Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଣିକି ହ୍ବାଟସଆପରେ ମିଳିବ ଟ୍ରାଫିକ ଚାଲାଣର ସମସ୍ତ ଅପଡେଟ

ନୂଆଦିଲ୍ଲୀ: ଟ୍ରାଫିକ୍ ଚାଲାଣ କାଟିବା ବା ଅପଡେଟ ଜାଣିବା ଏବେ ହେବ ଆହୁରି ସହଜ l ଏବେ ହ୍ବାଟସଆପ୍ ଜରିଆରେ ଆପଣଙ୍କ ଚାଲାଣର ସମସ୍ତ ସୂଚନା ଜାଣିପାରିବେ l କେବଳ ଏତିକି ନୁହେଁ, ହ୍ବାଟସଆପ୍ ମାଧ୍ୟମରେ ଆପଣ ପେମେଣ୍ଟ ମଧ୍ୟ କରିପାରିବେ। ଖୁବଶୀଘ୍ର ମିଳିବ ଏହି ସୁବିଧା l ରାଜଧାନୀ ଦିଲ୍ଲୀର…

ତିରୁମାଲା ମନ୍ଦିରରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତି ହିନ୍ଦୁ ହେବା ଉଚିତ: ଟିଟିଡି ବୋର୍ଡର ନୂତନ ଅଧ୍ୟକ୍ଷ

ହାଇଦ୍ରାବାଦ: ବିଶ୍ୱ ପ୍ରସିଦ୍ଧ ପ୍ରସାଦମ୍ ତଥା ଲଡୁରେ ପଶୁ ଚର୍ବି ମିଶ୍ରିତ ହେବା ନେଇ ବିବାଦ ପରେ ତିରୁମାଲା ତିରୁପତି ଦେବସ୍ତାନମ୍ (ଟିଟିଡି) ବୋର୍ଡର ନୂତନ ନିଯୁକ୍ତ ଚେୟାରମ୍ୟାନ୍ ବିଆର ନାଇଡୁ ଗୁରୁବାର କହିଛନ୍ତି ଯେ ପ୍ରଭୁ ଭେଙ୍କଟେଶ୍ୱରଙ୍କ ବାସସ୍ଥାନ ତିରୁମାଲାରେ କାର୍ଯ୍ୟ କରୁଥିବା…

ବାତିଲ୍ ହେଲା ସ୍ନାନଯାତ୍ରା: ରଥଯାତ୍ରା?, ଚେତାବନୀ ଦେଲାଣି କଳିଙ୍ଗ ସେନା

ନୂଆଦିଲ୍ଲୀ: ପୁଣି ଅଦିନରେ ରଥଯାତ୍ରା ଆୟୋଜନ କରି ଚର୍ଚ୍ଚାକୁ ଆସିଛି ଇସ୍କନ । ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନ ଅପଚେଷ୍ଟା କରୁଥିବା ବେଳେ ଏହାକୁ ନେଇ ଚାରିଆଡୁ ସୃଷ୍ଟି ହୋଇଛି ବିରୋଧର ସ୍ବର । ଅଦିନରେ ଆମେରିକାର ହ୍ୟୁଷ୍ଟନରେ ନଭେମ୍ବର ୩ ତାରିଖରେ…

୫ ବର୍ଷରେ ହେମନ୍ତଙ୍କ ବୟସ ବଢ଼ିଯାଇଛି ୭ ବର୍ଷ

ରାଞ୍ଚି: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଚାଲିଛି ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାରହେତ ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ହେମନ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ଆଫିଡେଭିଟ୍ ବା ସତ୍ୟପାଠ ଅନୁଯାୟୀ ତାଙ୍କ ବୟସ ପାଞ୍ଚ ବର୍ଷ ମଧ୍ୟରେ ସାତ ବର୍ଷ ବୃଦ୍ଧି ପାଇଛି। ୨୦୧୯ରେ,…

ଜାଣନ୍ତୁ….ଏହି ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ବର: ଆଜିଠୁ ନଭେମ୍ବର ମାସ ଆରମ୍ଭ ହେଉଥିବା ବେଳେ ଏହି ମାସରେ ମୋଟ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ । ନଭେମ୍ବର ୨୦୨୪ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏନେଇ ତାର ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି। ଏହି ମାସରେ ଉଭୟ ସରକାରୀ ତଥା ଆଞ୍ଚଳିକ ଛୁଟିଦିନକୁ ଅନ୍ତର୍ଭୁକ୍ତ…

ରାଷ୍ଟ୍ରପତି ଭବନରେ ଝଲସୁଛି ସୂର୍ଯ୍ୟ ମନ୍ଦିରର ନିଦର୍ଶନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଝଲସୁଛି ଓଡିଶାର ସୂର୍ଯ୍ୟ ମନ୍ଦିରର ନିଦର୍ଶନ । ରାଷ୍ଟ୍ରପତି ଭବନ ସ୍ଥିତ ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ ବାଲୁକା ପଥରରେ ନିର୍ମିତ କୋଣାର୍କ ଚକର ୪ଟି ପ୍ରତିକୃତି ସ୍ଥାପନ କରାଯାଇଛି। ପର୍ଯ୍ୟଟକଙ୍କ ମଧ୍ୟରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ ଓ…

ମାସ ଆରମ୍ଭରୁ ମହଙ୍ଗା ମାଡ; ଟ୍ରେନ୍ ଟିକଟ ଠାରୁ ଆରମ୍ଭ କରି ୟୁପିଆଇ, ବଦଳୁଛି ଏହି ୭ ନିୟମ…..

ନୂଆଦିଲ୍ଲୀ: ପ୍ରତିମାସ ଭଳି ଏହି ମାସ ଆରମ୍ଭରୁ ବି କିଛିଟା କ୍ଷେତ୍ରରେ ବିଭିନ୍ନ ନିୟମ ପରିବର୍ତ୍ତନ ହୋବୁ ଯାଉଛି । ଯାହାର ସିଧା ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡିବାକୁ ଯାଉଛି । ଆଜିଠୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବଢିଥିବା ବେଳେ ଟ୍ରେନ୍ ଟିକେଟ ବୁକିଂ ନିୟମ, କ୍ରେଡିଟ କାର୍ଡ,…

ସରକାର ଆଣିବେ ସ୍କାମ ବିରୋଧୀ ଯୋଜନା, ଡିସେମ୍ବରରୁ ମୋବାଇଲକୁ ଆସିବ ନାହିଁ ଅଯଥା ମେସେଜ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କମ୍ପ୍ୟୁଟର ଅପରାଧ ବୃଦ୍ଧି ପାଇବାରେ ଲାଗିଛି ଏବଂ ଠକେଇ ଯୋଜନା ପଛରେ ଥିବା ବ୍ୟକ୍ତିମାନେ ନିରୀହ ନାଗରିକଙ୍କୁ ଠକିବା ପାଇଁ ବହୁତ ପଦ୍ଧତି ଅବଲମ୍ବନ କରୁଛନ୍ତି। ଏଥିପାଇଁ ସରକାର ଏଭଳି ସ୍କାମ ବିରୋଧରେ ଲଢିବାକୁ ନୂଆ ଯୋଜନା ଆଣୁଛନ୍ତି। ଟେଲିକମ୍ ରେଗୁଲେଟୋରୀ…

ଗ୍ରାହକଙ୍କୁ ପୁଣି ମହାଙ୍ଗା ମାଡ଼: ବଢ଼ିଲା ଏଲ୍‌ପିଜି ଦର

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଝଟ୍‌କା। ଗ୍ରାହକଙ୍କୁ ପୁଣି ମହାଙ୍ଗା ମାଡ଼। ପୁଣି ବଢ଼ିଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦର। କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦରରେ ବୃଦ୍ଧି ପାଇଛି। ସିଲିଣ୍ଡର ପିଛା ୬୨ ଟଙ୍କା ବଢ଼ିଛି। ଆଜିଠୁ ଏହି ନୂଆ ଦର ଲାଗୁ ହେବ । ଦିଲ୍ଲୀରେ ୧୯ କେଜି ଗ୍ୟାସ୍‌…

ଅଣନିଶ୍ବାସୀ ଦିଲ୍ଲୀ: ଏୟାର କ୍ବାଲିଟି ଇଣ୍ଡେକ୍ସ ସୂଚକାଙ୍କ ୪୦୦ ପାର୍

ନୂଆଦିଲ୍ଲୀ: ଦୀପାବଳିରେ ଅଣନିଶ୍ବାସୀ ହୋଇପଡ଼ିଛି ଦିଲ୍ଲୀ । ଦିଲ୍ଲୀ-ଏନସିଆର୍ ଆକାଶ ଧୂଆଁ ଧୂଆଁ ହୋଇଯାଇଛି । ବାୟୁର ଗୁଣବତା ବିପଦଜନକ ସ୍ତରକୁ ଖସିଯାଇଛି । ଲୋକଙ୍କ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ସୃଷ୍ଟି ହୋଇଛି । ଆଜି ଦିଲ୍ଲୀ ଏୟାର କ୍ବାଲିଟି ଇଣ୍ଡେକ୍ସ ସୂଚକାଙ୍କ ୪୦୦ ପାର୍ କରିଛି ।…