Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଆଇଆଇଟି ଗୁଡିକ ଦେଶର ଗର୍ବ:ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଦେଶର ଗର୍ବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କହିଛନ୍ତି । ଆଜି  ନୂଆଦିଲ୍ଲୀଠାରେ ଆଇଆଇଟି ଦିଲ୍ଲୀର ହୀରକ ଜୟନ୍ତୀ ଉଦ୍‌ଯାପନ ସମାରୋହରେ ସେ ଏହା ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ ବିଶ୍ୱରେ ଆଇଆଇଟିଗୁଡିକ…

ବିମାନ ଚୋରି କରି ୱାଲମାର୍ଟ ଷ୍ଟୋରକୁ ଉଡାଇବାକୁ ଧମକ ଦେଲା ପାଇଲଟ

ଟୁପେଲୋ: ଆମେରିକାର ଟୁପେଲୋରେ ଏବେ ଏକ ପାଇଲଟ ଯୋଗୁ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି । ରିପୋର୍ଟ ମୁତାବକ ମିିସିସିପି ରାଜ୍ୟରେ ଜଣେ ପାଇଲଟ ବିମାନ ଚୋରି କରିବା ପରେ ଏହାକୁ ଉଡାଇ ଧମକ ଦେବା ଆରମ୍ଭ କରିଛି । ନିକଟରେ ଥିବା ୱାଲମାର୍ଟ ଷ୍ଟୋରକୁ ଖୁବ ଶୀଘ୍ର ବିସ୍ଫୋରଣରେ ଉଡେଇ ଦେବି ବୋଲି…

ସୋନାଲିଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ଷଡ଼ଯନ୍ତ୍ର କରିଥିଲା ପିଏ ସୁଧୀର !

ହିସାର :  ସୋନାଲି ଫୋଗାଟଙ୍କୁ  ହତ୍ୟା କରିଥିଲା ତାଙ୍କ ପିଏ ସୁଧୀର ସାଙ୍ଗଓ୍ବାନ । ପୂର୍ବରୁ ହତ୍ୟା କରିବା ପାଇଁ ହୋଇଥିଲା ଯୋଜନା । ହତ୍ୟା କରିବା ପରେ ହୃଦଘାତରେ ମୃତ୍ୟୁ ହୋଇଥିବା ଘୋଷଣା କରିବା ପାଇଁ ଥିଲା ପ୍ଲା୍ନ । ତେବେ ସବୁ ପ୍ଲାନର ଖୁଲାସା କରିଛି ଗୋଆ ପୋଲିସ ।  ଅଗଷ୍ଟ 23ରେ…

ବିହାର ଚେହେରାରୁ ଦେଶର ଚେହେରା ହେବେ ନୀତିଶ

ନୂଆଦିଲ୍ଲୀ: ବିହାରରେ ମହାଗଠବନ୍ଧନ ସରକାର ଗଠନ କରିବା ପରେ ନୀତିଶଙ୍କ ନଜରରେ ୨୦୨୪ନିର୍ବାଚନ ରହିଛି  । ପାଟନା ରୁ ଦିଲ୍ଲୀ ଦଖଲ ପାଇଁ ଚାଲିଛି ପ୍ରସ୍ତୁତି । ନିତୀଶଙ୍କ ବିହାର ଚେହେରା କୁ ଏବେ ଦେଶର ଚେହେରାରେ ପରିଣତ କରିବା ପାଇଁ ଚାଲିଛି ଜୋରସୋର ଉଦ୍ୟମ । ବିହାର ରାଜନୀତି ପାଇଁ ଖୁବ…

ମଣିପୁରରେ ନୀତୀଶଙ୍କୁ ଝଟକା

ନୂଆଦିଲ୍ଲୀ : NDA ମେଣ୍ଟରୁ ଅଲଗାହୋଇ ବିହାରରେ ବିଜେପିକୁ ଶକ୍ତ ଝଟକା ଦେଇଥିବା ନୀତିଶଙ୍କୁ  ମଣିପୁରରେ ଲାଗିଛି ଝଟକା । ମଣିପୁର ଜନତା ଦଳ ୟୁନାଇଟେଡ (JDU)ର ୬ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣ ପଦ୍ମ ଧରିଛନ୍ତି । ମଣିପୁର ବିଧାନସଭା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଜେଡିୟୁ ବିଧାୟକ…

