Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଆଲର୍ଟ: ଲକଡାଉନର ଫାଇଦା ଉଠାଇ ଦିଲ୍ଲୀ ପୋଲିସଙ୍କୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ନିୟମ ପାଳନ କରାଯାଉଛି । ଏହାକୁ ସୁଚାରୁରୂପେ ପାଳନ କରିବା ପାଇଁ ଅନେକ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି । ସୁରକ୍ଷା ଏଜେନ୍ସିକୁ ମିଳିଥିବା ରିପୋର୍ଟ ମୁତାବକ ଆଇଏସ ଆତଙ୍କବାଦୀ ଏହାର ଫାଇଦା ଉଠାଇ ଡୁ୍ୟଟି କରୁଥିବା ପୋଲିସକୁ ଟାର୍ଗେଟ…

ତବଲିଗ୍ ଜମାତ ଭାରତ ସମେତ ଏସିଆରେ କାଳ ସାଜିଛି

ନୂଆଦିଲ୍ଲୀ: ତବଲିଗ୍ ଜମାତ ଯୋଗୁ ସମଗ୍ର ଏସିଆ ଉପରେ କରୋନାର ଆତଙ୍କ ଦେଖାଦେଇଛି। ଏହା ପୂର୍ବରୁ ଏହି ସମାବେଶ ଯେଉଁ ଯେଉଁ ସ୍ଥାନରେ ହୋଇଛି ତାହା ପରେ ପରେ ସେଠାରେ କିଲର କରୋନା ମାତିଛି । ୧୨ ମାର୍ଚ୍ଚରେ ପାକିସ୍ତାନର ଲାହାରରେ ତବଲିଗ୍ ଜମାତ ହୋଇଥିଲା। ଏଥିରେ ପୃଥିବୀର ୮୦ ଦେଶରୁ ଅଢ଼େଇ…

ଦିଲ୍ଲୀର ନିଜାମୁଦ୍ଦିନ ମରକଜକୁ ଖାଲି କରିବା ପାଇଁ ଡୋଭାଲଙ୍କୁ ଯିବାକୁ ପଡିଥିଲା

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ମରକଜକୁ ଖାଲି କରିବା ପାଇଁ ସରକାରଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ପୋଲିସ ଚେତାବନୀ ସତ୍ୱେ ଭିଡ ହଟି ନ ଥିଲା । ଶେଷରେ ଗୃହ ମନ୍ତ୍ରୀ ଅମିତ ଶାହ ଏନଏସଏ ମୁଖ୍ୟ ଅଜିତ ଡୋଭାଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଥିଲେ । ଡୋଭାଲ ୨୮ ତାରିଖ ରାତି…

କରୋନାଭାଇରସ୍‌; କେତେ ସୁରକ୍ଷିତ ଭାରତର ଆଗଧାଡିର ଡାକ୍ତର ?

ନୂଆଦିଲ୍ଲୀ: କୋଭିଡ୍‌-୧୯ ବିରୋଧରେ ଲଢେଇ କରୁଛନ୍ତି ଭାରତର ଅସଂଖ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ଏଥିପାଇଁ ରକ୍ଷା କବଚ ସାଜିଛି ପର୍ସନାଲ ପ୍ରୋଟେକ୍ସେନ ଇକ୍ୱିପମେଣ୍ଟ (PPE) । ଦ କ୍ୱିଣ୍ଟ ର ରିପୋର୍ଟ ଅନୁଯାୟୀ ଇନ୍‌ଭେଷ୍ଟ ଇଣ୍ଡିଆ ସଙ୍କେତ ଦେଇଥିଲା ଭାରତରେ PPE ଓ ମାସ୍କ ଭଳି…

