Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

Maharashtra

କିଏ କହିଲା ? କଙ୍ଗନା ରଣାୱତ ଭଗତ ସିଂଙ୍କ ସହ ସମାସ୍କନ୍ଦ !

ମୁମ୍ବାଇ: ଜାରି ରହିଛି ଶିବସେନା ସହ କଙ୍ଗନାଙ୍କର ଖୁଲମଖୋଲା ଟକ୍କର । ପରେ କଙ୍ଗନାଙ୍କ ମୁମ୍ବାଇ ଅଫିସକୁ ମୁନିସିପାଲିଟି ଧ୍ୱସ୍ତ ବି କରିଥିଲା । ହେଲେ ଏବେ କଙ୍ଗନାଙ୍କୁ ସହିଦ ଭଗତ ସିଂଙ୍କ ସହ ତୁଳନା କରାଯାଇଛି । ଏହି ତୁଳନା କୌଣସି ସାଧାରଣ ଲୋକ ନୁହେଁ ବରଂ ଜଣେ ଜଣାଶୁଣା ଅଭିନେତା ସୋସିଆଲ…

ଫେରୁଛନ୍ତି କରିଶ୍ମା କାପୁର, ହେଲେ ଅଭିନୟ କରିବେନି !

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା । ଏହି ଟ୍ୟାଗ୍ ପ୍ରଥମେ କରିଶ୍ମା କାପୁରଙ୍କୁ ହିଁ ସୁଟ୍ କରୁଥିଲା । ହେଲେ ବେଳ ଗଡିବା ସହ ସେ ବି ବଲିଉଡରୁ ଉଭାନ୍ ହୋଇଯାଇଥିଲେ । କୁଲି ନମ୍ବର ୱାନ୍ ହେଉ କି ହିରୋ ନମ୍ବର ୱାନ୍ । ଫିଲ୍ମକୁ ନମ୍ବର ୱାନ୍ କରାଇବାରେ କରିଶ୍ମାଙ୍କ ଭୂମିକା ବି କିଛି କମ୍…

ଆୟୁଷ୍ମାନ ଓ ଡେଭିଡ୍ ବେକହାମ୍‌ଙ୍କ ମଧ୍ୟରେ କ’ଣ ରହିଛି ସମାନତା ?

ମୁମ୍ବାଇ: ବଲିଉଡର ଆଉ ଜଣେ ସୁପରଷ୍ଟାର ଆୟୁଷ୍ମାନ ଖୁରାନା । ପ୍ରତିଟି ବର୍ଷ ବିତିବା ସହ ବଲିଉଡରେ ସେ ସଫଳତାର ସିଢି ପରେ ସିଢି ଚଢିଚାଲିଛନ୍ତି । ଖାସ କରି ଚଟପଟା କାହାଣୀ ଜରିଆରେ ସେ ସମାଜକୁ କିଛି ଗୋଟେ ବାର୍ତ୍ତା ଦେବାକୁ ବିଶ୍ୱାସ ରଖନ୍ତି । ଯାହା ଆୟୁଷ୍ମାନଙ୍କୁ ସମସ୍ତଙ୍କଠାରୁ ଭିନ୍ନ…

ଆରମ୍ଭ ହେବ କି ସତ୍ୟମେବ ଜୟତେ, କେତେ ପାଉଣା ନେଉଥିଲେ ଆମୀର ?

ମୁମ୍ବାଇ: ବଲିଉଡର ଜଣେ ଜଣାଶୁଣା ସୁପରଷ୍ଟାର । ହେଲେ ଚାଲିଚଲଣ ବେଶ ସାଧାରଣ । ତାଙ୍କ ପାଟି ନୁହେଁ ବରଂ କାମ କହେ କଥା । ବାଛିବାଛି ବର୍ଷକୁ ଗୋଟିଏ ଫିଲ୍ମ ରିଲିଜ । ଅତି ବେଶିରେ ଦୁଇଟି ଫିଲ୍ମ । ହେଲେ ଦର୍ଶକଙ୍କୁ ନିଜ ଅଭିନୟରେ ବାନ୍ଧି ରଖିବା କଳାକୁ ଆମୀର ବେଶ ଭଲ ଭାବେ ଜାଣନ୍ତି ।…

ସାଜିଦ ଖାନଙ୍କ ବିରୋଧରେ ମଡେଲ ପୌଲାଙ୍କ ଯୌନ ନିର୍ଯ୍ୟାତନା ଅଭିଯୋଗ !

ମୁମ୍ବାଇ: ଦୁଇବର୍ଷ ପୂର୍ବେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଝଡ ଆଣିଥିଲା ମି ଠୁ ମୁଭମେଣ୍ଟ । ଅନେକ ମହିଳାଙ୍କ ଅଭିଯୋଗ ସାମ୍ନାକୁ ଆସିଥିଲା । ତନୁଶ୍ରୀ ଦତ୍ତା ଓ ନାନା ପାଟେକରଙ୍କଠାରୁ ଆରମ୍ଭ ହୋଇଥିବା ଏହି ଧାରା ଅନେକ ବଡବଡିଆଙ୍କୁ ହରଡଘଣାରେ ପକାଇଥିଲା । ଏପରିକି ଫିଲ୍ମ ନିର୍ମାତା ସାଜିଦ ଖାନଙ୍କ…

ସାମ୍ବାଦିକତାରେ ଉତ୍କର୍ଷତା ପାଇଁ ଅର୍ଣ୍ଣବଙ୍କୁ ଚପଲ ଉପହାର !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନ୍ୟୁଜ୍ ଚ୍ୟାନେଲ ଓ ସୋସିଆଲ ମିଡିଆରେ କ୍ରମାଗତ ହଲଚଲ ଜାରି ରହିଛି । ତର୍କବିତର୍କ, ଖୁଲାସା ଓ ମହାଖୁଲାସା ଭଳି ଶବ୍ଦ ପ୍ରାଇମ୍ ଟାଇମ ସ୍ଲଟ୍‌ରେ ଦେଖିବାକୁ ମିଳୁଛି । ଆଜି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଜନ୍ମଦିନ । ଏହି ଅବସରରେ ସେ…

ବିଗ୍‌ବସ୍‌ରେ ବିବାଦ, ସୋ’ ଛାଡିଲେ ନିଆ ଶର୍ମା !

ମୁମ୍ବାଇ: ଛୋଟ ପରଦାକୁ ଆସିନି । କରୋନା ପାଇଁ ସାମାନ୍ୟ ବିଳମ୍ବ ହେଉଛି । ହେଲେ ବି ଚର୍ଚ୍ଚାର ଶୀର୍ଷରେ ରହିଛି ବିଗ୍‌ବସ୍ । ସିଜିନ-୧୪ରେ ଦେଖିବାକୁ ମିଳିବ ନିଶ୍ଚିତ ଭାବେ କିଛି ନୂଆ । ସାମ୍ନାକୁ ପ୍ରମୋ ଆସିବା ପରେ ଏହି ବିବାଦୀୟ ସୋ'କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି ।…

୨୦୨୦ରେ କେତେ ସମ୍ପତ୍ତିର ମାଲିକାଣୀ କଙ୍ଗନା ରଣାୱତ ?

ମୁମ୍ବାଇ: ଗ୍ୟାଙ୍ଗଷ୍ଟର ଫେମ୍ ତଥା ପଙ୍ଗା ଗାର୍ଲ କଙ୍ଗନା ରଣାୱତ । ସୁଶାନ୍ତଙ୍କ ମାମଲାରେ ବଲିଉଡକୁ ଲଗାତାର ଟାର୍ଗେଟ୍ କରିବା ପରେ ମୁମ୍ବାଇକୁ ପିଓକେ କହି ଚର୍ଚ୍ଚାରେ ଅଛନ୍ତି । ସିଧାସଳଖ ମହାରାଷ୍ଟ୍ର ସରକାର ସହ ମୁହାଁମୁହିଁ ହୋଇଥିଲେ ବି ଥମିନି କଙ୍ଗନାଙ୍କ ଦମ୍ଭ । ନିକଟରେ…

ବିୟୋନ୍ସେ ଶର୍ମା ଯାୟେଗୀ ବନାମ୍ ରଷୋଡେ ମୈଁ କୌନ ଥା !

ମୁମ୍ବାଇ: ତାଜା ସ୍ଥିତିରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀ ନିମ୍ନଗାମୀ ହୋଇଛି । ହେଲେ କରୋନା ପାଇଁ ନୁହେଁ ବରଂ ଶସ୍ତା ଗୀତ ପାଇଁ । ୯୦ଦଶକରେ ଶେଷଥର ପାଇଁ କିଛିଟା ଭଲ ଗୀତ ଦର୍ଶକଙ୍କ ସାମ୍ନାକୁ ଆସିଥିଲା । ହେଲେ ବର୍ତ୍ତମାନର ଗୀତଗୁଡିକ ବିଷୟରେ କିଛି ନ କହିଲେ ଭଲ । ଫିଲ୍ମ ଖାଲି ପିଲିରେ…

କାହିଁକି ଏପରି କଲେ ଅଭିନେତା ମନୋଜ ବାଜପାୟୀ ?

ମୁମ୍ବାଇ: କଂଚା ଅଭିନୟ ପାଇଁ ଜଣାଶୁଣା ମନୋଜ ବାଜପାୟୀ । କଥା କମ୍ କାମ ବେଶୀ । କାହାଣୀ ଓ କିର୍ଦାର ଉପରେ ତାଙ୍କର ପ୍ରଥମ ନଜର । ଟଙ୍କା ପ୍ରତି ସେ ଏତେଟା ଲାଳାୟିତ ନୁହଁ । ଲକଡାଉନରେ ହାତରେ କାମ ନଥିଲା । ପାଲଟିଥିଲେ କବି । ହେଲେ ଏବେ ତାଙ୍କ ନୂଆ ଅବତାର ଅଗଣିତ ଦର୍ଶକଙ୍କୁ ତାଜୁବ କରିଛି…