Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

Maharashtra

ରିଲିଜ୍ ଅପେକ୍ଷାରେ ରକ୍ତ ରଂଜିତ ମିର୍ଜାପୁର ସିଜିନ୍‌-୨ !

ମୁମ୍ବାଇ: ମିର୍ଜାପୁର ୱେବ୍ ସିରିଜର ଫ୍ୟାନମାନଙ୍କ ପାଇଁ ଖୁସୀ ଖବର । ରିଲିଜ୍ ହେଲା ସିଜିନ୍‌-୨ର ଟ୍ରେଲର । ଏହି ବହୁ ପ୍ରତୀକ୍ଷିତ ୱେବ ସିରିଜକୁ ନେଇ ଦର୍ଶକ କାହିଁ କେବେଠୁ ଚାହିଁ ବସିଥିଲେ । ଶେଷରେ ଚଳିତମାସ ଆମାଜନ ପ୍ରାଇମ୍ ଭିଡିଓ ଓଟିଟି ପ୍ଲାଟଫର୍ମରେ ଏହା ଦର୍ଶକଙ୍କୁ ସାମ୍ନାକୁ ଆସିବ…

କପିଲଙ୍କ କମେଡି ଅଶ୍ଲୀଳ ଓ ଶସ୍ତା: ଶକ୍ତିମାନ୍ !

ମୁମ୍ବାଇ: ନିକଟରେ ଦ କପିଲ ଶର୍ମା ସୋ'ରେ ଏକାଠି ହୋଇଥିଲେ ମହାଭାରତ ଭଳି ପପୁଲାର ସିରିଜର ପ୍ରମୁଖ ଷ୍ଟାରକାଷ୍ଟ । ହେଲେ ମହାଭାରତରେ ଭୀଷ୍ମର କିର୍ଦାରରେ ନଜର ଆସିଥିବା ମୁକେଶ ଖାନ୍ନା କିନ୍ତୁ ଅନୁପସ୍ଥିତ ଥିଲେ । ଏ ନେଇ ଅନେକ ଚର୍ଚ୍ଚା ଉଠିଥିଲା । ଏପରିକି ଏମିତି ବି ଶୁଣିବାକୁ ମିଳିଥିଲା…

ବଲିଉଡରେ ଡେବ୍ୟୁ କଲେ ସୁସ୍ମିତା ସେନ୍‌ଙ୍କ ଝିଅ !

ମୁମ୍ବାଇ: ନେପୋଟିଜିମ୍‌ର ଝଡ ମଧ୍ୟରେ ଆଉ ଜଣେ ଷ୍ଟାର୍‌କିଡ୍ ବଲିଉଡରେ ଡେବ୍ୟୁ କରିଛନ୍ତି । ସୁସ୍ମିତା ସେନଙ୍କ ଝିଅ ରିନି କବୀର ଖୁରାନାଙ୍କ ଫିଲ୍ମ ସୁଟ୍ଟାବାଜିରେ ଅଭିନୟ କରିବେ । ଏହି ଡ୍ରାମାଟିକ୍ ଫିଲ୍ମରେ ରିନିଙ୍କୁ ଜଣେ ବେଲଗାମ୍ ଝିଅ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ କୋମଲ…

ସଂଜୟ ଦତ୍ତଙ୍କ ଭାଇରାଲ ଫଟୋ, କେତେ ସତ ?

ମୁମ୍ବାଇ: ସୋସିଆଲ୍ ମିଡିଆରେ ସଂଜୟ ଦତ୍ତଙ୍କର ଏକ ଫଟୋ ଭାଇରାଲ ହୋଇଛି । ଫଟୋକୁ ନେଇ ଚର୍ଚ୍ଚା ଯେତିକି ଜୋର ଧରିଛି, ତାଠୁ ଅଧିକ ଚର୍ଚ୍ଚାରେ ରହିଛି ସଂଜୟ ଦତ୍ତଙ୍କ ଲୁକ୍ । ତେବେ ଭାଇରାଲ ହୋଇଥିବା ଏହି ଫଟୋରେ କେତେ ରହିଛି ସତ୍ୟତା ? କିଛି ଦିନ ପବର୍ମରୁ ସଂଜୟ ଫୁସ୍‌ଫୁସ୍ କ୍ୟାନ୍ସରରେ…

ମାସ ଶେଷରେ ବିବାହ କରିବେ ସିଙ୍ଗର ନେହା କକ୍କର ?