ଭାରତରେ ବଢୁଛି ବେରୋଜଗାର ହାର

ନୂଆଦିଲ୍ଲୀ :  ବିଶ୍ୱ ଅର୍ଥନାତିରେ ଭାରତ ବ୍ରିଟେନକୁ ପଛରେ ପକାଇ ପଞ୍ଚମ ବୃହତ ଅର୍ଥବ୍ୟବସ୍ଥାରେ ପହଁଚିଛି  । କେନ୍ଦ୍ର ସରକାର ୨୦୨୫ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି । ଦେଶରେ ମାନବସମ୍ୱଳ କୁ ବ୍ୟବହାର ରୋଜଗାର ସୃଷ୍ଟିକରିବା ପାଇଁ ଅନେକ…

[ଦେଖନ୍ତୁ ଭିଡିଓ] ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ଭାରତ

ନୂଆଦିଲ୍ଲୀ: ଦେଶରେ ଦରଦାମ ଆକାଶଛୁଆଁ ରହିଥିବା ବେଳେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ଭାବେ ଉଭା ହୋଇଛି । ପୂର୍ବରୁ ପଞ୍ଚମ ସ୍ଥାନରେ ଥିବା ବ୍ରିଟେନ୍ ଷଷ୍ଠ ସ୍ଥାନକୁ ଖସିଛି । ୨୦୨୧ର ପ୍ରଥମ ତ୍ରୈମାସିକରେ ଭାରତ,…

ଅଦାଲତରେ ପଡିରହିଛି ୪ଲକ୍ଷରୁ ଉର୍ଦ୍ଧ ଘରୋଇ ହିଂସା ମାମଲା

ନୂଆଦିଲ୍ଲୀ:  ସୁପ୍ରିମକୋର୍ଟଙ୍କ ନିକଟରେ ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) ପକ୍ଷରୁ ଦେଶରେ ମୋଟ ଘରୋଇ ହିଂସା ମାମଲାର ତଥ୍ୟ ଦାଖଲ ହୋଇଛି  ।  ଦାଖଲ ତଥ୍ୟରୁ ଜଣାଯାଇଛି ଦେଶରେ ମୋଟ ୪,୭୧,୬୮୪ଟି ଘରୋଇ ହିଂସା ମାସଲା ବିଚାରାଧୀନ ରହିଛି । ୨୦୨୨ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା…

କୋଭିସିଲ୍ଡ ପାର୍ଶ୍ୱ ପ୍ରତିକ୍ରିୟାଜନିତ ମୃତ୍ୟୁ; ବିଲ ଗେଟ୍ସ ଏବଂ ସେରମ ଇନଷ୍ଟିଚ୍ୟୁଟକୁ ବମ୍ବେ ହାଇକୋର୍ଟଙ୍କ…

ଭୁବନେଶ୍ୱର: କୋଭିସିଲ୍ଡ ଟୀକା ନେଇ ଜଣେ ଯୁବତୀଙ୍କ ମୃତ୍ୟୁ ପାଇଁ ବମ୍ବେ ହାଇକୋର୍ଟ ବିଲ ଗେଟ୍ସ ଏବଂ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ନୋଟିସ ଜାରି କରିଛନ୍ତି । ଔରଙ୍ଗାବାଦର ଦିଲ୍ଲୀପ ଲୁନାଓ୍ୱତ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ପିଟିସନରେ ସେ ଉଲ୍ଲେଖ କରିଛନ୍ତି…

ଆଣ୍ଡାମାନ ଓ ନିକୋବରରେ ଲଗାତାର ଭୂକମ୍ପ

ଭୁବନେଶ୍ୱର: ଶନିବାର ସକାଳେ  ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ରିକ୍ଟର ସ୍କେଲରେ ୪.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ରେକର୍ଡ କରାଯାଇଥିଲା। ଗତ କାଲି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର…