Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋଦିଙ୍କୁ କଡା ଜବାବ ଦେଲେ ଖଡଗେ; କହିଲେ, ‘ବିଜେପିର ଅର୍ଥ ବିଶ୍ବାସଘାତକତା ଏବଂ ଜୁମଲା’

ନୂଆଦିଲ୍ଲୀ: ଖଡଗେଙ୍କ ଗ୍ୟାରେଣ୍ଟି ବୟାନ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ପରେ ବିଜେପି ଆଉ କଂଗ୍ରେସ ଭିତରେ ତେଜିଛି ବାକ୍ ଯୁଦ୍ଧ । କର୍ଣ୍ଣାଟକ ନିର୍ବାଚନରେ ପ୍ରତିଶ୍ରୁତିକୁ ନେଇ ମୋଦି ତାଙ୍କ ଏକ୍ସ ହ୍ୟାଣ୍ଡେଲରେ କଂଗ୍ରେସକୁ ତାତ୍ସଲ୍ୟ କରି କହିବା ପରେ ଏହାର କଡା ଜବାବ…

ଛୁଆ ସହ ଆତ୍ମହତ୍ଯା କଲେ କ୍ୟାବ ଡ୍ରାଇଭର, ସ୍ତ୍ରୀଙ୍କୁ ଫାଶୀ ଦେବାକୁ… 

ଲକ୍ଷ୍ନୌ: ୟୁପିର ବୁଲନ୍ଦଶହରରେ ଜଣେ କ୍ୟାବ ଡ୍ରାଇଭର ନିଜର ଦୁଇ ଶିଶୁଙ୍କ ସହ ଆତ୍ମହତ୍ଯା ଉଦ୍ୟମ କରିଛନ୍ତି। ସୂଚନା ଅନୁଯାୟୀ, ପତ୍ନୀଙ୍କ ନିର୍ଯାତନା ସହି ନପାରି ଶେଷରେ ନିଜର ଦୁଇ ପିଲାଙ୍କୁ ଧରି ଜୀବନ ହାରି ଦେଇଛନ୍ତି। ୬ମାସ ଧରି ପୁନିତଙ୍କ ପତ୍ନୀ ବାପା ଘରେ ରହିଆସୁଥିଲେ। ଦୀପାବଳି…

ଆଲେକ୍ସା ରକେଟ୍ ଲଞ୍ଚ କର… 

ନୂଆଦିଲ୍ଲୀ: ସାଧାରଣତଃ ଆମେ ଆଲେକ୍ସାକୁ ଯାହା ଆଦେଶ ଦେଉ, ତାହା ସେ ପାଳନ କରିଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଆଲେକ୍ସା ସାହାଯ୍ୟରେ ରକେଟ୍ ଛାଡିଛନ୍ତି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ନିଜ ହାତ…

ଗୋବର୍ଦ୍ଧନ ପୂଜାରେ ଅଜବ ପରମ୍ପରା: ଲୋକଙ୍କ ଉପରେ ଦୌଡନ୍ତି ଗୋମାତା

ଉଜୈନ: ଆମଦେଶରେ ବିଭିନ୍ନ ଧର୍ମର ଲୋକେ ରହିଥିବା ସହ ତାଙ୍କ ମଧ୍ୟରେ ଦେଖିବାକୁ ମିଳେ ଭିନ୍ନ ଭିନ୍ନ ପରମ୍ପରା l ଦୀପାବଳିକୁ ନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ପରମ୍ପରା ଦେଖିବାକୁ ମିଳେ l ସେହିପରି ଅନେକ ସ୍ଥାନରେ ଦୀପାବଳି ପର ଦିନ ପାଳନ କରାଯାଏ ଗୋବର୍ଦ୍ଧନ ପୂଜା l ତେବେ ଉଜୈନ…

ସ୍ପେନରେ ପ୍ରଳୟଙ୍କାରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୨୦୫କୁ ବୃଦ୍ଧି, ଏବେ ବି ଅନେକ ନିଖୋଜ

ନୂଆଦିଲ୍ଲୀ: ସ୍ପେନରେ ତାଣ୍ଡବ ରଚୁଛି ବନ୍ୟା । ଗତ ୫୦ ବର୍ଷ ଭିତରେ ଏହା ସ୍ପେନରେ ସବୁଠୁ ପ୍ରଳୟଙ୍କାରୀ ବଡ ବନ୍ୟା ବୋଲି କୁହାଯାଉଛି । ପୂର୍ବ ସ୍ପେନରେ ତାଣ୍ଡବ ରଛିଥିବା ବଏହି ବନ୍ୟା ଏବେ ଯାଏଷ ୨୦୫ ଜଣଙ୍କର ଜୀବନ ନେଇଥିବା ସୂଚନା ମିଳିଛି । ଏତିସହିତ ବନ୍ୟା ସହ ମାଟି ମାଡି ଆସିବାରୁ…

