Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିମାନ ବନ୍ଦରରେ କଙ୍ଗନା ରାଣାୱତଙ୍କୁ ଚାପୁଡା ମାରିଲେ ସିଆଇଏସଏଫ ଗାର୍ଡ

ଚଣ୍ଡିଗଡ଼: ବଲିଉଡ ଅଭିନେତ୍ରୀ ତଥା ମଣ୍ଡିର ବିଜେପି ସାସଂଦ କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଆଇଏସଏଫ ଗାର୍ଡ ଚାପୁଡ଼ା ମାରିଛନ୍ତି । ଚାପୁଡ଼ା ମାରିଥିବା ଗାର୍ଡଙ୍କ ନାଁ ହେଉଛି କୁଲବିନ୍ଦର କୌର । ଏନେଇ କଙ୍ଗନା ଉକ୍ତ ଗାର୍ଡଙ୍କ ବିରୋଧରେ ଅଭିଯୋଗ ଆଣି ତୁରନ୍ତ କଠୋର…

‘ସ୍ୱାର୍ଥୀ’ କହି ଅଯୋଧ୍ୟା ବାସୀଙ୍କ ଉପରେ ବର୍ଷିଲେ ରାମୟାଣର ଲକ୍ଷ୍ମଣ

ଅଯୋଧ୍ୟା: ଅଯୋଧ୍ୟା ଭୋଟରଙ୍କ ଉପରେ ବର୍ଷିଛନ୍ତି ଲୋକପ୍ରିୟ ଅଭିନେତା ସୁନିଲ ଲେହରି । ୨୦୨୪ ସାଂସଦ ନିର୍ବାଚନରେ ବିଜେପିକୁ ଭୋଟ୍ ନଦେଇ ଲୋକେ ସମାଜବାଦୀ ପାର୍ଟି ପ୍ରାର୍ଥୀକୁ ଜିତେଇଥିବାରୁ ସୁନୀଲ୍ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କହିଲେ ‘ବିଜେପି ସହିତ ବିଶ୍ୱାସଘାତକତା କରିଛନ୍ତି…

ବାର୍ଡ ଫ୍ଲୁ ସଂକ୍ରମଣରେ ଗଲା ବିଶ୍ବର ପ୍ରଥମ ଜୀବନ

ନୂଆଦିଲ୍ଲୀ: ବାର୍ଡ ଫ୍ଲୁରେ ଗଲା ପ୍ରଥମ ଜୀବନ । ମେକ୍ସିକୋର ଜଣେ ବ୍ୟକ୍ତିଙ୍କର ବାର୍ଡ ଫ୍ଲୁ ସଂକ୍ରମଣରେ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ । ମିଳିଥିବା ସୂଚନା ଅନୁସାରେ, ମୃତ ବ୍ୟକ୍ତିଙ୍କର ପୂର୍ବରୁ ଏକାଧିକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା…

ମହାରାଷ୍ଟ୍ରର ଯେଉଁ ସବୁ ସ୍ଥାନରେ ମୋଦି ପ୍ରଚାର କରିଥିଲେ ସେହି ସ୍ଥାନଗୁଡ଼ିକରେ ବିଜେପି ହାରିଛି

ମୁମ୍ବାଇ: ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏକୁ ବହୁମତ ମିଳିଥିବାବେଳେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ନେଇ ସ୍ଥିର ହୋଇସାରିଛି । ଗତ ଦୁଇଟି ନିର୍ବାଚନରେ ବିଜେପି ନିଜ ବଳରେ ବହୁମତ ହାସଲ କରିଥିଲା । ହେଲେ ଏଥର କିନ୍ତୁ ନିଜ ବଳରେ ଜିତିବାରେ ବିଫଳ ହୋଇଛି ଦଳ । ତେବେ…

ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ

ନୂଆଦିଲ୍ଲୀ:ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି। ଚଳିତ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ଜୁନ୍ ମୋଦି ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଘୋଷଣା ହୋଇଥିଲା । କିନ୍ତୁ ସେ ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ…

ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ ଯାଦବ

ନୂଆଦିଲ୍ଲୀ: ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ ଯାଦବ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଖିଳେଶ ଯାଦବ ଉତ୍ତରପ୍ରଦେଶ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେବେ। ଲୋକସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ ଯାଦବ। ଅଖିଳେଶ କରହଲ ଆସନରୁ…

ରାଜସ୍ଥାନରେ ବସୁନ୍ଧରାଙ୍କୁ ବିଜେପିର ଅଣଦେଖା, ବିରୋଧୀ କଂଗ୍ରେସକୁ ଦେଲା ସୁଯୋଗ?

ଜୟପୁର: ୨୦୧୪ରେ ସମସ୍ତ ୨୫ଟି ଲୋକସଭା ଆସନରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ୨୪ଟି ଆସନରେ ବିଜୟୀ ହୋଇଥିଲା ଭାରତୀୟ ଜନତା ପାର୍ଟି। କିନ୍ତୁ ବିଧାନସଭା ନିର୍ବାଚନ ଜିତିବାର ମାତ୍ର ୬ ମାସ ପରେ ରାଜସ୍ଥାନରେ ଖରାପ ପ୍ରଦର୍ଶନ କରିଛି ଏହି ଦଳ। ଏହାର କାରଣ କଣ ଏହାକୁ ନେଇ ତର୍ଜମା ଚାଲିଛି।…

ମୋଦୀଙ୍କ ସହ ବୈଠକ ପରେ ଇଣ୍ଡିଆ ମେଣ୍ଟର ଅନ୍ୟତମ ନେତା ଷ୍ଟାଲିନଙ୍କୁ କାହିଁକି ଭେଟିଲେ ନାଇଡୁ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପରେ ବୁଧବାର ଦିଲ୍ଲୀରେ ଦୁଇଟି ବଡ଼ ବୈଠର ବସିଥିଲା। ଗୋଟିଏ ବୈଠକ ଏନଡିଏର ଏବଂ ଅନ୍ୟଟି ଇଣ୍ଡିଆ ମେଣ୍ଟର ଥିଲା। ଏହି ବୈଠକକୁ ନେଇ ରାଜନୈତିକ ଚର୍ଚ୍ଚା ଜାରି ରହିଛି। ଏହାରି ଭିତରେ ଦକ୍ଷିଣ ଭାରତର ଦୁଇ ନେତା ଏମକେ ଷ୍ଟାଲିନ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ…

ଶୂନରେ ଥାଇ ମଧ୍ୟ ୟୁପିର ଏହି ୧୬ଟି ଆସନରେ ବିଜେପିର ସହାୟକ ହେଲା ବିଏସପି, ହାରିଲା ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ବାହୁଜନ ସମାଜ ପାର୍ଟି (ବିଏସପି) ପାଇଁ ଅତ୍ୟନ୍ତ ଖରାପ ଥିଲା। ଏହି ନିର୍ବାଚନରେ ଗୋଟିଏ ବି ଆସନ ଜିତି ପାରିନାହିଁ ବିଏସପି। ଏପରିକି ଉତ୍ତରପ୍ରଦେଶରେ ଯେଉଁଠାରେ ବିଏସପି ଏକଦା କ୍ଷମତାରେ ଥିଲା, ସେଠାରେ ମଧ୍ୟ ସେ ଖାତା ଖୋଲିବାକୁ ଅସମର୍ଥ ହେଲା। କିନ୍ତୁ…

ଅଯୋଧ୍ୟାରେ ବିଜେପିର ପରାଜୟକୁ ନେଇ କଣ କହିଲେ ବାବା ରାମଦେବ, ମୋଦୀ ୩.୦କୁ ନେଇ ଦେଲେ ଏଭଳି ବୟାନ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ଏନଡିଏକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇ ବାବା ରାମଦେବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ କାର୍ଯ୍ୟକାଳ ମଧ୍ୟ ଉଲ୍ଲେଖନୀୟ ହେବ। ପ୍ରଧାନମନ୍ତ୍ରୀଙ୍କ ନୀତି ଦେଶ ପାଇଁ ସର୍ବୋତ୍ତମ ବୋଲି ପ୍ରମାଣିତ…