Latest Odisha News
Browsing Category

ମହାରାଷ୍ଟ୍ର

Maharashtra

ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କିଆରା ଆଡଭାନୀଙ୍କୁ ନେଇ ବଲିଉଡରେ ଚର୍ଚ୍ଚା

ମୁମ୍ବାଇ : ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀଙ୍କ ନାଁ କୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କି ଏହି ଯୋଡି କ୍ୟାଟ୍ରିନା-ଭିକିଙ୍କ ପରେ ଏମାନଙ୍କ ରିଲେସନସିପକୁ ନେଇ ଘୋଷଣା କରିପାରନ୍ତି । ଫିଲ୍ମ ସେରଶାହାରେ ଦୁହେଁ ନଜର ଆସିଥିଲେ । ହେଲେ ରିଲ୍ ଲାଇଫକୁ…

[ଭିଡିଓ] କଫି ଫ୍ଲାସ୍କରୁ ବାହାରିଲା ସୁନା, କେନିଆ ବାସିନ୍ଦା ଗିରଫ

ମୁମ୍ବାଇ: ଭାରତୀୟ କଷ୍ଟମ୍ ଅଥରିଟିଙ୍କ ହୋସ୍ ଉଡାଇଛି ସୁନା ସ୍ମଗଲିଂ । ପ୍ରତିଦିନ ସାମ୍ନାକୁ ଆସୁଛି ଚାଲେଂଜ କଲାଭଳି ପରିସ୍ଥିତି । ବିଦେଶରୁ ସୁନା ତସ୍କରି କରି ଧରାପଡୁଛନ୍ତି ଅନେକ ଭାରତୀୟ ତଥା ବିଦେଶୀ ନାଗରିକ । ଏଭଳି ସ୍ଥିତିରେ ଶାରଜାହରୁ ଫେରିଥିବା କେନିଆର ୧୮ଜଣ ମହିଳାଙ୍କ କାରନାମା…

ଜାନୁଆରୀରେ ମହାରାଷ୍ଟ୍ରରେ ଓମିକ୍ରନ୍ ଲହର !

ମହାରାଷ୍ଟ୍ର: ଦେଶରେ ଓମିକ୍ରନ୍ ମାଡୁଛି । ମହାରାଷ୍ଟ୍ରରେ ବଢୁଛି ନୂଆ ଭାରିଆଣ୍ଟ ଜନିତ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୪ ଜଣ ପଜିଟିଭ୍ ବାହାରିଥିଲେ । ଦେଶରେ ବର୍ତ୍ତମାନ ସୁଦ୍ଧା ୭୩ ପଜିଟିଭି ବାହାରିଥିବା ବେଳେ ମହାରାଷ୍ଟ୍ରରେ କେବଳ ଏହି ସଂଖ୍ୟା ୩୨ । ବିଶେଷଜ୍ଞ ଆଶଙ୍କା…

[ଭିଡିଓ] କେବେ ଖାଇଛନ୍ତି କୋଇଲାରେ ପ୍ରସ୍ତୁତ ବ୍ଲାକ୍ ଇଡ୍‌ଲି ?

ଭୁବନେଶ୍ୱର: ଦୁନିଆ ଆଗେଇଛି । ଲୋକଙ୍କ ଚାହିଦା ଓ ପସନ୍ଦରେ ମଧ୍ୟ ଘୋର ପରିବର୍ତ୍ତନ ଦେଖାଦେଇଛି । ଏହାରି ଭିତରେ ଲୋକଙ୍କ ସ୍ୱାଦ ମଧ୍ୟ ଯଥେଷ୍ଟ ବଦଳିଛି । ଭଳିକିଭଳି ତଥା ନୂଆ ସ୍ୱାଦ ଉଦ୍ଭାବନ କରିବାକୁ ଯାଇ ଅନେକ ଲୋକ ଉଟପଟାଙ୍ଗ ଆଇଟମ୍ ପ୍ରସ୍ତୁତ କରିଥାନ୍ତି । ପୂର୍ବରୁ ଫାଣ୍ଟା…

[ଭିଡିଓ] ରିକ୍ସା ଚାଳକଙ୍କ ଝିଅ ସାନିୟା କିପରି ସାଜିଲେ ୱାର୍ଲଡ କ୍ଲାସ୍ ରାପର୍ ?

ମୁମ୍ବାଇ: ପ୍ରତିଭା କେବେ ବି ରଙ୍ଗ, ଜାତି କି ଆଭିଜାତ୍ୟ ଦେଖେନାହିଁ । ଏ କଥା ପ୍ରମାଣିତ କରିଛନ୍ତି ମୁମ୍ବାଇ ଗୋଭଣ୍ଡିରେ ରହୁଥିବା ଜଣେ ରିକ୍ସା ଚାଳକଙ୍କ ଝିଅ ସାନିୟା ମିସ୍ତ୍ରୀ । ମାତ୍ର ୧୫ ବର୍ଷ ବୟସରେ ସେ ହିପହପ୍ ଦୁନିଆରେ ହାସଲ କରିଛନ୍ତି ସ୍ୱତନ୍ତ୍ର ପରିଚୟ । ଯୁକ୍ତ ୨ରେ ପାଠ…

ବିବାହ ମଣ୍ଡପକୁ ଆକର୍ଷଣୀୟ ଏଣ୍ଟ୍ରି କରିବେ କ୍ୟାଟ୍ରିନା- ଭିକି, କାଚରେ ତିଆରି ହୋଇଛି ମଣ୍ଡପ

ମୁମ୍ବାଇ : କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ ଆଜି ବିବାହ ବନ୍ଧନରେ ବାନ୍ଧିହେବେ । ହେଲେ ଏହି ଷ୍ଟାର କପୁଲଙ୍କ ବିବାହ ରାଜସ୍ଥାନର ସୱାଇ ମାଧପୁରରେ ସିକ୍ସ ସେନ୍ସ ରିସର୍ଟରେ ଲକଜୁରିୟସ୍ ଷ୍ଟାଇଲରେ ହେବ। କ୍ୟାଟ୍ରିନା ଓଭିକି ନିଜ ବିବାହକୁ ପ୍ରାଇଭେଟ ରଖିବାକୁ ଚାହୁଁଛନ୍ତି। ଭିକି-କ୍ୟାଟଙ୍କ…

ବିବାହ ପାଇଁ ରାଜସ୍ଥାନ ମୁହାଁ ହେଲେ ଭିକି-କ୍ୟାଟ୍ରିନା

ମୁମ୍ବାଇ : କ୍ୟାଟ୍ରିନା କୈଫ୍ ଓ ଭିକିଙ୍କ ବିବାହକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ମୁମ୍ବାଇ ଘରେ ଜମିଲାଣି ବନ୍ଧୁବାନ୍ଧବଙ୍କ ଗହଳି। ସେହିପରି ୱେଡିଂ ଡେଷ୍ଟିନେସନ ରାଜସ୍ଥାନ ମୋଧପୁରର ରିସୋର୍ଟକୁ ରୟାଲ ଲୁକ୍ ଦିଆଯାଇଛି । କାଲିଠୁ ଆରମ୍ଭ ହେବ ଫଙ୍କସନ୍। ଆଉ ୯ ତାରିଖରେ ବିବାହ…

ବିଦେଶୀ ଯାତ୍ରୀଙ୍କ ହୋମ୍ କ୍ୱାରେଣ୍ଟାଇନ ପାଇଁ ବିଏମସିର ସ୍ୱତନ୍ତ୍ର ଗାଇଡ଼ଲାଇନ୍

ମୁମ୍ବାଇ: ଓମିକ୍ରନ ଭାରିଏଣ୍ଟ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(ବିଏମସି) ବିଦେଶରୁ ଆସୁଥିବା ଲୋକମାନଙ୍କ ହୋମ କ୍ୱାରେଣ୍ଟାଇନ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି । ଗ୍ରେଟର ମୁମ୍ବାଇ ମ୍ୟୁନିସିପାଲ…

ରହସ୍ୟମୟ ଢଙ୍ଗରେ ମିର୍ଜାପୁର ଫେମ୍ ଅଭିନେତା ବ୍ରହ୍ମା ମିଶ୍ରାଙ୍କ ମୃତ୍ୟୁ

ମୁମ୍ବାଇ: ଆଉ ନାହାଁନ୍ତି ଫିଲ୍ମ ଅଭିନେତା ବ୍ରହ୍ମା ମିଶ୍ରା । ଅନେକ ବଲିଉଡ ଫିଲ୍ମରେ ସେ ଛୋଟଛୋଟ କିର୍ଦାରରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ । ହେଲେ ଖାସ କରି ମାଂଝୀ: ଦ ମାଉଣ୍ଟେନ୍ ମ୍ୟାନ୍ ଭଳି ଫିଲ୍ମ ଓ ମିର୍ଜାପୁର ୱେବ୍ ସିରିଜରେ ସେ ଖୁବ ଲୋକପ୍ରିୟତା ହାସଲ କରିଥିଲେ । ଆଜି ଭର୍ସୋଭା…

ଘରୋଇ ବିମାନ ଯାତ୍ରୀଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କଲେ ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ର : ଓମିକ୍ରନକୁ ନେଇ ଏବେ ବଢୁଛି ଭୟ । କରୋନା ଭାଇରସର ନୂତନ ଭାରିଆଣ୍ଟ ଓମିକ୍ରନକୁ ସମଗ୍ର ବିଶ୍ୱରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ହୁ ଓମିକ୍ରନକୁ ଭୟାନକ ବୋଲି କହିବା ପରେ ମହାରାଷ୍ଟ୍ର ସରକାର ଏବେ ସମସ୍ତ ଘରୋଇ ବିମାନ ଯାତ୍ରୀମାନଙ୍କ ପାଇଁ…