ପଶ୍ଚିମବଙ୍ଗ: ବାଣ ନିଆଁରେ ୩ ଶିଶୁ ଜଳିଗଲେ

କୋଲକାତା : ପଶ୍ଚିମବଙ୍ଗ ହାଓଡା ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ବାଣ ଫୁଟାଇବା ସମୟରେ ୩  ଶିଶୁଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇଛି।  ନିଆଁ ଏତେ ଭୟଙ୍କର ଥିଲା ଯେ ଗୋଟିଏ ଘରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଖବର ମୁତବକ ଘଟଣା ସ୍ଥଳରେ…

ଆଜିଠୁ ୨ ମାସ ପୂର୍ବରୁ ବୁକିଂ କରିହେବ ଟ୍ରେନ ଟିକେଟ, ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ: ଲାଗୁ ହେଲା ଟ୍ରେନ ଟିକେଟ ଆଡଭାନ୍ସ ରିଜରଭେସନ ବୁକିଂ ନେଇ ନୂଆ ନିୟମ। ଆଜିଠାରୁ ୨ ମାସ ପୂର୍ବରୁ ବୁକିଂ କରିହେବ ଟ୍ରେନ ଟିକେଟ। ପୂର୍ବରୁ ୪ ମାସ ପୂର୍ବରୁ ଟିକେଟ ବୁକିଂ ନିୟମ ଥିଲା। ଏବେ କିନ୍ତୁ ୪ ମାସ ନୁହେଁ ୨ ମାସ ପୂର୍ବରୁ ବୁକିଂ କରିହେବ ଟ୍ରେନ ଟିକେଟ। ଅଗ୍ରୀମ…

କମିଲା ଭାରତ-ଚୀନ ତିକ୍ତତା: ପୂର୍ବ ଲଦାଖରେ ଡେମଚୋକ ସେକ୍ଟରରେ ଭାରତୀୟ ସେନାର ପାଟ୍ରୋଲିଂ ଆରମ୍ଭ

ଲଦାଖ: ଚୀନ୍ ସହ ତିକ୍ତତା କମିଯିବା ପରେ ଭାରତୀୟ ସେନା ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ପାଟ୍ରୋଲିଂ ଆରମ୍ଭ କରିଛନ୍ତି। ଖୁବ ଶୀଘ୍ର ଦେପସାଙ୍ଗ ସେକ୍ଟରରେ ପାଟ୍ରୋଲିଂ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହି ସୂଚନା ଦେଇଛି ଭାରତୀୟ ସେନା । ୨୦୨୦ ମସିହାରେ ଗଲୱାନ ଘାଟିରେ ସଂଘର୍ଷ ପରେ ପୂର୍ବ…

ମନ୍ଦିରରେ ଲମ୍ବା ଲାଇନରୁ ମିଳିବ ମୁକ୍ତି; କ୍ୟୁଆର କୋଡ ସ୍କାନ କଲେ ବାହାରିବ ପ୍ରସାଦ

ଉଜ୍ଜୈନ: ମଧ୍ୟପ୍ରଦେଶର ଉଜ୍ଜୈନ ସ୍ଥିତ ମହାକାଳେଶ୍ୱର ମନ୍ଦିରରେ ଏପରି ସୁବିଧା ହେବାକୁ ଯାଉଛି ସ୍ବଂୟଚାଳିତ ଭେଣ୍ଡିଂ ମେସିନରୁ ବାହାରିବ ପ୍ରସାଦ । ଆଉ ପ୍ରସାଦ ପାଇଁ ଦୀର୍ଘ ସମୟ ଧରି ଲମ୍ବା ଲାଇନ୍ ରେ ଠିଆ ହେବାକୁ ପଡିବନି । ମନ୍ଦିରରେ ଏଟିଏମ୍ ପରି ମେସିନ୍ ଲଗାଯାଉଛି । କେବଳ କ୍ୟୁଆର କୋଡ…

ପ୍ରସିଦ୍ଧ ଅର୍ଥନୀତିଜ୍ଞ ବିବେକ ଦେବରୟଙ୍କ ଦେହାନ୍ତ, ଥିଲେ ମୋଦିଙ୍କ ଚାଣକ୍ୟ

ନୂଆଦିଲ୍ଲୀ: ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ ବିବେକ ଦେବରୟଙ୍କ ଦେହାନ୍ତ ହୋଇଛି। ତାଙ୍କର ଦେହାନ୍ତ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଦେବରୟ ରାମକୃଷ୍ଣ ମିଶନ ବିଦ୍ୟାଳୟ (ନରେନ୍ଦ୍ରପୁର), ପ୍ରେସିଡେନ୍ସି କଲେଜ…