Latest Odisha News
Browsing Category

ମହାରାଷ୍ଟ୍ର

Maharashtra

ପୁଣି ଆସୁଛନ୍ତି ମିର୍ଜାପୁରର ବବ୍‌ଲୁୁ ପଣ୍ଡିତ

ମୁମ୍ବାଇ: ଅଭିନେତା ବିକ୍ରାନ୍ତ ମାସେ । ୱେବ୍ ସିରିଜ୍ ମିର୍ଜାପୁର ପୂର୍ବରୁ ଏହି ଅଭିନେତା ବୋଧ ହୁଏ ଏକ ଅଜଣା ଚେହେରା ଥିଲେ । ହେଲେ ବବ୍‌ଲୁ ପଣ୍ଡିତ ଭଳି ଚରିତ୍ର ପାଇଁ ସେ ରାତାରାତି ଚର୍ଚ୍ଚାକୁ ଆସିପାରିଥିଲେ । ସେବେଠୁ ତାଙ୍କ ହାତକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଅଫର୍ । ଆଗାମୀ…

କେବେ ରିଲିଜ ହେବ ଓମ୍ ପୁରୀଙ୍କ ଶେଷ ଫିଲ୍ମ ?

ମୁମ୍ବାଇ: ବରିଷ୍ଠ ତଥା ସ୍ୱର୍ଗତ ଅଭିନେତା ଓମ୍ ପୁରୀ । ପ୍ରାୟ ୪ ବର୍ଷ ପୂର୍ବେ ଏହି ମହାନ କଳାକାରଙ୍କର ଦେହାନ୍ତ ହୋଇଥିଲା । ହେଲେ ଏବେ ବି ତାଙ୍କ ଶେଷ ଫିଲ୍ମ ରିଲିଜ୍ ଅପେକ୍ଷାରେ । ଏପରିକି ଏହି ଫିଲ୍ମର ଟାଇଟଲକୁ ନେଇ ମଧ୍ୟ ଅନେକ କଥା ସାମ୍ନାକୁ ଆସିଥିଲା । ହେଲେ ଶେଷରେ ଓମ୍ ପୁରୀଙ୍କ…

ଆଫ୍ରିକାରେ ଘର, ମୁମ୍ବାଇକୁ ବନାଇଥିଲେ ଡ୍ରଗ୍ସର ଗନ୍ତାଘର

ମୁମ୍ବାଇ: ଘର ପୂର୍ବ ଆଫ୍ରିକା । ହେଲେ ରହୁଥିଲେ ମୁମ୍ବାଇରେ । ଏପରିକି ହିନ୍ଦୀ ଭାଷା ବି ଶିଖିଥିଲେ । ବିବାହ ବି ଭାରତୀୟଙ୍କୁ କରିଥିଲେ । ହେଲେ ତାଙ୍କ କାରନାମା କିନ୍ତୁ ମୁମ୍ବାଇ ପୋଲିସକୁ ଚକିତ କରିଥିଲା । ଖାସ ତାଙ୍କ ବ୍ୟବସାୟ ମୁମ୍ବାଇ କ୍ରାଇମବ୍ରାଂଚର ଦୃଷ୍ଟି ଆକର୍ଷଣ କରିଥିଲା ।…

ଅଭିନେତ୍ରୀ ଶିଖା ମଲହୋତ୍ରା ପକ୍ଷାଘାତର ଶିକାର

ମୁମ୍ବାଇ: ବଲିଉଡ ଲଭର୍ସଙ୍କ ପାଇଁ ଦୁଃଖ ଖବର । ଶାହରୁଖ ଖାନଙ୍କ ଫିଲ୍ମ ଫ୍ୟାନ୍‌ରେ ଅଭିନୟ କରିଥିବା ଅଭିନେତ୍ରୀ ଶିଖା ମଲହୋତ୍ରା ପକ୍ଷାଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ ତାଙ୍କ ଶରୀରର ଦକ୍ଷିଣ ପାଶ୍ୱର୍ ଅକାମୀ ହୋଇପଡିଛି । ତେବେ…

ଏକାଠି ଆସୁଛନ୍ତି ମନୋଜ, ପ୍ରାଚୀ ଦେଶାଇ ଓ ଅର୍ଜୁନ ମାଥୁର

ମୁମ୍ବାଇ: ଫିଲ୍ମର ଟାଇଟଲ୍ ରହିଛି "ସାଇଲେନ୍ସ" । ପ୍ରଥମ ଥର ପାଇଁ ପ୍ରମୁଖ ଭୂମିକାରେ ଏକାଠି ଅଭିନୟ କରିବେ ମନୋଜ ବାଜପାୟୀ, ପ୍ରାଚୀ ଦେଶାଇ ଓ ଅର୍ଜୁନ ମାଥୁର । ତା ଛଡା ଅନ୍ୟ ସପୋର୍ଟିଂ ରୋଲ୍‌ରେ ନଜର ଆସିବେ ସାହିଲ୍ ବୈଦ, ୱକାର୍ ସେଖ୍ ଓ ଶିଶିର ଶର୍ମା । ସେହିଭଳି ଫିଲ୍ମର କାହାଣୀ ଓ…

କରୋନା କବଳରେ ଆଉ ଜଣେ ଅଭିନେତା !

