Latest Odisha News

BREAKING NEWS

Browsing Category

ମଧ୍ୟପ୍ରଦେଶ

Madhyapradesh

କରୋନାରେ ସଂକ୍ରମିତ ୩୪ ପୋଲିସ କର୍ମଚାରୀ; ତାବଲିଗି ଜମାତିଙ୍କ ସଂସ୍ପର୍ଶରେ ଆସିଥିଲେ !

ମଧ୍ୟପ୍ରଦେଶ: ଗୁରୁବାର ଭୋପାଳର ୩୪ଜଣ ପୋଲିସ କର୍ମଚାରୀଙ୍କ କୋଭିଡ୍‌-୧୯ ଟେଷ୍ଟ ପଜିଟିଭ ବାହାରିଛି । ଯେଉଁଥିରେ କିଛି ଉଚ୍ଚପଦସ୍ତ ଅଧିକାରୀ ବି ସାମିଲ ଅଛନ୍ତି । ଭୋପାଳର ଅତିରିକ୍ତ ମହାନିର୍ଦ୍ଦେଶକ ଉପେନ୍ଦ୍ର ଜୈନ କହିଥିଲେ ସଂକ୍ରମିତ ସମସ୍ତ ପୋଲିସ କର୍ମଚାରୀ ଦିଲ୍ଲୀର ନିଜାମୁଦ୍ଦିନ…

ମଦ ବୋତଲ ସହ ସେଲଫି; ନିଲମ୍ବିତ ହେଲେ ୩ ରେଭେନ୍ୟୁ ଅଫିସର !

ମଧ୍ୟପ୍ରଦେଶ: ରାଇସେନ୍ ଜିଲ୍ଲାରେ ମଦ ବୋତଲ ଧରି ଫଟୋ ଉଠାଇବା ତିନିଜଣ ରାଜସ୍ୱ ବିଭାଗ ଅଧିକାରୀଙ୍କୁ ମହଙ୍ଗା ପଡିଛି । ତିନି ଅଧିକାରୀ ମଦ ବୋତଲ ଧରି ଏକ ଫଟୋ ଉଠାଇ ପରେ ସୋସିଆଲ୍ ମିଡିଆରେ ଶେୟାର କରିଥିଲେ । Madhya Pradesh: 3 revenue department officials have been…

ଶିବରାଜଙ୍କ ପ୍ରଶଂସନୀୟ ପଦକ୍ଷେପ: ଆଇଆଇଏଫଏ ପାଇଁ ଉଦ୍ଦିଷ୍ଟ ୭୦୦ କୋଟି କରୋନା ସଂକ୍ରମିତଙ୍କ ପାଇଁ ଖର୍ଚ୍ଚ ହେବ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି । ଆଇଆଇଏଫଏ ୨୦୨୦ କାର୍ଯ୍ୟକ୍ରମ ପାଇଁ ସେ ୭୦୦ କୋଟି ଟଙ୍କା ଦେଇଥିଲେ । ଏବେ ସେହି ଅର୍ଥକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଅଣାଯିବ ସହ କରୋନା ସଂକ୍ରମିତଙ୍କ…

କୋଭିଡ-୧୯; ଜାଣନ୍ତୁ କେଉଁ ରାଜ୍ୟରେ ବଳଦ ଓ ମଇଁଷି ପିନ୍ଧୁଛନ୍ତି ମାସ୍କ ?

ମଧ୍ୟପ୍ରଦେଶ: ଦିନକୁ ଦିନ ବଢିବାରେ ଲାଗିଛି କରୋନା ପ୍ରକୋପ । ଦେଶରେ ଜାରି ହୋଇଛି ୨୧ଦିନିଆ ଲକ୍‌-ଡାଉନ୍ । କରୋନାଠୁ ରକ୍ଷା ପାଇବା ପାଇଁ ଲୋକେ ମାସ୍କ ଓ ସାନିଟାଇଜର୍ ବ୍ୟବହାର କରିବା ସହ ଏକାନ୍ତବାସରେ ବି ରହୁଛନ୍ତି । ମଧ୍ୟପ୍ରଦେଶର ସିହୋର୍ ଜିଲ୍ଲାର ଚନ୍ଦେରୀ ଗାଁରେ କିଛି ନୂଆ…

କୋଭିଡ୧୯ ଟେଷ୍ଟିଂ କିଟ୍ ପାଇଁ ଭୋପାଳର ଏକ କମ୍ପାନିକୁ ଆଇସିଏମଆର ଅନୁମତି

ଭୋପାଳ: ମହାରାଷ୍ଟ୍ରର ମାଇଁ ଲ୍ୟାବ୍ ପରେ ଭାରତର ଦ୍ୱିତୀୟ କମ୍ପାନି ଭାବେ ଭୋପାଳର ଥ୍ରୀବି ବ୍ଲାକବାୟୋ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭିଡ୧୯ ଟେଷ୍ଟିଂ କିଟ୍‌କୁ ଆଇସିଏମଆର ସ୍ୱୀକୃତି ମିଳିଥିବା ଜଣାପଡିଛି । କିଲପେଷ୍ଟ ଇଣ୍ଡିଆ ଲିମିଟେଡର ସହଯୋଗୀ କମ୍ପାନୀ ଥ୍ରୀବି ବ୍ଲାକବାୟୋ ବାୟୋଟେକ୍‌କୁ…

ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ଗୋଡ ତଳେ ପଡି କ୍ଷମା ମାଗିବି: ରାହତ ଇନ୍ଦୋର

ଇନ୍ଦୋର:ଟାଟପଟ୍ଟୀ ବାଖଲରେ ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ଉପରେ ପଥରମାଡ ନେଇ ସାରା ଦେଶ ଦୁଃଖ ପ୍ରକାଶ କରିଛି । ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋର ମଧ୍ୟ ଏହି ଘଟଣା ନେଇ ମୁଣ୍ଡ ତଳକୁ ହେଇଯାଇଛି ବୋଲି କହିଛନ୍ତି । ସେ କହିଛନ୍ତି, କେଉଁ ସ୍ଥାନରେ ଏହି ଘଟଣା ଘଟିଲା ଏବଂ କାହାର ଘର । ଡାକ୍ତରଙ୍କ…

କୋଭିଡ-୧୯; ୫ଦିନ ପରେ ଘରକୁ ଫେରିଲେ ଡାକ୍ତର, ଜାଣନ୍ତୁ କ’ଣ ଘଟିଲା ତାଙ୍କ ପରିବାର ସହ ?

ଭୋପାଳ: ୫ ଦିନ ପରେ ଘରକୁ ଫେରିଥିଲେ ଡାକ୍ତର ଦେହାରିଆ । ହେଲେ ଘର ଭିତରକୁ ଯିବା ପରିବର୍ତ୍ତେ ବାହାରୁ ହିଁ ହସ୍ପିଟାଲକୁ ଫେରିଯାଇଥିଲେ । ମଧ୍ୟପ୍ରଦେଶ ଭୋପାଳରେ ଏଭଳି ଏକ ଘଟଣା ଏବେ ଚର୍ଚ୍ଚା ସାଉଣ୍ଟିଛି । କରୋନାଭାଇରସ୍ ଆକ୍ରମଣର ଜବାବ ଦେବା ପାଇଁ ସାରା ଦେଶର ଡାକ୍ତରମାନେ ନିଜ ଜୀବନକୁ…

ଲକଡାଉନ: ଡ୍ୟୁଟିରେ ଯୋଗ ଦେବା ପାଇଁ ୪୫୦ କିମି ଚାଲିଲେ କନେଷ୍ଟବଳ

ରାଜଗଡ: ମଧ୍ୟ ପ୍ରଦେଶର ୨୨ ବର୍ଷୀୟ କନେଷ୍ଟବଳ ଡ୍ୟୁଟିରେ ଯୋଗ ଦେବା ପାଇଁ ପାଖାପାଖି ୨୦ ଘଣ୍ଟା ଚାଲିଛନ୍ତି । କନେଷ୍ଟବଳ ଦିଗବିଜୟ ଶର୍ମାଙ୍କ ଘର ଉତ୍ତର ପ୍ରଦେଶରେ ଏବଂ ସେ ପାଖାପାଖି ୪୫୦ କିମି ଚାଲି ଚାଲି ମଧ୍ୟ ପ୍ରଦେଶର ରାଜଗଡରେ ପହଞ୍ଚିଛନ୍ତି । ତାଙ୍କ ବରିଷ୍ଠ ଅଧିକାରୀଙ୍କ ମନା କରିବା…

କମଳନାଥଙ୍କ ପ୍ରେସ୍ ମିଟରେ ଯୋଗ ଦେଇଥିବା ସାମ୍ବାଦିକ କରୋନା ଭାଇରସରେ ଆକ୍ରାନ୍ତ

ଭୋପାଲ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କମଳନାଥ ଆୟୋଜନ କରିଥିବା ପ୍ରେସ୍ ମିଟରେ ଯୋଗଦେଇଥିବା ଜଣେ ସାମ୍ବାଦିକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଏହାପୂର୍ବରୁ ଉକ୍ତ ସାମ୍ବାଦିକଙ୍କ ଝିଅ ମଧ୍ୟ କୋଭିଡ୍-୧୯ ଭାଇରସରେ ଆକ୍ରାନ୍ତ ହୋଇଥିଲେ। ସେ ଯାହା ସଂସ୍ପର୍ଶରେ…

ବିଜେପି ନେତା ଶିବରାଜ ସିଂହ ଚୌହାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ଭୋପାଳ: ବରିଷ୍ଠ ବିଜେପି ନେତା ଶିବରାଜ ସିଂହ ଚୌହାନ ସୋମବାର ଦିନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । Bhopal: BJP's Shivraj Singh Chouhan takes oath as the Chief Minister of #MadhyaPradesh, at Raj Bhavan. pic.twitter.com/nJuy5TCQR2…