Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତୃତୀୟଥର ପାଇଁ ମହାକାଶ ଯାତ୍ରାରେ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ: ଆମେରିକୀୟ ମହାକାଶ ସଂସ୍ଥା ନାସାର ବରିଷ୍ଠ ମହାକାଶଚାରୀ ସୁନିତା ୱିଲିୟମ୍ସ ପୁଣି ମହାକାଶକୁ ଯାତ୍ରା ଆରମ୍ଭ କରିଛନ୍ତି। ଭାରତୀୟ ବଂଶୋଦ୍ଭବ ୫୯ ବର୍ଷୀୟା ସୁନିତାଙ୍କର ଏହା ତୃତୀୟ ମହାକାଶ ଯାତ୍ରା। ସୁନୀତା ୱିଲିୟମ୍ସ ଅନ୍ୟ ଜଣେ ସହକର୍ମୀଙ୍କ ସହ ବୁଧବାର ତୃତୀୟ ଥର ପାଇଁ…

ଜୁନ୍ ୧୨ରେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ, ମୋଦୀଙ୍କ ଶପଥ ପାଇଁ ଘୁଞ୍ଚିଲା ତାରିଖ

ଅମରାବତୀ: ତେଲୁଗୁ ଦେଶମ ପାର୍ଟି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଜୁନ୍ ୧୨ରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଅମରାବତୀରେ ହେବ ଶପଥ ସମାରୋହ। ଏହା ପୂର୍ବରୁ ଖବର ଥିଲା ଯେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶପଥ ଗ୍ରହଣ ସମାରୋହ ଜୁନ୍ ୯ ତାରିଖରେ ଅନୁଷ୍ଠିତ ହେବ। ଯାହାକୁ…

ଇଣ୍ଡିଆ ମେଣ୍ଟର ବୈଠକ ପରେ ମୁହଁ ଖୋଲିଲେ ରାହୁଲ, କହିଲେ ଏପରି କିଛି…

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ବୁଧବାର ଗୋଟେପଟେ ଏନଡିଏର ବୈଠକ ସରିଥିବାବେଳେ ଅନ୍ୟପଟେ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ…

ବିଶ୍ୱ ପରିବେଶ ଦିବସରେ ‘‘ଏକ ପେଡ୍ ମା’ କେ ନାମ’’ ଅଭିଯାନର ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ଆଜି ବିଶ୍ୱ ପରିବେଶ ଦିବସ । ଏହି ଅବସରରେ ଶ୍ରୀ ନରେନ୍ଦ୍ର ମୋଦୀ ‘‘ଏକ ପେଡ୍ ମା କେ ନାମ’’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଏକ ଅଶ୍ୱତ୍ଥ ଗଛ ଲଗାଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ମୋଦୀ । ଗତ ଦଶନ୍ଧି ମଧ୍ୟରେ ଭାରତ ଅନେକ ସାମୂହିକ…

ନୀତିଶ, ନାଇଡୁ ମାରିବେନି ତ ୟୁଟର୍ଣ୍ଣ !

ଭୁବନେଶ୍ବର: ଏନଡିଏକୁ ବହୁମତ ମିଳିଛି । ହେଲେ ସରକାର ଗଠନ ଚାବି ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କ ହାତରେ । ଏନଡିଏକୁ ସଂଖ୍ୟା ଗରିଷ୍ଠତା ମିଳିଥିଲେ ବି ବିଜେପି ଜିତିଛି ୨୪୦ଟି ଲୋକସଭା ସିଟ୍ । ମ୍ୟାଜିକ୍ ନମ୍ବର ୨୭୨ଠାରୁ ୩୨ ସିଟ୍ କମ୍ । ଏନଡିଏର ସହଯୋଗୀ ଦଳ ନୀତିଶ କୁମାରଙ୍କ…

ଏନଡିଏ ବୈଠକରେ ନେତା ନିର୍ବାଚିତ ହେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏନଡିଏ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶେଷରେ ନିଜର ମତ ଜଣାଇଛନ୍ତି । ବୈଠକରେ ବିଜେପିକୁ ସମର୍ଥନ କରିଛନ୍ତି ନୀତୀଶ କୁମାର…

ରାୟବରେଲିରୁ ସାଂସଦ ହେବେ ରାହୁଲ, ଛାଡିବେ କେରଳ ୱାଏନାଡ ଆସନ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ । ଫଳାଫଳରେ ବିଜେପି ଦେଶର ସର୍ବ ବୃହତ ଦଳ ଭାବରେ ଉଭା ହୋଇଛି ଏବଂ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହାରିଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କେରଳର ୱାଏନାଡ ଲୋକସଭା ଆସନ…

କେନ୍ଦ୍ର କ୍ୟାବିନେଟର ସୁପାରିଶ କ୍ରମେ ସପ୍ତଦଶ ଲୋକସଭା ଭଙ୍ଗ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ୧୭ ତମ ଲୋକସଭା ଭଙ୍ଗ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ପ୍ରଦାନ କରିଛନ୍ତି । ଏହା ପରେ କେନ୍ଦ୍ର କ୍ୟାବିନେଟ୍ ର ସୁପାରିଶ କ୍ରମେ ରାଷ୍ଟ୍ରପତି ଲୋକସଭା ଭଙ୍ଗ କରିଛନ୍ତି ।…

ଟି-ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୪: ଆଜିଠୁ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ପ୍ରଥମ ଟି-ଟ୍ବେଣ୍ଟି  ଖେଳିବ ଭାରତ । ଟି-ଟ୍ବେଣ୍ଟି ବିଶ୍ବକପ୍‌ରେ ଆଜିଠୁ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚ ଆୟର୍ଲାଣ୍ଡ ବିପକ୍ଷରେ ସହ  ରହିଛି । ଏହି ମ୍ୟାଚ୍  ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ସମୟ ରାତି ୮ଟାରେ…

କେଜ୍ରିୱାଲଙ୍କୁ ଝଟକା; ଜୁନ୍ ୧୯ ଯାଏଁ ବଢିଲା ନ୍ୟାୟିକ ହେପାଜତ, ଖାରଜ ହେଲା ଅନ୍ତରୀଣ ଜାମିନ ଆବେଦନ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ପୁଣି ନିରାଶ । ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କେଜ୍ରିୱାଲ କୋର୍ଟରେ ୭ ଦିନର ଅନ୍ତରୀଣ ଜାମିନ ଆବେଦନ କରିଥିଲେ । ହେଲେ ଆଜି (ବୁଧବାର) ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଛନ୍ତି ରାଉସ୍ ଆଭେନ୍ୟୁ କୋର୍ଟ । ଏହା ସହ…