଳୟ ଏହା କହିଛନ୍ତି । ବଜେଟ ଅଧିବେଶନ ସମୟରେ ସାଂସଦ କିରୋଡ଼ି ଲାଲ ମିଣାଙ୍କ ପ୍ରଶ୍ନରେ…