Latest Odisha News

BREAKING NEWS

Browsing Category

ଜମ୍ମୁ ଓ କାଶ୍ମୀର

Jammu & Kashmir

ମୋଷ୍ଟ ଓ୍ୱାଣ୍ଟେଡ୍ ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ବଡ଼ ସଫଳତା । ସୁରକ୍ଷାକର୍ମୀ ଗୁଳିଲେ ଗଡ଼ିଲା ୩ ଲସ୍କର ଆତଙ୍କବାଦୀଙ୍କ ମୁଣ୍ଡ । ଏମାନଙ୍କ ଭିତରେ ଜଣେ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନର କମାଣ୍ଡର ରହିଛି । ତା ନାଁ ମୁଦାସିର ପଣ୍ଡିତ । ସେ ଥିଲା ମୋଷ୍ଟ ଓ୍ୱାଣ୍ଡେଡ୍ ଆତଙ୍କୀ ।…

କରୋନା ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଉଛନ୍ତି ଆସ୍ଥମା ରୋଗୀ

ଭୁବନେଶ୍ୱର: କରୋନା ମହାମାରୀର ଦ୍ୱିତୀୟ ଲହର ସମସ୍ତଙ୍କ ମନୋବଳକୁ ଧ୍ୱସ୍ତ କରିଛି । ଅକ୍ସିଜେନ୍‌, ଔଷଧ ଓ ହସ୍ପିଟାଲରେ ବେଡ୍ ଅଭାବ ଅନେକ ଲୋକଙ୍କର ବଂଚିବା ଆଶାକୁ କ୍ଷୀଣ କରିଦେଇଛି । ତେବେ ଦେଶରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ମାନବିକତା ଦୃଷ୍ଟିକୋଣରୁ ସାହାସ ବାଣ୍ଟୁଛନ୍ତି ।…

ସୋପିଆନରେ ପୁଣି ଏନକାଉଣ୍ଟର, ଟଳିଲେ ୨ ଆତଙ୍କୀ

ସୋପିଆନ୍: ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର । ସୋପିଆନରେ ଆତଙ୍କାବୀଦ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିପେ ନିହତ ହୋଇଛନ୍ତି ଦୁଇ ଜଣ ଆତଙ୍କବାଦୀ । ମୃତ ଆତଙ୍କବାଦୀଙ୍କ ପରିଚୟ ମିଳି ପାରି ନାହିଁ । ତେବେ ସେମାନେ ଅଲ୍-ବଦ୍ରି ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣା…

ସୋପିଆନରେ ସୁରକ୍ଷାବାହିନୀ ଗୁଳିଲେ ଟଳିଲେ ୩ ଆତଙ୍କୀ

ସୋପିଆନ(ଜମ୍ମୁ କାଶ୍ମୀର): ସୋପିଆନରେ ସୁରକ୍ଷାବାହିନୀ-ଆତଙ୍କବାଦୀ ଗୁଳି ବିନିମୟ । ଏନକାଉଣ୍ଟରେ ଟଳିଲେ ୩ ଆତଙ୍କୀ । ଏକ ମସଜିଦରେ ଏହି ଗୁଳି ବିନିମୟ ହୋଇଛି । ଆଉ ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି । ଏବେ ବି(ଖବର ଲେଖାଯିବା ବେଳକୁ) ଅପରେସନ୍ ଜାରି ରହିଛି । ଏନକାଉଣ୍ଟରରେ…

ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ

ଶ୍ରୀନଗର: ବାର୍ଷିକ ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି । ୫୬ ଦିନିଆ ଯାତ୍ରା ଜୁନ ୨୮ରେ ଆରମ୍ଭ ହେବ ଏବଂ ଅଗଷ୍ଟ ୨୨ରେ ଶେଷ ହେବ । ଅମରନାଥ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୩୧୬ଟି ବ୍ରାଞ୍ଚ, ଜମ୍ମୁ-କାଶ୍ମୀର ବ୍ୟାଙ୍କର ୯୦ଟି ବ୍ରାଞ୍ଚ ଓ…