ମୁମ୍ବାଇ: ସତରେ ଯେମିତି ଏବେ ବଲିଉଡରେ ପଡିଛି କରୋନା ଚଡକ । ଜଣକ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହି ଧାରାରେ ଜଣେ ଜଣାଶୁଣା ଅଭିନେତା ବି ସାମିଲ ହୋଇଛନ୍ତି । ଅନ୍ୟ କେହି ନୁହେଁ ବରଂ ଅଭିନେତା ତଥା ହୋଷ୍ଟ ମନିଷ ପୌଲ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ…

ଇଣ୍ଟରନେଟ୍‌ରେ ଭାଇରାଲ୍ ପୌରଷପୁର ଟ୍ରେଲର୍‌

ମୁମ୍ବାଇ: ସାମ୍ନାକୁ ଆସିଛି ବହୁଚର୍ଚ୍ଚିତ ୱେବ୍ ସିରିଜ୍ ପୌରଷପୁର‌ର ଟ୍ରେଲର୍ । ଅଭିନେତା ଅନୁ କାପୁରଙ୍କ କ୍ୟାରେକ୍ଟର ରାଜା ଭଦ୍ରପ୍ରତାପ ସିଂଙ୍କଠାରୁ ଏହାର ଟ୍ରେଲର୍ ଆରମ୍ଭ ହୋଇଛି । ଏହି ୱେବ୍ ସିରିଜରେ ଶିଳ୍ପା ସିନ୍ଦେ, ସାହିର ସେଖ, ଅନନ୍ତ ଜୋଶୀ, ପୌଲମୀ ଦାସ ଓ ସାହିଲ୍ ସଲାଠିଆଙ୍କୁ…

[ଭିଡିଓ] ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାମୀ ବିରୋଧରେ ଦେବୋଲିନାଙ୍କ ସଙ୍ଗୀନ ଅଭିଯୋଗ

ମୁମ୍ବାଇ: ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗରଙ୍କର ଅଚାନକ ମୃତ୍ୟୁ ଅନେକଙ୍କୁ ଚକିତ କରିଥିଲା । ୟେ ରିସ୍ତା କ୍ୟା କେହଲାତା ହୈ ଭଳି ପପୁଲାର ସିରିଜରେ ଅଭିନୟ କରିଥିବା ଦିବ୍ୟାଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଥିଲା ଟିଭି ଇଣ୍ଡଷ୍ଟ୍ରୀ । ଦୀର୍ଘ ୧୫ଦିନ ଧରି ସେ କରୋନା ଭାଇରସ୍ ସହ ଜୁଝୁଥିଲେ ।…

[ଭିଡିଓ] ସ୍କୁଲ ଛାତ୍ରୀକୁ ମୃତ୍ୟୁମୁଖରୁ ଟାଣି ଆଣିଲେ ରେଳବାଇ ପୋଲିସ !

ମୁମ୍ବାଇ: ଜଣେ ୧୨ ବର୍ଷୀୟ ସ୍କୁଲ ଛାତ୍ରୀଙ୍କ ଜୀବନ ବଂଚାଇ ପୁଣିଥରେ ଚର୍ଚ୍ଚାକୁ ଆସିଛି ରେଳବାଇ ପୋଲିସ । ଏକ ଚଳନ୍ତା ଟ୍ରେନରୁ ସ୍କୁଲ ଛାତ୍ରୀ ଜଣକ ଓହ୍ଲାଉଥିଲାବେଳେ ଏଭଳି ଅଘଟଣ ଘଟିଥିଲା । ସିସିଟିଭିରେ କଏଦ ହୋଇଥିବା ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲାବେଳେ ସ୍କୁଲ ଛାତ୍ରୀ…

କ’ଣ କରୁଛନ୍ତି ‘କଭି ଖୁସୀ କଭି ଗମ’ର କ୍ରିସ୍ ?

ମୁମ୍ବାଇ: ବଡ ପରଦାରେ ଏହି କୁନି କଳାକାର କ୍ରିସ୍ ବାବେ ପରିଚିତ । କ୍ରିସ୍‌ଙ୍କ ପ୍ରକୃତ ନାଁ ହେଉଛି ଜିବ୍ରାନ୍ ଖାନ୍ । ଶାହରୁଖ ଓ କାଜୋଲଙ୍କ ପୁଅ ଭାବେ ସେ କଭି ଖୁସୀ କଭ ଗମ୍‌ରେ ଦର୍ଶକଙ୍କ ନିକଟରେ ଲୋକପ୍ରିୟ ହୋଇପାରିଲେ । ହେଲେ ସେ ସମୟରେ ଶିଶୁ କଳାକାର ଏବେ ଖୁବ ବଡ ହୋଇଗଲେଣି । ଗତ…