Latest Odisha News
Browsing Category

ମହାରାଷ୍ଟ୍ର

Maharashtra

ବିସ୍କୁଟ୍ କିଙ୍ଗ ରାଜନ ପିଲ୍ଲାଇଙ୍କ ଉପରେ ନିର୍ମିତ ହେବ ହିନ୍ଦୀ ୱେବ ସିରିଜ୍

ମୁମ୍ବାଇ: ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ପୃଥିବୀରାଜ ସୁକୁମାରନ୍ । ୨୦୦୨ରେ ଅଭିନୟ ଦୁନିଆରେ ପାଦ ଥାପିବା ପରେ ଏହି ଅଭିନେତା ଲୁସିଫର୍ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଆଗାମୀ ଦିନରେ ପୃଥିବୀରାଜ ବିସ୍କୁଟ୍ କିଙ୍ଗ ରାଜନଙ୍କ ଉପରେ ଏକ ହିନ୍ଦୀ ୱେବ ସିରିଜ୍ ନିର୍ମାଣ…

[ଭିଡିଓ] ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର କପୁର ଓ ଆଲିୟା ଭଟ୍ଟ । ଦୁହେଁ ଦୁହିଁଙ୍କ ପ୍ରେମରେ ମସଗୁଲ ଥିଲାବେଳେ ଆସନ୍ତାବର୍ଷ ବିବାହ କରିବାକୁ ଯାଉଛନ୍ତି । ଅନେକ ସମୟରେ ଏହି ଦୁଇଜଣ ଏକାଠି ନଜର ଆସିଥାନ୍ତି । ତେବେ ନିକଟରେ ଏହି ପ୍ରେମୀ ଯୁଗଳଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍…

ପୁଣି ଚର୍ଚ୍ଚାରେ ଅମିଷା ପଟେଲ, ଏଥର ଗିରଫ ହୋଇପାରନ୍ତି !

ମୁମ୍ବାଇ: ଗିରଫ ହୋଇପାରନ୍ତି ଅଭିନେତ୍ରୀ ଅମିଷା ପଟେଲ । ଚେକ ବାଉନ୍ସ ମାମଲାରେ ତାଙ୍କୁ କୋର୍ଟରେ ହାଜର ହେବାକୁ ସୋମବାର ଭୋପାଳ କୋର୍ଟ ନୋଟିସ୍ ଜାରି କରିିଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ଫିଲ୍ମ ନିର୍ମାଣ କରିବା ଲାଗି ଅଭିନେତ୍ରୀ ଅମିଷା ୟୁଟିଏଫ୍ ଟେଲିଫିଲ୍ମସ୍ ପ୍ରାଇଭେଟ୍…

କଙ୍ଗନାଙ୍କୁ ପୁଣି ହତ୍ୟା ଧମକ

ମୁମ୍ବାଇ : ବଲିଉଡର ପଙ୍ଗା କୁଇନଙ୍କ ପିଛା ଛାଡୁନି ବିବାଦ । ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ହତ୍ୟା କରିବା ନେଇ ଧମକ ମିଳୁଥିବାରୁ ଏନେଇ ଥାନାରେ ଅଭିଯୋଗ କରିଛନ୍ତି କଙ୍ଗନା । ଏହି ଅଭିଯୋଗର କପି ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି କଙ୍ଗନା । କଙ୍ଗନା ତାଙ୍କ ଇଷ୍ଟାଗ୍ରାମ…

ଦକ୍ଷିଣ ଆଫ୍ରିକା ଫେରନ୍ତା ମହାରାଷ୍ଟ୍ରରେ କୋଭିଡ ସଂକ୍ରମିତ ଚିହ୍ନଟ, ‘ଓମିକ୍ରନ’କୁ ନେଇ ବଢିଲା ଭୟ

ମହାରାଷ୍ଟ୍ର : ଦକ୍ଷିଣ ଆଫ୍ରିକା ଫେରନ୍ତା ମହାରାଷ୍ଟ୍ରରେ କୋଭିଡ୍ ପଜେଟିଭ୍ ଚିହ୍ନଟ ହେବା ପରେ 'ଓମିକ୍ରନ'କୁ ନେଇ ବଢିଲା ଭୟ । କୋଭିଡ୍ ୧୯ ଚିହ୍ନଟ ହେବା ପରେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଏବେ ଏକ କୋଭିଡ କେୟାର ସେଣ୍ଟରରେ ଅଲଗା ରଖାଯିବା ସହିତ ତାଙ୍କର ବ୍ୟାପକ ପରୀକ୍ଷା ନିରିକ୍ଷା…

[ଭିଡିଓ] ମଣ୍ଡପରେ ନିଆଁ ଲାଗିଥିଲା, ଲୋକେ ବସି ଭୋଜି ଖାଉଥିଲେ

ଭୁବନେଶ୍ୱର: ଜାରି ରହିଛି ମ୍ୟାରେଜ ସିଜିନ୍ । ଅନେକ ଲୋକ ନିଜ ବିବାହ ଦିନକୁ ଅପେକ୍ଷା କରିଥିଲାବେଳେ ଆଉ କିଛି ଭୋଜିଭାତରେ ସାମିଲ ହେବାକୁ ପସନ୍ଦ କରିଥାନ୍ତି । ତେବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟି କିନ୍ତୁ ସମସ୍ତଙ୍କୁ ଚକିତ କରିଛି । ମୁମ୍ବାଇ ଥାନେ ଅଂଚଳର…

ଏକାଠି ରିଲିଜ୍ ହେବ ୪ ହାଇ ବଜେଟ୍ ମୁଭି, କିଏ ମାରିବ ବାଜି ?

ମୁମ୍ବାଇ: ବହୁ କଳ୍ପନାଜଳ୍ପନା ପରେ ମିଷ୍ଟର୍ ପରଫେକ୍ସନିଷ୍ଟ ଅମିର ଖାନଙ୍କ ଫିଲ୍ମ ଲାଲ୍ ସିଂ ଚଢା ଆସନ୍ତା ବର୍ଷ ଅପ୍ରେଲ୍ ୧୪ରେ ରିଲିଜ୍ ହେବା ନେଇ ସ୍ଥିର ହୋଇଛି । ହେଲେ ଏହି ରିଲିଜ୍ ଡେଟ୍ ଆମିରଙ୍କୁ ସାମାନ୍ୟ ଚିନ୍ତାରେ ପକାଇଛି । କାହିଁକି ନା ଠିକ୍ ସେହି ଦିନ ଦୁଇଟି ସାଉଥ୍ ଫିଲ୍ମ ସହ…

ମହାରାଷ୍ଟ୍ରରେ ପୋଲିସ ମାଓବାଦୀ ମୁହାଁମୁହିଁ, ୨୬ ନକ୍ସଲ ନିହତ

ଭୁବନେଶ୍ୱର: ଆଜି ସକାଳୁସକାଳୁ ପୋଲିସ ଓ ମାଓବାଦୀଙ୍କ ଗୁଳିରେ ଗର୍ଜି ଉଠିଥିଲା ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲା । ଜାରି ରହିଥିଲା ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଅନବରତ ଗୁଳି ବିନିମୟ । ସଦ୍ୟ ସ୍ଥିତି ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୬ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ରହିଛି ।…

ପୁଣି ଚାଲିଲା ନାଟ, ପୁନମ ପାଣ୍ଡେଙ୍କ ସ୍ୱାମୀ ଗିରଫ

ମୁମ୍ବାଇ: ବଲିଉଡର ବିବାଦୀୟ ତଥା ବୋଲ୍ଡ ଅଭିନେତ୍ରୀ ପୁନମ ପାଣ୍ଡେ । ଅଶ୍ଳୀଳ ଫିଲ୍ମରେ ଅଭିନୟ, ଅପ୍ରୀତିକର ମନ୍ତବ୍ୟ ଓ ସାମ୍ ବମ୍ବେଙ୍କ ସହ ତାଙ୍କ ବିବାଦୀୟ ବୈବାହିକ ଜୀବନକୁ ନେଇ ଏହି ଅଭିନେତ୍ରୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ନିକଟରେ ପୁନମଙ୍କୁ ମାଡ ମାରିବା ଅଭିଯୋଗରେ ତାଙ୍କ…

ହାପି ବର୍ଥ ଡେ’ ବିରାଟ

ମୁମ୍ବାଇ : ଭାରତୀୟ କ୍ରିକେଟ ଟିମ୍ କ୍ୟାପଟେନ ବିରାଟ କୋହଲିଙ୍କ ଆଜି ଜନ୍ମଦିନ । ୩୩ ବର୍ଷ ବୟସରେ ପାଦ ଥାପିଛନ୍ତି କ୍ୟାପଟେନ କୋହଲି । ୧୯୮୮ ମସିହା ୫ ନଭେମ୍ବରରେ ଦିଲ୍ଲୀରେ ଜନ୍ମ ହୋଇଥିଲେ ବିରାଟ କୋହଲି। ଭାରତର ଜଣେ ବେଷ୍ଟ କ୍ରିକେଟର ଭାବେ ସାରା ଦେଶବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ…