Latest Odisha News

BREAKING NEWS

Browsing Category

ଜମ୍ମୁ ଓ କାଶ୍ମୀର

Jammu & Kashmir

ବାନ୍ଦିପୋରା ଟ୍ୟାକ୍ସି ଷ୍ଟାଣ୍ଡରେ ଗ୍ରେନେଡ଼୍ ଆକ୍ରମଣ, ୬ଜଣ ଆହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କୀ ଆକ୍ରମଣ।  ଏଥିରେ ୬ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଜାମ୍ମୁ-କାଶ୍ମୀରର ବାନ୍ଦିପୋରାରେ ଗ୍ରେନେଡ଼ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣର ଉଦ୍ଦେଶ୍ୟ ସୁରକ୍ଷା ବାହିନୀକୁ ଟାର୍ଗେଟ୍ ବୋଲି କୁହାଯାଇଛି। ଜାମ୍ମୁ-କାଶ୍ମୀର ପୋଲିସଙ୍କ ସୂଚନା…

ଜମ୍ମୁ-କଶ୍ମୀରରେ ନିଜ ଜୀବନକୁ ବିପଦରେ ପକାଇଲେ ଅମିତ ଶାହ

ଜମ୍ମୁକଶ୍ମୀର  : ଜମ୍ମୁ କଶ୍ମୀର ଗସ୍ତରେ ଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଲେଟ ପ୍ରୁଫ୍‌  କାଢି ସିଧାସଳଖ ଲୋକମାନଙ୍କ ସହ କଥା ହୋଇଛନ୍ତି। ଜମ୍ମୁକଶ୍ମୀରେ ଆତଙ୍କବାଦୀ ମୁକ୍ତ ଅଭିଯାନରେ ଯାଇଛନ୍ତି ଶାହ। ଶାହ ଶ୍ରୀନଗରରେ ଏକ ଜନସଭାରେ ଯୋଗଦେବା ସମୟରେ ସୁରକ୍ଷା ଦୃଷ୍ଟିରୁ…

ଜମ୍ମୁ-କାଶ୍ମୀର ପୁଂଛରେ ଆତଙ୍କୀ ହମଲା: ୩ ଯବାନ ଆହାତ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଂଛରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କୀମାନେ ଆକ୍ରମଣ କରିଦେଇଥିଲେ। ଏହାର ପାଲଟା ଜବାବରେ ଆତଙ୍କୀଙ୍କ ଉପରକୁ ବି ଗୁଳିମାଡ଼ କରିଥିଲେ ସୁରକ୍ଷାକର୍ମୀ। ଏହି ଗୁଳିମାଡ଼ରେ ପୁଲିସ ଓ ସେନାଙ୍କ ୩ ଯବାନ ଆହତ ହୋଇଛନ୍ତି। ଏହାସହ ଜଣେ ଲକ୍ସର ଆତଙ୍କୀ ବି ଗୁରୁତର ଆହତ…

ଜମ୍ମୁକଶ୍ମୀର ଗସ୍ତରେ ଅମିତ ଶାହ, ଆତଙ୍କୀ ହମଲା ନେଇ ଆଲୋଚନା

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିିଛି । ଆଜିଠାରୁ ତିନି ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଜମ୍ମୁକଶ୍ମୀର ଶ୍ରୀନଗରରେ ପହଁଚିଛନ୍ତି ଶାହ । ବିମାନ ବନ୍ଦରରେ ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ସ୍ୱାଗତ…

ମା’ ବୈଷ୍ଣୋଦେବୀ ଦର୍ଶନ ପାଇଁ ଗାଇଡଲାଇନ ଜାରି

ଜମ୍ମୁକାଶ୍ମୀର : ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଜାରି ହେଲା ଗାଇଡଲାଇନ। କରୋନା ଗାଇଡ ଲାଇନ ମାନି କଡା କଟକଣାର ସହ ତୀର୍ଥଯାତ୍ରୀ ମାନେ ମା’ଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇପାରିବେ। ଏହି ଗାଇଡଲାଇନ ଅନୁସାରେ ଶ୍ରଦ୍ଧାଳୁମାନେ ଆରଟି ପିସିଆର ଓ ରାପିଡ ଆଣ୍ଟିଜେନ ଟେଷ୍ଟ କରିବା ବାଧ୍ୟତା…

ଜମ୍ମୁକଶ୍ମୀର ପୁଞ୍ଚରେ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି

ଜମ୍ମୁକଶ୍ମୀର : ଜମ୍ମୁକଶ୍ମୀର ପୁଞ୍ଚରେ ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଆତଙ୍କବାଦୀଙ୍କୁ ନିପାତ କରିବା ବିରୋଧରେ ଚାଲିଛି ଅଭିଯାନ। ପୁଞ୍ଚର ଭଟ୍ଟା ଦୁରିଆଁ ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀ ମାନେ ଲୁଚିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଚାଲିଛି । ସର୍ଚ୍ଚ ଅପରେସନର…

ଜମ୍ମୁକଶ୍ମୀର ସୋପିଆଁରେ ଏନକାଉଣ୍ଟର,୨ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀର : ସେନାକୁ ପୁଣି ସଫଳତା । ଜମ୍ମୁକଶ୍ମୀର ସୋପିଆଁ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ଦୁଇ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ଖବର ପାଇବା ପରେ ଦ୍ରାଗଦ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଆଣ୍ଡ କର୍ଡନ ଅଭିଯାନ ଚାଲିଥିଲା । ଏନକାଉଣ୍ଟ କରିବା…

ପୁଲୱାମାରେ ସୁରକ୍ଷାବଳର ସର୍ଚ୍ଚ ଅପରେସନ ଜାରି ,ଜଣେ ଆତଙ୍କୀ ନିହତ

ଜମ୍ମୁକଶ୍ମୀର : ଜମ୍ମୁକଶ୍ମୀରରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ସୁରକ୍ଷା କର୍ମୀଙ୍କ ଗୁଳି ମାଡରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ପୁଲୱାମା ଜିଲ୍ଲାର ପାମ୍ପୋରର ଡ୍ରାଙ୍ଗବାଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି ।…

ପୁଞ୍ଚ ସେକ୍ଟରରେ ଆତଙ୍କୀ ହମଲା,୨ ଯବାନଙ୍କ ସହ ଜେସିଓ ସହିଦ

ଜମ୍ମୁ : ଜମ୍ମୁ-କଶ୍ମୀର ପୁଞ୍ଚ ସେକ୍ଟରରେ ପୁଣି ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ଆତଙ୍କବାଦୀଙ୍କ ଗୁଳିମାଡରେ ଜଣେ ଜୁନିଅର କମିଶନ ଅଫିସର ଜେସିଓ ସମେତ ଦୁଇ ଯବାନ ସହିଦ ହୋଇଛନ୍ତି। ଗତକାଲି ରାତିରେ ପୁଞ୍ଚ ସେକ୍ଟରରେ ଆତଙ୍କବାଦୀ ଥିବା ସୂଚନା ମିଳିବା ପରେ ରାତି…

କଶ୍ମୀର ପାଇଁ ଲାଇଫ ଲାଇନ ସାଜିବ ‘ଜୋଜିଲା ଟନେଲ’

ଶ୍ରୀନଗର: କଶ୍ମୀର ଓ ଲେହ ଲଦ୍ଦାଖ ପାଇଁ ଲାଇଫ ଲାଇନ ସାଜିବ ଜୋଜିଲା ଟନେଲ । ଶୀତ ଦିନରେ ବର୍ଷର ୬ ମାସ ବନ୍ଦ ରହୁଥିବା ଏହି ଅଞ୍ଚଳରେ ଯାତାୟତ ସମ୍ଭବ କରିବ ଜୋଜିଲା ଟନେଲ । ଜାମ୍ମୁ କାଶ୍ମୀରର ଶ୍ରୀନଗର ସହିତ ଲେହ ଲଦାଖ ଅଞ୍ଚଳକୁ ସଂଯୋଗ କରୁଥିବା ରଣନୀତିକ ଲିଙ୍କ ହେଉଛି ଜୋଜିଲା ଟନେଲ | ଏହି…