Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡାକ୍ତରଖାନାରେ ଷ୍ଟାଫ୍ ଅଭାବ, ଇସିଜି କରୁଛନ୍ତି ସଫେଇ କର୍ମଚାରୀ

ମୁମ୍ବାଇ: ସୋସିଆଲ ମିଡିଆରେ ମୁମ୍ବାଇର ଏକ ସରକାରୀ ଡାକ୍ତରଖାନାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ଜଣେ ମହିଳାଙ୍କ ଇସିଜି କରୁଛନ୍ତି ଡାକ୍ତରଖାନାର ସଫେଇ କର୍ମଚାରୀ । ଏହି ଘଟଣା ଭାଇରାଲ ହେବା ପରେ ଡାକ୍ତରଖାନାରେ ଇସିଜି ଟେକ୍ନିସିଆନଙ୍କୁ ନିଯୁକ୍ତ କରାଯାଇଛି ।…

ଅତୁଲ୍ ସୁଭାସଙ୍କ ଭଳି ମାମଲା: ସ୍ତ୍ରୀ ଦେଉଥିଲେ ନିର୍ଯାତନା, ଆତ୍ମହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ: ଦିଲ୍ଲୀରୁ ଆସିଲା ଅତୁଲ୍ ସୁଭାସଙ୍କ ଭଳି ମାମଲା। ପତ୍ନୀଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କଲା ସ୍ବାମୀ । ୫୪ ମିନିଟର ଭିଡିଓ ସେୟାର୍ କରି ଜଣାଇଲେ ଦୁଃଖ। ରାଜଧାନୀ ଦିଲ୍ଲୀର ମଡେଲ୍ ଟାଉନ୍ ଅଞ୍ଚଳରୁ ଆସିଛି ଏକ ଖବର। ମୃତ୍ୟୁ ପୂର୍ବରୁ ଭିଡ଼ିଓ କରି ସୁଇସାଇଡ୍ କରିଛନ୍ତି…

ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ୪ ମୃତ

ସୁରଟ: ନୂଆବର୍ଷରେ ବଡଧରଣର ଅଘଟଣ । ଗୁଜରାଟ ସୁରଟର ହାଜିରା ଶିଳ୍ପାଞ୍ଚଳରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟି ୪ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଶ୍ରମିକ ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଖବର ମୁତାବକ, ପ୍ଲାଣ୍ଟରେ ଜଳୁଥିବା…

ନୂଆବର୍ଷରେ ସର୍ବାଧିକ ମତ୍ରାରେ ଅର୍ଡର ହୋଇଛି କଣ୍ଡୋମ, ଅଙ୍ଗୁର ଓ ଆଇସ୍ କ୍ୟୁବ୍

ନୂଆଦିଲ୍ଲୀ: ଭାରତରେ, ପ୍ରତ୍ୟେକ ବିଶେଷ ଦିନ ପାଳନ କରିବାର ବିଭିନ୍ନ ଶୈଳୀ ଦେଖାଯାଏ। ନୂଆ ବର୍ଷର ଗୋଟିଏ ଦିନ ପୂର୍ବରୁ ଲୋକମାନେ ନୂଆ ବର୍ଷକୁ ଉତ୍ସବ ସହିତ ସ୍ୱାଗତ କରନ୍ତି। ଲୋକମାନେ ମଧ୍ୟ ଏହି ଦିନ ପାର୍ଟି କରିବାକୁ ବିଭିନ୍ନ ଜିନିଷ ଅର୍ଡର କରନ୍ତି। ଆପଣ ଜାଣନ୍ତି କି ୩୧ ଡିସେମ୍ବର…

ମହାକାଶରେ ୧୬ ଥର ନୂଆବର୍ଷ ସେଲିବ୍ରେସନ କଲେ ସୁନିତା ୱିଲିୟମ୍ସ…

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ଗତ କିଛି ମାସ ଧରି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଫସି ରହିଥିଲେ। ଯିଏକି ନିଜେ ମଧ୍ୟ ମହାକାଶରୁ ନବ ବର୍ଷ ୨୦୨୫କୁ ସ୍ୱାଗତ କରିଛନ୍ତି। ସେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ଆଇଏସ୍ଏସ୍) ରୁ ଗୋଟିଏ ଦିନରେ…