ଭକ୍ତଙ୍କ ପାଇଁ ଖୁସି ଖବର: ଏପ୍ରିଲ ପହିଲାରୁ ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ

ନୂଆଦିଲ୍ଲୀ: ଭକ୍ତଙ୍କ ପାଇଁ ଖୁସି ଖବର । ଜମ୍ମୁ-କଶ୍ମୀରରେ ବାର୍ଷିକ ଅମରନାଥ ଯାତ୍ରା ୨୦୨୧ ଲାଗି ଆସନ୍ତା ଏପ୍ରିଲ ପହିଲାରୁ ନାଁ ପଞ୍ଜିକରଣ ଆରମ୍ଭ ହେବ । ପହଲଗାମ ଓ ବାଲଟାଲର ରାସ୍ତାରୁ ଜୁନ ୨୮ରୁ ଅଭିଯାନ ଆରମ୍ଭ ହେବ ଏବଂ ଅଗଷ୍ଟ ୨୨ରେ ଶେଷ ହେବ । ଉଭୟ ରାସ୍ତା ପାଇଁ ପଞ୍ଜିକରଣ ସାରା…

ବସ୍ ଷ୍ଟାଣ୍ଡକୁ ଷ୍ଟ୍ରିଟ୍ ଲାଇବ୍ରେରୀରେ କେମିତି ପରିଣତ କଲା ଭାରତୀୟ ସେନା ?

ଶ୍ରୀନଗର: ଆପଣ କେବେ ଶୁଣିଛନ୍ତି ବସ୍ ଷ୍ଟାଣ୍ଡ ଷ୍ଟ୍ରିଟ୍ ଲାଇବ୍ରେରୀରେ ପରିଣତ ହେବା । ଏଭଳି ଏକ ପ୍ରେରଣାଦାୟୀ ପଦକ୍ଷେପ ନେଇଛି ଭାରତୀୟ ସେନାର ୧୮ ରାଷ୍ଟ୍ରୀୟ ରାଇଫଲ୍ସ । ଦକ୍ଷିଣ କାଶ୍ମୀରର ଏକ ଗାଁର ସ୍ଥାନୀୟ ଶିକ୍ଷାର୍ଥୀଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା ଓ ଉଚ୍ଚଶିକ୍ଷା ଦେବା ଲାଗି…

ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଉପରୁ ଉଠିଲା ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଉପରୁ ଉଠିଲା ଦେଶଦ୍ରୋହ ମାମଲା । ସୁପ୍ରିମ୍‌କୋର୍ଟ ଆଜି ତାଙ୍କୁ ଏକ ବଡ଼ ମାମଲାରୁ ମୁକ୍ତି କରିଛନ୍ତି । ଧାରା ୩୭୦ ହଟାଇବାକୁ ନେଇ ଫାରୁକ୍‌ ଦେଇଥିବା ଦେଶ ବିରୋଧୀ ବୟାନ ବିରୋଧରେ ପୂର୍ବରୁ…

ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବାହିନୀ-ଆତଙ୍କବାଦୀ ମୁହାଁମୁହିଁ: ୨ ଆତଙ୍କବାଦୀ ନିିହତ

ଶ୍ରୀନଗର:ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷା ବାହିନୀ ସହ ଆଜି ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଯେଉଁମାନଙ୍କ ପରିଚୟ ମିଳିପାରିିନାହିଁ।  ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା…

ଅନନ୍ତନାଗ ଏନକାଉଣ୍ଟରରେ ୪ ଆତଙ୍କୀ ନିପାତ

ଜମ୍ମୁ କଶ୍ମୀର: ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ । ଏଥିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ଅନନ୍ତନାଗର ଶଲଗୁଲ ଅଞ୍ଚଳରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି…