Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଯୋଧ୍ୟାର ମାଙ୍କଡ଼ଙ୍କ ପାଇଁ ୧ କୋଟି ଦେଲେ ଅକ୍ଷୟ କୁମାର

ଅଯୋଧ୍ୟା: ଭଗବାନ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଦୀପାବଳି ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଦୀପାବଳି ଦିନ ଏଠାରେ ଲକ୍ଷ ଲକ୍ଷ ଦୀପ ଜଳାଯାଏ। ତେବେ ଏହାରି ମଧ୍ଯରେ ଏଠାରେ ଥିବା ମାଙ୍କଡ ମାନଙ୍କ ପାଇଁ ଅକ୍ଷୟ କୁମାର ୧ କୋଟି ଟଙ୍କା ଦାନ କରିଛନ୍ତି। ଅଯୋଧ୍ୟାରେ ହଜାର ହଜାର…

ଏଥର ହେବ ଡିଜିଟାଲ ଜନଗଣନା, ଜାଣନ୍ତୁ କିପରି ହେବ ଏହା

ଭୁବନେଶ୍ୱର: ଆସନ୍ତା ବର୍ଷ ଅର୍ଥାତ 2025ରେ ହେବ ଜଣ ଗଣନା l କେନ୍ଦ୍ର ସରକାର ଏଥର ଡିଜିଟାଲ ଜନଗଣନା କରିବାକୁ ଯାଉଛନ୍ତି। ଏହି ଜନଗଣନା 2011 ମସିହାରେ ହୋଇଥିବା ଜନଗଣନାଠାରୁ ଭିନ୍ନ ହେବ l ବାସ୍ତବରେ, 2011 ରେ ହୋଇଥିବା ଜନଗଣନାରେ ଜନଗଣନା ଅଧିକାରୀମାନେ ଲୋକଙ୍କ ଘର ପରିଦର୍ଶନ କରି ପରିବାର…

ଥାଲାପତିଙ୍କ ରେକର୍ଡ ଭାଙ୍ଗିଲେ ଅଲ୍ଲୁ, ବନିଲେ ଦେଶର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା

ଚେନ୍ନାଇ: ଅଲ୍ଲୁ ଅର୍ଜୁନ ଏବେ ନିଜର ଅପକମିଂ ଫିଲ୍ମ 'ପୁଷ୍ପା ୨' ରିଲିଜର ଅପେକ୍ଷାରେ ଅଛନ୍ତି। ଏହି ଫିଲ୍ମ ଡିସେମ୍ବର ୫ରେ ସିନେମା ହଲକୁ ଆସିବ। ଏହା ହିନ୍ଦୀ ସମେତ ୬ଟି ଭାଷାରେ ମୁକ୍ତିଲାଭ କରିବ। ଏକ ରିପୋର୍ଟ ଅନୁଯାୟୀ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଲ୍ଲୁ ଅର୍ଜୁନ ପୁଷ୍ପା…

ସଲମାନଙ୍କୁ ପୁଣି ହତ୍ଯା ଧମକ; ୨ କୋଟି ଦିଅ, ନଚେତ୍… 

ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ଯା ଧମକ ମିଳିଛି। ଧମକ ଅଭିନେତା 2 କୋଟି ଟଙ୍କା ମୁକ୍ତି ଦାବି କରିଛନ୍ତି। ଧମକ ଦେଇଥିବା ବ୍ୟକ୍ତି ମୁମ୍ବାଇ ପୋଲିସକୁ ଏକ ମେସେଜ ପଠାଇଥିବା ବେଳେ ଅଭିନେତାଙ୍କ ଠାରୁ ୨କୋଟି ଟଙ୍କା ଦାବି କରିଛି। ପୋଲିସର ସୂଚନା ଅନୁଯାୟୀ, ଯଦି ୨ କୋଟି…

ଇସ୍ରାଏଲ ହେବ ଧ୍ଵଂସ, ଇରାନ ଛାଡ଼ିବ ୪ ହଜାର ମିଶାଇଲ!

ତେହେରାନ/ଜେରୁଜେଲମ୍: ଜଳୁଛି ମଧ୍ୟ ପ୍ରାଚ୍ୟ। ଥମୁନି ଇସ୍ରାଏଲ-ଗାଜା ଲଢେଇ। ଏହାରି ଭିତରେ ଖବର ଆସିଛି ଯେ ଇରାନ ଇସ୍ରାଏଲ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିବାକୁ ଯାଉଛି। ଆମେରିକା ଦ୍ୱାରା ହସ୍ତଗତ ହୋଇଥିବା ନୂତନ ସୂଚନାକୁ ଦୃଷ୍ଟିରେ ରଖି ଆଜି ରାତିରେ ଇରାନ ଇସ୍ରାଏଲ ଉପରେ ୪୦୦୦…

ସାଇବର ଠକେଇର ଶିକାର ହେଲେ ଓଡ଼ିଆ ଆଇପିଏସ

ପ୍ରୟାଗରାଜ: ସାଇବର ଠକେଇର ଶିକାର ହେଲେ ଉତ୍ତରପ୍ରଦେଶର ପୂର୍ବତନ ଆଇଜି ତଥା ନିଜକୁ 'ଦ୍ୱିତୀୟ ରାଧା' କହୁଥିବା ଅବସର ପ୍ରାପ୍ତ ଆଇପିଏସ ଡି.କେ ପଣ୍ଡା । କୃଷ୍ଣଙ୍କ ଦ୍ଵିତୀୟ ରାଧା ଭାବରେ ଚର୍ଚ୍ଚାରେ ଥିବା ଦେବେନ୍ଦ୍ର କିଶୋର ପଣ୍ଡାଙ୍କ ଠାରୁ ୩୮୧ କୋଟି ଟଙ୍କା ଥକି ନେଇଗଲେ ସାଇବର ଠକ l…

କାନାଡା ପରେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ ଆମେରିକା !

ନୂଆଦିଲ୍ଲୀ: ଶିଖ ବିଚ୍ଛିନ୍ନତାବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି। ଏ ସମ୍ପର୍କରେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଛି। ଏହି ସମୟରେ ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ…

ପୁଣି ଲଜ୍ୟା: ରୋଗୀଙ୍କୁ ଟ୍ରାଙ୍କୁଲାଇଜ କରାଇ ଦୁଷ୍କର୍ମ କଲେ ଡାକ୍ତର

କୋଲକାତା: ଆର୍.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ମନରୁ ନଲିଭୁଣୁ ପୁଣି ସମାନ ଏକ ଘଟଣା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ହସନାବାଦରେ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛ।…

ଟାଇଗର ରିଜର୍ଭରୁ ୪ ଦନ୍ତାଙ୍କ ମୃତଦେହ ଠାବ, ୫ ହାତୀ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶର ବାନ୍ଧବଗଡ଼ ଟାଇଗର ରିଜର୍ଭରେ ୪ ଦନ୍ତା ହାତୀଙ୍କର ମୃତଦେହ ଠାବ ହୋଇଛି। ସେହିପରି ୫ ହାତୀ ଗୁରୁତର ହୋଇଥିବା ସୂଚନା ରହିଛି। ୧୩ ଟିକିଆ ହାତୀ ପଲରେ ସାମିଲ ଥିବା ଏହି ୪ ହାତୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ କେତେକ ହାତୀଙ୍କର ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି। ଖବର…

ଅଯୋଧ୍ୟା ଫେରିଛନ୍ତି ପ୍ରଭୁ ଶ୍ରୀ ରାମ, ଦୀର୍ଘ ୫୦୦ ବର୍ଷ ପରେ ହେବ ପ୍ରଥମ ଦୀପାବଳି

ଅଯୋଧ୍ୟା: ଦେଶ ବାସୀଙ୍କ ପାଇଁ ଚଳିତ ବର୍ଷର ଦୀପାବଳି ବହୁତ ଖାସ୍ । କାରଣ ଦୀର୍ଘ ୫୦୦ ବର୍ଷ ପରେ ବନବାସ ସାରି ଅଯୋଧ୍ୟା ଫେରିଛନ୍ତି ପ୍ରଭୁ ଶ୍ରୀ ରାମ । ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ କରି ଦୀପାବଳି ଉତ୍ସବ ପାଳନ କରାଯିବ। ଆଉ ସେଥିପାଇଁ ଚଳଚଞ୍ଚଳ…