Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାଡି ଆସୁଛି ଭୀଷଣ ବାତ୍ୟା ଦାନା: ଦୁଇ ରାଜ୍ୟରେ ବିମାନ ଉଡ଼ାଣ ବାତିଲ

ଭୁବନେଶ୍ୱର: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା। ଭୀଷଣ ରୂପ ଧାରଣ କରି ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ସାମୁଦ୍ରିକ ଝଡ଼। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ତାହା ଲ୍ୟାଣ୍ଡଫଲ୍‌ କରିବ। ହେଲେ ଲ୍ୟାଣ୍ଡଫଲ୍ ପରେ ଏହାର ଗତିପଥ ସାମାନ୍ୟ ରିକର୍ଭ…

ବାବା ସିଦ୍ଦିକି ହତ୍ୟା ମାମଲାରେ ଆଉ ୩ଜଣଙ୍କୁ ବାନ୍ଧିଲା ପୋଲିସ

ମୁମ୍ବାଇ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ପୋଲିସ ଆଉ ତିନି ଜଣଙ୍କୁ ଗିରଫ କରିଛି। ବୁଧବାର ବିଳମ୍ବିତ ରାତିରେ ପୁଣେରୁ ଏହି ଗିରଫଦାରୀରେ ଗିରଫ ହୋଇଥିବା ମୋଟ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏହି ମାମଲାରେ ପୁଲିସ ପୂର୍ବରୁ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ…

ମେଟା ଓ ଏକ୍ସକୁ ଭାରତ ସରକାରଙ୍କ ଭର୍ସନା, ବୋମା ଧମକ କଲ୍ ମାମଲାର ତଦନ୍ତରେ କରୁନାହାଁନ୍ତି ସହଯୋଗ

ନୂଆଦିଲ୍ଲୀ: ଗତକିଛି ଦିନ ହେବ ଲଗାତାର ବିମାନରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍, ମେଲ୍ ଏବଂ ମେସେଜ୍ ଆସୁଛି। ଯାହାକି ମିଛ ବୋଲି ବି ପ୍ରମାଣିତ ହେଉଛି। ଏନେଇ ନାକେଦମ ହେଲେଣି ସରକାର। ଏପରି କାର୍ଯ୍ୟକୁ ନେଇ ତଦନ୍ତ ମଧ୍ୟ କରାଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ। ଅନ୍ୟପଟେ…

ମୁମ୍ବାଇ ପୋଲିସକୁ ବଡ ସଫଳତା, ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ଭୁବନେଶ୍ଵର: ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଦିଆଯିବା ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମୁମ୍ବାଇ ପୋଲିସ । ଧମକ ଦେଇଥିବା ଅଭିଯୁକ୍ତକୁ ଜମସେଦପୁରରୁ ଗିରଫ କରିଛି ମୁମ୍ବାଇ ପୋଲିସର ଏକ ଟିମ୍ । ଅଭିଯୁକ୍ତ ଜଣଙ୍କ କିଛି ଦିନ ତଳେ ମୁମ୍ବାଇ ଟ୍ରାଫିକ ପୋଲିସ ପାଖକୁ ଏକ ମେସେଜ…

୨୦୫୦ ମସିହାରେ ପହଁଚିଲା ଚୀନ: ହାତ ଦେଖାଇଲେ ହେଉଛି ପେମେଣ୍ଟ

ନୂଆଦିଲ୍ଲୀ: ପ୍ରତିବର୍ଷ ଚୀନ ନୂତନ ଟେକ୍ନୋଲୋଜି ଆଣି ସମଗ୍ର ବିଶ୍ବକୁ ଚକିତ କରିଥାଏ। ଚୀନର ଟେକ୍ନୋଲୋଜି ଆଗରେ ସବୁକିଛି ଫେଲ୍। ବିଶେଷକରି ପେମେଣ୍ଟ ସିଷ୍ଟମ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଚୀନ୍ ବୈଷୟିକ ପ୍ରଗତିରେ ଆଗେଇ ଚାଲିଛି। ନିକଟରେ ଚୀନର ଆଉ ଏକ ନୂତନ ଟେକ୍ନୋଲୋଜି ସୋସିଆଲ ମିଡିଆରେ…

ଦକ୍ଷିଣକୁ ପସନ୍ଦ ନୁହେଁ ଆମେ ଦୁଇ ଆମର ଦୁଇ !

ନୂଆଦିଲ୍ଲୀ: ଦକ୍ଷିଣକୁ ପସନ୍ଦ ନୁହେଁ ଆମେ ଦୁଇ ଆମର ଦୁଇ । ଜନସଂଖ୍ୟାକୁ ନେଇ ଉତ୍ତର ବନାମ ଦକ୍ଷିଣ । କାହିଁକି ଜନସଂଖ୍ୟା ବଢାଇବାକୁ କହୁଛନ୍ତି ସାଉଥ୍ ସିଏମ୍? ଜନସଂଖ୍ୟା ବୃଦ୍ଧି ପଛରେ କଣ ରହିଛି ରାଜନୀତି? ଜନସଂଖ୍ୟାରେ ଚୀନକୁ ଟପିଗଲାଣି ଭାରତ । ହେଲେ ନିୟନ୍ତ୍ରଣ କରିବେ କଣ ଜନସଂଖ୍ୟା…

୨୧ ବାଂଲାଦେଶୀ ନାଗରିକ ଗିରଫ: ବ୍ୟବହାର କରୁଥିଲେ ନକଲି ଆଧାର ଓ ଭୋଟର କାର୍ଡ

ପୁଣେ: ଆତଙ୍କବାଦ ନିରୋଧୀ ଶାଖା ପୁଣେ ଜିଲ୍ଲାର ରଞ୍ଜନଗାଁଓ ଏମଆଇଡିସି କ୍ଷେତ୍ର ନିକଟ କାରେଗାଓଁ ଅଞ୍ଚଳରେ ରହୁଥିବା ୨୧ ବାଂଲାଦେଶୀ ନାଗରିକଙ୍କୁ ବେଆଇନ ଭାବେ ଭାରତରେ ରହିବା ଅଭିଯୋଗରେ ଗିରଫ କରିଛି। ବିଶ୍ୱସନୀୟ ସୂଚନାକୁ ଆଧାର କରି ଏଟିଏସ୍ ଉକ୍ତ ଅଞ୍ଚଳରେ ଚଢାଉ କରିଥିଲା। ଏହି ସମୟରେ ୧୫…

ମୋଦି, ପୁଟିନ ଓ ଜିନପିଙ୍ଗଙ୍କ ଫଟୋ ଭାଇରାଲ, ଆମେରିକା ଚିନ୍ତା… 

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ୩ ମାସରେ ଦୁଇଥର ଋଷକୁ ଆସିଛି। ଯାହା ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ପ୍ରମାଣ। ଋଷର କଜାନରେ…

ଦୁବାଇ ମରୁଭୂମିରେ ଫସିଲେ ମହିଳା, ଓଟ ପଠାଇଲା ଉବେର

ଦୁବାଇ: ଦୁବାଇରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ମରୁଭୂମିରେ ଫସି ରହିଥିବା ଦୁଇଜଣ ମହିଳା କ୍ୟାବ ସର୍ଭିସ ଆପରେ କାର କିମ୍ବା ବାଇକ ନୁହେଁ ଓଟ ଚୟନ କରିଥିଲେ। ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏକ ଭିଡିଓ ଅନୁଯାୟୀ, ଦୁବାଇ-ହାଟା ରୋଡରେ ଥିବା ଅଲ ବାଦାୟରର ମଧ୍ଯ ମରୁଭୂମିରେ ଦୁଇଜଣ…

ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଆଶ୍ବସ୍ତି, ବମ୍ବେ ହାଇକୋର୍ଟ ଦେଲେ ଜାମିନ

ମୁମ୍ବାଇ: ବ୍ୟବସାୟୀ ଜୟା ଶେଟ୍ଟୀଙ୍କ ହତ୍ୟା ମାମଲାରେ ବମ୍ବେ ହାଇକୋର୍ଟ ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଆରମ୍ଭରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଜୟା ଶେଟ୍ଟୀଙ୍କୁ ୪ ମେ ୨୦୦୧ରେ…