Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

ଆସ୍ଥା ଭୋଟରେ ଜିତିଲେ ଉଦ୍ଧବ ଠାକରେ; କକ୍ଷତ୍ୟାଗ କଲା ବିଜେପି

ମୁମ୍ବାଇ: ବିଧାନସଭାରେ ବହୁମତ ପ୍ରମାଣିତ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଶନିବାର ଅପରାହ୍ନରେ ବହୁମତ ପରୀକ୍ଷା ଲାଗି ମହାରାଷ୍ଟ୍ର ବିଧାନସଭା ଗୃହରେ ଉତ୍ସାହ ଭରିରହିଥିବା ଦେଖିବାକୁ ମିଳିଥିଲା । ଶିବସେନା-ଏନସିପି ଓ କଂଗ୍ରେସ ଦଳ ଦ୍ୱାରା ଗଠିତ ମେଣ୍ଟ ‘ମହାରାଷ୍ଟ୍ର ବିକାଶ…

ମହାରାଷ୍ଟ୍ରରେ ଆଜି ଉଦ୍ଧବ ସରକାରଙ୍କ ଶକ୍ତିପରୀକ୍ଷା

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହ ମହାରାଷ୍ଟ୍ର ଗଢିଉଠିଛି ଉଦ୍ଧବଙ୍କ ସରକାର । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ଯାଉଛନ୍ତି ଉଦ୍ଧବ ଠାକରେ । ଆଜି ଅପରାହ୍ନ ୨ଟା ବେଳକୁ ବହୁମତ ପ୍ରମାଣିତ କରିବେ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଉଦ୍ଧବ ଠାକରେ

ମୁମ୍ବାଇ: ଦୀର୍ଘଦିନର ରାଜନୈତିକ ସଙ୍କଟର ଅବସାନ ଘଟିବା ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । #WATCH Chief Minister designate Uddhav Thackeray & others take oath, at Shivaji Park in Mumbai. (Source: DGIPR…

ମହାରାଷ୍ଟ୍ର ମହାନାଟକର ନାୟକ ଅଜିତ ପାୱାର ହେବେ ଉପ-ମୁଖ୍ୟମନ୍ତ୍ରୀ !

ମୁମ୍ବାଇ: ଏନସିପି ନେତା ଅଜିତ ପାୱାର ନବଗଠିତ ମହାରାଷ୍ଟ୍ର ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆଜି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶିବାଜୀ ପାର୍କଠାରେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରୁଥିବା ବେଳେ ତାଙ୍କ ସହିତ ମନ୍ତ୍ରୀମଣ୍ଡଳର ଅନ୍ୟ ୬ଜଣ ସଦସ୍ୟ ଶପଥପାଠ କରିବାର…

ରାଜ୍ୟପାଳଙ୍କୁ ଭେଟିଲେ ଉଦ୍ଧବ ଠାକରେ; ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହିତ ମହାରାଷ୍ଟ ରାଜନୀତିର ମହାସଙ୍କଟର ପରିସମାପ୍ତି ଘଟିଛି । ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଆସନ୍ତା କାଲି ମୁମ୍ବାଇର ଶିବାଜୀ ପାର୍କଠାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆଜି ସକାଳେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ…

ମହାରାଷ୍ଟ୍ର ବିଧାନସଭାରେ ଶପଥ ନେଲେ ନୂଆ ବିଧାୟକ

ମୁମ୍ବାଇ: ନିର୍ବାଚନ ଫଳାଫଳ ଘୋଷିତ ହେବାର ଦୀର୍ଘ ଏକମାସ ପରେ ଆଜି ମହାରାଷ୍ଟ୍ର ବିଧାନସଭାରେ ଶପଥପାଠ କରିଛନ୍ତି ନୂତନ ଭାବେ ନିର୍ବାଚିତ ସମସ୍ତ ବିଧାୟକ । ବୁଧବାର ସକାଳ ୮ଟା ସମୟରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଏକ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶ ଡ଼କାଇଥିଲେ । ଆଜି ସକାଳେ…

ମହାରାଷ୍ଟ୍ର ମହାଭାରତ: ବୁଧବାର ସକାଳ ୮ଟାରେ ନୂଆ ବିଧାୟକ ନେବେ ଶପଥ

ମୁମ୍ବାଇ: ବିଧାନସଭା ନିର୍ବାଚନ ପରେ ସରକାର ଗଠନକୁ ନେଇ ଦୀର୍ଘଦିନ ଧରି ମହାରାଷ୍ଟ୍ର ରାଜନୀତିରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ତାହା ଆସନ୍ତାକାଲି ଅନ୍ତ ଘଟିବାକୁ ଯାଉଛି । ମହାରାଷ୍ଟ୍ର ବିଧାନସଭାର ସମସ୍ତ ନିର୍ବାଚିତ ବିଧାୟକମାନେ ଗୃହରେ ଶପଥଗ୍ରହଣ କରିବେ । ରାଜ୍ୟପାଳ ଭଗତ ସିଂହ…