Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

Maharashtra

ଲକ୍‌-ଡାଉନ୍ ଭଙ୍ଗ; ମାଡ ବଦଳରେ ମିଳୁଛି ଯୋଗାସନ ଦଣ୍ଡ !

ମହାରାଷ୍ଟ୍ର: ଲକ୍‌-ଡାଉନ୍ ଭାଙ୍ଗି ସକାଳେ କରୁଥିଲେ ପ୍ରାତଃ ଭ୍ରମଣ । ଧରାପଡିଥିଲେ ପୋଲିସ ହାତରେ । ହେଲେ ମାଡ ବଦଳରେ ଦଣ୍ଡ ସ୍ୱରୂପ ମିଳିଥିଲା ଯୋଗାସନ କରିବା ପାଇଁ ନିର୍ଦ୍ଦେଶ । ପୁଣେ ପୋଲିସର ଏପରି ପଦକ୍ଷେପ ସାରା ଭାରତରେ ଚର୍ଚ୍ଚା ସାଉଣ୍ଟିଛି । #WATCH Maharashtra: Police…

ଲକ୍‌-ଡାଉନରେ ସୁପରଷ୍ଟାର ସଲମାନ କାହିଁକି ନେଲେ ଏପରି ନିଷ୍ପତ୍ତି !

ମୁମ୍ବାଇ: ଖୁବଶୀଘ୍ର ବଲିଉଡ ସୁପରଷ୍ଟାର ସଲମାନ ଖୋଲିବେ ନିଜର ୟୁ ଟ୍ୟୁବ ଚ୍ୟାନେଲ । ଚ୍ୟାନେଲର ନାଁ ରହିବ ବିଙ୍ଗ୍ ସଲମାନ ଖାନ । View this post on Instagram A post shared by…

ଲକ୍‌-ଡାଉନରେ ଦର୍ଶକଙ୍କ ମନୋରଂଜନ କରିବ ହନିି ସିଂଙ୍କ ମସ୍କୋ ସୁକା !

ମୁମ୍ବାଇ: କରୋନାମହାମାରୀରେ ପ୍ରଥମ ଅଫିସିଆଲ ଟ୍ରାକ୍ ଭାବେ ରିଲିଜ ହୋଇଛି ରାପର ହନିଂ ସିଂଙ୍କ ନୂଆ ମ୍ୟୁଜିକ ଭିଡିଓ ମସ୍କୋ ସୁକା । ଏହି ଗୀତରେ ପୁଣିଥରେ ସିଙ୍ଗର ନେହା କକ୍କର ହନି ସିଂଙ୍କ ସହ ଯୋଡି ହୋଇଛନ୍ତି । Droppin’ this track on heavy public demand to make your…

ପୁଣି ବିବାଦରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା !

ମୁମ୍ବାଇ: ଲକ୍‌-ଡାଉନରେ ସୋନାକ୍ଷୀଙ୍କ ଗୁଡଲକ୍ ବି ଡାଉନ୍ ରହିଛି । ପ୍ରଥମେ ମୁକେଶ ଖାନ୍ନା ଆଉ ଏବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଟୁଇଟ୍ ତାଙ୍କୁ ବିବାଦକୁ ଟାଣିଆଣିଛି । Excuse me @MumbaiPolice , @OfficeofUT what is the procedure to stop people from…

ତାଜ ହୋଟେଲର ୬ କର୍ମଚାରୀଙ୍କୁ କରୋନା

ମୁମ୍ବାଇ: ମୁମ୍ବାଇର ତାଜ ହୋଟେଲର ୬ କର୍ମଚାରୀ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ହୋଟେଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ରହିବାର ବ୍ୟବସ୍ଥା କରାଯାଇଛି।…

ଭିଡିଓ କନଫେରେନ୍ସରେ ଗଂଜେଇ ସହ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ !

ମୁମ୍ବାଇ: ପୁଣି ବିବାଦରେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପ । ତେବେ ଏଥର କଳକୀଙ୍କ ସହ ଲଢେଇ, CAA କୁ ବିରୋଧ କିମ୍ବା କୌଣସି ଫିଲ୍ମର କାହାଣୀକୁ ନେଇ ନୁହେଁ ବରଂ ତାଙ୍କ ବିରୋଧରେ ଆସିଛି ଗଂଜେଇ ଟାଣିବା ଅଭିଯୋଗ । Hello @MumbaiPolice ,will you please look into…

୫୦ ତବଲିଗ ଜମାତଙ୍କୁ ପୋଲିସ ପାଉ ନାହିଁ

ମୁମ୍ବାଇ: ଦିଲ୍ଲୀର ନିଜାମୁଦ୍ଧିନରେ ଯୋଗ ଦେଇଥିବା ତବଲିଗ ଜମାତର ୧୪୦୦ ଲୋକଙ୍କ ମଧ୍ୟରୁ ୫୦ ଜଣଙ୍କୁ ଏବେ ମଧ୍ୟ ପୋଲିସ ପାଇ ନାହିଁ । ସେମାନଙ୍କ ପକ୍ଷରୁ ମଧ୍ୟ ଏଥିନେଇ କୌଣସି ଯୋଗାଯୋଗ କରାଯାଇ ନାହିଁ ବୋଲତ ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଅନୀଳ ଦେଶମୁଖ କହିଛନ୍ତି । ଯେଉଁମାନେ ଯୋଗାଯୋଗ କରି…

ରାଜ ଠାକରେଙ୍କ ବିବାଦୀୟ ମନ୍ତବ୍ୟ : ଲକଡାଉନ ସରିଲେ ଆମେ ବି ରୂପ ଦେଖାଇବୁ

ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ଶନିବାର କ୍ରୋଧିତ ହୋଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ତବଲିଗ ଜମାତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି । ଟଙ୍କାରେ ଛେପ ଲଗାଇବା, ନର୍ସଙ୍କୁ…

ଲକ୍‌-ଡାଉନ୍‌: ମୁମ୍ବାଇ ପୋଲିସର ନିଆରା ତରିକା !

ମୁମ୍ବାଇ: କରୋନା ବିରୋଧୀ ଲଢେଇରେ ସାରା ଭାରତରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ମିଳିଛି ମିଳିତ ପ୍ରତିକ୍ରିୟା । ତେବେ ଖାସ କରି ମୁମ୍ବାଇ ପୋଲିସର ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । Love this! Navi #Mumbai police melodiously asking public to stay…

ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ; ଗୋଟିଏ ଦିନରେ ୬୩କୁ ବୃଦ୍ଧି

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩କୁ ବୃଦ୍ଧି ହୋଇଛି ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜଶେ ଟୋପେ ଶନିବାର ଦିନ ସ୍ପଷ୍ଟ କରିଛନ୍ତି । ମହାରାଷ୍ଟ୍ରରେ କରୋନା ପଜିଟିଭ ମାମଲାଙ୍କ ଗୋଟିଏ ଦିନରେ ୧୧ ବଢ଼ିଛି । ସେମାନେଙ୍କ ମଧ୍ୟରୁ ୮ଜଣ ବିଦେଶରୁ ଫେରିଥିବା…