Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ବଢିପାରେ ଲକ୍‌ଡାଉନ୍ ଅବଧି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ୍ ୧୪ ତାରିଖରେ ବନ୍ଦ ହୋଇନପାରେ ବୋଲି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଇତିମଧ୍ୟରେ ଅନେକ ରାଜ୍ୟର…

ମୌଲାନ ସାଦ୍ ଦକ୍ଷିଣ ଦିଲ୍ଲୀରେ ଅଛନ୍ତି !

ନୂଆଦିଲ୍ଲୀ: ତବଲିଗ ଜମାତର ମୌଲାନ ସାଦ ଦକ୍ଷିଣ ଦିଲ୍ଲୀରେ ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ନିଜାମୁଦ୍ଧିନ ମରକଜ ବିବାଦ ପରେ ସାଦ୍ ଫେରାର ହୋଇ ଯାଇଥିଲେ । ସେ ନିଜକୁ କ୍ୱାରେଟାଂଇନରେ ରଖିଥିବା ପୋଲିସ କହିଛି । ସେ ଆସନ୍ତା ୮-୯ ଦିନରେ ସାମ୍ନାକୁ ଆସିବେ। ମୌଲାନା ସାଦ୍‌ ତଦନ୍ତର…

EMI ଘୁଂଚାଇବାକୁ ଆସୁଛି କି କଲ୍ କି ମେସେଜ୍‌; ତେବେ ସାବଧାନ ହୋଇଯାଆନ୍ତୁ !

ନୂଆଦିଲ୍ଲୀ: କରୋନାମହାମାରୀ ଓ ଲକ୍‌-ଡାଉନ ର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ଅନଲାଇନ୍ ସ୍କାମର୍ ବା ସାଇବର୍ ଠକ୍ । ଇଏମଆଇ ଘୁଂଚାଉଇବାକୁ କଲ୍ କିମ୍ବା ମେସେଜ କରି ଲୋକଙ୍କଠାରୁ ଲୁଟୁଛନ୍ତି ମୋଟା ଅଙ୍କର ଅର୍ଥରାଶି । .@RBI last week announced a three-month moratorium on…

କୋଭିଡ୍‌-୧୯; ଆଶଙ୍କାରେ ‘ମିଶନ ଗଗନୟାନ୍‌’, ଋଷିଆରେ ଅଟକିଲା ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ତାଲିମ୍ !

ନୂଆଦିଲ୍ଲୀ: କରୋନାଭାଇରସ୍ ପାଇଁ ଘୁଂଚିପାରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ISRO)ର ମିଶନ୍ ଗଗନ୍‌ୟାନ୍ । ଲକ୍‌-ଡାଉନ୍ ପାଇଁ ଋଷିଆରେ ଅଟକିଲା ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ତାଲିମ୍ । Indian astronauts' training on hold in Russia due to COVID-19 lockdown…

ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ରପ୍ତାନି ଉପରେ କଟକଣା

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ପାଇଁ କୌଣସି ଔଷଧ ବାହାରି ନଥିବାବେଳେ କେତେକ ଗୁରୁତର ମାମଲା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନକୁ ବ୍ୟବହାର କରିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ତେବେ ଏହାକୁ ଅତି ଜରୁରି ହେଲେ କେବଳ ଡାକ୍ତରଙ୍କ ପରାମର୍ଶରେ ପ୍ରଦାନ ପାଇଁ ପ୍ରସ୍ତାବ ଦିଆଯାଇଛି…

କରୋନା ଅପଡେଟ୍ ; ଭାରତର ସମସ୍ତ ପଶୁ ବାଟିକାରେ ହାଇ ଆଲର୍ଟ ଜାରି !

ନୂଆଦିଲ୍ଲୀ: ଆମେରିକାର ବ୍ରୋନ୍‌କ୍ସ ପ୍ରାଣୀ ଉଦ୍ୟାନରେ ବାଘୁଣୀ ନାଦିଆ କରୋନାଭାଇରସରେ ସଂକ୍ରମିତ ହେବା ପରେ ଭାରତର ସମସ୍ତ ପଶୁ ବାଟିକାରେ ହାଇ ଆଲର୍ଟ ଜାରି ହୋଇଛି । Zoos advised to be on high alert, mammals like cats, ferrets and primates to be carefully…

ଦେଶବାସୀଙ୍କ ପାଇଁ ପିଏମ୍ ଆବାସରେ ଦୀପ ଜାଳିଲେ ମୋଦୀ !

