Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

Maharashtra

ଭାରତ-ଚୀନ ପ୍ରସଙ୍ଗରେ ରାଜନୀତି ନ କରିବା ପାଇଁ ରାହୁଲଙ୍କୁ କହିଲେ ପାୱାର

ମୁମ୍ବାଇ: ଚୀନ ପ୍ରସଙ୍ଗରେ ବାରମ୍ବାର ସରକାରଙ୍କୁ ଦାୟୀ କରୁଥିବାରୁ ଶନିବାର ଏନସିପି ମୁଖ୍ୟ ଶରଦ ପାୱାର କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଆତ୍ମସମର୍ପଣ କରିବା କହିବା ପୂର୍ବରୁ ୧୯୬୨ରେ ଚୀନର ଦାଦାଗିରି ମନେ ପକାଇବାକୁ…

ସୁଶାନ୍ତଙ୍କ ମୃତ୍ୟୁ: ଶୋକାତୁରା ଯୁବତୀ ହାରିଲେ ଜୀବନ !

ବିଶାଖାପାଟଣା: ବଲିଉଡର ଶାନ୍ତଶିଷ୍ଟ ହ୍ୟାଣ୍ଡସମ୍ ଆକ୍ଟର୍ ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ବିୟୋଗରେ ତାଙ୍କର ଅଗଣିତ ଫ୍ୟାନଙ୍କୁ ବ୍ୟଥିତ କରିଦେଇଛି । ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦେଶର ଅନେକ ସ୍ଥାନରେ ତାଙ୍କର ଫ୍ୟାନ୍ ଶୋକରେ ଜୀବନ ହାରିଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ…

ପଞ୍ଚମହାଭୂତରେ ବିଲୀନ ହେଲେ ବଲିଉଡର ଶାନ୍ତଶିଷ୍ଟ ହିରୋ ସୁଶାନ୍ତ…

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍ ହିରୋ ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ମୁମ୍ବାଇର ବିଲ୍ଲୋପାଲ୍ ସେବା ସମାଜ ଶ୍ମଶାନ ଘାଟରେ ହୋଇଛି ସୁଶାନ୍ତଙ୍କ ଅନ୍ତିମ ସଂସ୍କାର । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରବଳ ବର୍ଷା ସତ୍ତ୍ୱେ ଶ୍ମଶାନଘାଟରେ…

ଲ୍ୟାଣ୍ଡଫଲ୍ କଲା ନିସର୍ଗ

ମୁମ୍ବାଇ: ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ‘ନିସର୍ଗ’ ମହାରାଷ୍ଟ୍ର ଉପକୂଳରେ ସ୍ଥଳଭାଗ ଛୁଇଁଛି । ଏବେ ଏହି ବାତ୍ୟା ଆଗାମୀ କିଛି ଘଣ୍ଟା ମଧ୍ୟରେ ମୁମ୍ବାଇ ଉପକୂଳ ପହଞ୍ଚିବା ସହିତ ସୁରଟରେ ଏହାର ପ୍ରଭାବ ଅନୁଭୁତ ହେବ । Maharashtra: Trees uprooted in Palghar as landfall effect…

ସାମୁଦ୍ରିକ ଝଡ଼ ‘ନିସର୍ଗ’: ମୁକାବିଲା ନିମନ୍ତେ ଏନସିଏମସିର ବୈଠକ

ନୂଆଦିଲ୍ଲୀ: କ୍ୟାବିନେଟ ସଚିବ ରାଜୀବ ଗୌବା ସାମୁଦ୍ରିକ ଝଡ଼ ‘ନିସର୍ଗ’ ମୁକାବିଲା ନିମନ୍ତେ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ/ଏଜେନ୍ସିଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିବା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (ଏନସିଏମସି)ର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଭାରତୀୟ ପାଣିପାଗ…