ମହାକୁମ୍ଭରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛନ୍ତି ଛୋଟୁ ବାବା

ପ୍ରୟାଗରାଜ: ଆସନ୍ତା ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ପ୍ରୟାଗରାଜ ମହାକୁମ୍ଭ । ସେଥିପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । କାହିଁ କେତେ ଦୁରରୁ ସାଧୁ, ସନ୍ଥ ନାଗା ବାବା ସବୁ ପ୍ରୟାଗରାଜରେ ପହଞ୍ଚିଲେଣି । ସମସ୍ତେ ଏହି ସମୟରେ ଗଙ୍ଗାରେ ବୁଡ ପକାଇବାକୁ ଉତ୍କଣ୍ଠାର ସହ ଅପେକ୍ଷା…

ସ୍ତ୍ରୀ ଛାଡିକି ପଳେଇବ; ୱାର୍କ ଲାଇଫ୍ ବାଲାନ୍ସକୁ ନେଇ କାହିଁକି ଏଭଳି କହିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆଜିକାଲି ୱାର୍କ ବାଲାନ୍ସକୁ ନେଇ ଚର୍ଚ୍ଚା ଖୁବ୍ ହେଉଛି। ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀ ୱାର୍କ କଲଚର ସମ୍ବନ୍ଧରେ ଅନେକ ଥର ବିବୃତ୍ତି ମଧ୍ଯ ଦେଇଛନ୍ତି। ସେ ସପ୍ତାହରେ ୭୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇଛନ୍ତି। ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଦାନୀ…

ଜାଡରେ ଥରୁଛି ଉତ୍ତର ଭାରତ, ଦିଲ୍ଲୀ ଏନସିଆରରେ ଖସିଲା ପାରା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ପ୍ରବଳ ଥଣ୍ଡା ଏବଂ ଘନ କୁହୁଡ଼ି ସହିତ ନୂଆ ବର୍ଷ ଆରମ୍ଭ ହୋଇଛି। ଶୀତ ଲହର ଯୋଗୁଁ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ହେଉଛି। ମଙ୍ଗଳବାର ଦିନ ତାପମାତ୍ରା ୯.୬ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି, ଯାହା ସାଧାରଣ ଅପେକ୍ଷା ସାମାନ୍ୟ ଅଧିକ। ଆଗାମୀ ଦିନରେ…

ନୂଆବର୍ଷରେ ନୂଆ ନିୟମ, କମିଲା ଏଲପିଜି ଗ୍ୟାସ ଦର

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରେ ବଦଳିଛି ଅନେକ ନିୟମ । ଆଉ ବର୍ଷ ଆରମଯବରୁ ଗ୍ରାହକଙ୍କୁ ମିଳିଛି ଏକ ଖୁସି ଖବର । କମିଛି ଏଲପିଜି ସିଲିଣ୍ଡର ଦର । କମର୍ସିଆଲ ସିଲିଣ୍ଡର ଦର କମ ହୋଇଛି । ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡର ଦର ସ୍ଥିର ରହିଥିବା ବେଳେ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର…

ବର୍ଷ ଆରମ୍ଭରୁ ରକ୍ତରେ ଭିଜିଲା ପୁରା ପରିବାର, ୫ମୃତ, ଅଭିଯୁକ୍ତ ଗିରଫ

ଉତ୍ତରପ୍ରଦେଶ: ବର୍ଷ ଆରମ୍ଭରୁ ରକ୍ତ ଛିଟା । ହୋଟେଲରୁ ପରିବାର ୫ ଜଣଙ୍କ ମୃତଦେହ ଉଦ୍ଧାର । ଲକ୍ଷ୍ନୌର ଏକ ହୋଟେଲ ରୁମରୁ ମୃତଦେହ ଉଦ୍ଧାର କଲା ପୋଲିସ । ହତ୍ୟା ସନ୍ଦେହରେ ୨୪ ବର୍ଷୀୟ ଯୁବକଙ୍କୁ ଅଟକ ରଖିଲା ପୋଲିସ । ତେବେ ପାରିବାରିକ କଳହରୁ ଯୁବକ ଜଣଙ୍କ ହତ୍ୟା କରିଥିବା ନେଇ ସୂଚନା…