ମୁମ୍ବାଇ: ପ୍ରେମିକ ହିମାଂଶ କୋହଲିଙ୍କ ସହ ବ୍ରେକ୍‌ଅପ୍ ପରେ ଭାଙ୍ଗିପଡିଥିଲେ ନେହା କକ୍କର । ହେଲେ ନିଜକୁ ସଜାଡି ପୁଣିଥରେ ସେ ସଳଖି ଛିଡାହୋଇଥିଲେ । ସେବେଠୁ ତାଙ୍କ ନୂଆ ପ୍ରେମ କାହାଣୀ ଓ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କେବେ ଓ କାହାକୁ ବିବାହ କରିବେ ନେହା ? ଏହି ପ୍ରଶ୍ନ…

ରାଧେ ମା’ଙ୍କ ବିଗ୍‌ବସ୍‌ ନାଟକ, ଜାଣନ୍ତୁ କିଛି ଅଜଣା କଥା !

ମୁମ୍ବାଇ: ଆତ୍ମଘୋଷିତ ଭଗବାନ ରାଧେ ମା' ଓରଫ ସୁଖବିନ୍ଦର କୌର । ବୋଧ ହୁଏ ରାଧେ ମା'ଙ୍କ ବିଷୟରେ ଅନେକ ଅଳ୍ପ ବହୁତ ଜାଣିଥିବେ । ପୂର୍ବରୁ ଅନେକ ଥର ରିୟଲିଟି ସୋ' ବିଗ୍‌ବସ୍‌ରେ ତାଙ୍କ ନାଁ ଶୁଣିବାକୁ ମିଳିଥିଲା । ହେଲେ ଶେଷରେ ଶନିବାର ରାତିରେ ସିଜିନ୍‌-୧୪ର ପ୍ରିମିଅର ଏପିସୋଡରେ ତାଙ୍କୁ…

ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ କରନ ଜୋହର !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଥଣ୍ଡା ପଡିଥିଲେ କରନ ଜୋହର । ତାଙ୍କ ବିରୋଧରେ ସାଧାରଣ ଜନତାଙ୍କ ଆକ୍ରୋଶ ଅନେକ କିଛି ଅଜଣା ଘଟଣା ସାମ୍ନାକୁ ଆଣିଥିଲା । ହେଲେ ଏବେ ଧିରେଧିରେ ସୋସିଆଲ ମିଡିଆରେ ସକ୍ରିୟ ହେବାରେ ଲାଗିଛନ୍ତି କରନ । ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

‘ପିଆଜ ରପ୍ତାନି ଉପରୁ ପ୍ରତିବନ୍ଧକ ହଟାଅ’: ମହାରାଷ୍ଟ୍ର ମନ୍ତ୍ରୀ

ମହାରାଷ୍ଟ୍ର: କୃଷି ମନ୍ତ୍ରୀ ସନ୍ଦୀପ ଭୁମେ ପିଆଜ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। କେନ୍ଦ୍ରକୁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଲେଖିଥିବା ଚିଠିରେ ସେ ଏହି ଦାବି କରିଛନ୍ତି। ଚିଠିରେ କୁହାଯାଇଛି ଯେ ପିଆଜ…

ସୁଶାନ୍ତ ସିଂ ରାଜପୁତଙ୍କ ସହ ଏହି ଝିଅ କିଏ ?

ମୁମ୍ବାଇ: ସାରା ଦେଶରେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ନାରାବାଜି ଚାଲିଛି । ଜୁନ୍ ୧୪ରେ ମୃତ୍ୟୁକୁ ଆଲିଙ୍ଗନ କରିଥିଲେ ସୁଶାନ୍ତ । ସେବେଠୁ ନୋପୋଟିଜିମ୍ ଓ ମାନସିକ ଅସୁସ୍ଥତା ମଧ୍ୟରେ ଏକ ତର୍କବିତର୍କ ଚାଲିଆସିଛି । କରନ ଜୋହର, ଆଲିୟା ଭଟ୍ଟ ଓ ସୋନମ କାପୁରଙ୍କ ଭଳି ବଲିଉଡ ଷ୍ଟାର ଏବେ…

କିଏ କହିଲା ? କଙ୍ଗନା ରଣାୱତ ଭଗତ ସିଂଙ୍କ ସହ ସମାସ୍କନ୍ଦ !

ମୁମ୍ବାଇ: ଜାରି ରହିଛି ଶିବସେନା ସହ କଙ୍ଗନାଙ୍କର ଖୁଲମଖୋଲା ଟକ୍କର । ପରେ କଙ୍ଗନାଙ୍କ ମୁମ୍ବାଇ ଅଫିସକୁ ମୁନିସିପାଲିଟି ଧ୍ୱସ୍ତ ବି କରିଥିଲା । ହେଲେ ଏବେ କଙ୍ଗନାଙ୍କୁ ସହିଦ ଭଗତ ସିଂଙ୍କ ସହ ତୁଳନା କରାଯାଇଛି । ଏହି ତୁଳନା କୌଣସି ସାଧାରଣ ଲୋକ ନୁହେଁ ବରଂ ଜଣେ ଜଣାଶୁଣା ଅଭିନେତା ସୋସିଆଲ…