ମୁମ୍ବାଇରେ ୨୫୦ ପୋଲିସ୍ କରୋନା ପଜିଟିଭ୍ ଚିହ୍ନଟ: ପୋଲିସ କମିଶନର୍‌

ମୁମ୍ବାଇ: ଏପର୍ଯ୍ୟନ୍ତ ପାଖାପାଖି ୨୫୦ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ମୁମ୍ବାଇ ପୋଲିସ କମିଶନର୍ ପରମ ବୀର ସିଂହ । କରୋନା ଆକ୍ରାନ୍ତ ହୋଇଥିବା ଏହି ସମସ୍ତ ପୋଲିସ କର୍ମଚାରୀମାନଙ୍କ ମଧ୍ୟରେ ଅଧିକାଂଶ ରୋଗୀଙ୍କର କୌଣସି ଲକ୍ଷଣ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌; ମୃତ୍ୟୁ ପୂର୍ବରୁ ଋଷି କପୁରଙ୍କ ଶେଷ ଭିଡିଓ, କେତେ ସତ ?

ଭୁବନେଶ୍ୱର: ଆଉ ନାହାଁନ୍ତି ବଲିଉଡର ବବି । ସିନେ ଜଗତରେ ଏକ ଅପୂରଣୀୟ ସ୍ଥାନ ଛାଡି ଋଷି କପୁର ଏବେ ସ୍ୱର୍ଗବାସୀ । ତେବେ ମୃତ୍ୟୁ ପୂର୍ବରୁ ସ୍ୱର୍ଗତ ଋଷିଙ୍କ ସହ ଜଣେ ଯୁବକଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ସତ କି ମିଛ ଜାଣିବା ବଦଳରେ ଲୋକେ ଏହି ଭିଡିଓଟିକୁ ବହୁଳ ମାତ୍ରାରେ…

କରୋନା ଅପଡେଟ୍ ‌; କୋଭିଡ୍‌-୧୯ରେ ସଂକ୍ରମିତ ୫୩ ସାମ୍ବାଦିକ !

ମୁମ୍ବାଇ: ଦେଶବାସୀଙ୍କୁ କରୋନାଭାଇରସ୍ ସମ୍ଭନ୍ଧୀୟ ଟିକ୍‌ନିକ୍ ଖବର ପହଂଚାଉଥିଲେ । ହେଲେ ଏବେ ଖୋଦ ସେମାନେ କରୋନାଭାଇରସରେ ସଂକ୍ରମିତ । ଜଣେ କି ଦୁଇଜଣ ନୁହେଁ ବରଂ କୋଭିଡ୍‌-୧୯ ରେ ସଂକ୍ରମିତ ମୁମ୍ବାଇର ୫୩ ଜଣ ସାମ୍ବାଦିକ । ଏପରି ଘଟଣା ସାରା ଦେଶ ସମେତ ଗଣମାଧ୍ୟମ ଜଗତରେ ସୃଷ୍ଟି କରିଛି…

ପାଲଘର ସାଧୁ ହତ୍ୟା ମାମଲା: ୧୧୦ ଗିରଫ, ୨୫୦ ଫେରାର

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ନୃଶଂସ ଭାବେ କରାଯାଇଥିବା ସାଧୁ ହତ୍ୟା ମାମଲା ଏବେ ସାରା ଦେଶରେ ଅସନ୍ତୋଷ ସୃଷ୍ଟି କରିଛି । ଏହି ଘଟଣା ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସୋମବାର ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହାକୁ ସାମ୍ପ୍ରଦାୟିକ ଦୃଷ୍ଟିକୋଣରେ ଦେଖ ନାହିଁ । ଭୁଲ ବୁଝାମଣା ଯୋଗୁ…

ଘରୁ ବାହାରିଲେ, ଟିକ୍‌ଟକ୍ କଲେ, ଜେଲ ଗଲେ; ହେଲେ କିଏ ?

ମୁମ୍ବାଇ: ଲକ୍‌-ଡାଉନରେ ଘରେ ରହି ସମ୍ଭାଳିପାରିନଥିଲେ । ବାହାରିପଡିଥିଲେ ଟିକଟକ୍ କରିବା ପାଇଁ । ସରିଲା ଟିକଟକ୍ । ଭାଇରାଲ୍ ହେଲା ଭିଡିଓ । ହେଲେ ପରେ ଗୋଡାଇ ଗୋଡାଇ ଧରିଥିଲା ଡୋଙ୍ଗ୍ରି ପୋଲିସ । Two young men in Dongri step out to make a Tiktok video @IndianExpress…