Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡ୍ରୋନ୍ ଚୁକ୍ତି ଏବଂ ସେମିକଣ୍ଡକ୍ଟର ପ୍ଲାଣ୍ଟ ଜରିଆରେ ଆହୁରି ମଜବୁତ ହେଲା ଆମେରିକା-ଭାରତ ସମ୍ପର୍କ

ଓ୍ୱାଶିଂଟନ: ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ପ୍ରତିରକ୍ଷା ଭାଗିଦାରୀ ଉପରେ ଆଲୋଚନା କରିବା ସହ ଡ୍ରୋନ କିଣିବା ଏବଂ ମିଳିତ ସାମରିକ ଅଭ୍ୟାସ ଉପରେ ଦୁଇ ଦେଶ ବିଶେଷ…

ପଶ୍ଚିମବଙ୍ଗରେ ଶାସକ ଦଳ ଟିଏମସି ପ୍ରତି ‘ମମତା’ ଦେଖାଇଲା କଂଗ୍ରେସ!

କୋଲକାତା: ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି ଶୁଭଙ୍କର ସରକାର ହୋଇଛନ୍ତି। ଆଉ ଦାୟିତ୍ୱ ନେଉ ନେଉ ଶାସକ ଦଳ ଟିଏମସିକୁ ଦେଇଛନ୍ତି ବଡ଼ ବାର୍ତ୍ତା। ମେଣ୍ଟ ପାଇଁ ସହଯୋଗୀ ଦଳମାନଙ୍କ ପାଇଁ ଦ୍ୱାର ଖୋଲା ରଖିବେ ବୋଲି ସେ କହିଛନ୍ତି। ଯାହା ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ…

ମଞ୍ଚ ଉପରେ ମୋଦିଙ୍କ ନାମ ଭୁଲିଗଲେ ବିଡେନ, ଆଉ ତା’ ପରେ…

ନୂଆଦିଲ୍ଲୀ: ମଞ୍ଚ ଉପରେ ମୋଦିଙ୍କ ନାମ ଭୁଲିଗଲେ ବାଇଡେନ।ଶନିବାର ଡେଲାୱେରରେ ଅନୁଷ୍ଠିତ କ୍ୱାଡ ସମ୍ମିଳନୀ ପରେ ଏକ କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମକୁ ମନେ ପକାଇ ପାରିନାହାଁନ୍ତି। ଏହି ସମୟରେ ପିଏମ ମୋଦୀ, ଅଷ୍ଟ୍ରେଲୀୟ…

ଗ୍ୟାସ ସିଲିଣ୍ଡର ପରେ ଟ୍ରାକରୁ ମିଳିଲା ଡିଟୋନେଟର, ଅଳ୍ପକେ ବର୍ତ୍ତିଲେ ଯବାନ

ଭୋପାଳ: ଗ୍ୟାସ ସିଲିଣ୍ଡର ପରେ ଟ୍ରାକରୁ ମିଳିଲା ଡିଟୋନେଟର।ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାର ସାଗଫା ରେଲୱେ ଷ୍ଟେସନ ନିକଟରେ ବୋମା ବିସ୍ଫୋରଣ କରି ଟ୍ରେନକୁ ଉଡାଇବାକୁ ଷଡଯନ୍ତ୍ର କରାଯାଇଥିଲା। ଜାମ୍ମୁ କାଶ୍ମୀରରୁ କର୍ଣ୍ଣାଟକ ଯାଉଥିବା ଏହି ଟ୍ରେନରେ ସେନାର ଯବାନ ମାନେ ଥିବା ନେଇ…

କ୍ୱାଡ୍ ମଂଚରୁ ଚୀନକୁ ମୋଦିଙ୍କ କଡା ସନ୍ଦେଶ

ନୂଆଦିଲ୍ଲୀ: ଆମେରିକାରେ ଆୟୋଜିତ କ୍ୱାଡ୍ ବୈଠକରେ ଚୀନ୍‌ର ବିସ୍ତାରବାଦୀ ନୀତିକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାଁ ନ ନେଇ ଚୀନକୁ ଦେଇଛନ୍ତି ଦୃଢ ସନ୍ଦେଶ । ରାଷ୍ଟ୍ରପତି ଜୋ ବାଇଡେନଙ୍କ ହୋମ ଟାଉନ ୱିଲମିଙ୍ଗଟନରେ ଆୟୋଜିତ କ୍ୱାଡ୍ ସମ୍ମିଳନୀରେ ଉଦବୋଧନ ଦେଇ…

ଆମେରିକା ଫେରାଇବ ଭାରତରୁ ଚୋରା ଚାଲାଣ ହୋଇଥିବା ପ୍ରାଚୀନ ମୂଲ୍ଯବାନ ସାମଗ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ସେ କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ସହ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ସହିତ ମଧ୍ଯ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ବିଶେଷ ଉପହାର ଦେଇଛି…

ଫ୍ରିଜରୁ ମିଳିଲା ମହିଳାଙ୍କ ଶରୀରର ୩୦ ଖଣ୍ଡ ଅଂଶ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା। କେହି ମହିଳାଙ୍କ ଶରୀରକୁ ୩୦ ଖଣ୍ଡ କରି ଫ୍ରିଜରେ ଭର୍ତ୍ତି କରିଦେଇଥିବା ଜଣାପଡିଛି। ମହିଳାଙ୍କୁ ଚାରିରୁ ପାଞ୍ଚ ଦିନ ତଳେ ହତ୍ଯା କରାଯାଇଥିବା କୁହାଯାଉଛି। ବର୍ତ୍ତମାନ ପୋଲିସ ଘଟଣାର ଛାନଭିନ କରୁଥିବା ବେଳେ ଏହି ଘଟଣାର…

ନ୍ୟୁୟର୍କରେ ମୋଦି: ପ୍ରଧାନମନ୍ତ୍ରୀଙ୍କୁ ଭେଟି ଉଲ୍ଲାସିତ ହେଲେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ଆମେରିକାର ୱିଲମିଙ୍ଗଟନରେ ଆୟୋଜିତ କ୍ୱାଡ୍‌ ସମ୍ମିଳନୀରେ ଯୋଗ ଦେବା ଲାଗି ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାରି ଭିତରେ ଶନିବାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି ତାଙ୍କ ହୋମ୍ ଟାଉନ୍ ୱିଲିଂଟନ୍ ଡେଲାୱେରରେ ପହଞ୍ଚିଛନ୍ତି ମୋଦି । ଏହାପରେ…

ଲେବାନନ ଛାଡିବାକୁ ନାଗରିକଙ୍କୁ କହିଲେ ଆମେରିକା ସମେତ ଅନ୍ୟ ଦେଶ

ନୂଆଦିଲ୍ଲୀ: ଇସ୍ରାଏଲ ଓ ଲେବାନନ ମଧ୍ୟରେ ସଂଘର୍ଷ ତୀବ୍ର ହେବାରେ ଲାଗିଛି । ରବିବାର ଆମେରିକା, ଫ୍ରାନ୍ସ, କାନାଡା ଓ ବ୍ରିଟେନ ତାଙ୍କ ନାଗରିକଙ୍କୁ ଲେବାନନ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲେବାନନରେ କିଛି ବଡ ହେବାକୁ ଯାଉଛି । ବିମାନ ସେବା ଉପଲବ୍ଧ ହେବା ପର୍ଯ୍ୟନ୍ତ ତୁରନ୍ତ ସ୍ଥ୍‌ାନ…

ଭେଟଘାଟରେ ମୋଦିଙ୍କ ଆକର୍ଷଣୀୟ ଉପହାର, ଖୁସି ହୋଇଗଲେ ବାଇଡେନ୍

ନୂଆଦିଲ୍ଲୀ: ଆମେରିକାର ୱିଲମିଙ୍ଗଟନରେ ଆୟୋଜିତ କ୍ୱାଡ୍‌ ସମ୍ମିଳନୀରେ ଯୋଗ ଦେବା ଲାଗି ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାରି ଭିତରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି ମୋଦି । ଶନିବାର ବାଇଡେନଙ୍କ ହୋମ୍ ଟାଉନ୍ ୱିଲିଂଟନ୍ ଡେଲାୱେରରେ ପହଞ୍ଚିବା ପରେ…