Latest Odisha News

BREAKING NEWS

Browsing Category

ଜମ୍ମୁ ଓ କାଶ୍ମୀର

Jammu & Kashmir

ସୁରକ୍ଷାକର୍ମୀ ଗୁଳିରେ ୩ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଣି ଆତଙ୍କୀ-ସୁରକ୍ଷାକର୍ମୀ ମୁହଁମୁହିଁ । ଗୁଳି ବିନିମୟରେ ଟଳିଲେ ୩ ଆତଙ୍କୀ । ଅବନ୍ତିପୁରାର ନାଗବେରନ୍ ତ୍ରାଲ ଅଞ୍ଚଳର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଗୁଳିରେ ୩ ଜଣ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ସେମାନଙ୍କର ପରିଚୟ…

ସୀମାରେ ସ୍ୱାଧୀନତା ଦିବସ: ଲଦାଖରେ ଉଡ଼ିଲା ତ୍ରିରଙ୍ଗା

ଶ୍ରୀଗନର: ସୀମାରେ ସ୍ୱାଧୀନତା ଦିବସ ପାଳନ କଲେ ଦେଶରେ ଜାଗ୍ରତ ପ୍ରହରୀ । ଲଦାଖର ବିବାଦୀୟ ପାଙ୍ଗୋଙ୍ଗ ସୁରେ ଆଇଟିବିପି ଯବାନ ୭୫ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଏହି ଅବସରରେ ସେମାନେ ସମୂହ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଭାରତ ମାତାର ନାରାରେ କମ୍ପିଥିଲା ପାଙ୍ଗୋଙ୍ଗ ସୁ ଅଞ୍ଚଳ ।…

ଅମରନାଥ ଗୁମ୍ଫାରେ ଭୟଙ୍କର ବନ୍ୟା ପରେ ଭୂସ୍ଖଳନ

ଭୁବନେଶ୍ୱର : ଅମରନାଥ ଗୁମ୍ଫାରେ ଭୟଙ୍କର ବନ୍ୟା । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସେନା । ପ୍ରବଳ ବର୍ଷା ଯୋଗୁ ଅମରନାଥ ଗୁମ୍ଫାରେ ଭୟଙ୍କର ବନ୍ୟା ଆସିଛି । ପରିସ୍ଥିତି ଏପରି ଭୟଙ୍କର ହୋଇଛି ଯେ ସେନାକୁ ଉଦ୍ଧାର କାର୍ଯ୍ୟରେ ନିୟୋଜତ କରାଯାଇଛି । ବନ୍ୟା ବିଭୀଷିକାର ଭିଡ଼ିଓ ସୋସିଆଲ ମିଡିଆରେ…

ପୁଲଓ୍ୱାମାରେ ଏନକାଉଣ୍ଟର: ପାକିସ୍ତାନୀ ଆତଙ୍କୀ ସମେତ ୩ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଲଓ୍ୱାମାରେ ଏନକାଉଣ୍ଟର । ସେନା ଗୁଳିରେ ଟଳିଲେ ୨ ଆତଙ୍କୀ । ଏମାନଙ୍କ ଭିତରେ ଅଛି ଲସ୍କର-ଏ-ତୋଇବାର ପାକିସ୍ତାନ କମାଣ୍ଡର ଆଇଜାଜ୍ ଓରଫ ଅବୁ ହୁରେରା । ତାସହିତ ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ସୂଚନା ଦେଇଛନ୍ତି କାଶ୍ମୀର ଆଇଜି । ଆଜି…

ସୀମାରେ ଆଲର୍ଟ: ଜମ୍ମୁରେ ମିଲିଟାରୀ ଷ୍ଟେସନ ପାଖରେ ବାରମ୍ବାର ପଇଁତରା ମାରୁଛି ଡ୍ରୋନ୍

ଶ୍ରୀନଗର: ଜମ୍ମୁ ଏୟାରଫୋର୍ସ ଷ୍ଟେସନ ଉପରେ ଡ୍ରୋନ୍ ଯୋଗେ ବିସ୍ଫୋରଣ ଘଟଣା ପରେ ବାରମ୍ବାର ସୀମାନ୍ତ ଆକାଶରେ ଉଡୁଇଛି ଡ୍ରୋନ୍ । ପାକିସ୍ତାନ ପଟରୁ ଜମ୍ମୁ ଆକାଶରେ ଡ୍ରୋନ୍ ଉଢୁଥିବା ଦେଖିବାକୁ ମିଳୁଛି । ଗତକାଲି ରାତି ପ୍ରାୟ ସାଢ଼େ ୨ଟା ବେଳେ ସୁଞ୍ଜଓ୍ୱାନ ମିଲିଟାରୀ ଷ୍ଟେସନ ପାଖରେ ଏକ…

NIA ନେଲା ଡ୍ରୋନ୍ ଯୋଗେ ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ବିସ୍ଫୋରଣର ତଦନ୍ତ ଭାର