ନିଜାମୁଦ୍ଦିନ ଧାର୍ମିକସଭାରୁ ଫେରିଥିବା ୩ଜଣ ହୋଇଛନ୍ତି ଚିହ୍ନଟ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନରେ ହୋଇଥିବା ମୁସଲିମ ଧାର୍ମିକ ସଭା ବା ତବ୍ଳିଗି ଜମାତରେ ଓଡ଼ିଶାରୁ ୧୫ଜଣ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଓଡ଼ିଶାକୁ ନିଜାମୁଦ୍ଦିନରୁ ଫେରିଥିବା ୩ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏହା ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସରକାରଙ୍କ କରୋନା…

ଦିଲ୍ଲୀ ନିଜାମୁଦ୍ଦିନ କାର୍ଯ୍ୟକ୍ରମରେ ସାମିଲ ୨୪ ଜଣଙ୍କ କରୋନା ରିପୋର୍ଟ ପଜିଟିଭ

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳର ଧାର୍ମିକ ସମାବେଶରେ ସାମିଲ ହୋଇଥିବା ୨୪ ଜଣଙ୍କ କରୋନାଭାଇରସ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି । 24 people who were present at the Markaz building,…

ଦିଲ୍ଲୀରେ ମର୍କଜ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୬ କରୋନା ପଜିଟିଭଙ୍କର ତେଲେଙ୍ଗାନାରେ ମୃତ୍ୟୁ

ଏକ ଚିନ୍ତାଜନକ ଘଟଣାକ୍ରମରେ ଦିଲ୍ଲୀ ନିଜାମୁଦ୍ଦିନରେ ହୋଇଥିବା ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୬ଜଣ ବ୍ୟକ୍ତିଙ୍କର ତେଲେଙ୍ଗାନାରେ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ୟକ୍ତିମାନେ ମାର୍ଚ୍ଚ ୧୩ରୁ ୧୫ ତାରିଖ ମଧ୍ୟରେ…

ଲକ୍‌-ଡାଉନ୍ ଅପଡେଟ୍‌: ନିଲମ୍ବିତ ହେଲେ ଦୁଇ ଦିଲ୍ଲୀ ଆଇଏଏସ୍ ଅଫିସର !

ନୂଆଦିଲ୍ଲୀ: ରବିବାର ଦୁଇ ବରିଷ୍ଠ ଦିଲ୍ଲୀ ସରକାରୀ ଅଫିସରଙ୍କୁ ନିଲମ୍ବିତ କରିଛି କେନ୍ଦ୍ର ସରକାର । କରୋନା ମହାମାରୀରେ ନିଜ ଦାୟୀତ୍ୱରେ ଅବହେଳା କରିଥିବାରୁ ଅନ୍ୟ ଦୁଇ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । Initiation of Disciplinary Proceedings against Four…

ଲକଡାଉନ ପ୍ରଭାବ: ବାୟୁମଣ୍ଡଳର ଏଭଳି ପରିବର୍ତ୍ତନକୁ ଅବିଶ୍ୱସନୀୟ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ସମ୍ଭାବ୍ୟ କରୋନା ଭାଇରସ ସଂକ୍ରମଣରେ ରୋକ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ସମ୍ପୂର୍ଣ୍ଣ ଭାରତକୁ ଆଗାମୀ ଏପ୍ରିଲ ୨୧ ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନର ଆଜି ୫ମ ଦିନ ହୋଇଥିବା ବେଳେ ଏକ ସନ୍ତୋଷଜନକ ଖବର ସାମ୍ନାକୁ ଆସିଛି। କ୍ରମାଗତ…

କରୋନା ମୁକାବିଲା: ଟାଟାର ବଜେଟ୍ ୧୫୦୦କୋଟି !

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଏକଜୁଟ୍ ହୋଇଛି ସମଗ୍ର ଦେଶ । କ୍ରିକେଟର ଓ ସେଲିବ୍ରିଟିଙ୍କ ସହ ଆଗେଇ ଆସିଛି ଟାଟା କମ୍ପାନୀ । କରୋନା ମହାମାରୀ ବିରୋଧରେ ବିନିଯୋଗ କରିଛି ୧୫୦୦କୋଟି ଭଳି ମୋଟା ଅଙ୍କର ଅର୍ଥରାଶି । The COVID 19 crisis is one of the toughest challenges…