Latest Odisha News
Browsing Category

ମହାରାଷ୍ଟ୍ର

Maharashtra

ୱେବ୍ ସିରିଜ୍ ଦେଲା ପ୍ରତୀକଙ୍କୁ ବଲିଉଡ୍ ଟିକଟ !

ମୁମ୍ବାଇ: ପ୍ରତିଭାବାନ ଅଭିନେତା ପ୍ରତୀକ ଗାନ୍ଧୀ । ସ୍କାମ୍ 1992: ଦ ହର୍ଷଦ୍ ମେହତା ଷ୍ଟୋରୀ ଭଳି ୱେବ୍ ସିରିଜରେ ତାଙ୍କ ଦମ୍‌ଦାର ଅଭିନୟ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଖାଲି ଅଭିନୟ ନୁହେଁ ବରଂ ଏହି ୱେବ୍ ସିରିଜ୍ ଜରିଆରେ ପ୍ରତୀକ ହାସଲ କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଶେଷରେ…

କୋକା କୋଲା ପାଇଁ ମୁମ୍ବାଇ ଫେରିଲେ ସନ୍ନି ଲିଓନ୍ !

ମୁମ୍ବାଇ: ଦୀର୍ଘ ୬ ମାସ ଧରି ଆମେରିକାରେ ଥିଲେ ସନ୍ନି ଲିଓନ୍ । ହେଲେ ଏବେ ମମ୍ବାଇ ଫେରିଛନ୍ତି । ଖାସ୍ କୋକା କୋଲା ପ୍ରେମ ତାଙ୍କୁ ଭାରତକୁ ଟାଣି ଆଣିଛି । ତେବେ କ'ଣ ଏହି କୋକା କୋଲା ? କୌଣସି କୋଲ୍ଡ ଡ୍ରିଙ୍କସ୍ ନା ଅନ୍ୟ କିଛି ? କରୋନା ମହାମାରୀ ପାଇଁ ଭାରତ ବାହାରେ ରହିବାକୁ…

କ୍ରିଷ୍ଣା ଅଭିଷେକଙ୍କ ମଧୁବାଲା ସାଜିବେ ପାୟଲ ଘୋଷ !

ମୁମ୍ବାଇ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଭଳି ସଙ୍ଗୀନ ଅଭଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ପାୟଲ ଘୋଷ । ଏଥିପାଇଁ ଅନୁରାଗ ଥାନାକୁ ବି ଯାଇଥିଲେ । ହେଲେ ଏବେ ହାସ୍ୟ କଳାକାର କ୍ରିଷ୍ଣା ଅଭିଷେକଙ୍କ ମଧୁବାଲା ସାଜିବା ପାଇଁ ପ୍ରସ୍ତୁତ ହେଉଛନ୍ତି…

ବିବାଦରେ ଥିଲା ଲକ୍ଷ୍ମୀ ବମ୍‌, ଚର୍ଚ୍ଚାରେ ଟ୍ୱିଙ୍କିଲ୍ ବମ୍

ମୁମ୍ବାଇ: କୌଣସି ଟ୍ରୋଲ୍‌କୁ ନେଇ ଟ୍ୱିଙ୍କିଲ ଖାନ୍ନା ଚତୁରତାର ସହ ଜବାବ ଦେବାରେ ବେଶ ମାହିର । ନିକଟରେ ଫିଲ୍ମ ଲକ୍ଷ୍ମୀ ବମ୍‌କୁ ନେଇ ଅକ୍ଷୟଙ୍କୁ ଅନେକ ଲୋକ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରିଥିଲେ । ଯାହାର ଜବାବ ଟ୍ୱିଙ୍କିଲ୍ ବେଶ ଭାବିଚିନ୍ତି ଦେଇ ଟ୍ରୋଲରଙ୍କ ମୁହଁ ବନ୍ଦ କରିଥିଲେ । ହେଲେ…

ଅନ୍‌ସ୍କ୍ରିନ ଚରିତ୍ରକୁ ନେଇ ମୁଁ ଖୁବ ସ୍ୱାର୍ଥୀ; ଦିବ୍ୟେନ୍ଦୁ ଶର୍ମା

ମୁମ୍ବାଇ: ଲକଡାଉନରେ ଠପ୍ ପଡିଥିଲା ଫିଲ୍ମ ଇଣ୍ଡଷ୍ଟ୍ରୀ । ହେଲେ ସେବେଠୁ ଜୋର ଧରିଛି ୱେବ୍ ସିରିଜ୍ ଟ୍ରେଣ୍ଡ । ଏହି ଧାରାରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ଦିବ୍ୟେନ୍ଦୁ ଶର୍ମା । ୨୦୧୧ରେ ପ୍ୟାର୍ କା ପଂଚନାମା ଭଳି ଫିଲ୍ମରେ ସେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ହେଲେ ଏବେ…

ମିଲିନ୍ଦ ସୋମନ୍‌ଙ୍କ ରାଣୀ ସାଜିବେ ଅଭିନେତ୍ରୀ ଶିଳ୍ପା ସିନ୍ଦେ !

