Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିର୍ବାଚନ ବେଳେ ଆଇଟିର ବଡ଼ କାର୍ଯ୍ୟାନୁଷ୍ଠାନ, ସୋରେନଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ରେଡ୍

ରାଞ୍ଚି: ଖୁବ୍ ଶୀଘ୍ର ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ଋତୁରେ ଆୟକର ବିଭାଗ ରାଞ୍ଚି ଏବଂ ଜାମସେଦପୁରର ଅନେକ ସ୍ଥାନ ଉପରେ ଚଢାଉ କରିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ପରାମର୍ଶଦାତାଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି। ଆଇଟି…

ସାଲିମାର-ସିକନ୍ଦରାବାଦ ଏକ୍ସପ୍ରେସ୍ ଲାଇନଚ୍ୟୁତ

କୋଲକାତା: ପୁଣି ଦୁର୍ଘଟଣା ହେଲା ଟ୍ରେନ୍ । ଶନିବାର ସକାଳୁ ସାଲିମାର-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଟ୍ରେନ ନମ୍ବର ହେଉଛି ୨୨୮୫୦ । ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ହାଓ୍ୱାଡା ନାଲପୁର ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି । ଏଥିରେ ୧୫ ଜଣ…

ରିଟାୟରମେଣ୍ଟ ପରେ କେଉଁ ପଦବୀକୁ ଯିବେ ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ ?

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କ ସୁପ୍ରିମକୋର୍ଟରେ ଶୁକ୍ରବାର ଥିଲା ଶେଷ କାର୍ଯ୍ୟଦିବସ। ସେ ନଭେମ୍ବର ୧୦ ତାରିଖରେ ରିଟାୟର ହେବେ। ଏଣୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ନିମନ୍ତେ କୋର୍ଟରେ ଆଜି ଏକ ବେଞ୍ଚ ବସିବା ସହ ଲାଇଭ ଷ୍ଟ୍ରିମିଂ ମଧ୍ୟ କରାଯାଇଛି।…

ମହାରାଷ୍ଟ୍ର ନିର୍ବାଚନ: ମହିଳାଙ୍କ ବିରୋଧରେ ଆପତ୍ତିଜନତ ଟିପ୍ପଣୀରେ ସିଇସିଙ୍କ ଚେତାବନୀ

ନୂଆଦିଲ୍ଲୀ: ମହାରାଷ୍ଟ୍ର ନିର୍ବାଚନୀ ପ୍ରଚାରରେ ମହିଳାଙ୍କ ଉପରେ ଅପମାନଜନକ ଟିପ୍ପଣୀକୁ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ନିନ୍ଦା କରିଛନ୍ତି। ଏପରି ଟିପ୍ପଣୀ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସିଇସି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ ରାଜୀବ…

ବିଦାୟୀ ସମ୍ବର୍ଦ୍ଧନା ବେଳେ ଭାବବିହ୍ୱଳ ହେଲେ ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ ରବିବାର ଦିନ ପଦରୁ ଅବସର ନେବେ। କିନ୍ତୁ ଶନିବାର ଏବଂ ରବିବାର କୋର୍ଟ ଛୁଟି ହେବ। ଯାହାଫଳରେ ଆଜି ସୁପ୍ରିମକୋର୍ଟରେ ତାଙ୍କର ଶେଷ କାର୍ଯ୍ୟ ଦିବସ ଥିଲା। ଏପରିକି ଆଜି ତାଙ୍କ ସମ୍ମାନାର୍ଥେ ଏକ ବିଦାୟ ସମାରୋହ ମଧ୍ଯ ଆୟୋଜିତ…

ପୋଷାକ ତିଆରି ପାଇଁ ମହିଳାଙ୍କ ମାପ ନେଇପାରିବେନି ପୁରୁଷ ଟେଲର୍!

ଲକ୍ଷ୍ନୌ: ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଯଦି ମହିଳାମାନେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ମହିଳା ଆୟୋଗରେ ନିଜର ମତ ରଖି ପାରିବେ। ତେଣୁ ମହିଳା ଆୟୋଗ ନିଜେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ମହିଳାଙ୍କ ସୁବିଧା ପାଇଁ ନିୟମ ଓ…

ନେଲପଲିସ ଓ କେଶ କଲର କରିବା ପଡିଲା ମହଙ୍ଗା, ଆତ୍ମହତ୍ୟା କଲେ ଛାତ୍ରୀ

ନୂଆଦିଲ୍ଲୀ: ଦୁନିଆରେ ଅନେକ ଦେଶ ଅଛି ଯେଉଁଠାରେ ମହିଳାମାନଙ୍କ ବିଷୟରେ କଡା ନିୟମ ରହିଛି, କେତେକ ସ୍ଥାନରେ ମହିଳାଙ୍କ ଉଚ୍ଚ ସ୍ୱରରେ କହିବା ଉପରେ ନିଷେଧାଦେଶ ରହିଛି ତ ଆଉ କେତେକ ସ୍ଥାନରେ ସେମାନଙ୍କ ପୋଷାକ ପରିଧାନ ଉପରେ କଡା ନିର୍ଦ୍ଦେଶନାମା ରହିଛି । ଶାସକମାନେ ମହିଳାଙ୍କ କଥା, ପୋଷାକ…

ବସ୍ ଦେଲାନି ଛୁଟି, ଭିଡିଓ କଲରେ ବିବାହ କଲେ ଯୁବକ

ସିମଲା:ଭିଡିଓ କଲ ମାଧ୍ୟମରେ ହିମାଚଳ ପ୍ରଦେଶରର ଏକ ବିବାହ ସମ୍ପନ୍ନ ହୋଇଛି। ସୂଚନା ଅନୁଯାୟୀ, ବର ଅଦନନ୍ ମହମ୍ମଦ ତୁର୍କୀର ଏକ କମ୍ପାନୀରେ କାମ କରନ୍ତି। ହିମାଚଳ ପ୍ରଦେଶ ମଣ୍ଡିର ଜଣେ ଝିଅ ସହିତ ତାଙ୍କର ବିବାହ ସ୍ଥିର ହୋଇଥିଲା, ଯେଉଁଥିପାଇଁ ସେ ଛୁଟି ଆବେଦନ କରିଥିଲେ। କିନ୍ତୁ ତାଙ୍କ…

ଆହୁରି ଶକ୍ତିଶାଳୀ ହେବ ବାୟୁସେନା; ସୁପର ସୁଖୋଇରେ ପରିଣତ ହେବ ସୁ-୩୦ଏମକେଆଇ ଫାଇଟର୍ ଜେଟ୍ 

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତକୁ ଏପରି ଉନ୍ନତ ବିମାନର ଆବଶ୍ୟକତା ରହିଛି, ଯାହା ବାୟୁସେନାର ଶକ୍ତି ବୃଦ୍ଧି କରିପାରିବ । ଏହି ଦିଗରେ, ‘ସୁପର ସୁଖୋଇ’ କାର୍ଯ୍ୟକ୍ରମ ସମସ୍ୟାର ସମାଧାନ ଭାବରେ ଉଭା ହୋଇପାରେ । ଭାରତ ଖୁବ୍ ଶୀଘ୍ର ୮୪ ସୁ-୩୦ଏମକେଆଇ କୁ ଯୁଦ୍ଧ ବିମାନକୁ 'ସୁପର ସୁଖୋଇ' କରିବାକୁ…

ମହାରାଷ୍ଟ୍ରରେ ଅସଲି ବନାମ ନକଲି ଲଢେଇ

ନୂଆଦିଲ୍ଲୀ: କିଏ ଅସଲି କିଏ ନକଲି? କାହାର ଦଳ ଅସଲି ? ଉଦ୍ଧବ ଠାକରେଙ୍କ ଶିବସେନା ନା ଏକନାଥ ସିନ୍ଦେଙ୍କ ଶିବସେନା? ଶରଦ ପାଓ୍ବାରଙ୍କ ଏନସିପି ନା ଅଜିତ ପାଓ୍ବାରଙ୍କ ଏନସିପି? ଅଦାଲତରେ ହେଉ କି ନିର୍ବାଚନ କମିଶନଙ୍କ ପାଖରେ, ଦଳ ପ୍ରକୃତରେ କାହାର, ସେନେଇ ଲଢେଇ ତ ହୋଇଛି । ହେଲେ ଏଥର ବିଚାର…