Latest Odisha News
Browsing Category

ମହାରାଷ୍ଟ୍ର

Maharashtra

ହାର୍ଡକୋର୍ ଆକ୍ସନ୍ ମୁଡ୍‌ରେ ଅନନ୍ୟା ପାଣ୍ଡେ !

ମୁମ୍ବାଇ: ଗତବର୍ଷ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ନବାଗତା ତଥା ଷ୍ଟାରକିଡ୍ ଅନନ୍ୟା ପାଣ୍ଡେ । ତାଜା ସ୍ଥିତିରେ ତାଙ୍କ ହାତରେ ରହିଛି ୪ଟି ଫିଲ୍ମ ସହ ଏକାଧିକ ଆଡ୍ ଫିଲ୍ମ । ବେଶ କମ୍ ସମୟ ଭିତରେ ସେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି । ଏକ…

କୋଲକାତାର କଣ୍ଟ୍ରାକ୍ଟ କିଲର୍ ଅଭିଷେକ ବଚ୍ଚନ !

ମୁମ୍ବାଇ: ୱେବ୍ ସିରିଜର ସଫଳତା ପରେ ଅଭିନେତା ଅଭିଷେକ ବଚ୍ଚନଙ୍କ ହାତରେ ବେଶ କିଛି ବଡ ପ୍ରୋଜେକ୍ଟ ରହିଛି । ଖାସ୍ ଏଥିପାଇଁ ସେ ଏବେ କୋଲକାତାରେ ଡେରା ପକାଇଛନ୍ତି । ୨୦୧୨ରେ ରିଲିଜ୍ ହୋଇଥିବା ଫିଲ୍ମ କାହାନୀର ସ୍ପିନ୍ ଅଫ୍ ପାର୍ଟରେ ତାଙ୍କୁ ଖୁବଶୀଘ୍ର ଦେଖିବାକୁ ମିଳିବ । ଫିଲ୍ମର…

ରିଲିଜ୍ ଅପେକ୍ଷାରେ କରନ୍ ଜୋହରଙ୍କ ମିନାକ୍ଷୀ ସୁନ୍ଦରେଶ୍ୱର !

ମୁମ୍ବାଇ: ଧୀରେଧୀରେ ସୋସିଆଲ୍ ମିଡିଆରେ ସକ୍ରିୟ ହେଉଛନ୍ତି ଫିଲ୍ମ ନିର୍ମାତା କରନ୍ ଜୋହର । ନିକଟରେ କରନ୍ ଏକ ସରପ୍ରାଇଜ ପୋଷ୍ଟ ଜରିଆରେ ସମସ୍ତଙ୍କୁ ଚକିତ କରିଛନ୍ତି । ଏହି ପୋଷ୍ଟରେ ସେ ନିଜର ଅପକମିଂ ନେଟଫ୍ଲିକ୍ସ ପ୍ରୋଜେକ୍ଟକୁ ନେଇ ଘୋଷଣା କରିଛନ୍ତି । ସାନ୍ୟା ମଲହୋତ୍ରା ଓ ଅଭିମନ୍ୟୁ…

ଅଂଶଙ୍କ ସହ ଆସୁଛନ୍ତି ଧ୍ୱନି ଭାନୁଶାଲି !

ମୁମ୍ବାଇ: ଏମର୍ଜିଂ ସିଙ୍ଗର କମ୍ ପରଫର୍ମର୍ ଧ୍ୱନି ଭାନୁଶାଲୀ । ନିଜ କ୍ୟାରିଅରରେ ସଫଳତାର ସହ ଆଗେଇ ଚାଲିଥିବା ଏହି କଳାକାର ଆଗାମୀ ଦିନରେ ଆଉ ଏକ ନୂଆ ପ୍ରୋଜେକ୍ଟରେ ନଜର ଆସିବେ । ନୂଆ ପ୍ରୋଜେକ୍ଟର ଟାଇଟଲ ରିଭିଲ୍ କରିନଥିଲେ ବି ଏହାର ସୁଟିଂ ଆରମ୍ଭ ହୋଇଥିବା ନେଇ ଖୋଦ ଧ୍ୱନି ସୋସିଆଲ୍…

ଇଣ୍ଟରନେଟ୍‌ରେ ଭାଇରାଲ୍ ” ଅରେ ୟାର୍ “

ନାଗପୁର: ଦେଶବ୍ୟାପୀ ଲକଡାଉନ୍‌ରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖାସ୍ କରି ଦାଢି ଓ ଚୁଟି କାଟିବା ଭଳି ଅତ୍ୟାବଶକୀୟ ସେବାରୁ ବଂଚିତ ହୋଇ ଲୋକେ ନାନା ହଇରାଣ ହରକତ ହୋଇଥିଲେ । ତେବେ ଚୁଟି କାଟିବା ଭଳି ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ଜଣେ କୁନି ପୁଅର ଭିଡିଓ ଭାଇରାଲ୍…

ଫିଲ୍ମ ତୋରବାଜ୍‌ରେ ଫେରୁଛନ୍ତି ସଂଜୟ ଦତ୍ତ !

