Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶୀତରେ ଗାଧୋଇବାକୁ ମନା କରିବା ମଧ୍ୟ ଏକ ରୋଗର ଲକ୍ଷଣ, ଜାଣନ୍ତୁ ଏହାର ପ୍ରତିକାର..

ନୂଆଦିଲ୍ଲୀ: ଶୀତ ଦିନ ଆସିବା ମାତ୍ରେ କିଛି ଲୋକ ଗାଧୋଇବାକୁ ଅନିଚ୍ଛା ପ୍ରକାଶ କରନ୍ତି । ଏହା ଉପରେ ଲୋକମାନେ ବିଶ୍ବାସ କରନ୍ତି ଯେ ବୋଧହୁଏ ପାଣି ଥଣ୍ଡା, ସେଥିପାଇଁ ଲୋକମାନେ ଗାଧୋଇବା ଠାରୁ ଦୂରେଇ ରୁହନ୍ତି । ଗାଧୋଇବା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ, କାରଣ…

ମଦ ଦୁର୍ନୀତି ମାମଲା; କେଜରିୱାଲଙ୍କ ବିରୋଧରେ ଚାଲିଥିବା ଶୁଣାଣି ସ୍ଥଗିତ ରଖିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା । ଦିଲ୍ଲୀ ମଦ ଦୁର୍ନୀତି ପ୍ରସଙ୍ଗରେ ଜଡିତ ମନି ଲଣ୍ଡରିଂ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଚାଲିଥିବା ଶୁଣାଣି ସ୍ଥଗିତ ରଖିବାକୁ ଦିଲ୍ଲୀ ହାଇକୋର୍ଟ ମନା…

କଟିଲେ ୫ କୋଟିରୁ ଅଧିକ ଭୂତ ରାସନ୍ ହିତାଧିକାରୀ

ନୂଆଦିଲ୍ଲୀ: ଡିଜିଟାଇଜେସନ୍ ବା ଇ-କେଓ୍ବାଇସି ଭରା ହେବା ପରେ ଅନେକ ଲୋକ ରାସନ୍ କାର୍ଡ ପାଇଁ ଅଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଅଭିଯାନ ଜରିଆରେ ୫ କୋଟି ୮ ଲକ୍ଷ ଭୂତ ହିତାଧିକାରୀ ଠାବ ହୋଇଛନ୍ତି । ଏନେଇ କେନ୍ଦ୍ର ସରକାର ସଫଳ ହୋଇଥିବା ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା…

ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ହାତେଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ହାତେଇଲେ ପ୍ରଧାନମନ୍ତ୍ରୀ ମୋଦି l ଡୋମିନିକାର ରାଷ୍ଟ୍ରପତି ସିଲ୍ଭେନି ବ୍ରୁଟୋନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଏହି ସମ୍ମାନରେ ସମ୍ମାନିତ କରିଛନ୍ତି l ଆଜି ଗୁୟାନାର ଜର୍ଜଟାଉନରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର…

ଆତଙ୍କବାଦୀ ଛାନିଆ: ଏକାଧିକ ସ୍ଥାନରେ ଏନଆଇଏର ଚଢାଉ

ଶ୍ରୀନଗର: ଆତଙ୍କବାଦୀ ଅନୁପ୍ରବେଶ ମାମଲାର ଯାଞ୍ଚ ସଂପର୍କରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୁରୁବାର ଜମ୍ମୁ ଅଞ୍ଚଳର ଏକାଧିକ ସ୍ଥାନରେ ରେଡ କରିଛି। ରେସି, ଉଧମପୁର ଏବଂ ରାମବନ୍ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଛି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି। ଜାମ୍ମୁ କାଶ୍ମୀରରେ…

କ’ଣ ଏହି କୋଲ୍ଡ ମୁନ୍? କେବେ ଓ କେଉଁଠି ନଜର ଆସିବ..

ନୂଆଦିଲ୍ଲୀ: ୨୦୨୪ ବର୍ଷର ଶେଷ ମାସ ଡିସେମ୍ବର ଆରମ୍ଭ ହେବାକୁ ଯାଉଛି । ଏହି ଶେଷ ମାସରେ, ବିଶ୍ୱ ଏକ ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣାର ସାକ୍ଷୀ ହେବ । ଏହି ମାସରେ ବିଶ୍ୱ କୋଲ୍ଡ ମୁନ୍ ବା ଶୀତଳ ଚନ୍ଦ୍ର ଦେଖିବ । ଆପଣ ହୁଏତ ଫୁଲମୁନ୍, ସୁପର ମୁନ୍, ହଣ୍ଟର୍ ମୁନ୍ ଦେଖିଥିବେ, କିନ୍ତୁ କୋଲ୍ଡ…

ଶପଥ ନେଲେ ଦେଶର ନୂତନ ସିଏଜି କେ. ସଞ୍ଜୟ ମୂର୍ତ୍ତି

ନୂଆଦିଲ୍ଲୀ: ଦେଶର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ ରୂପେ ଶପଥ ଗ୍ରହଣ କରିଛନ୍ତି ଶ୍ରୀ କେ. ସଞ୍ଜୟ ମୂର୍ତ୍ତି l ରାଷ୍ଟ୍ରପତି ଭବନ ଗଣତନ୍ତ୍ର ମଣ୍ଡପରେ ଆୟୋଜିତ ଏକ ସମାରୋହରେ ଶ୍ରୀ ମୂର୍ତ୍ତିଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ରାଷ୍ଟ୍ରପତିଙ୍କ ନିକଟରେ ପଦବୀର ଶପଥ…

‘ଓଡିଶାର ସର୍ଦ୍ଦାର ପଟେଲ ଥିଲେ ମହତାବ’

ନୂଆଦିଲ୍ଲୀ: ଆଜି ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ଅବସରରେ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଦିଲ୍ଲୀ ବିଜ୍ଞାନ ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,…

ସାଇବର ଠକେଇ ମାମଲାରେ ବଡ଼ ଆକ୍ସନ: ୧୭ ହଜାର ହ୍ୱାଟସ୍‌ଆପ୍‌ ଆକାଉଣ୍ଟ ବ୍ଲକ୍‌

ନୂଆଦିଲ୍ଲୀ: ଡିଜିଟାଲ ଆରେଷ୍ଟ ଓ ସାଇବର୍‌ ଠକେଇ ମାମଲାରେ ବଡ଼ ଆକ୍ସନ ନେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ଡିଜିଟାଲ ଗିରଫ ଠକେଇ ଉପରେ କଟକଣା ଜାରି କରି ଗୃହ ମନ୍ତ୍ରଣାଳୟ (MHA) ୧୭ ହଜାରରୁ ଅଧିକ ହ୍ୱାଟସ୍ ଆପ୍ ଆକାଉଣ୍ଟକୁ ବ୍ଲକ କରିଛି। ଏହି ସନ୍ଦିଗ୍ଧ ଆକାଉଣ୍ଟଗୁଡିକର ଲିଙ୍କ୍ ଡିଜିଟାଲ୍…

ଏଇଠି ମିଳୁଛି ମାତ୍ର ୯୦ ଟଙ୍କାରେ ଘର, ଜାଣନ୍ତୁ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କୁ ପରାସ୍ତ କରି ବାଜି ମାରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ବିଜୟକୁ ନେଇ ଆମେରିକାର ଅନେକ ଜନତା ବହୁତ ଖୁସି ଥିବା ବେଳେ କିଛି ଲୋକ ଏହାକୁ ଗ୍ରହଣ କରିପାରି ନାହାଁନ୍ତି। ଯେଉଁଥିପାଇଁ ସେମାନେ ଦେଶ…