ନୂଆଦିଲ୍ଲୀ: କରୋନାଭାଇରସ୍ ବିରୋଧୀ ଲଢେଇରେ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଦେଶବାସୀ ଦୀପ ଓ ମହମବତୀ ଜାଳି ଏକତାର ପ୍ରମାଣ ଦେଲେ । କିଛି ଲୋକ ବାଣ ଫୁଟାଇଥିଲାବେଳେ ପିଏମ୍ ଆବାସରେ ମୋଦୀ ବି ଦୀପ ଜଳାଇଥିଲେ । शुभं करोति कल्याणमारोग्यं धनसंपदा । शत्रुबुद्धिविनाशाय…

ତବଲିଗ୍ ଜମାତ ମୁଖ୍ୟ ପାଇଁ ବେକ କାଟିବାକୁ ପ୍ରସ୍ତୁତ ଯୁବକ ନାମରେ ଏଫଆଇଆର

ନୂଆଦିଲ୍ଲୀ: ନିଜାମୁଦ୍ଦିନ ମର୍କଜର ମୌଲାନା ମହମ୍ମଦ ସାଦ୍ ପାଇଁ ମୁଁ ନିଜ ବେକ କାଟିବାକୁ ପ୍ରସ୍ତୁତ ଅଛି ବୋଲି ମୋହକମ ପହଲିୱାନ କହିଥିଲେ । ଗତିଶୀଳ ସମାଜବାଦୀ ପାର୍ଟିର ଏହି ନେତାଙ୍କ ବିରୋଧରେ ସ୍ଥାନୀୟ ପୋଲିସ ସଙ୍ଗେ ସଙ୍ଗେ ଏଫଆଇଆର ରୁଜୁ କରିଥିଲା । ଏଫଆଇଆର ରୁଜୁ ହେବା ପରେ ମୋହକମ ଭୟରେ…

ମାଲେସିୟାକୁ ଖସିି ଯାଉଥିଲେ ୮ ତବଲ୍ଲିଘି ଜମ୍ମାତ୍ ସଦସ୍ୟ, ଏୟାରପୋର୍ଟରେ ଧରାପଡ଼ିଲେ !

ନୂଆଦିଲ୍ଲୀ: ନିଜାମୁଦ୍ଦିନର ଧର୍ମିୟ ସଭାରେ ଅଂଶଗ୍ରହଣ କରିଥିବା ୮ଜଣ ମାଲେସୀୟ ନାଗରିକ ମାଲେସିଆ ଖସି ଚାଲିଯିବାକୁ ବିମାନରେ ବସି ସାରିଥିଲେ । ମାତ୍ର ସଠିକ୍ ସମୟରେ ଇମିଗ୍ରେସନ କର୍ତ୍ତୃପକ୍ଷ ରବିବାର ଦିନ ସେମାନଙ୍କୁ ସନ୍ଦେହକ୍ରମରେ ପଚରା ଉଚରା କରିବା ପରେ ଏହି ୮ ଜଣ ତବଲ୍ଲିଘି ଜମ୍ମାତର…

କୋଭିଡ-୧୯; ଗୃହ ମନ୍ତ୍ରାଳୟ ଦେଲା ୧୧୦୯୨ କୋଟି !

ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ କରୋନା ମୁକାବିଲା ପାଇଁ ସମସ୍ତ ରାଜ୍ୟ ବାବଦରେ ୧୧ହଜାର ୯୨କୋଟିି ଟଙ୍କା ଅନୁମୋଦନ କରିଛନ୍ତି । ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପରିଚାଳନା ପାଣ୍ଠି (SDRMF) ଅଧିନରେ ଅନୁମୋଦିତ ହୋଇଥିବା ଏହି ରାଶି ସାମୁହିକ ସଙ୍ଗରୋଧ ବ୍ୟବସ୍ଥା ଓ…