Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି: ଆଜି ପଡିବ ଭୋଟ

ନୂଆଦିଲ୍ଲୀ: କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି? ପୁଣି କ୍ଷମତାକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ? ନା ବାଜି ମାରିନେବେ ଭାରତୀୟ ବଂଶଦ୍ଭବ କମଲା ହାରିସ। ସେ ନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ । ୫୦ ରାଜ୍ୟରେ ହେବ…

ଉଡାଣ ସମୟରେ ବିମାନରେ ଯାତ୍ରୀଙ୍କ ମୋବାଇଲ ବ୍ୟବହାର ନେଇ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ଇଣ୍ଟରନେଟ୍ ସେବା ବ୍ୟବହାର ସମ୍ପର୍କରେ ବିମାନ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହି ନିର୍ଦ୍ଦେଶାବଳୀରେ ସେ କହିଛନ୍ତି ଯେ, ବିମାନ ଉଡ଼ାଣ ସମୟରେ ଯାତ୍ରୀମାନେ ୩ ହଜାର ମିଟର ଉଚ୍ଚତାରେ ପହଞ୍ଚିବା ପରେ କେବଳ ୱାଇ-ଫାଇ…

ମନ୍ଦିରରେ ଖଲିସ୍ତାନୀ ଆକ୍ରମଣ ଘଟଣା, କାନାଡା ପୋଲିସର ବଡ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କାନାଡାର ଓଣ୍ଟାରିଓ ପ୍ରଦେଶର ବ୍ରାମ୍ପଟନରେ ଥିବା ଏକ ମନ୍ଦିରରେ ହୋଇଥିବା ଆକ୍ରମଣ ଘଟଣା ମାମଲାରେ କାନାଡା ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ପିଲ ଆଞ୍ଚଳିକ ପୋଲିସ ଅଧିକାରୀ ସାର୍ଜେଣ୍ଟ ହରିନ୍ଦର ସୋହିଙ୍କୁ ନିଲମ୍ବିତ କରାଯାଇଛି। ଆକ୍ରମଣ କରିଥିବା…

କାନାଡାରେ ଥିବା ହିନ୍ଦୁ ମନ୍ଦିରରେ ଆକ୍ରମଣ ଘଟଣା: କଡା ନିନ୍ଦା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାନାଡାର ଓଣ୍ଟାରିଓ ପ୍ରଦେଶର ବ୍ରାମ୍ପଟନରେ ଥିବା ଏକ ମନ୍ଦିରରେ ହୋଇଥିବା ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ନିନ୍ଦା କରିଛନ୍ତି। କାନାଡାରେ କାର୍ଯ୍ୟ କରୁଥିବା ଭାରତୀୟ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବା ପାଇଁ ଏହା ଏକ ଚକ୍ରାନ୍ତ । ଏପରି ଆକ୍ରମଣ…

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ବଳାତ୍କାର ମାମଲାରେ ୩ ଗିରଫ

ଭୁବନେଶ୍ୱର: ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ବଳାତ୍କାର ମାମଲାରେ ୩ ଜଣ ଗିରଫ ହୋଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଧିକ ତଦନ୍ତ ପାଇଁ ଦିଲ୍ଲୀ ପୋଲିସକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା ସେ କହିଛନ୍ତି।…

ସାଙ୍ଗକୁ ବାଣ ପେଟି ଉପରେ ବସାଇ ନିଆଁ ଲଗାଇଦେଲେ, ଆଉ ତା’ପରେ.

ବେଙ୍ଗାଲୁରୁ: ଦିପାବଳୀ ଅବସରରେ କିଛି ପିଲାମାନେ ନିଜ ବନ୍ଧୁଙ୍କ ସହ ଏଭଳି ଥଟ୍ଟାମଜା କରିଛନ୍ତି ଯେ ତାଙ୍କର ଜୀବନ ଚାଲିଯାଇଛି। ଏଭଳି ଏକ ଘଟଣା ବେଙ୍ଗାଲୁରୁରେ ଘଟିଛି। ମୃତ ଯୁବକଙ୍କର ବୟସ ୩୨ ବର୍ଷ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଦୀପାବଳି ଅବସରରେ ୩୨ ବର୍ଷୀୟ ଶବାରିଶ ଓ ତାଙ୍କ…

ଓଡ଼ିଶାରେ ହିନ୍ଦୀ ଭାଷାର ପ୍ରସାର ପାଇଁ ୬ଟି ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ନୂଆ ଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ହିନ୍ଦୀ ସମିତିର ୩୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ପ୍ରସ୍ତାବ ରଖିଥିଲେ।…

ଜନସ୍ୱାସ୍ଥ୍ୟ ନୀରିକ୍ଷଣରେ ଉତ୍କୃଷ୍ଟତା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟ୍ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ନୂଆଦିଲ୍ଲୀରେ ଆୟୋଜିତ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିରୀକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସ୍ୱୀକୃତି ଓଡିଶାର ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟର…

ବେହାଲ ଲାହୋର ସ୍ଥିତି, ଏକ୍ୟୁଆଇ ୧୯୦୦ ଟପିବାରୁ ଭାରତକୁ ଦୋଷ ଦେଲା ପାକିସ୍ତାନ

ନୂଆଦିଲ୍ଲୀ: କେବଳ ଭାରତ ନୁହେଁ ଆମ ପଡୋଶୀ ଦେଶ ପାକିସ୍ତାନ  ମଧ୍ୟ ବାୟୁ ପ୍ରଦୂଷଣର ସମ୍ମୁଖୀନ ହୋଇଛି। ପାକିସ୍ତାନର ଲାହୋରର ସ୍ଥିତି ଏତେ ଖରାପ ଯେ ସେଠାକାର ବାୟୁର ଗୁଣବତ୍ତା ୧୯୦୦ରେ ପହଞ୍ଚିଛି। ପଞ୍ଜାବର ବରିଷ୍ଠ ମନ୍ତ୍ରୀ ମରିୟମ ଔରଙ୍ଗଜେବ ଚିନ୍ତା ପ୍ରକଟ କରି ଭାରତକୁ ଦାୟୀ କରି…

ସର୍ଜରୀ ବେଳେ ନାବାଳକଙ୍କ ପେଟରୁ ବାହାରିଲା ୫୬ ଜିନିଷ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସରେ ଜଣେ ୧୫ ବର୍ଷର ବାଳକର ପେଟରୁ ୱାଚ୍ ବ୍ୟାଟେରୀ, ବ୍ଲେଡ୍, ନଖ ସମେତ ୫୬ଟି ଜିନିଷ ବାହାର କରାଯାଇଛି। ପେଟରେ ଯନ୍ତ୍ରଣା ଏବଂ ନିଶ୍ୱାସପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ନବମ ଶ୍ରେଣୀରେ ପଢୁଥିବା ଏହି ବାଳକଟିର ଅସ୍ତ୍ରୋପଚାର କରାଯାଇଥିଲା। ତେବେ…