Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନେଟଫ୍ଲିକ୍ସ, ଜିଓ ସିନେମାକୁ ଟକ୍କର ଦେବ ପ୍ରସାର ଭାରତୀ ‘ଓ୍ବେଭ୍ସ’

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପବ୍ଲିକ୍ ସର୍ଭିସ ବ୍ରୋଡକାଷ୍ଟର ପ୍ରସାର ଭାରତୀ ଏବେ ନିଜସ୍ୱ ଓଟିଟି ପ୍ଲାଟଫର୍ମ ଲଞ୍ଚ୍ କରିଛି । ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ୍, ଜିଓ ସିନେମା ଏବଂ ହଟ୍‌ଷ୍ଟାର ଭଳି ଏବେ ପ୍ରସାର ଭାରତୀ ନିଜର ଓଟିଟି ପ୍ଲାଟଫର୍ମ ‘ଓ୍ବେଭ୍ସ’ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ…

ଆମେରିକାରେ ଗୌତମ ଆଦାନୀଙ୍କୁ ଗିରଫ ୱାରେଣ୍ଟ ଜାରି, କିନ୍ତୁ କାହିଁକି ?

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ଆମେରିକାରେ ଲାଗିଛି ବଡ ଝଟ୍‌କା। ସେ ତାଙ୍କ କମ୍ପାନୀ ନିବେଶକଙ୍କୁ ଧୋକା ଦେଇିଥିବା ଅଭିଯୋଗ ଆସିଛି। ଆମେରିକାରେ ତାଙ୍କ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ପାଇବା ଏବଂ ଏହାକୁ ଲୁଚାଇବା ପାଇଁ ସେ ୨୬୫ ମିଲିୟନ ଡଲାର ବା ୨୨୩୬ କୋଟି ଟଙ୍କା ଲାଞ୍ଚ…

ପୁଣି ଭାରତ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଲା କାନାଡା, ମୋଦି ସରକାରଙ୍କୁ ନେଇ କହିଲା ବଡ଼କଥା..

ନୂଆଦିଲ୍ଲୀ: ନିଜ୍ଜାର ହତ୍ୟାକାଣ୍ଡକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି ।ଏହି ହତ୍ୟାକାଣ୍ଡରେ ଭାରତ ଷଡଯନ୍ତ୍ର କରିଥିବା କାନାଡା ପୁଣି ଥରେ ଅଭିଯୋଗ କରିଛି। କାନାଡାର ଏକ ଖବରକାଗଜ ରିପୋର୍ଟରେ ଲେଖିଛି ଯେ ହାର୍ଦ୍ଦିକ ସିଂ ନିଜ୍ଜାରଙ୍କୁ ହତ୍ୟା ଷଡଯନ୍ତ୍ରରେ ଭାରତର…

ମହାରାଣୀ ଲକ୍ଷ୍ମୀବାଇ ଅଗ୍ନିକାଣ୍ଡ ଘଟଣା, ୧୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଝାନ୍ସୀ: ଝାନ୍ସୀର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣା । ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଘଟଣା ଦିନ ୧୦ଜଣ ଶୀଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଗତ ଦୁଇ ଦିନ ତଳେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଆଜି ସକାଳୁ ଆଉ ୩ ଜଣ ଶୀଶୁଙ୍କ ମୃତ୍ୟୁ ହୋଇଛି ।…

ଗତକାଲି ରାତି ଦିଲ୍ଲୀର ସବୁଠାରୁ ଥଣ୍ଡା ରାତି, ତାପମାତ୍ରା ଥିଲା ଏତିକି…

ନୂଆଦିଲ୍ଲୀ: ଦିଲ୍ଲୀରେ ବିପଜ୍ଜନକ ପ୍ରଦୂଷଣ ସ୍ଥିତି ମଧ୍ୟରେ ଏବେ ଶୀତର ପ୍ରକୋପ ଦେଖିବାକୁ ମିଳିଛି । ଗତକାଲି ରାତିରେ ଦିଲ୍ଲୀରେ ପ୍ରବଳ ଶୀତ ଅନୁଭୁତ ହୋଇଛି । ଯାହାକି ଚଳିତ ବର୍ଷର ପ୍ରଥମ ସବୁଠାରୁ ଶୀତ ରାତି ବୋଲି ଜଣାପଡିଛି । ଗତକାଲି ରାତିରେ ଦିଲ୍ଲୀର ତାପମାତ୍ରା ଖସି ୧୧.୨ ଡିଗ୍ରୀ…

ଦଶମ ଏବଂ ଦ୍ଵାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କଲା ସିବିଏସଇ

ନୂଆଦିଲ୍ଲୀ: ପରୀକ୍ଷା ତାରିଖ ଘୋଷଣା କଲା ସିବିଏସଇ। ୧୦ମ ଏବଂ ଦ୍ବାଦଶ ପରୀକ୍ଷା ତାରିଖ ଘୋଷଣା କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ । ୧୦ମ ଏବଂ ଦ୍ବାଦଶ ପରୀକ୍ଷା-୨୦୨୫ ଆସନ୍ତା ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ। ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ରେ ସରିବ ଦଶମ…

ଏକଜିଟ୍ ପୋଲରେ ଜିତୁଛି କିଏ ?

ନୂଆଦିଲ୍ଲୀ: ସରିଲା ମହାରାଷ୍ଟ୍ର, ଝାଡ଼ଖଣ୍ଡ ନିର୍ବାଚନ। ମହାରାଷ୍ଟ୍ରରେ କାହାର ସରକାର? ମହାୟୁତି ନା ମହାବିକାଶ ଅଘାଡି, କିଏ ଜିତିବ ବାଜି ? କାହାକୁ ବାଛିବେ ଝାଡଖଣ୍ଡ ଜନତା ? ପୁଣି ହେମନ୍ତଙ୍କୁ ଭରସା ନା ଗାଦି କବଜା କରିବ ବିଜେପି ? ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ୍ ବା…

ପ୍ରଦୂଷଣରୁ ବର୍ତ୍ତିବାକୁ ମେଟ୍ରୋ ପାଲଟିଛି ସାହାରା! 

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଗତ ସୋମବାର ତଥା ନଭେମ୍ବର ୧୮ ତାରିଖରେ ୭୮.୬୭ ଲକ୍ଷ ଯାତ୍ରୀ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଥିଲେ ଯାହାକି ଏକ ନୂଆ ରେକର୍ଡ ଥିଲା। ସୂଚନା ଅନୁଯାୟୀ, ପ୍ରଦୂଷଣର ମାତ୍ରା ବୃଦ୍ଧି ପରେ ଲୋକମାନେ ମେଟ୍ରୋରେ ଯାତ୍ରା…

ଏୟାର ଇଣ୍ଡିଆ ବିମାନରେ ମହିଳାଙ୍କ ସହ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଜଣେ ମହିଳା ତାଙ୍କ ସହ-ଯାତ୍ରୀଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି । ଏହି ମାମଲାରେ ପୋଲିସ ୨୩ ବର୍ଷ ବୟସ୍କ ଯୁବକଙ୍କୁ ଗିରଫ କରିଛି। ବୁଧବାର ଅଧିକାରୀମାନେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।…

ମହାରାଷ୍ଟ୍ର ପାଇଁ ମୁମ୍ବାଇ ଗେଟ୍-ଓ୍ବେ

ନୂଆଦିଲ୍ଲୀ: ମୁମ୍ବାଇ ହାତରେ ମହାରାଷ୍ଟ୍ର କ୍ଷମତାର ଚାବି । କିଛି ବର୍ଷ ଧରି ମହାରାଷ୍ଟ୍ରର ଇତିହାସରୁ ସ୍ପଷ୍ଟ, ଯିଏ ମୁମ୍ବାଇ ଜିତିଛି ମହାରାଷ୍ଟ୍ରରେ ସିଏ ଶାସନ କରିଛି । ସେଥିପାଇଁ ମୁମ୍ବାଇରେ ବିଜେପି ଓ ଶିବସେନା ମୁହାଁମୁହିଁ ହୋଇଛନ୍ତି । ମୁମ୍ବାଇରେ ଦୁର୍ବଳ ହେବା ସହ କଂଗ୍ରେସ…