ମୁମ୍ବାଇ: ଚଳିତବର୍ଷ ତିନୋଟି କାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି ସଂଜୟ ଦତ୍ତ । ପ୍ରଥମତଃ ଫିଲ୍ମ କେଜିଏଫ୍‌-୨ରେ ତାଙ୍କ ୟୁନିକ୍ ଲୁକ୍‌, ଦ୍ୱିତୀୟତଃ ସଡକ-୨ର ବିଫଳତା ଓ ଶେଷରେ ଫୁସ୍‌ଫୁସ୍ କ୍ୟାନ୍ସର ପାଇଁ ଚିନ୍ତାରେ ପଡିଥିଲେ ତାଙ୍କ ଅଗଣିତ ଫ୍ୟାନ୍ । ହେଲେ କ୍ୟାନ୍ସର ସହ ଜୁଝିବା ପରେ ଏବେ…

ଅମିତ ସାଧ୍‌ଙ୍କ ଜୀବନ ବଦଳାଇଥିଲା ଆତ୍ମହତ୍ୟା ଉଦ୍ୟମ !

ମୁମ୍ବାଇ: ଟେଲି କିମ୍ବା ବଲିଉଡ ଜଗତରେ ଅମିତା ସାଧଙ୍କ ଚେହେରା କିଛି ନୂଆ ନୁହେଁ । ହେଲେ ଖାସ୍ କରି ୱେବ୍ ସିରିଜ ବ୍ରେଥ୍ ଓ ଅବରୋଧ ଜରିଆରେ ସେ ଚର୍ଚ୍ଚାକୁ ଆସିଥିଲେ । ତାଜା ସ୍ଥିତିରେ ମୋହବତେଁ ଫେମ୍ ଅଭିନେତ୍ରୀ କିମ୍ ଶର୍ମାଙ୍କ ସହ ପ୍ରେମ ସଂପର୍କକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି ।…

ଫିଜିଓଥେରାପିଷ୍ଟଙ୍କୁ ବିବାହ କରିଛନ୍ତି ପ୍ରଭୁଦେବା !

ମୁମ୍ବାଇ: ବେଶ କିଛି ଦିନ ଧରି ଚର୍ଚ୍ଚା ଚାଲିଥିଲା ନିଜ ଭାଣିଜୀକୁ ବିବାହ କରିବେ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଭୁଦେବା । ହେଲେ ଏବେ ଯାହା ଜଣାପଡୁଛି ଖୋଦ ପ୍ରଭୁଦେବା ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ଶୁଣିବାକୁ ମିଳିଛି ପ୍ରଭୁଦେବା କୁଆଡେ ଚଳିତବର୍ଷ ସେପ୍ଟେମ୍ବର ମାସରେ…

କେମିତି ଅଛନ୍ତି ବଜରଙ୍ଗୀ ଭାଇଜାନର ମୁନ୍ନି ?

ମୁମ୍ବାଇ: ସଲମାନ ଖାନଙ୍କ ଫଲ୍ମ ବଜରଙ୍ଗୀ ଭାଇଜାନର ବହୁଚର୍ଚ୍ଚିତ ଚରିତ୍ର ମୁନ୍ନି ଓରଫ ହର୍ଷାଲି ମଲହୋତ୍ରା । ୨୦୧୫ରେ ଏହି ଶିଶୁ କଳାକାର ନିଜ ନଟଖଟି ଅନ୍ଦାଜରେ ଦର୍ଶକଙ୍କ ମନ ମୋହିବାରେ ସଫଳ ହୋଇଥିଲେ । ଫିଲ୍ମ ବଜରଙ୍ଗୀ ଭାଇଜାନ ରିିଲିଜ୍ ହେବାର ପାଖାପାଖି ୫ବର୍ଷ ହୋଇଥିଲାବେଳେ ଆସନ୍ତୁ…

ପ୍ରେମିକକୁ ବାଏବାଏ କହିଲେ ଟାଇଗରଙ୍କ ଭଉଣୀ

ମୁମ୍ବାଇ: ଟାଇଗରଙ୍କ ଭଉଣୀ, ଜ୍ୟାକି ସ୍ରଫଙ୍କ ଲାଡଲି କ୍ରିଷ୍ଣା ସ୍ରଫ୍ । ବେଶ କିଛିବର୍ଷ ଧରି କ୍ରିଷ୍ଣାଙ୍କର ବାସ୍କେଟ ବଲ୍ ଖେଳାଳି ଇବାନ୍ ହେମ୍ସଙ୍କ ସହ ପ୍ରେମ ସଂପର୍କ ରହିଥିଲା । ହେଲେ ନିକଟରେ ଖୋଦ କ୍ରିଷ୍ଣା ସୋସିଆଲ ମିଡିଆରେ ତାଙ୍କ ସଂପର୍କ ଛିନ୍ନ କରିଥିବା ଏକ ଲମ୍ବା ଚଉଡା ପୋଷ୍ଟ…