ନୂଆଦିଲ୍ଲୀ: ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସୀ(NIA) କରିବ ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ଡ୍ରୋନ୍ ଯୋଗେ ବିସ୍ଫୋରଣର ତଦନ୍ତ । ଏନଆଇଏକୁ ବିଧିବଦ୍ଧ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ରବିବାର ଦିନ ଏସପି ରାକେଶ ବଲଓ୍ୱାଲଙ୍କ ନେତୃତ୍ୱରେ ଏନଆଇଏର ଏକ ଟିମ୍…

ଘରେ ପଶି SPO ଓ ପତ୍ନୀଙ୍କୁ ହତ୍ୟା କଲେ ଆତଙ୍କବାଦୀ, ଝିଅ ଗୁରୁତର

ଶ୍ରୀନଗର: ଜମ୍ମୁ ଏୟାରଫୋର୍ସ ଷ୍ଟେସନ ପରିସରରେ ଡ୍ରୋନ୍ ଯୋଗେ ଆତଙ୍କବାଦୀ ବିସ୍ଫୋରଣ କରିବା ଘଟଣା ପରେ ପୁଲଓ୍ୱାମାରେ ବର୍ବରକାଣ୍ଡ ଘଟାଇଛନ୍ତି । ପୁଲଓ୍ୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ଜଣେ ଏସପିଓଙ୍କ ଘରେ ପଶି ଆକ୍ରମଣ କରିଛନ୍ତି ଆତଙ୍କୀ । ଏଥିରେ ଏସପିଓ ଫୈୟାଜ ଅହମ୍ମଦ ଓ ତାଙ୍କ ପତ୍ନୀଙକ୍…

ଡ୍ରୋନ୍ ଯୋଗେ ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ବିସ୍ଫୋରଣ ସନ୍ଦେହ

ଶ୍ରୀନଗର: ଜମ୍ମୁ ଏୟାରପୋର୍ଟ ପରିସରରେ ଥିବା ଏୟାରଫୋର୍ସ ଷ୍ଟେସନରେ ବିସ୍ଫୋରଣ ଘଟଣାକୁ ନେଇ ତନାଘନା ଚାଲିଛି । ହାଇ ସିକ୍ୟୁରିଟି ଜୋନରେ କେମିତି ଦୁଇ ଦୁଇଟି ବିସ୍ଫୋରଣ ହେଲା । ସାମନାକୁ ଆସିଛି ସାଂଘାତିକ ତଥ୍ୟ । ଡ୍ରୋନ୍ ଯୋଗେ ଏହି ବିସ୍ଫୋରକ ସାମଗ୍ରୀ ପକାଯାଇଥିବା ସନ୍ଦେହ କରାଯାଉଛି ।…

ଜମ୍ମୁ ଏୟାରଫୋର୍ସ ଷ୍ଟେସନ ପରିସରରେ ୫ ମିନିଟରେ ଦୁଇଟି ବିସ୍ଫୋରଣ

ଶ୍ରୀନଗର: ଜମ୍ମୁ କଶ୍ମୀର ସତଓ୍ୱାରୀରେ ଥିବା ଏୟାରଫୋର୍ସ ଷ୍ଟେସନ ପରିସରରେ ଦୁଇ ଦୁଇଟି ବିସ୍ଫୋରଣ । ପାଞ୍ଚ ମିନିଟ ବ୍ୟବଧାନରେ ଦୁଇଟି ବିସ୍ଫୋରଣ ହୋଇଛି । ଗତକାଲି ବିଳମ୍ବିତ ରାତି ପାଖାପାଖି ୧ଟା ୫୦ ମିନିଟରେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି । ଏଥିରେ ଦୁଇ ଜଣ ଆହତ ହୋଇଥିବା ସୂଚନା…

ଯୋଗମୁଦ୍ରାରେ ଜାଗ୍ରତ ପ୍ରହରୀ: ୧୮ହଜାର ଫୁଟ୍ ଉପରେ ଯୋଗ କଲେ ଯବାନ

ଲଦାଖ: ଯୋଗ ମୁଦ୍ରାରେ ଦେଶର ଯବାନ । ସୀମାରେ ଯୋଗ କଲେ ଜାଗ୍ରତ ପ୍ରହରୀ । ଲଦାଖରେ ୧୮ହଜାର ଫୁଟ୍ ଉଚ୍ଚରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି ଦେଶର ଯବାନ । ଆଇଟିବିପି ଯବାନମାନେ ବିଭିନ୍ନ ମୁଦ୍ରାରେ ଯୋଗ କରିଛନ୍ତି । ସୀମାରୁ ଯୋଗ ଦ୍ୱାରା ଫିଟ୍ ରହିବାର ଫର୍ମୂଲା ଦେଶବାସୀଙ୍କୁ…