Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାଡରେ ଥରୁଛି ଉତ୍ତର ଭାରତ, ଦିଲ୍ଲୀ ଏନସିଆରରେ ଖସିଲା ପାରା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ପ୍ରବଳ ଥଣ୍ଡା ଏବଂ ଘନ କୁହୁଡ଼ି ସହିତ ନୂଆ ବର୍ଷ ଆରମ୍ଭ ହୋଇଛି। ଶୀତ ଲହର ଯୋଗୁଁ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ହେଉଛି। ମଙ୍ଗଳବାର ଦିନ ତାପମାତ୍ରା ୯.୬ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି, ଯାହା ସାଧାରଣ ଅପେକ୍ଷା ସାମାନ୍ୟ ଅଧିକ। ଆଗାମୀ ଦିନରେ…

ନୂଆବର୍ଷରେ ନୂଆ ନିୟମ, କମିଲା ଏଲପିଜି ଗ୍ୟାସ ଦର

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରେ ବଦଳିଛି ଅନେକ ନିୟମ । ଆଉ ବର୍ଷ ଆରମଯବରୁ ଗ୍ରାହକଙ୍କୁ ମିଳିଛି ଏକ ଖୁସି ଖବର । କମିଛି ଏଲପିଜି ସିଲିଣ୍ଡର ଦର । କମର୍ସିଆଲ ସିଲିଣ୍ଡର ଦର କମ ହୋଇଛି । ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡର ଦର ସ୍ଥିର ରହିଥିବା ବେଳେ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର…

ବର୍ଷ ଆରମ୍ଭରୁ ରକ୍ତରେ ଭିଜିଲା ପୁରା ପରିବାର, ୫ମୃତ, ଅଭିଯୁକ୍ତ ଗିରଫ

ଉତ୍ତରପ୍ରଦେଶ: ବର୍ଷ ଆରମ୍ଭରୁ ରକ୍ତ ଛିଟା । ହୋଟେଲରୁ ପରିବାର ୫ ଜଣଙ୍କ ମୃତଦେହ ଉଦ୍ଧାର । ଲକ୍ଷ୍ନୌର ଏକ ହୋଟେଲ ରୁମରୁ ମୃତଦେହ ଉଦ୍ଧାର କଲା ପୋଲିସ । ହତ୍ୟା ସନ୍ଦେହରେ ୨୪ ବର୍ଷୀୟ ଯୁବକଙ୍କୁ ଅଟକ ରଖିଲା ପୋଲିସ । ତେବେ ପାରିବାରିକ କଳହରୁ ଯୁବକ ଜଣଙ୍କ ହତ୍ୟା କରିଥିବା ନେଇ ସୂଚନା…

ଧୁମଧାମରେ ନୂଆବର୍ଷକୁ ସ୍ଵାଗତ କଲେ ଦେଶବାସୀ, ଶୁଭେଚ୍ଛା ଜଣେଇଲେ ମୋଦୀ

ନୂଆଦିଲ୍ଲୀ: ଡିସେମ୍ବର ୩୧ ତାରିଖ ରାତି ୧୨ଟାରେ ବଦଳିଛି କ୍ୟାଲେଣ୍ଡର। ସବୁ ଅପେକ୍ଷାର ଅନ୍ତ ଘଟି ଆସିଛି ନୂଆବର୍ଷ ୨୦୨୫। ଖୁବ୍ ଧୁମଧାମରେ ନୂଆବର୍ଷକୁ ସ୍ଵାଗତ କରିଛନ୍ତି ପୁରା ଦେଶବାସୀ । ନୂଆ ବର୍ଷ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ,…

ଝାଡ଼ଖଣ୍ଡ ବିଜୟ ପରେ ଏବେ ବିହାରରେ ଲଢିବ ଜେଏମଏମ , ୧୨ ଆସନରୁ ଦେବ ପ୍ରାର୍ଥୀ

ପାଟନା: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ବର୍ତ୍ତମାନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ପାର୍ଟି ବିହାରର ୧୨ ଟି ବିଧାନସଭା ଆସନରେ ନିର୍ବାଚନ ଲଢିବ। ଏନେଇ ଦଳ ପକ୍ଷରୁ କୁହାଯାଇଛି, ଝାଡଖଣ୍ଡ ଏବଂ ବିହାରର ସୀମାନ୍ତ ଅଞ୍ଚଳରେ ଦଳର ଦୃଢ ସଂଗଠନ ରହିଛି। ତେଣୁ ଦଳ ବିହାରର…

