Latest Odisha News

BREAKING NEWS

Browsing Category

କର୍ଣ୍ଣାଟକ

Karnataka

କରୋନାକୁ ପରାସ୍ତ କଲେ ୧୦୩ ବର୍ଷୀୟ ସ୍ୱାଧିନତା ସଂଗ୍ରାମୀ

କର୍ଣ୍ଣାଟକ: ବୟସ ୧୦୩ । ପରିଚୟ ଏଚ୍‌.ଏସ୍ ଦୋରସ୍ୱାମୀ । ଦିନେ ଏହି ଗାନ୍ଧିବାଦୀ ଦେଶର ସ୍ୱାଧିନତା ପାଇଁ ସଂଗ୍ରାମ କରିଥିଲେ । ତେବେ ଗତକାଲି ଏହି ସ୍ୱାଧିନତା ସଂଗ୍ରାମୀ କରୋନା ସହ ଲଢି ବିଜୟୀ ହୋଇଛନ୍ତି । କରୋନାରେ ସଂକ୍ରମିତ ହୋଇ ଦୋରସ୍ୱାମୀ ଗତ ଶୁକ୍ରବାର ବେଙ୍ଗାଳୁରୁର ଶ୍ରୀ ଜୟଦେବା…

ବିନା ଅନୁମତିରେ ମନ୍ତ୍ରୀଙ୍କ ଘରକୁ ଯାଇ ଟିକା ଦେଇ ସ୍ୱାସ୍ଥ୍ୟକର୍ମୀ ନିଲମ୍ୱିତ

ବେଙ୍ଗାଲୁରୁ: ମନ୍ତ୍ରୀଙ୍କ ଘରକୁ ଯାଇ ଟିକା ଦେଇ ଜଣେ ସ୍ବାସ୍ଥ୍ୟକର୍ମୀ ନିଲମ୍ବିତ ହୋଇଛନ୍ତି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।  କୋଭିଡ୍-୧୯ ଟିକାକରଣ ନିୟମର ଉଲଙ୍ଘନ କରିବା ସ୍ବାସ୍ଥ୍ୟକର୍ମୀଙ୍କୁ ମହଙ୍ଗା ପଡିଛି । କର୍ଣ୍ଣାଟକର ଏଥିପାଇଁ ସ୍ବାସ୍ଥ୍ୟକର୍ମୀଙ୍କୁ ଚାକିରୀରୁ…

ବେଙ୍ଗାଳୁରୁର କୋଟିପତି ବାରିକ, ପାଖରେ ଅଛି ୩ ଶହରୁ ଅଧିକ ଦାମି କାର, ଜଣେ ଆଣ୍ଟିଙ୍କ ଆଡଭାଇସ୍ ବଦଳାଇଦେଲା କିସମତ୍ 

ବେଙ୍ଗାଳୁରୁ: କେବଳ ହାତରେ ପଇସା ଥିଲେ ଯେ ସଫଳତା ଧାଇଁ ଆସିବ ତା ନୁହେଁ । କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ଥିଲେ ଜଣେ ବ୍ୟକ୍ତି ସେଲୁନ୍ ବାଲାଠୁ କୋଟି ପତି ବି ହୋଇପାରିବ । ଆପଣଙ୍କୁ ବିଶ୍ବାସ ହେଉନଥିବ । ଚାଲନ୍ତୁ ଭେଟିବା ବେଙ୍ଗାଳୁରୁର ଜଣେ ସେଲୁନ୍ ବାଲାଙ୍କୁ । ଯିଏ ଆଜି କୋଟି କୋଟି…

ସେକ୍ସ ସିଡି ମାମଲା: ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ

ବେଙ୍ଗାଳୁରୁ: ବିବାଦର କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଥିବା ରମେଶ ଜାରକିହୋଲି । ସେକ୍ସ ସିଡି ମାମଲାରେ ଏବେ ବିବାଦର ପରିସରରେ ମନ୍ତ୍ରୀ । ବୁଧବାର ରମେଶ ନିଜର ଇସ୍ତଫା ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କୁ ପଠାଇଛନ୍ତି । ରମେଶ ନିଜର ଇସ୍ତଫାରେ କହିଛନ୍ତି, ତାଙ୍କ ଉପରେ ଯେଉଁମାନେ…

ଆତ୍ମହତ୍ୟା କଲେ ମହିଳା ସିଆଇଡି ଅଫିସର

ବେଙ୍ଗାଳୁରୁ: ହତ୍ୟା, ଆତ୍ମହତ୍ୟା, ଅପରାଧ କିମ୍ବା ଯେ କୌଣସି ସମ୍ବେଦନଶୀଳ ବେଆଇନ କାର୍ଯ୍ୟକଳାପର ଛାନ୍‌ଭିନ୍ କରିଥାନ୍ତି ସିଆଇଡି ଅଫିସର । ହେଲେ ସେହି ସିଆଇଡି ଅଫିସର ଯଦି ଆତ୍ମହତ୍ୟା କରନ୍ତି । ତେବେ ଆପଣ ଏହାକୁ କେମିତି ଗ୍ରହଣ କରିବେ ? ବୁଧବାର ରାତିରେ ବେଙ୍ଗାଳୁରୁର ଜଣେ ମହିଳା…

ଏନକାଉଣ୍ଟରକୁ ଡରି ଜଜ୍‌ଙ୍କୁ ଚିଠି ଲେଖିଲା ଦାଗୀ !

କର୍ଣ୍ଣାଟକ: ଅଣ୍ଡରୱାର୍ଲଡ୍ ଡନ୍ ଭିକି ସେଟ୍ଟିର ସହଯୋଗୀ ଆକାଶଭବନ ସାରନ୍ । ବହୁଚର୍ଚ୍ଚିତ ଟୁଲୁ ଅଭିନେତା ସୁରେନ୍ଦ୍ର ବନ୍ତୱଲ ହତ୍ୟା ମାମଲାରେ ଏହି ଅପରାଧୀକୁ ପୋଲିସ ଗିରଫ କରିଥିଲା । ତେବେ ଗୋଟିଏ ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତରିତ ହେବା ଜାଣି ଭୟଭୀତ ହୋଇ ସାରନ୍ ଜଜଙ୍କୁ ଚିଠି…

କନ୍ନଡ ଫିଲ୍ମ ଅଭିନେତା ସୁରେନ୍ଦ୍ରଙ୍କୁ ହତ୍ୟା

ବାଙ୍ଗାଲୋର: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ସୁରେନ୍ଦ୍ର ବଂଟୱାଲାଙ୍କ ମୃତ୍ୟୁ ଦେହ ଗୁରୁବାର ପୋଲିସ ଉଦ୍ଧାର କରିଛି । ତାଙ୍କ ଶରୀରରେ ଅନେକ କ୍ଷତ ରହିଥିବାରୁ ପୋଲିସ ଏହା ଏକ ହତ୍ୟକାଣ୍ଡ ଭାବେ ବିବେଚନା କରିଛି । ସୁରେନ୍ଦ୍ରଙ୍କ ସାଙ୍ଗମାନେ ତାଙ୍କୁ ବାରମ୍ବାର ଫୋନ କରିବାରୁ ସେ ଉଠାଇ…

କର୍ଣ୍ଣାଟକରେ ଖୋଲିବ ନାହିଁ ସ୍କୁଲ!!

ବେଙ୍ଗାଲୁରୁ: କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ଏସ ସୁରେଶ କୁମାର କହିଛନ୍ତି ଯେ ରାଜ୍ୟରେ  ବିଦ୍ୟାଳୟ ଶୀଘ୍ର ଖୋଲିବାକୁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ଅକ୍ଟୋବର ୯ରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ମଧ୍ୟ କରୋନାଭାଇରସ୍ ଭୟ ମଧ୍ୟରେ ସ୍କୁଲ ଖୋଲିବା ନେଇ ହୋଇଥିବା କଳ୍ପନାଜଳ୍ପନାକୁ…

ତାମିଲନାଡୁ ବିଧାନସଭା ନିର୍ବାଚନରେ ପଲାନିସ୍ୱାମୀ AIADMK ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଆସନ୍ତାବର୍ଷ ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଏଆଇଏଡିଏମକେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଥିବା ଇ. ପଲାନୀସ୍ୱାମୀଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି । ତାଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା…

ପେଶାରେ ସଫ୍ଟୱେୟାର ଇଂଜିନିଅର, ନିଶାରେ ଲୁଟେରା !

କର୍ଣ୍ଣାଟକ: ପ୍ରାୟ ୭୦ଟି ଲୁଟ୍ ମାମଲାରେ ଜଣେ ଯୁବକକୁ ପୋଲିସ ଗିରଫ କରିଛି । କର୍ଣ୍ଣାଟକ ଓ ତାମିଲନାଡୁରେ ତା ବିରୋଧରେ ଦାୟର ହୋଇଥିଲା ଏକାଧିକ ମାମଲା । ବହୁଦିନ ଧରି ପୋଲିସ ଆଖିିରେ ଧୂଳିଦେଇ ଚଲାଇଥିଲା ଲୁଟ୍‌ତରାଜ । ହେଲେ ଶେଷରେ ବେଙ୍ଗାଳୁରୁର ପିନ୍ୟା ଅଂଚଳରେ ଜଣେ ବୟସ୍କ ମହିଳାଙ୍କ…