ମୁମ୍ବାଇ: ଛୋଟ ପରଦାରେ ଅଙ୍ଗୁରି ଭାବି ଓ ବିଗ୍‌ବସ୍‌ରେ ରୋକ୍‌ଠୋକ୍ ରବୈୟା ପାଇଁ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ଶିଳ୍ପା ସିନ୍ଦେ । ନିକଟରେ ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିସ୍ତାନ୍ ଭଳି କମେଡି ସୋ'ରେ ବି ନଜର ଆସିଥିଲେ । ତେବେ ଆଗାମୀ ଦିନରେ ଖୁବଶୀଘ୍ର ସେ ମିଲିନ୍ଦ ସୋମନ୍‌ଙ୍କ ଅନସ୍କ୍ରିନ୍…

କିନ୍ନରଙ୍କ ସମର୍ଥନରେ ଅକ୍ଷୟ କୁମାରଙ୍କ ମର୍ମସ୍ପର୍ଶୀ ଭିଡିଓ !

ମୁମ୍ବାଇ: ଫିଲ୍ମର ଟାଇଟଲ୍ ଲକ୍ଷ୍ମୀ ବମ୍‌ରୁ ଲକ୍ଷ୍ମୀ ହୋଇଥିଲେ ବି ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଟ୍ରେଲର୍‌ଠାରୁ ଆରମ୍ଭ କରି ଏହାର ଗୀତ ବି ଦର୍ଶକଙ୍କ ନିକଟରେ ଲୋକପ୍ରିୟ ହୋଇପାରିଛି । ଆସନ୍ତା ସୋମବାର ଅକ୍ଷୟଙ୍କ କମେଡି ଓ ହରର୍ ମୁଭି ଲକ୍ଷ୍ମୀ ଓଟିଟି ପ୍ଲାଟଫର୍ମରେ…

ନୂପୁର ଓ ନୋରାଙ୍କ ସହ ରୋମାନ୍ସ କରିବେ ଟାଇଗର ସ୍ରଫ୍ !

ମୁମ୍ବାଇ: ଗତମାସ କନଫର୍ମ ହୋଇଥିଲା । ସ୍ପୋର୍ଟସ୍ ଡ୍ରାମା ଫିଲ୍ମ ଗଣପତ୍‌ରେ ନଜର ଆସିବେ ଟାଇଗର୍ ସ୍ରଫ୍ । ବିକାଶ ବେହେଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଟାଇଗରଙ୍କୁ ମୁମ୍ବାଇର ଜଣେ ବକ୍ସର୍ ଭାବେ ଦେଖିବାକୁ ମିଳିବ । ଏବେ ଖବର ଆସିଛି ଫିଲ୍ମର ସୁଟିଂ ଡିସେମ୍ବର ମାସରୁ ଆରମ୍ଭ ହେବାକୁ…

ଅଜୟଙ୍କ ନିର୍ଦ୍ଦେଶନାରେ ଅଭିନୟ କରିବେ ଅମିତାଭ !

ମୁମ୍ବାଇ: ଖୁବଶୀଘ୍ର ଏକାଠି ଅଭିନୟ କରିବାରେ ନଜର ଆସିବେ ମେଗାଷ୍ଟାର ଅମିତାଭ ଓ ଅଜୟ ଦେବଗନ । ଫିଲ୍ମର ଟାଇଟଲ ରହିଛି "ମେ ଡେ" । ଏହି ଫିଲ୍ମ ଜରିଆରେ ପ୍ରାୟ ୭ବର୍ଷ ପରେ ଦୁଇ ଅଭିନେତା ଏକାଠି ଅଭିନୟ କରିବେ । ଶେଷଥର ପାଇଁ ଦୁଇ ଅଭିନେତାଙ୍କୁ ଫିଲ୍ମ ସତ୍ୟାଗ୍ରହରେ ଦେଖିବାକୁ ମିଳିଥିଲା ।…

ପୁନମ୍ ପାଣ୍ଡେଙ୍କୁ ମହଙ୍ଗା ପଡିଲା ଅଶ୍ଳୀଳ ଭିଡିଓ !

ଗୋଆ: ପୁଣିଥରେ ବିବାଦରେ ଅଭିନେତ୍ରୀ ପୁନମ୍ ପାଣ୍ଡେ । ନିକଟରେ ଏହି ଅଭିନେତ୍ରୀ ଗୋଆରେ ସୁଟିଂ ସାରି ମୁମ୍ବାଇ ଫେରିଥିଲେ । ହେଲେ ଗୋଆରେ ସୁଟିଂ କରିବା ତାଙ୍କୁ ମହଙ୍ଗା ପଡିଛି । ଖାସ କରି ଅଶ୍ଳୀଳ ଭିଡିଓ । ଏ ନେଇ ପୁନମ୍‌ଙ୍କ ବିରୋଧରେ ଦୁଇଦୁଇଟି ଏତଲା ଦାୟର ହୋଇଛି । Goa: FIR filed…