ଦିଲ୍ଲୀ ରାଜନୀତିରେ ଚାଲିଛି କ’ଣ ? ଜୋରଦାର ହେଉଛି ଲଢ଼େଇ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ଆଉ ବେଶି ଡେରି ନାହିଁ । ହେଲେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆପ୍‌ ଏବଂ ବିଜେପି ନେତାଙ୍କ ମଧ୍ୟରେ ଦେଖାଦେଇଛି ଘମାସନ। ଉଭୟ ଦଳର ନେତାଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ସାଙ୍ଗକୁ ବୟାନବାଜି ଆରମ୍ଭ ହୋଇଯାଇଛି । ଆପ୍‌ ଓ ବିଜେପି ମଧ୍ୟରେ ପୋଷ୍ଟର…

ଭୁଲ ମାଗିଲେ ମୁଖ୍ୟମନ୍ତ୍ରୀ, କହିଲେ ବଡ଼ କଥା

ନୂଆଦିଲ୍ଲୀ : ଭୁଲ ମାଗିଲେ, କ୍ଷମା ପ୍ରାର୍ଥନା କଲେ ମଣିପୁର ମୁଖ୍ୟମନ୍ତ୍ରୀ। ନୂଆବର୍ଷ ପାଳନର ଅବ୍ୟବହିତ ପୂର୍ବରୁ ମଣିପୁରରେ ହିଂସାକାଣ୍ଡ ପାଇଁ ଭୁଲ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ । କହିଛନ୍ତି, ମୋର ଭୁଲ ହୋଇଛି, ମୋତେ କ୍ଷମା କରିଦିଅ । ଚଳିତ ୨୦୨୪ରେ ମଣିପୁରରେ ଯାହା ସବୁ…

ଦେଶବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ନୂଆ ବର୍ଷ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି 'ଏକ୍ସ'ରେ ତାଙ୍କ ବାର୍ତ୍ତା ପୋଷ୍ଟରେ କହିଛନ୍ତି ଯେ, ନୂତନ ବର୍ଷର ଶୁଭ ଅବସରରେ ମୁଁ ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ…

ଚୋରି ପାଇଁ ଦୋକାନରେ ପଶିଥିଲେ, ହେଲେ ମଦ ବିଗାଡିଦେଲା ସବୁ ପ୍ଲାନ… 

ହାଇଦ୍ରାବାଦ: କଥାରେ ଅଛି ଅତି ଲୋଭରୁ ସର୍ବନାଶ। ତେଲେଙ୍ଗାନାର ଏକ ଚୋର ମଦ ଦୋକାନରେ ଚୋରି ପାଇଁ ଯୋଜନା ବନାଇଥିଲା। ଯାହା ପାରିଲା ଲୁଟି ନେଲା। ଚୋରି କାମ ସାରି ମଧ୍ୟ ଦେଇଥିଲା କିନ୍ତୁ ହଠାତ୍ ମଦ ଦେଖି ଲୋଭରେ ପଡିଗଲା। ଆଉ ତାପରେ ନନଷ୍ଟପ୍ ପିଇ ଚାଲିଲା। ତେବେ ସେ ଏତେ ମଦ୍ୟପାନ କରି…

୨୪ର ଚର୍ଚ୍ଚିତ ରାୟ: ଜାଣନ୍ତୁ କ’ଣ ଥିଲା ନିଷ୍ପତ୍ତି

ନୂଆଦିଲ୍ଲୀ: ବିଦାୟୀ ବର୍ଷରେ ସୁପ୍ରିମକୋର୍ଟ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ସମ୍ବିଧାନ ପ୍ରସ୍ତାବନାରୁ ଧର୍ମନିରପେକ୍ଷ ଓ ସମାଜବାଦ ଶବ୍ଦ ହଟାଇବା, ନିର୍ବାଚନୀ ବଣ୍ଡକୁ ରଦ୍ଦ କରିବା, କୋଟା ପ୍ରସଙ୍ଗ ଓ ଧର୍ମପୀଠ ସର୍ଭେକୁ ନେଇ ସୃଷ୍ଟି ବିବାଦ ଭଳି ଅନେକ…